‘ଗଜନି’ ଲୁକ୍ରେ ପୁଣି ଫେରିବେ ଆମିର!
‘ଗଜନି’ ଲୁକ୍ରେ ପୁଣି ଫେରିବେ ଆମିର! ମୁମ୍ବାଇ: ବଲିଉଡ୍ ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ଜନ୍ମଦିନ ପୂର୍ବରୁ ଏକ ଖୁସି ଖବର ଆସିଛି। ଆମିର ପୁଣିଥରେ ‘ଗଜନି’ ଲୁକ୍ରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି। ୨୦୦୮ରେ ଆସିଥିବା ଏହି ଫିଲ୍ମ…
ଅଫ୍ଏୟାର ହେବ ଶେହନାଜ-ପାରସଙ୍କ ଶୋ’ ‘ମୁଝସେ ଶାଦି କରୋଗେ’
ବମ୍ବେ: ଖୁବ୍ଶୀଘ୍ର ଅଫ୍ଏୟାର ହେବ ଶେହନାଜ୍ ଗିଲ-ପାରସ ଛାବଡାଙ୍କ ଶୋ’ ‘ମୁଝସେ ଶାଦି କରୋଗେ’। ଏହା ସ୍ଥାନ ନେବ ଧାରାବାହିକ ‘ଇସ୍କ ମେ ମରଜାଓ୍ବା-୨’। ଯାହା ସୂଚନା ରହିଛି, ମାର୍ଚ୍ଚ ୨୦ରେ ଶେହନାଜଙ୍କ ଶୋ’ର ଶେଷ ଏପିସୋଡ ପ୍ରସାରିତ ହେବ। ୨୩…
କରୋନା ଭାଇରସକୁ ନେଇ ଆୟୋଜିତ ହେଲା ଖବରଦାତା ସମ୍ମିଳନୀ: ଘଷି ଜଳାଇ ପିଲା କହିଲେ ସଫା ହେବ ପରିବେଶ
ଔରଙ୍ଗାବାଦ,୧୩।୩: ସରକାରୀ ଆୟୁର୍ବେଦ କଲେଜର ଏକ ଟିମ୍ ଗୁରୁବାର ଉସମନାବାଦ ସହରରେ କରୋନା ଭାଇରସକୁ ସେଇ ଜିଲା ପ୍ରଶାସନ ଦ୍ୱାରା ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଥିଲା। ଏହି ସମୟରେ କିଛି ଘଷି ବା ଗାଈ ଗୋବରରେ ତିଆରି ଜାଳେଣିକୁ ଜଳାଯାଇଥିଲା।…
ଭଗବାନଙ୍କ ସହର ‘ପ୍ଲେସ୍ ଅଫ୍ ଗର୍ଡ’: ଆଜି ବି ରହସ୍ୟ ଘେରରେ ଏହାର ନିର୍ମାଣ
ଦୁନିଆରେ ଏମିତି ଅନେକ ରହସ୍ୟ ରହିଛି, ଯାହାର ସମାଧାନ କରିବା ଏକ ଚ୍ୟାଲେଞ୍ଜ। ତେବେ ଯେତେବେଳେ ବି ବୈଜ୍ଞାନିକମାନେ ଏହି ରହସ୍ୟଗୁଡିକୁ ସମାଧାନ କରିବାକୁ ଚେଷ୍ଟା କରିଛନ୍ତି, ସେଥିରେ ସେମାନେ ଅଧିକ ଜଡିତ ହୋଇଯାଇଛନ୍ତି। ମେକ୍ସିକୋରେ ଏପରି ଏକ ରହସ୍ୟମୟ ସ୍ଥାନ…
କୋଣାର୍କ ସୂର୍ଯ୍ୟ ମନ୍ଦିରରେ ସେଲ୍ଫି ନେବା ବେଳେ ଅଘଟଣ, ମହିଳା ପର୍ଯ୍ୟଟକ ଗୁରୁତର
ଗୋପ, ୧୩।୩(ଡି.ଏନ୍.ଏ.): କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଶୁକ୍ରବାର ଜଣେ ପର୍ଯ୍ୟଟକ ସେଲ୍ଫି ନେବାବେଳେ ଖସିପଡ଼ି ଗୁରୁତର ହୋଇଛନ୍ତି। ସେ ହେଲେ ଭୁବନେଶ୍ବର ୟୁନିଟ୍ ୯ର ମହିଳା ପର୍ଯ୍ୟଟକ ଶୁଭାସିନ ମାଲିକ(୨୨)। ପ୍ରକାଶ ଯେ, ଶୁଭାସିନ ପରିବାର ସହ କୋଣାର୍କ ସୂର୍ଯ୍ୟ ମନ୍ଦିର…
ଘରୋଇ କମ୍ପାନୀର ଜଣେ କର୍ମଚାରୀ କରୋନା ସଂକ୍ରମିତ: ସ୍ବାସ୍ଥ୍ୟ ବିଭାଗର ନଜରରେ ୭ଶହରୁ ଊର୍ଦ୍ଧ୍ୱ କର୍ମଚାରୀ
ନୋଏଡା,୧୩।୩: ଭାରତରେ ଆଉ ଏକ କରୋନା ଭାଇରସ୍ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ନୋଏଡାରେ ଏକ ପ୍ରାଇଭେଟ୍ ଫାର୍ମରେ କାମ କରୁଥିବା ଜଣେ କର୍ମଚାରୀ କରୋନା ଭାଇରସ୍ରେ ପୀଡ଼ିତ ଥିବା ଜଣାପଡ଼ିଛି। ଏନେଇ ନୋଏଡାର ସିଏମ୍ଓ ଶୁକ୍ରବାର ସୂଚନା ଦେଇଛନ୍ତି।…
ହଜିଥିବା ଗାଈକୁ ଖୋଜିବାକୁ ଟୁଇଟର୍ରେ ସାହାଯ୍ୟ ମାଗିଲା ପୋଲିସ
ଚୋର ପୋଲିସର ଖେଳ କଥା ସମସ୍ତଙ୍କୁ ଜଣା। ହେଲେ ଏବେ ଦକ୍ଷିଣ ଫ୍ଲୋରିଡାରେ ଗୋଟିଏ ଗାଈକୁ ଧରିବାକୁ ପୋଲିସ ନାକେଦମ ହୋଇଥିବା ଜଣାପଡିଛି। ଗାଈଟି ହଜିଯାଇଥିବା ନେଇ ସୂଚନା ରହିଥିବା ବେଳେ ପୋଲିସ ତାକୁ ଧରିବାକୁ ଯେତେ ଚେଷ୍ଟା କଲେ ବି…
କରୋନା ଭାଇରସ: ସାନିଟାଇଜରର ବହୁଳ ବ୍ୟବହାର ସ୍ବାସ୍ଥ୍ୟ ଲାଗି କ୍ଷତିକାରକ
ସାରା ବିଶ୍ୱରେ କରୋନା ଭାଇରସ ବ୍ୟାପିବାରେ ଲାଗିଛି । ଏ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଡାକ୍ତର ଏବଂ ବିଶେଷଜ୍ଞମାନେ ଆରମ୍ଭରୁ ସ୍ବଚ୍ଛତା ଏବଂ ରକ୍ଷଣାବେକ୍ଷଣ ଉପରେ ପରାମର୍ଶ ଦେଉଛନ୍ତି। ସର୍ବାଧିକ ସଂକ୍ରମଣ ବିସ୍ତାର ହେବାର ଆଶଙ୍କା…
ଲଭ୍ ଲାଇଫ୍ କଥା କହିଲେ ଦୀପିକା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ବର୍ତ୍ତମାନ ଫିଲ୍ମ ବ୍ୟତୀତ ଏକ ସୁଖୀ ଦାମ୍ପତ୍ୟ ଜୀବନଯାପନ କରୁଛନ୍ତି। ସେ ୨୦୧୭ରେ ରଣବୀର ସିଂଙ୍କୁ ବିବାହ କରିଥିଲେ। ଏହା ପୂର୍ବରୁ ରଣବୀର କପୁରଙ୍କ ସହ ଡେଟ୍ କରୁଥିଲେ। ସେହି ସମୟରେ ସେ ରଣବୀରଙ୍କ…
କରୋନା ମୁକାବିଲା ଲାଗି ସ୍ବାସ୍ଥ୍ୟ ବିଭାଗର ଗାଇଡ୍ଲାଇନ୍: ଆକ୍ରାନ୍ତ ଦେଶକୁ ଯାଇଥିଲେ ନିଜେ ସୂଚନା ଦେବାକୁ ନିର୍ଦ୍ଦେଶ, ନ ମାନିଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୧୩।୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶୁକ୍ରବାର ରେଗୁଲେଶନ ଜାରି କରାଯାଇଛି। ଏହାନୁଯାୟୀ ସମସ୍ତ ସରକାରୀ, ଘରୋଇ ହସ୍ପିଟାଲରେ ସନ୍ଦିଗ୍ଧଙ୍କ ପାଇଁ ବ୍ୟବସ୍ଥା ରହିବ। ଆସୁଥିବା ସମସ୍ତ ସନ୍ଦିଗ୍ଧଙ୍କ ସବୁପ୍ରକାର ତଥ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ରଖିବେ। ଆକ୍ରାନ୍ତ ଦେଶକୁ…
ୟେସ୍ ବ୍ୟାଙ୍କ ପ୍ରସଙ୍ଗରୁ ମୁକୁଳିବା ପାଇଁ କରୋନା ବାହାନା: ଭାଜପା
ଭୁବନେଶ୍ୱର,୧୩।୩(ବ୍ୟୁରୋ): କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇଛି। ଏବେ ବିଧାନସଭା ବଜେଟ ଅଧିବେଶନ ଚାଲିଥିବା ବେଳେ ଏହାକୁ ମାର୍ଚ୍ଚ ୨୯ ଯାଏ ମୁଲତବୀ ଘୋଷଣା…
ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଡିପୋଜିଟ୍ ପ୍ରସଙ୍ଗ: ଗଠନ ହେଲା ଗୃହ କମିଟି
ଭୁବନେଶ୍ୱର,୧୩।୩(ବ୍ୟୁରୋ): ଘରୋଇ ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଜମା ହୋଇଥିବା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ଏହାକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀମାନେ କଡ଼ା ଭର୍ତ୍ସନା କରୁଥିବା ଦେଖାଯାଇଥିଲା। ତେବେ ଶୁକ୍ରବାର ଏହାକୁ…
Archives


