ପଞ୍ଚଭୂତରେ ଲିନ ହେଲେ ରିଷି
ମୁମ୍ବାଇ: ବଲିଉଡ୍ ଅଭିନେତା ରିଷି କୁପରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୁମ୍ବାଇର ମରିିନ ଲାଇନ୍ସରେ ଥିବା ଚନ୍ଦନଓ୍ବାଡି ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଅପରାହ୍ନ ୩.୪୫ରେ ଶ୍ମଶାନ ଘାଟରେ ତାଙ୍କ ପାର୍ଥିକ ଶରୀର ପହଞ୍ଚିବା ପରେ ଶବଦାହ ଗୃହରେ…
ପ୍ରବାସୀଙ୍କୁ ଆଣିବାକୁ ସ୍ବତନ୍ତ୍ର ଟ୍ରେନ୍ ପାଇଁ କେନ୍ଦ୍ର ନିକଟରେ ଦାବି କଲେ ସୁଶିଲ
ପାଟନା,୩୦।୪: ଲକ୍ଡାଉନ ଯୋଗୁ ରାଜ୍ୟ ବାହାରେ ଫସି ରହିଥିବା ଲୋକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବାକୁ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ କେନ୍ଦ୍ର ନିକଟରେ ପ୍ରସ୍ତାବ ରଖିଛନ୍ତି ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦି। ଟୁଇଟ୍ କରି ସୁଶିଲ…
ଫୁଲବାଣୀ ପୂର୍ବତନ ବିଧାୟକଙ୍କ ଗାଡ଼ିକୁ ଗୁଳିମାଡ଼
ଫୁଲବାଣୀ ଅଫିସ, ୩୦ା୪- କନ୍ଧମାଳ ଜିଲା ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ଏକ ବୋଲେରୋ ଗାଡିକୁ କେହି ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି । ଗାଡିରେ କେହି ନ ଥିବା ବେଳେ ଏଭଳି କାଣ୍ଡ ଦୁର୍ବୃତ୍ତ ଜଣକ ଭିଆଇଛନ୍ତି। ପୂର୍ବ ଶତ୍ରୁତା…
ସନ୍ତାନ ପ୍ରସବ କଲେ କରୋନା ପଜିଟିଭ ମହିଳା
ଆଗ୍ରା,୩୦।୪: ଉତ୍ତରପ୍ରଦେଶ ଆଗ୍ରାରେ ଜଣେ କରୋନା ପଜିଟିଭ ମହିଳା ଗୁରୁବାର ସିଜରିଆନ ସେକ୍ସନ ମାଧ୍ୟମରେ ଏକ ସନ୍ତାନ ପ୍ରସବ କରିଛନ୍ତି। ସରୋଜିନି ନାଇଡୁ ମେଡିକାଲରେ ସେ ସନ୍ତାନ ପ୍ରସବ କରିଥିବା ବେଳେ ଉଭୟ ମା’ଓ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ମେଡିକାଲ…
ମାଲଦିଭିସରେ ପ୍ରଥମ କରୋନା ଜନିତ ମୃତ୍ୟୁ
ମାଲେ,୩୦।୪: କରୋନା ଭାଇରସ ସଂକ୍ରମଣରେ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଥିବା ବେଳେ ଗୁରୁବାର ମାଲଦିଭିସରେ ପ୍ରଥମ କରୋନା ଜନିତ ମୃତ୍ୟୁ ହୋଇଥିବା ଖବର ମିଳିଛି। ସ୍ପୁଟନିକ ରିପୋର୍ଟ ଅନୁଯାୟୀ, ମାଲଦିଭିସର ସ୍ବାସ୍ଥ୍ୟମନ୍ତ୍ରୀ ଅବଦୁଲ୍ଲା ଅମିନ କହିଛନ୍ତି…
ଚିତ୍ରରେ ଗଞ୍ଜାମ ଜିଲାପାଳଙ୍କ କରୋନା ବାର୍ତ୍ତା: ଘରୁ ବାହାରିବା ବେଳେ ମାସ୍କ ସହ ବ୍ୟବହାର କରନ୍ତୁ ଛତା, ସାମାଜିକ ଦୂରତ୍ୱ ରହିବ
ଛତ୍ରପୁର, ୩୦।୪(ଡି.ଏନ୍.ଏ.)- କରୋନାର ମୁକାବିଲା ନିମନ୍ତେ ମାସ୍କର ବ୍ୟବହାର ଏବଂ ସାମାଜିକ ଦୂରତା ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ନେଇ ସରକାରୀସ୍ତରରେ ଲୋକମାନଙ୍କୁ ସଚେତନ କରାଯାଉଛି। ଏହି କ୍ରମରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ଚିତ୍ର ଆଙ୍କି ଭିନ୍ନ…
ବାହାର ରାଜ୍ୟରେ ଥିବା ସମସ୍ତ ଶିକ୍ଷାର୍ଥୀ, ଶ୍ରମିକଙ୍କୁ ଆଣିବା ସମ୍ଭବ ନୁହେଁ: ଅଶୋକ
ପାଟନା,୩୦।୪: କରୋନା ଭାଇରସର ସଂକ୍ରମଣକୁ ଦେଖି ସାରା ଦେଶରେ ୪୦ ଦିନିଆ ଲକ୍ଡାଉନ ଘୋଷଣା କରାଯାଇଛି। ଏବେ ଏହା ପୂରଣ ହେବାକୁ ଆଉ ମାତ୍ର ୩ ଦିନ ବାକି ଥିବା ବେଳେ ଏହି ସମୟରେ ବାହାରେ ରହି ଯାଇଥିବା ଶିକ୍ଷାର୍ଥୀ ଓ…
ସପ୍ତାହରେ ଥରେ ଖୋଲିବ ପରିବା ମାର୍କେଟ, ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ନିର୍ଦ୍ଦେଶନାମା ଜାରି
ସୁନ୍ଦରଗଡ଼,୩୦ା୪(ଡି.ଏନ୍.ଏ.) : ଜିଲାରେ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ଲକ୍ଡାଉନ୍ କଟକଣାକୁ କଡ଼ାକଡ଼ି ପାଳନ ପାଇଁ ଜିଲାପାଳ ନିଖିଲ ପବନ କଲ୍ୟାଣ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । କଣ୍ଟେନ୍ମେଣ୍ଟ ଘୋଷିତ ରାଉରକେଲା ମହାନଗର ନିଗମ ଓ ବିଶ୍ରା ଅଞ୍ଚଳ…
ଚନ୍ଦନଓ୍ବାଡି ଶ୍ମଶାନ ଘାଟରେ ରିଷିଙ୍କ ଶେଷକୃତ୍ୟ ହେବ ସମ୍ପନ୍ନ: ସାମିଲ ହେବେ ୧୫ ଜଣ
ମୁମ୍ବାଇ,୩୦।୪: ବଲିଉଡ୍ର ଭେଟେରାନ୍ ଆକ୍ଟର ରିଷି କପୁରଙ୍କର ଗୁରୁବାର ପରଲୋକ ହୋଇଛି। ତାଙ୍କ ବିୟୋଗରେ ବଲିଉଡ୍ ଦୁନିଆରେ ଏକ ଅପୂରଣୀୟ କ୍ଷତି ଘଟିଛି। ଦିନକ ପୂର୍ବରୁ ଅଭିନେତା ଇର୍ଫାନ ଖାଁଙ୍କ ଦେହାନ୍ତ ଆଉ ୨୪ ଘଣ୍ଟା ନ ପୁରୁଣୁ ରିଷିଙ୍କ ଦେଦାନ୍ତ…
କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସବୁ ବ୍ୟକ୍ତିଙ୍କୁ ହେବନାହିଁ ସଂକ୍ରମଣ !
ନୂଆଦିଲ୍ଲୀ,୩୦।୪: କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱରେ ଏକ ଭୟର ବାତାବରଣ ସୃଷ୍ଟି କରିଛି। ଏହି ମାହାମାରୀ କବଳରେ ଏବେ ସାରା ବିଶ୍ୱ। କରୋନା ସଂକ୍ରମିତଙ୍କୁ ଛୁଇଁଲେ ଏହା ବ୍ୟାପିଥାଏ ବୋଲି ଧାରଣ ରହିଛି। ହେଲେ ନିକଟରେ କରାଯାଇଥିବା ଏକ…
ଝାରସୁଗୁଡ଼ା ଏସ୍ପି ଭାବେ କାର୍ଯ୍ୟରେ ଯୋଗଦେଲେ ରାହୁଲ ପି. ଆର୍: କରୋନା ମୁକାବିଲାକୁ ଦେବେ ପ୍ରାଥମିକତା
ଝାରସୁଗୁଡା ଅଫିସ,୩୦।୪- ୨୦୧୩ ବ୍ୟାଚ୍ର ଭାରତୀୟ ପୋଲିସ ସେବା(ଆଇପିଏସ୍) ଅଫିସର ରାହୁଲ ପି.ଆର୍ ଝାରସୁଗୁଡ଼ା ଜିଲା ଏସ୍ପି ଭାବେ ଗୁରୁବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଝାରସୁଗୁଡ଼ା ଏସ୍ପି ଭାବେ କାର୍ଯ୍ୟ କରୁଥିବା ଅଶ୍ୱିନୀ କୁମାର ମହାନ୍ତିଙ୍କଠାରୁ ସେ ଏହି କାର୍ଯ୍ୟଭାର ଗ୍ରହଣ…
ଇର୍ଫାନ-ରିଷିଙ୍କ ମଧ୍ୟରେ ଥିଲା ଅଜବ ସଂଯୋଗ
ମୁମ୍ବାଇ: ବଲିଉଡ୍ ପାଇଁ ଏପ୍ରିଲ ମାସର ଶେଷ ଦୁଇ ଦିନ ଥିଲା ବେଶ୍ ଦୁଃଖଦ। ଏପ୍ରିଲ ୨୯-୩୦କୁ ବଲିଉଡ୍ ପାଇଁ କଳା ଦିନ ବୋଳି କୁହାଯାଉଛି। ଦୁଇ ଦିନ ମଧ୍ୟରେ ବଲିଉଡ୍ ହରାଇଲା ତା’ର ଦୁଇ ପୋଖତ କଳାକାରଙ୍କୁ। ୨୯ ତାରିଖରେ…
Archives


