Home Left

ଶୁକ୍ରବାରଠାରୁ ଖୋଲିବ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପ: ଶ୍ରମିକ ପରିବହନ ନେଇ ଜିଲାପାଳ ଜାରି କରିବେ ଗାଇଡଲାଇନ

ଭୁବନେଶ୍ୱର,୩୦ା୪(ବ୍ୟୁରୋ): ଶୁକ୍ରବାରଠାରୁ ରାଜ୍ୟରେ ଥିବା ସମସ୍ତ ଅଣୁ, କ୍ଷୁଦ୍ର୍ର ଓ ମଧ୍ୟମ ଉଦ୍ୟୋଗ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଦୀର୍ଘ ଦେଢ଼ମାସ ହେବ ବନ୍ଦ ହୋଇ ରହିଥିବା ୩ ଲକ୍ଷ କ୍ଷୁଦ୍ର ଉଦ୍ୟୋଗ କାର୍ଯ୍ୟକ୍ଷମ ହେବ। ଗୁରୁବାର ଭିଡିଓକନ୍‌ଫରେନ୍ସିଂ ମାଧ୍ୟମରେ…

CORONAVIRUS UPDATE: ମାସକରେ ୧୨ ଜିଲାରେ ୧୩୮ ସଂକ୍ରମିତ

ଭୁବନେଶ୍ୱର,୩୦ା୪(ବ୍ୟୁରୋ): କରୋନା(କୋଭିଡ-୧୯) ଭୂତାଣୁ ସଂକ୍ରମଣ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହାକୁ ରୋକିବା ସରକାରଙ୍କ ପକ୍ଷେ ବେଳକୁ ବେଳ ମୁସ୍କିଲ ହୋଇପଡୁଛି। ସରକାର ଯେତେ ଯାହା ପଦକ୍ଷେପ ନେଲେ ବି ଏହି ରୋଗ ନିୟନ୍ତ୍ରଣକୁ ଆସୁ ନାହିଁ। ଦିନକୁ…

ସ୍କ୍ରିନିଂ ପରେ ୧୫ ସୁରଟ ଫେରନ୍ତାଙ୍କୁ ପଠାଗଲା ଏମ୍‌କେସିଜି: ଧରାକୋଟ କ୍ୱାରାଣ୍ଟାଇନ ସେଣ୍ଟରରେ ୧୧୪ ପ୍ରବାସୀ ଓଡ଼ିଆ

ଧରାକୋଟ,୩୦ା୪(ଡି.ଏନ.ଏ.)- ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବା ୪ ବସ୍‌ କଡା ସୁରକ୍ଷା ମଧ୍ୟରେ ବୁଧବାର ମଧ୍ୟରାତ୍ରରେ ଆସିକାରେ ପହଞ୍ଚତ୍ଥିଲା। ସେଥିରୁ ୨ଟି ବସ୍‌କୁ ଧରାକୋଟ ଆଦର୍ଶ ବିଦ୍ୟାଳୟସ୍ଥିତ କ୍ୱାରାଣ୍ଟାଇନ ସେଣ୍ଟରକୁ ଅଣାଯାଇଥିଲା। ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ତହସିଲଦାର ସଦାନନ୍ଦ…

ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ: କେତେକ ଜିଲାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦ା୪(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବ। ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଅବପାତ ରୂପ ନେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଲଘୁଚାପ ଧୀରେ…

ଦୋକାନ ଦ୍ୱନ୍ଦ୍ୱ ଦୂର କଲେ ବିଏମ୍‌ସି କମିଶନର: ଏକାଠି ୫ରୁ ଅଧିକ ଦୋକାନ ନ ଥିବା ମାର୍କେଟ ଖୋଲି ପାରିବ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କେଉଁ ଦୋକାନ ଖୋଲିବ ଓ କେଉଁ ଦୋକାନ ବନ୍ଦ ରହିବ ସେ ନେଇ ଦ୍ୱନ୍ଦ୍ୱ ଲାଗିରହିଥିଲା। ଗୁରୁବାର ଏହି ଦ୍ୱନ୍ଦ୍ୱ ଦୂର କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ସେ କହିଛନ୍ତି, ସମସ୍ତ…

ଜର୍ମାନୀ, ନେଦରଲାଣ୍ଡ୍ସ, ଫିନ୍‌ଲାଣ୍ଡରେ ମୋଟୋ ଗ୍ରାଁ ପ୍ରି ରେସ୍‌ ବାତିଲ

ପ୍ୟାରିସ୍‌,୩୦।୪ (ଏଏଫ୍‌ପି): କୋଭିଡ-୧୯ ମହାମାରୀ କାରଣରୁ ଜର୍ମାନୀ, ନେଦରଲାଣ୍ଡ୍ସ ଓ ଫିନ୍‌ଲାଣ୍ଡରେ ଆୟୋଜନ ହେବାକୁଥିବା ମୋଟୋ ଗ୍ରାଁ ପ୍ରି ରେସ୍‌ଗୁଡିକୁ ବାତିଲ କରାଯାଇଛି। ଜୁନ୍‌ ଓ ଜୁଲାଇରେ ଏହି ରେସ୍‌ଗୁଡିକ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ଏଗୁଡିକୁ ବାତିଲ କରିବାକୁ…

ସର୍ବାଧିକ ଆକ୍ଟିଭ୍‌ କେସ୍‌ ମାମଲା: ଖୋର୍ଦ୍ଧାକୁ ଟପି ଶୀର୍ଷରେ ପହଞ୍ଚିଲା ଯାଜପୁର

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ଯାଜପୁରରୁ ଆଉ ୧୪ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ଏବେ ଏହି ସଂଖ୍ୟା ୧୪୨ରେ ପହଞ୍ଚିଛି। ଅପରପକ୍ଷେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି। ସେଥିରୁ ଜଣେ ସୁସ୍ଥ…

କ୍ରିକେଟ୍‌ ଅଷ୍ଟ୍ରେଲିଆ କେନ୍ଦ୍ରୀୟ ଚୁକ୍ତିରେ ଲାବୁସେନ୍‌, ବନର୍‌ସ

ମେଲବୋର୍ନ,୩୦।୪(ପି.ଟି.): କ୍ରିକେଟ ଅଷ୍ଟ୍ରେଲିଆ ଗୁରବାର ତା’ର ୨୦ ଜଣିଆ ବାର୍ଷିକ ଖେଳାଳି ଚୁକ୍ତି ତାଲିକା ଘୋଷଣା କରିଛି। ବରିଷ୍ଠ ବ୍ୟାଟ୍ସମ୍ୟାନ ଉସ୍‌ମାନ ଖ୍ବାଜା ଓ ଶନ୍‌ ମାର୍ଶ ଏହି ଚୁକ୍ତିରୁ ବାଦ୍‌ ପଡିଛନ୍ତି। ତେବେ ଉଦୀୟମାନ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସେନ ଓ…

ରିଷି କପୁରଙ୍କ ଦେହାନ୍ତରେ ସଚିନ, କୋହଲିଙ୍କ ଶ୍ରଦ୍ଧାଞ୍ଜଳି

ନୁଆଦିଲ୍ଲୀ,୩୦।୪ (ପି.ଟି.): କିମ୍ବଦନ୍ତୀ ବଲିଉଡ ଅଭିନେତା ରିଷି କପୁରଙ୍କ ଦେହାନ୍ତରେ ଭାରତୀୟ କ୍ରୀଡ଼ାଜଗତ ସ୍ତବ୍ଧ ହୋଇଯାଇଛି। ରିଷିଙ୍କୁ ଭାରତୀୟ କ୍ରୀଡ଼ାର ବଡ଼ବଡ଼ ତାରକାମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। କ୍ରିକେଟ ଆଇକନ ସଚିନ ତେନ୍ଦୁଲକରଙ୍କ ସମେତ ଅଧିନାୟକ ବିରାଟ କୋହଲି, ବିସ୍ଫୋରକ ଓପନର ବୀରେନ୍ଦ୍ର…

ଓ୍ବିଲିୟମସନ୍‌ ଶ୍ରେଷ୍ଠ ଦିନିକିଆ କ୍ରିକେଟର

ଅକ୍‌ଲାଣ୍ଡ,୩୦।୪ (ପି.ଟି.): ଅଧିନାୟକ କେନ୍‌ ଓ୍ବିଲିୟମସନ ଗୁରୁବାର ନ୍ୟୁଜିଲାଣ୍ଡର ଶ୍ରେଷ୍ଠ ଦିନିକିଆ ପ୍ଲେୟାର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ସାରା ବର୍ଷରେ ଦମ୍‌ଦାର ପ୍ରଦର୍ଶନ କରି ସେ ନ୍ୟୁଜିଲାଣ୍ଡ କ୍ରିକେଟର ବାର୍ଷିକ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଦିନିକିଆ କ୍ରିକେଟର ଭାବେ…

କରୋନା ଭାଇରସ: ଭାରତ ପାଇଁ ଗୁରୁତ୍ୱପୁର୍ଣ୍ଣ ମେ’ ମାସ

ନୂଆଦିଲ୍ଲୀ,୩୦।୪: କରୋନା ଭାଇରସର ସଂକ୍ରମଣ ଏପର୍ଯ୍ୟନ୍ତ ଦେଶରେ କମ୍‌ ହୋଇନାହିଁ। ଏପଟେ କିନ୍ତୁ ଆଉ ମାତ୍ର ୩ ଦିନ ପରେ ସରିବ ଲକ୍‌ଡାଉନ ଅବଧି। ଏପଟେ କରୋନାକୁ ହରାଇବାର ମୁଖ୍ୟ ମାଧ୍ୟମ ଲକ୍‌ଡାଉନ୍‌ କୁହାଯାଉଥିବା ବେଳେ ଯଦି ମେ’ ୩ ତାରିଖ…

ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧,୭୧୮ ନୂଆ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୩୦।୪: ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୭୧୮ ନୂଆ ରୋଗୀ ଚିହ୍ନଟ ହେବା ପରେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩.୦୫୦ରେ ପହଞ୍ଚିଛି। ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri