Home Left

କେମିତି ହେଲା ବଲିଉଡ୍‌ ଏଣ୍ଟ୍ରି

ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ସୋନାକ୍ଷୀଙ୍କୁ ପ୍ରଥମେ ବ୍ରେକ୍‌ ମିଳିଥିଲା ‘ଦବଙ୍ଗ’ରେ। ଏହି ଫିଲ୍ମର ନାୟକ ଥିଲେ ସଲମାନ ଖଁା ଏବଂ ଚିତ୍ରଟି ହିଟ୍‌ ହୋଇଥିଲା। ହେଲେ ଏହି ଫିଲ୍ମ ସାଇନ୍‌ କରିବା ପୂର୍ବରୁ ଏକ ଘଟଣା ଘଟିଥିଲା। ଆକ୍ଟିଂ ଲାଇନ୍‌କୁ ଆସିବାକୁ…

କ୍ୱାରାଣ୍ଟାଇନ୍‌ ପରେ ମିଳିଲା ମା’ଙ୍କ ଭଲପାଇବା

ମୁମ୍ବାଇ: ଲକ୍‌ଡାଉନ୍‌ରେ ବିମାନ ସେବା ଆରମ୍ଭ ହେବା ପରେ ବଲିଉଡ୍‌ ଅଭିନେତ୍ରୀ ରାଧିକା ମଦାନ ମେ’ ୨୬ରେ ମୁମ୍ବାଇରୁ ଦିଲ୍ଲୀରେ ପହଞ୍ଚିଥିଲେ। ସେ ଫ୍ଲାଇଟ୍‌ରେ ଆସିବାବେଳେ ବହୁ ସତର୍କତା ଅବଲମ୍ବନ କରିଥିଲେ। ସେ ଘରେ ପହଞ୍ଚି ୧୪ ଦିନ ପାଇଁ ନିଜକୁ…

ଶୁଆ ଶୁଣୁଛି ଗିଟାର

ମୁମ୍ବାଇ: ଶ୍ରୋତା ନ ଥିଲେ ଗୀତ ଗାଇବାର ମଜା ନ ଥାଏ। ଶ୍ରୋତାମାନଙ୍କ ଉପଭୋଗ ଆଉ କରତାଳିରେ ହିଁ ଗୀତ ଗାଇବାର ଏକ ଭିନ୍ନ ଆନନ୍ଦ ମିଳିଥାଏ। ତେବେ କେବଳ ମଣିଷମାନେ ଯେ ଶ୍ରୋତା ହୋଇପାରିବେ ଏକଥା ଭାବିବା ଭୁଲ୍‌। କାରଣ…

ଆଦିବାସୀଙ୍କ ହାତପାହାନ୍ତାରେ ବ୍ୟାଙ୍କସେବା

ରାୟପୁର: ଉପାନ୍ତ ଅଞ୍ଚଳରେ ସରକାରୀ ସୁବିଧା ସୁଯୋଗ ଲୋକମାନେ ପାଇବା କାଠିକର ପାଠ। ବର୍ଷ ବର୍ଷ ବିତିଯାଉଥିଲେ ବି ଭଲ ସଡ଼କ କିମ୍ବା ପିଇବା ପାଣି ସେମାନଙ୍କ ଲାଗି ସାତ ସପନ ପାଲଟିଥାଏ। ମାଓବାଦୀ ଅଧ୍ୟୁଷିତ ଛତିଶଗଡ଼ର ଦାନ୍ତଓ୍ବୋଡ଼ାରେ ଲୋକମାନେ ବାହାରକୁ…

ନୂଆ ଭୂମିକାରେ ନଜର ଆସିବେ ଜରିନ

ମୁମ୍ବାଇ: ‘ହାଉସଫୁଲ-୨’, ‘ହେଟ୍‌ଷ୍ଟୋରୀ-୩’ ଭଳି ଫିଲ୍ମରେ ଅଭିନୟ କରି ବଲିଉଡ୍‌ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ଜରିନ ଖାନ୍‌। ତେବେ ତାଙ୍କର ଅପ୍‌କମିଂ ଫିଲ୍ମରେ ତାଙ୍କୁ ସଂପୂର୍ଣ୍ଣ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ଆଗକୁ ତାଙ୍କର ମୁଭି ‘ହମ୍‌…

ଆଇଏଏସ୍‌-ଆଇପିଏସ୍‌ ଅଫିସର ପିନ୍ଧିବେ ଡାକ୍ତରୀ ୟୁନିଫର୍ମ: କାର୍ମିକ ମନ୍ତ୍ରଣାଳୟର ନୂଆ ଯୋଜନା

ନୂଆଦିଲ୍ଲୀ, ୧୧।୬: ଭାରତରେ କରୋନା ମହାମାରୀ ଯୋଗୁ ସ୍ଥିତି ଧୀରେଧୀରେ ସଙ୍କଟ ଜନକ ହେବାରେ ଲାଗିଛି। ଏବେ ପ୍ରତିଦିନ ଦେଶରେ ହାରାହାରି ୧୦୦୦ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି। ତେଣୁ ହସ୍ପିଟାଲରେ କରୋନା ସଂକ୍ରମିତଙ୍କ ଚିକିତ୍ସାର ସୁପରିଚାଳନା ଅପରିହାର୍ଯ୍ୟ ହୋଇପଡ଼ିଛି।…

ଗୁରୁବାରଠାରୁ କେଦାରନାଥ ଯାତ୍ରା ଆରମ୍ଭ: ଜୁନ ୩୦ପର୍ଯ୍ୟନ୍ତ କେବଳ ରୁଦ୍ରପ୍ରୟାଗବାସୀ କରିପାରିବେ ଦର୍ଶନ

ରୁଦ୍ରପ୍ରୟାଗ,୧୧।୬: ଦେବସ୍ଥାନମ୍‌ ବୋର୍ଡର ନିଷ୍ପତ୍ତି ପରେ ଉତ୍ତରାଖଣ୍ଡରେ ଥିବା କେଦାରନାଥ ଧାମ ଯାତ୍ରାକୁ ଖୋଲି ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଜୁନ ୩୦ପର୍ଯ୍ୟନ୍ତ କେବଳ ସ୍ଥାନୀୟ ଲୋକ ଅର୍ଥାତ୍‌ ରୁଦ୍ରପ୍ରୟାଗ ଜିଲାବାସୀଙ୍କ ପାଇଁ ଏହି ଯାତ୍ରା ଖୋଲାଯିବ। ବୁଧବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ…

କରୋନା ଲକ୍ଷଣ ଦେଖିବାର ୩ ଦିନ ପରେ କରାଯାଉ ଟେଷ୍ଟ: ନଚେତ୍‌ ଭୁଲ୍‌ ଆସିପାରେ ରିପୋର୍ଟ !

ଓ୍ବାଶିଂଟନ,୧୧।୬: ଯଦି କୌଣସି ବ୍ୟକ୍ତି କରୋନାରେ ପୀଡ଼ିତ ହୋଇଛନ୍ତି ବୋଲି ସନ୍ଦେହ କରୁଛନ୍ତି ତେବେ ସେ ତୁରନ୍ତ ଟେଷ୍ଟ କରିବା ଉଚିତ ନୁହେଁ। ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି। ବିଶେଷଜ୍ଞମାନଙ୍କ ମତରେ କରୋନା ଲକ୍ଷଣ ଦେଖା ଦେବାର ୩…

ଲଣ୍ଡା ଟେଷ୍ଟ କ୍ରିକେଟ ଟିମ୍‌ରେ ନାହାନ୍ତି ବିରେନ୍ଦ୍ର ସେହ୍ବାଗ

ଲକ୍‌ଡାଉନ ଯୋଗୁ ଏବେ କୌଣସି କ୍ରିକେଟ ସିରିଜ୍‌ ଆୟୋଜନ କରାଯାଉନାହିଁ। ଏଥିପାଇଁ କ୍ରିକେଟରମାନେ ଘରେ ରହି ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି। କିଛି ଖେଳାଳି ମଜାଦାର ଭିଡିଓ ଏବଂ ଫଟୋ ଶେୟାର କରି ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି। ଇଂଲଣ୍ଡର ପୂର୍ବତନ ଅଧିନାୟକ…

କରୋନା ସଂକ୍ରମଣ: ଅନ୍ତିମ ସଂସ୍କାର ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି

ମୁମ୍ବାଇ,୧୧।୬: ମିଳିଥିବା ଏକ ସୂଚନାରୁ ଜଣାପଡିଛି ମୁମ୍ବାଇରେ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ତେବେ ଏସବୁ ମୃତବ୍ୟକ୍ତିଙ୍କର କୌଣସି ସମ୍ପର୍କୀୟ ନ ଆସିବାରୁ ଏଭଳି ସମସ୍ୟା ଉପୁଜିଛି। ହସ୍ପିଟାଲ…

ଦିଲ୍ଲୀ ଫେରନ୍ତା ପୁଅକୁ ସରପଞ୍ଚ ମା’ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖିବା ଘଟଣା: ‘ଧରିତ୍ରୀ’ରେ ପ୍ରକାଶିତ ଖବରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌

ଭବାନୀପାଟଣା,୧୧ା୬(ସ୍ବ.ପ୍ର.) : କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତ ସରପଞ୍ଚ ନନ୍ଦିତା ସାହୁ ଦିଲ୍ଲୀ ଫେରନ୍ତା ପୁଅକୁ ଘରକୁ ନ ନେଇ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇ୍‌ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ‘ଧରିତ୍ରୀ’ରେ ପ୍ରକାଶିତ ଖବରକୁ ଟୁଇ୍‌ଟରେ…

ସେମିଷ୍ଟାର ପରୀକ୍ଷା ବାତିଲ ଦାବିରେ ଏସ୍‌ସିଏସ୍‌ କଲେଜ ଛାତ୍ରୀଛାତ୍ରଙ୍କ ଧାରଣା

ପୁରୀ ଅଫିସ,୧୧।୬: ସେମିଷ୍ଟାର ପରୀକ୍ଷା ବାତିଲ ଦାବିରେ ଗୁରୁବାର ସାମନ୍ତ ଚନ୍ଦ୍ରଶେଖର ସ୍ବୟଂ ଶାସିତ ମହାବିଦ୍ୟାଳୟ(ଏସ୍‌ସିଏସ୍‌)ର ଛାତ୍ରୀଛାତ୍ରମାନେ କଲେଜ ସମ୍ମୁଖରେ ଧାରଣା ଦେଇଛନ୍ତି। ସମ୍ପ୍ରତି ମହାମାରୀ କରୋନା ପରିପ୍ରେକ୍ଷୀରେ ଆଗକୁ ହେବାକୁ ଥିବା ଷଷ୍ଠ ସେମିଷ୍ଟାର ପରୀକ୍ଷାକୁ ବାତିଲ କରିବା ଲାଗି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri