ଲୁଟ୍ର ଶିକାର ହେଲେ ଏହି ଅଭିନେତା
ଟିଭି ଧାରାବାହିକ ‘ହାପ୍ପୁକି ଉଲଟନ୍ ପଲଟନ’ରେ କମଲେଶ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ସଞ୍ଜୟ ଚୌଧୁରୀ ଦିନ ଦୁଇପହରରେ ଲୁଟ୍ର ଶିକାର ହୋଇଛନ୍ତି। ନିଜ ଇନ୍ଷ୍ଟାଗ୍ରାମ୍ରେ ଏକ ଭିଡିଓ ଶେୟାରକରି ସଞ୍ଜୟ ଏହି ସୂଚନା ଦେଇଛନ୍ତି। ମୁମ୍ବାଇର ମୀରା ରୋଡ୍ରେ ଏହି…
ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ମାମଲା: ତଦନ୍ତକୁ ନେଇ ଅସନ୍ତୋଷ, ଚିନ୍ମୟୀଙ୍କୁ ଜେରା
ଭୁବନେଶ୍ୱର,୨୮।୯ (ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ୩ମାସ ବିତିଲାଣି। ଏହାସହ କ୍ରାଇମ୍ବ୍ରାଞ୍ଚ ତଦନ୍ତ କରିବାର ୨ମାସ ମଧ୍ୟ ହୋଇଗଲାଣି। ଇତି ମଧ୍ୟରେ କ୍ରାଇମ୍ବ୍ରାଞ୍ଚ କେବଳ ଆଦିତ୍ୟ ସ୍ତ୍ରୀ ବିଦ୍ୟାଶ୍ରୀ ଓ ୩ସାଙ୍ଗକୁ ଜେରା କରିବା ସହ ପଲିଗ୍ରାଫ ଟେଷ୍ଟ…
୫ରେ ଜେଇଇ ଆଡ଼ଭାନ୍ସଡ୍ ରେଜଲ୍ଟ
ଭୁବନେଶ୍ୱର, ୨୮।୯(ବ୍ୟୁରୋ): ଜେଇଇ ଆଡ଼ଭାନ୍ସଡ୍ ପରୀକ୍ଷା ରବିବାର ଅନୁଷ୍ଠିତ ହୋଇଯାଇଛି। ଦେଶର ୨୨୨ଟି ସହରର ୧୧୫୦ କେନ୍ଦ୍ରରେ ପରୀକ୍ଷା ହୋଇଥିବାବେଳେ ମୋଟ ୧,୬୦,୮୬୪ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି। ଓଡ଼ିଶାର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ଆଦି ସହରରେ ହୋଇଥିବା…
ଡିସେମ୍ବର ସୁଦ୍ଧା ଲାଗୁ ହେବ ୪ ଶ୍ରମ କୋଡ୍: ଗଙ୍ଗଓ୍ବାର
ନୂଆଦିଲ୍ଲୀ: ଚଳିତବର୍ଷ ଡିସେମ୍ବର ସୁଦ୍ଧା ସରକାର ୪ ଶ୍ରମ କୋଡ୍କୁ ଏକା ଥରକେ ଲାଗୁ କରିବାକୁ ଲକ୍ଷ୍ୟ ରଖିଥିବା ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ରବିବାର ସୂଚନା ଦେଇଛନ୍ତି। ଇଣ୍ଡଷ୍ଟ୍ର୍ରିଆଲ ରିଲେଶନ କୋଡ୍, ସୋସିଆଲ ସିକ୍ୟୁରିଟି କୋଡ୍, ଅକ୍ୟୁପେଶନାଲ ସେଫଟି ଏବଂ ହେଲ୍ଥ…
ଇଣ୍ଡିଆନ ସୁପର ଲିଗ୍ ଖେଳିବ ଇଷ୍ଟବେଙ୍ଗଲ
ମୁମ୍ବାଇ, ୨୮ା୯ (ପି.ଟି.)- ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ପ୍ରବେଶ କରିଛି ଦେଶର ଅନ୍ୟତମ ପୁରାତନ ଫୁଟ୍ବଲ କ୍ଲବ ଇଷ୍ଟବେଙ୍ଗଲ। ୨୦୨୦ ସିଜନରୁ ଦଳ ଏହି ବ୍ୟୟବହୁଳ ଟୁର୍ନାମେଣ୍ଟରେ ଭାଗ ନେବ। ଫୁଟ୍ବଲ ସ୍ପୋଟର୍ସ ଡେଭଲପମେଣ୍ଟ ଲିମିଟେଡ୍ (ଏଫ୍ଏସ୍ଡିଏଲ୍) ଅଧ୍ୟକ୍ଷା ନୀତା…
ରେଲଓ୍ବେ ପକ୍ଷରୁ ୧୦ ଲକ୍ଷ କାର୍ଯ୍ୟଦିବସ ସୃଷ୍ଟି
ନୂଆଦିଲ୍ଲୀ,୨୮।୯: କରୋନା ମହାମାରୀ ଯୋଗୁ ବିଭିନ୍ନ ସଂସ୍ଥାରେ କାର୍ଯ୍ୟ ବନ୍ଦ କାରଣରୁ ଶ୍ରମିକମାନେ ଘରେ ହାତ ବାନ୍ଧିି ବସିଛନ୍ତି। ଏହି ମହାମାରୀ ସମୟରେ ଭାରତୀୟ ରେଳ ପକ୍ଷରୁ ଦେଶର ପ୍ରମୁଖ ୬ଟି ରାଜ୍ୟରେ ପ୍ରାୟ ୧୦ଲକ୍ଷରୁ ଉର୍ଦ୍ଧ୍ୱ କାର୍ଯ୍ୟ ଦିବସ ସୃଷ୍ଟି…
ବଦଳୁନି ଶହୀଦ ପୀଠ ଭାଗ୍ୟ
ବାସୁଦେବପୁର,୨୮ା୯(ଡି.ଏନ୍.ଏ.)- ଭଦ୍ରକ ଜିଲା ବାସୁଦେବପୁରର ଇରମ ସ୍ଥିତ ଐତିହାସିକ ମେଳଣ ପଡ଼ିଆରେ ୧୯୪୨ ସେପ୍ଟେମ୍ବର ୨୮ରେ ଲୋମହର୍ଷଣକାରୀ ଗୁଳିକାଣ୍ଡ ଘଟିଥିଲା। ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିବା ସଂଗ୍ରାମୀମାନେ ଏଠାରେ ନିଜ ବୀରତ୍ୱର ପରିଚୟ ଦେଇ ଇଂରେଜମାନଙ୍କ ଗୁଳିକୁ ଖାତିର କରି ନ…
ଫେରିଯିବ ମୌସୁମୀ
ଭୁବନେଶ୍ୱର,୨୮।୯(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ସୋମବାର ଉତ୍ତର ଭାରତର ରାଜସ୍ଥାନଠାରୁ ଅପସାରଣ ଆରମ୍ଭ କରିବ। ଅକ୍ଟୋବର ପ୍ରଥମ ସପ୍ତାହର ଶେଷ ଭାଗରେ ମୌସୁମୀ ଓଡ଼ିଶାରୁ ବିଦାୟ ନେବ। ରାଜ୍ୟରେ ଆଉ ମୌସୁମୀ ବର୍ଷାର ସମ୍ଭାବନା ନାହିଁ। ସ୍ଥାନୀୟ ଜଳବାୟୁ ଆଧାରରେ କାଁ ଭାଁ…
ବ୍ୟାଙ୍କ ପାଇବେ ୨୦ ହଜାର କୋଟିର ପୁଞ୍ଜି
ନୂଆଦିଲ୍ଲୀ: କୋଭିଡ୍-୧୯ ଯୋଗୁ ବ୍ୟାଙ୍କଗୁଡିକ ବର୍ତ୍ତମାନ ବିଭିନ୍ନ ଚ୍ୟାଲେଞ୍ଜ ସ୍ଥିତି ଦେଇ ଗତି କରୁଛନ୍ତି। ଏହି ସମସ୍ୟାକୁ ଧ୍ୟାନରେ ରଖି ସରକାର ବ୍ୟାଙ୍କଗୁଡିକରେ ପୁଞ୍ଜି ପ୍ରଦାନ କରିବାକୁ ଯୋଜନା ରଖିଛନ୍ତି। ଏହ ଅଧୀନରେ ପ୍ରାୟ ୨୦ ହଜାର କୋଟି ଟଙ୍କାର ପୁଞ୍ଜି…
ବୋଟାସ୍ ଜିତିଲେ ରୁଷିଆନ୍ ଗ୍ରାଁ ପ୍ରି
ସୋଚି, ୨୮ା୯ : ରବିବାର ଅନୁଷ୍ଠିତ ରୁଷିଆନ ଫର୍ମୁଲା ଓ୍ବାନ୍ ମୋଟର ରେସିଂରେ ମର୍ସିଡିଜ୍ ଡ୍ରାଇଭର ଭାଲଟେରି ବୋଟାସ ଟାଇଟଲ ବିଜୟୀ ହୋଇଛନ୍ତି। ସିଜନ ୨୦୨୦ରେ ଏହା ହେଉଛି ତାଙ୍କର ଦ୍ୱିତୀୟ ଏବଂ କ୍ୟାରିୟରର ୯ମ ଟାଇଟଲ। ଏହାପୂର୍ବରୁ ସେ ଅଷ୍ଟ୍ର୍ରିଆରେ…
ରୁଟ୍ ଦେଖିବା ପାଇଁ ଡ୍ରାଇଭିଂ ବେଳେ ବ୍ୟବହାର ହୋଇପାରିବ ଫୋନ
ନୂଆଦିଲ୍ଲୀ: ଡ୍ରାଇଭିଂ ବେଳେ ମୋବାଇଲ କିମ୍ବା ଅନ୍ୟ ହ୍ୟାଣ୍ଡ ହୋଲ୍ଡ ଡିଭାଇସର ବ୍ୟବହାର କରାଯାଇ ପାରିବ। ଏହା କେବଳ ରୁଟ୍ ଦେଖବା ପାଇଁ ବ୍ୟବହାର କରାଯାଇ ପାରିବ ବୋଲି ସଡକ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ରବିବାର ସୂଚନା ରହିଛି। ଏ ନେଇ…
ଜୋର୍ଧରିଲା ଚଢ଼ାଉ, ଜରିମାନା
ଅନୁଗୋଳ ଅଫିସ, ୨୮।୯: ଅନୁଗୋଳ ଜିଲାରେ କରୋନା ସଂକ୍ରମଣ ଏବେ ଉପରମୁହଁା ରହିଛି। ବିଶେଷକରି ଅନୁଗୋଳ ସହରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଅନୁଗୋଳ ପୌରପାଳିକା ପକ୍ଷରୁ କୋଭିଡ୍ କଟକଣାକୁ କଡ଼ାକଡ଼ି କରାଯାଇଛି। ସହରର ବ୍ୟବସାୟୀମାନଙ୍କ କରୋନା…

