Home Left

କେଶ ରହିବ କଳା

ଅସନ୍ତୁଳିତ ଖାଦ୍ୟାଭ୍ୟାସ ଏବଂ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ବର୍ତ୍ତମାନ ଅଳ୍ପ ବୟସରୁ ଅନେକଙ୍କର କେଶ ପାଚୁଥିବା ଦେଖିବାକୁ ମିଳୁଛି। ଯାହାକୁ ଲୁଚାଇବା ଲାଗି ଅନେକେ ରଙ୍ଗ ବ୍ୟବହାର କରୁଛନ୍ତି। ହେଲେ ଏଭଳି ରଙ୍ଗରେ ଥିବା ହାନିକାରକ କେମିକାଲ୍ସ ପରବର୍ତ୍ତୀ ସମୟରେ କେଶ…

ଫ୍ୟାଶନରେ ନୋଜ୍‌ ପିନ୍‌

ବର୍ତ୍ତମାନ ବିଭିନ୍ନ ପ୍ରକାର ନୋଜ ପିନ୍‌ ଲଗାଇବା ଅନେକଙ୍କ ପାଇଁ ଫ୍ୟାଶନ୍‌ ଷ୍ଟେଟ୍‌ମେଣ୍ଟ ସାଜିଛି। ଟ୍ରାଡିଶନାଲ୍‌ ଠାରୁ ମଡର୍ନ ପର୍ଯ୍ୟନ୍ତ ବିଭିନ୍ନ ଗେଟ୍‌ଅପ୍‌ ଅନୁଯାୟୀ ଗ୍ରାହକଙ୍କ ଡିମାଣ୍ଡକୁ ଆଖିଆଗରେ ରଖି ଭଳିକି ଭଳି ଡିଜାଇନ୍‌ର ନୋଜ୍‌ ପିନ୍‌ ମଧ୍ୟ ମାର୍କେଟ୍‌ରେ ଉପଲବ୍ଧ।…

ଆଶା ମଉଳିଲା: ରାଇନାଙ୍କ ନାଁ ହଟାଇଲା ସିଏସ୍‌କେ

ଚଳିତବର୍ଷ ମିଷ୍ଟର ଆଇପିଏଲଙ୍କୁ ମିସ୍‌ କରୁଛନ୍ତି ଦର୍ଶକ। ଆଇପିଏଲର କିଙ୍ଗ କୁହାଯାଉଥିବା ସୁରେଶ ରାଇନା ବ୍ୟକ୍ତିଗତ କାରଣ ଦର୍ଶାଇ ଆଇପିଏଲ ଆରମ୍ଭ ପୂର୍ବରୁ ଭାରତ ଫେରିଥିଲେ। ରାଇନା ଫେରିବା ଦିନଠାରୁ ପୁଣି ସେ ଦଳକୁ ଫେରିବା ନେଇ ଏକ ଆଲୋଚନା ଚାଲିଥିଲା।…

ଗର୍ଭାବସ୍ଥାରେ ନିଦ୍ରାହୀନତା

ପ୍ରତିଟି ମଣିଷର ଶାରୀରିକ ତଥା ମାନସିକ ସୁସ୍ଥତା ପାଇଁ ଖୁବ୍‌ ଜରୁରୀ ନିଦ । ତେବେ କାହା କାହାକୁ ଏତେ ନିଦଲାଗେ ଯେ, ତାଙ୍କ ପାଇଁ ତୂଳୀତଳ୍ପ ଶଯ୍ୟାର ମଧ୍ୟ ପ୍ରୟୋଜନ ହୁଏ ନାହିଁ, କେବଳ ତକିଆ ଛୁଇଁଲେ ହିଁ ସେମାନେ…

ପିଲା ରହିବେ ଫିଟ୍‌

ପିଲାମାନଙ୍କଠାରେ ସାଧାରଣତଃ ଏଣେ ତେଣେ ହାତ ମାରିବା, ଯେକୌଣସି ଜିନିଷ ପାଟିରେ ପୂରାଇବା, ପାଣିରେ ଓଦା ହେବା ଭଳି ବିଭିନ୍ନ କାରଣରୁ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ। ଏମିତିରେ ପିଲାଙ୍କୁ ଫିଟ୍‌ ରଖିବା ଲାଗି କେଉଁସବୁ ଦିଗ ପ୍ରତି ଯତ୍ନଶୀଳ ହେବେ…

କାର୍ଯ୍ୟାଦେଶର ୨ବର୍ଷ ପରେ ବି ମିଳୁନି ଅର୍ଥ

କଟକ ଅଫିସ,୨୯।୯:କଟକ ମହାନଗର ନିଗମ ଅଧୀନ ୫୯ ନମ୍ବର ୱାର୍ଡର ଅନେକ ବାସିନ୍ଦା ୨୦୧୭ ଡିସେମ୍ବର ୨୯ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ। ଏହାପରେ ସେମାନେ ନିଜ ଅର୍ଥରେ ଘର ନିର୍ମାଣ ଆରମ୍ଭ କରିଥିଲେ। ଘର…

ପ୍ରେମିକାଙ୍କୁ ଆତ୍ମହତ୍ୟା ଧମକ ଦେଇ ବିବାହ କରିଥିଲେ ଏହି ପ୍ରସିଦ୍ଧ ଅଭିନେତା

କମେଡି କିଙ୍ଗ ମେହମୁଦ ୧୯୩୩ ସେପ୍ଟେମ୍ବର ୨୯ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କର ଜନ୍ମ ବାର୍ଷିକୀ। ଭିନ୍ନ ଶୈଳୀ, ହାସ୍ୟ ଏବଂ କମେଡିରେ ସେ ସମସ୍ତଙ୍କ ହୃଦୟ ଜିତିଥିଲେ। ସେ ଯେଉଁ ଚରିତ୍ରରେ ଅଭିନୟ କରୁଥିଲେ ଦର୍ଶକ ତାକୁ ଦେଖିବା…

ଗ୍ରୀନ ଇଣ୍ଡିଆ ଚ୍ୟାଲେଞ୍ଜରେ ଯୋଗଦେଲ ସୋନୁ

ହାଇଦ୍ରାବାଦ,୨୯ ।୯: ବଲିଉଡ୍ ଅଭିନେତା ସୋନୁ ସୁଦ ଆଜି ପ୍ରବାସୀ ଶ୍ରମିକଙ୍କ ଈଶ୍ୱର ଭାବେ ବେଶ୍ ପରିଚିତ । ଏବେ ଦେଖଇବାକୁ ମିଳିଛି ସେ ଗ୍ରୀନ୍ ଇଣ୍ଡିଆ ଚ୍ୟାଲେଞ୍ଜରେ ଯୋଗ ଦେଇଛନ୍ତି । ଏହି କ୍ରମରେ ସେ ରାମୋଜି ଫିଲ୍ମ ସିଟିରେ…

ଅତିରିକ୍ତ କମିଶନର ଦାୟିତ୍ୱ ନେଲେ ରେଖା ଲୋହାନୀ

ଭୁବନେଶ୍ୱର,୨୯।୯(ବ୍ୟୁରୋ): ଭୁବନେଶ୍ୱର-କଟକ କମିଶନରେଟ ପୋଲିସର ଅତିରିକ୍ତ କମିଶନର ଭାବେ ୧୯୯୭ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ରେଖା ଲୋହାନୀ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୋଲିସ ସେବା ଭବନରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ କମିଶନର ସଞ୍ଜୟ…

ପର୍ଯ୍ୟଟକଙ୍କୁ ହାତିଆ ପାହାଡ଼ ମନା

ଖୋର୍ଦ୍ଧା ଅଫିସ,୨୯।୯: ଖୋର୍ଦ୍ଧା ୧୬ନଂ. ଜାତୀୟ ରାଜପଥ ନିଜଗଡ଼ ତାପଙ୍ଗରେ ରହିଛି ହାତିଆ ପାହାଡ଼। ଏଠାରେ ସୃଷ୍ଟି ହୋଇଥିବା କୃତ୍ରିମ ହ୍ରଦ, ନୀଳ ଜଳରାଶିର ମନୋରମ ପ୍ରାକୃତିକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ପରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିଲା। ଯୁବପିଢିଙ୍କ ଲାଗି…

ପେସାରେ କ’ଣ କରନ୍ତି ଏହିସବୁ ପ୍ରସିଦ୍ଧ କ୍ରିକେଟରଙ୍କ ସ୍ତ୍ରୀ

ଭାରତୀୟ କ୍ରିକେଟରଙ୍କ ସ୍ତ୍ରୀଙ୍କ ବ୍ୟକ୍ତିଗତ ଜୀବନ ଅଧିକାଂଶ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥାଏ। ତେବେ ଆସନ୍ତୁ ଜାଣିବା କିଛି କ୍ରିକେଟରଙ୍କ ସ୍ତ୍ରୀ ପେସାରେ କ’ଣ କରନ୍ତି। ଧୋନୀ-ସାକ୍ଷୀ ମହେନ୍ଦ୍ର ସିଂ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ହୋଟେଲ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି।…

କରୋନା ପରଠୁ ହୃଦ୍‌ରୋଗୀଙ୍କ ସଂଖ୍ୟା ୨୦% ବଢ଼ିଛି

ଭୁବନେଶ୍ୱର,୨୯।୯(ବ୍ୟୁରୋ): କୋଭିଡ୍‌-୧୯ ପାଇଁ ସମଗ୍ର ରାଜ୍ୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟନ୍ତ ହୋଇଛି। ଅଣକୋଭିଡ୍‌ ରୋଗୀମାନେ ସର୍ବାଧିକ କ୍ଷତିଗସ୍ତ ହେଉଥିବାବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗୁଡ଼ୁଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, କରୋନା ସଂକ୍ରମଣ ପରଠୁ ରାଜ୍ୟରେ ହୃଦ୍‌ରୋଗୀଙ୍କ ସଂଖ୍ୟା ୧୦ରୁ ୨୦% ବୃଦ୍ଧିପାଇଛି। ଚିକିତ୍ସାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?