ନେହା ଶେୟାର କଲେ ‘ଜିନ୍ କେ ଲିୟେ’ଗୀତର ଫଟୋ, ମତୁଆଲା ହେଲେ ପ୍ରଶଂସକ
ମୁମ୍ବାଇ: ପ୍ଲେବ୍ୟାକ୍ ସିଙ୍ଗର ନେହା କକ୍କର ଇନ୍ଷ୍ଟାଗ୍ରାମ୍ରେ ନିଜର ଏକ ହିଟ୍ ମ୍ୟୁଜିକ୍ ଭିଡିଓ ‘ଜିନ୍ କେ ଲିୟେ’ର କିଛି ଆଖି ଲାଖିଯିବା ଭଳି ଫଟୋ ଶେୟାର କରିଛନ୍ତି। ନେହା ଏହି ଫଟୋରେ ଏକ ସୁନ୍ଦର ଡ୍ରେସ୍ ପିନ୍ଧି ଭିନ୍ନ ଭିନ୍ନ…
କଟକରେ ରାଜ୍ୟର ସର୍ବାଧିକ ସକ୍ରିୟ ଆକ୍ରାନ୍ତ
କଟକ ଅଫିସ,୧୩।୬- କଟକ ଜିଲାରେ ରାଜ୍ୟର ସର୍ବାଧିକ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି। କଟକ ଜିଲାରେ ମୋଟ ୩୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୮ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ୧୮୨ ଜଣଙ୍କ ଚିକିତ୍ସା ଜାରି ରହିଛି।…
ମହାରାଷ୍ଟ୍ରରେ କମିଲା କରୋନା ଟେଷ୍ଟର ଦାମ
ମୁମ୍ବାଇ,୧୩।୬: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି। ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ଅତିକ୍ରମ କରିଥିବା ବେଳେ ଏହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ତେବେ ମହାରାଷ୍ଟ୍ରରେ କରୋନା ଟେଷ୍ଟର ଦାମ୍ କମ୍ ହୋଇଯାଇଛି।…
ବିନା ଭକ୍ତରେ ରଥଯାତ୍ରା ହେଉ: ରଘୁନାଥ ମହାପାତ୍ର
ପୁରୀ ଅଫିସ, ୧୩।୬: ମହାମାରୀ କରୋନା ପାଇଁ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନକୁ ନେଇ ଆଶା ଆଶଙ୍କା ଲାଗିରହିଛି। ରଥଯାତ୍ରାକୁ ଆଉ ମାତ୍ର ୯ ଦିନ ରହିଥିବା ବେଳେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କିଛି ସ୍ପଷ୍ଟ…
ପୋଖରୀରେ ବୁଡ଼ି ହାତୀ ଛୁଆ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ: ବଲଣ୍ଡା ଫରେଷ୍ଟ ଗାର୍ଡ ନିଲମ୍ବିତ, କୁଆଁରମୁଣ୍ଡା ରେଞ୍ଜର-ଫରେଷ୍ଟରଙ୍କୁ କାରଣ ଦର୍ଶାଅ ନୋଟିସ୍
ସୁନ୍ଦରଗଡ଼/କୁଆଁରମୁଣ୍ଡା,୧୩।୬(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ରାଉରକେଲା ବନଖଣ୍ଡ ଅନ୍ତର୍ଗତ କୁଆଁରମୁଣ୍ଡା ବନ ରେଞ୍ଜ ଅଞ୍ଚଳ ସାନଡୋଲାକୁଦର ଜଙ୍ଗଲରେ ଥିବା ପୋଖରୀରେ ବୁଡ଼ି ଛୁଆ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାରେ ବଲଣ୍ଡା ଫରେଷ୍ଟ ଗାର୍ଡ ସଂଘମିତ୍ରା ମହାନ୍ତଙ୍କୁ କାର୍ଯ୍ୟରୁ ନିଲମ୍ବିତ…
ସୁସ୍ଥ ହେଲେ ଜଣେ କରୋନା ଆକ୍ରାନ୍ତ, ଅନ୍ୟ ଜଣଙ୍କୁ ମିଳିଲା ହସ୍ପିଟାଲରୁ ଛୁଟି
ଗୁଆହାଟୀ, ୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ବ୍ୟସ୍ଥତା ମଧ୍ୟରେ ବେଳେବେଳେ ହସ୍ପିଟାଲ ପକ୍ଷରୁ କେତେକ ଭୁଲ ଭଟକା ମଧ୍ୟ ହୋଇ ଯାଉଛି। ଏଭଳି ଏକ ଘଟଣା ଆସାମରେ ଘଟିଛି। ଏଠାରେ ଜଣେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା…
ଓଡ଼ିଶା ଫେରୁଛନ୍ତି ଅଭିନେତା ବିଜୟ ମହାନ୍ତି
ଭୁବନେଶ୍ୱର,୧୩ା୬(ବ୍ୟୁରୋ): ଓଲିଉଡ୍ର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଶନିବାର ହାଇଦ୍ରାବାଦରୁ ଆମ୍ବୁଲାନ୍ସ ବସ୍ ଯୋଗେ ଓଡ଼ିଶା ଆସୁଥିବା ଜଣାପଡ଼ିଛି। ରବିବାର ସେ ଭୁବନେଶ୍ୱରରେ ପହଞ୍ଚିବେ। ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ହସ୍ପିଟାଲରେ ଭର୍ତ୍ତି କରାଯିବ। ସୂଚନାଯୋଗ୍ୟ, ବିଜୟ ୧୫ ଦିନ…
ଦର୍ଶକଙ୍କୁ ପସନ୍ଦ ଆସୁଛି ଓ୍ବେବ ସିରିଜ ‘ଦ କାସିନୋ’
ମୁମ୍ବାଇ: ଜି୫ର ବହୁ ପ୍ରତିକ୍ଷିତ ଥ୍ରିଲର ‘ଦ କାସିନୋ’ ରିଲିଜ ହୋଇ ସାରିଛି। ଏହି ଓ୍ବେବ ସିରିଜକୁ ଦର୍ଶକେ ବେଶ୍ ପସନ୍ଦ କରୁଥିବା ଦେଖାଯାଇଛି। କେବଳ ସାଧାରଣ ଦର୍ଶକ ନୁହେଁ ବରଂ ଟେଲିଭିଜନ ଓ ବଲିଉଡ୍ କଳାକାରମାନେ ମଧ୍ୟ ଏହି ଶୋ’ର…
ସାଇକେଲ ରୋକିବ କରୋନା ସଂକ୍ରମଣ: ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ପରାମର୍ଶ
ନୂଆଦିଲ୍ଲୀ, ୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ସରକାରଙ୍କୁ କରୋନା ସଂକ୍ରମଣ ରୋକିବା କ୍ଷେତ୍ରରେ ସାଇକେଲ ସହିତ ଅନ୍ୟ ବିନା ମୋଟର ଚାଳିତ ଯାନର ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ…
ଏମିତି ହୋଇଥିଲା ପ୍ରଥମ ବିଶ୍ୱଯୁଦ୍ଧର ସୂତ୍ରପାତ
ପ୍ରଥମ ବିଶ୍ୱଯୁଦ୍ଧ ଇତିହାସ ସମ୍ପର୍କରେ ଅନେକ ବହିରେ ପଢ଼ିଥିବେ ନିଶ୍ଚିତ । ଏହି ଯୁଦ୍ଧ ୧୯୧୪ରୁ୧୯୧୮ ପର୍ଯ୍ୟନ୍ତ ଚାଲିଥିଲା। ଏହି ମହାଯୁଦ୍ଧ ଏସିଆ, ୟୁରୋପ, ଆଫ୍ରିକା ମହାଦେଶ ମଧ୍ୟରେ ଜଳ, ସ୍ଥଳ ଏବଂ ଆକାଶ ପଥରେ ହୋଇଥିଲା। କିନ୍ତୁ ଏହାକୁ ୟୁରୋପର…
ନ ଛୁଇଁଲେ ବି ବାଜିବ ମନ୍ଦିରର ଘଣ୍ଟି
ମନ୍ଦସୌର,୧୩।୬: କରୋନା ସଂକ୍ରମଣକୁ ନେଇ ଲାଗୁ କରାଯାଇଥିବା ଲକ୍ଡାଉନ ହଟିବା ପରେ ଏବେ ଧାର୍ମିକସ୍ଥଳ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ହେଲେ ସେଠାରେ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଥିବା ବେଳେ ଆଉ କିଛି କଟକଣା ମଧ୍ୟ ଲାଗୁ କରାଯାଇଛି। ଯେମିତି ମନ୍ଦିର…
କଟକରେ ରଜ କଟକଣା: ଭିଡ଼ ଜଗିବ ୩ଟି ଟିମ୍
କଟକ ଅଫିସ,୧୩।୬: ଆସନ୍ତା ସୋମବାର ଏବଂ ମଙ୍ଗଳବାର ରଜ ଯୋଗୁ ବଜାର ଭିଡ଼ ରହିବାର ସମ୍ଭାବନା ରହିଛି। ଅନେକ ସ୍ଥାନରେ ରଜ ଖେଳିବା ପାଇଁ ପ୍ରସ୍ତୁତି ଚାଲିଛି। ଏହାକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ(ସିଏମ୍ସି) ପକ୍ଷରୁ ୩ଟି ଟିମ୍ ଗଠନ…
Archives


