ସଂକ୍ରମିତ ସେବାୟତଙ୍କୁ ଶ୍ରୀମନ୍ଦିର ମନା
ପୁରୀ ଅଫିସ,୩୦ା୯: କରୋନା ସଂକ୍ରମିତ ସେବାୟତ କିମ୍ବା କର୍ମଚାରୀ କେହି ବି ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ନାହିିଁ। ଯଦି କେହି ଏହାକୁ ଅବମାନନା କରନ୍ତି ତେବେ ତାଙ୍କ ବିରୋଧରେ ଏତଲା ଦିଆଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା…
ମାସ୍କ, ପିପିଇ କିଟ୍ ଦୁର୍ନୀତିକୁ ନେଇ ହଟ୍ଟଗୋଳ
ଭୁବନେଶ୍ୱର,୩୦ା୯(ବ୍ୟୁରୋ):ସରକାରଙ୍କ କୋଭିଡ୍-୧୯ ପରିଚାଳନାକୁ ମଙ୍ଗଳବାର ବିଧାନସଭାରେ ଝଡ଼ ସୃଷ୍ଟି ହୋଇଛି। ଭାଜପା ଓ କଂଗ୍ରେସ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ। କରୋନା ପାଇଁ ମାସ୍କ ଓ ପିପିଇ କିଟ୍ କିଣାରେ ବହୁ କୋଟି ଟଙ୍କାର ଅନିୟମିତତା ହୋଇଥିବା ନେଇ ବିରୋଧୀ ଅଭିଯୋଗ…
କଟକଣାରେ ଅଧିବେଶନ ଆରମ୍ଭ
ଭୁବନେଶ୍ୱର,୩୦ା୯(ବ୍ୟୁରୋ):ମଙ୍ଗଳବାରଠାରୁ ଷୋଡ଼ଶ ବିଧାନସଭାର ମୌସୁମୀ ଅଧିବେଶନ କରୋନା କଟକଣା ମଧ୍ୟରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଛି। ଯେଉଁ ବିଧାୟକମାନେ କରୋନା ସଂକ୍ରମିତ ହୋଇନାହାନ୍ତି ସେମାନଙ୍କୁ ବିଧାନସଭାରେ ଯୋଗଦେବାକୁ ଅନୁମତି ଦିଆଯାଇଥିଲା। ୮୫ଜଣ ବିଧାୟକ ଯୋଗଦେଇଥିବା ବେଳେ ଅନ୍ୟ…
ଗୋଟିଏ ପଦବୀ, ଦୁଇ ଅଧିକାରୀ
ଢେଙ୍କାନାଳ ଅଫିସ, ୩୦।୯ – ପଦବୀ ଗୋଟିଏ। ଦୁଇଜଣ ଅଧିକାରୀ। କାର୍ଯ୍ୟାଳୟ ପ୍ରକୋଷ୍ଠରେ ଉଭୟଙ୍କ ମଧ୍ୟରେ ଦାୟିତ୍ୱ ସମ୍ଭାଳିବାକୁ ନେଇ ଚାଲିଛି ଟଣାଓଟରା। କର୍ମଚାରୀମାନେ କାହା ନିର୍ଦ୍ଦେଶ ମାନିବେ, କାହାକୁ ଅଣଦେଖା କରିବେ ତାହାକୁ ନେଇ ପଡ଼ିଛନ୍ତି ଦ୍ୱନ୍ଦ୍ୱରେ। ଢେଙ୍କାନାଳ ଜିଲା…
‘କେବିସି’ର ଟିଆର୍ପି କମିବାରୁ ଅମିତାଭଙ୍କୁ କ୍ଷମା ମାଗିଥିଲେ ଶାହାରୁଖ୍: ଜାଣନ୍ତୁ କାହିଁକି
ଛୋଟ ପରଦାର ଲୋକପ୍ରିୟ ଶୋ’ ‘କୌନ୍ ବନେଗା କରୋଡପତି’(କେବିସି) ସିଜିନ୍ ୧୨ ଗତ ସୋମବାରଠାରୁ ଆରମ୍ଭ ହୋଇଯାଇଛି। ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ହୋଷ୍ଟ କରୁଥିବା ଏହି ଶୋ’ ଏଥର ନୂଆ ରୂପରେ ଦର୍ଶକଙ୍କ ସମ୍ମୁଖକୁ ଆସିଛି। ଶୋ’ରେ ଅନେକ ଛୋଟ…
ଲୁଡୋ ଖେଳରେ ବାପାଙ୍କଠାରୁ ହାରିଲେ ଝିଅ: ପରେ ଯାହା ଘଟିଲା ଶୁଣିିଲେ ବିଶ୍ୱାସ ହେବ ନାହିଁ
କରୋନା ଭାଇରସ ଯୋଗୁ ଜାରି ରହିଥିବା ଲକ୍ଡାଉନ୍ ସମୟରେ ଲୁଡୋ ଖେଳ ପରିବାରର ପ୍ରିୟ ଖେଳ ପାଲଟିଲା। ପରିବାର ସଦସ୍ୟ ଏକାଠି ବସି ଲୁଡୋ ଖେଳିବାକୁ ଲାଗିଲେ। କିନ୍ତୁ ଏହି ଲୁଡୋ ଖେଳରେ ବାପା ଝିଅକୁ ହରାଇବାରୁ ସମ୍ପର୍କ ଭାଙ୍ଗଯିବାକୁ ବସିଛି।…
୪୦ ଫୁଟ ଗଭୀର ଶୁଖିଲା କୂଅରୁ ଶୁଭିଲା ଶବ୍ଦ, ଲୋକେ ଯାହା ଦେଖିଲେ ଉଡିଗଲା ହୋଶ୍
ପାଟଣା,୩୦।୯: ବିହାରର ମୁଙ୍ଗେର ଅଞ୍ଚଳରେ ଥିବା ‘ଆର୍ଡି ଆଣ୍ଡ ଡିଜି’ କଲେଜ କ୍ୟାମ୍ପସ ନିକଟରେ ୪୦ ଫୁଟ ଗଭୀରର ଏକ ଶୁଖିଲା କୂଅରୁ ଶବ୍ଦ ଶୁଭୁଥିଲା। ଲୋକ ପାଖକୁ ଯାଇ ଯାହା ଦେଖିଲେ ସେମାନଙ୍କ ହୋଶ୍ ଉଡିଗଲା। ଶାଦିପୁର ବଡିଦୁର୍ଗା ନିବାସୀ…
ସ୍ବାମୀ ମାର୍ପିଟ କରିବାରୁ ବାପ ଘରକୁ ଚାଲିଗଲେ ସ୍ତ୍ରୀ:ସେଠାରେ କଲେ ଏମିତି କାମ
ଉତ୍ତରପ୍ରଦେଶର କାନପୁରରୁ ଏକ ଅଜବ ପ୍ରେମକାହାଣୀ ଶୁଣିବାକୁ ମିଳିଛି, ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାନପୁରର ବାରାର ଗୁଞ୍ଜନ ଅଞ୍ଚଳର ଘଟଣା। ଗୋଟିଏ ଆପାର୍ଟମେଣ୍ଟରେ ରହୁଥିବା ୨ ପଡୋଶୀ ଯୁବତୀ ରତି ତିଓ୍ବାରୀ ଏବଂ ନନ୍ଦିନୀ ଗୌତମଙ୍କ ମଧ୍ୟରେ ପ୍ରେମ…
ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ କରୋନା
ନୂଆଦିଲ୍ଲୀ, ୨୯।୯: ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଛନ୍ତି। ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି, ‘ଭାରତର ଉପରାଷ୍ଟ୍ରପତିଙ୍କ କୋଭିଡ୍-୧୯ ରିପୋର୍ଟ ପଜିଟିଭ ଆସିଛି। ସେ ଆଜି ସକାଳେ ଟେଷ୍ଟ…
ଲକ୍ ଡାଉନରେ ପ୍ରତି ଘଣ୍ଟାରେ ୯୦ କୋଟି ଟଙ୍କା ରୋଜଗାର କରିଥିଲେ ମୁକେଶ ଅମ୍ବାନୀ
ନୂଆଦିଲ୍ଲୀ, ୨୯।୯: ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପ୍ରତି ଘଣ୍ଟାର ରୋଜଗାର ବିଷୟରେ ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଗତ ୬ ମାସ ଧରି ପ୍ରତି ଘଣ୍ଟାରେ ୯୦ କୋଟି ଟଙ୍କା…
ଆଇପିଏଲ୍: ଦିଲ୍ଲୀ ସାମ୍ନାରେ ୧୬୩ ରନ୍ ଟାର୍ଗେଟ୍ ରଖିଲା ହାଇଦ୍ରାବାଦ୍
ଆବୁଧାବି, ୨୯।୯: ଆଇପିଏଲ୍ ତ୍ରୟୋଦଶ ସଂସ୍କରଣର ୧୧ତମ ମୁକାବିଲାରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ ଓ ସନ୍ରାଇଜର୍ସ ହାଇଦ୍ରାବାଦ୍ ପରସ୍ପର ସାମ୍ନା ସାମ୍ନି ହୋଇଛନ୍ତି। ସ୍ଥାନୀୟ ଶେଖ୍ ଜାୟେଦ୍ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ସନ୍ରାଇଜର୍ସକୁ…
ସୁଶାନ୍ତଙ୍କ ପରେ ମୁମ୍ବାଇରେ ଆଉ ଜଣେ ବିହାର ଅଭିନେତାଙ୍କ ପରଲୋକ
ମୁମ୍ବାଇ, ୨୯।୯: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ବିହାରର ଆଉ ଜଣେ ଉଦୀୟମାନ କଳାକାରଙ୍କ ବିୟୋଗ ସାମ୍ନାକୁ ଆସିଛି। ଯୁବ ଅଭିନେତା ତଥା ଆଲବମ୍ କଳାକାର ଅକ୍ଷତ ଉତ୍କର୍ଷ ଚୌଧୁରୀଙ୍କ ମୃତ ଦେହ ମୁମ୍ବାଇର ଅନ୍ଧେରୀରୁ ଉଦ୍ଧାର…

