ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ କରୋନା

ନୂଆଦିଲ୍ଲୀ, ୨୯।୯: ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି, ‘ଭାରତର ଉପରାଷ୍ଟ୍ରପତିଙ୍କ କୋଭିଡ୍‌-୧୯ ରିପୋର୍ଟ ପଜିଟିଭ ଆସିଛି। ସେ ଆଜି ସକାଳେ ଟେଷ୍ଟ କରାଇଥିଲେ। ତାଙ୍କ ନିକଟରେ କୌଣସି କରୋନା ଲକ୍ଷଣ ନ ଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି। ସେ ହୋମ୍‌ କ୍ୱାରାଣ୍ଟାଇନରେ ରହିଛନ୍ତି। ତେବେ ଭେଙ୍କୟା ନାଇଡୁଙ୍କ ସ୍ତ୍ରୀ ଉଷା ନାଇଡୁଙ୍କ ରିପୋର୍ଟ ନେଗେଟିଭ ଆସିଛି ଏବଂ ସେ ସେଲ୍‌ ଆଇସୋଲେଶସନରେ ରହିଛନ୍ତି।’


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତର ଦେଉନି ବିକ୍ରମ ଲ୍ୟାଣ୍ଡର: ଯୋଗାଯୋଗର ସମ୍ଭାବନା କ୍ଷୀଣ

ଶ୍ରୀହରିକୋଟା,୧୬।୯ : ଇସ୍ରୋର ଚନ୍ଦ୍ରୟାନ-୨ ମିଶନରେ ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ ସମ୍ଭବ ହୋଇପାରୁନି। ନାସା ବିକ୍ରମ ପାଖକୁ ପଠାଇଥିବା ବାର୍ତ୍ତାର ଉତ୍ତର ଏପର୍ଯ୍ୟନ୍ତ ମିଳିନି।...

ଅଦାଲତରେ ଅଚଳାବସ୍ଥା

ନୂଆଦିଲ୍ଲୀ,୬ା୬: ମେ ୨୫ ତାରିଖରେ ଭାରତରେ ଇଦ୍‌-ଉଲ୍‌-ଫିତର ପାଳନ କରାଯାଉଥିବାବେଳେ ୧୨ ବର୍ଷୀୟା ତଲ୍‌ହା ଓ ୫ ବର୍ଷୀୟା ମରିଅମ୍‌ ରାତିରେ ସେମାନଙ୍କ ମା’ଙ୍କ ମୋବାଇଲ୍‌...

ମୁମ୍ବାଇ ପୋଲିସ କାର୍ଯ୍ୟାଳୟରେ ପହଞ୍ଚିଲା ସିବିଆଇ ଟିମ୍‌

ମୁମ୍ବାଇ,୨୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ସୁପ୍ରିମକୋର୍ଟ ପକ୍ଷରୁ ଗ୍ରୀନ୍‌ ସିଗ୍‌ନାଲ ମିଳିବା ପରେ ସିବିଆଇ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ଗୁରୁବାର...

ସିରିଏଲ୍‌ କିଲର ଗିରଫ

ଏଲୁରୁ,୭ା୧୧: ଗତ ୨୦ ମାସ ମଧ୍ୟରେ ୧୦ ଜଣଙ୍କୁ ବିଷ ଦେଇ ହତ୍ୟା କରିଥିବା ସିରିଏଲ୍‌ କିଲର ଶିବାଙ୍କୁ ଆନ୍ଧ୍ରପ୍ରଦେଶ ପୋଲିସ ବୁଧବାର ଗିରଫ କରିଛି।...

ଅସୁସ୍ଥତା ଯୋଗୁ ଏଥର ସଂସଦ ଅଧିବେଶନରେ ଯୋଗଦେବେ ନାହିଁ ମନମୋହନ ସିଂ, ପି. ଚିଦାମ୍ବରମ

ନୂଆଦିଲ୍ଲୀ,୧୬।୯: କରୋନା ସମୟରେ ସଂସଦର ମୌସୁମୀ ଅଧିବେଶନ ଗତ ସୋମବାରଠାରୁ ଆରମ୍ଭ ହୋଇଛି। ଖରାପ ସ୍ବାସ୍ଥ୍ୟବସ୍ଥା ଯୋଗୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ପୂର୍ବତନ...

ମହାଦେବଙ୍କ ରୂପରେ ନଜର ଆସିଲେ ତେଜପ୍ରତାପ

ପାଟନା,୨୩।୭: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବଙ୍କୁ ନିଆରା ରୂପରେ ଦେଖିବାକୁ ମିଳିଛି। ଶ୍ରାବଣ...

ଛଦ୍ମ ରାଷ୍ଟ୍ରବାଦକୁ ‘ଝାଡୁ’:ଏକ ଅଙ୍କରେ ସୀମିତ ଭାଜପା, କଂଗ୍ରେସ ଏଥର ବି ମୂଳପୋଛ

ନୂଆଦିଲ୍ଲୀ,୧୨।୨ :ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା। ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ବିପୁଳ ବିଜୟ ହାସଲ କରିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ...

ମାସ୍କ ନ ପିନ୍ଧିଲେ କରୋନା ଯୋଦ୍ଧାଙ୍କ ଭଳି ସେବା କରିବେ: ଯମରାଜ

ଭୋପାଳ,୧୩।୭: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ରବିବାର ୧୦୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହା ଏପର୍ଯ୍ୟନ୍ତର ସବୁଠାରୁ ବଡ ରେକର୍ଡ। ସହରରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ...

Play 250+ Trending Games
Archives

Model This Week

Why Dharitri