Home Left

ରଥରେ ଲାଗିଲା କଳସ, ଓଲଟ ଶୁଆ

ପୁରୀ ଅଫିସ,୧୬ା୬:  ରଥଯାତ୍ରା ପାଇଁ ଚାଲିଥିବା ତିନିରଥ ନିର୍ମାଣ କାମ ସରି ସରି ଆସୁଛି। ରଥଖଳାରୁ କାମ ପ୍ରାୟ ଶେଷ ହୋଇଥିବାବେଳେ ଏବେ ରଥ ଉପରେ ଅଳ୍ପ କିଛି କାମ କରାଯାଉଛି। ମଙ୍ଗଳବାର ତିନିରଥରେ କଳସ, ଅଁଳା ସହ ଓଲଟ ଶୁଆ…

୨୦ରୁ ପୁଣି ଝାରସୁଗୁଡ଼ା-ରାୟପୁର ବିମାନ ସେବା

ଭୁବନେଶ୍ୱର, ୧୬।୬(ବ୍ୟୁରୋ)- ଆଲାଏନ୍ସ ଏୟାର ପକ୍ଷରୁ ଆସନ୍ତା ୨୦ ତାରିଖରୁ ଝାରସୁଗୁଡ଼ାରୁ ରାୟପୁର ବିମାନ ସେବା ପୁଣି ଆରମ୍ଭ ହେବ। ଗତବର୍ଷ ଜୁନ୍‌ ୬ରୁ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଭୁବନେଶ୍ୱର ଏବଂ ରାୟପୁରକୁ ସିଧାସଳଖ ଦୁଇଟି ବିମାନ ଚଳାଚଳ…

ଜଳ ନିଷ୍କାସନ ପାଇଁ ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ

ଶେରଗଡ଼,୧୭ା୬(ଡି.ଏନ୍‌.ଏ.)- ମୌସୁମୀର ପ୍ରଥମ ବର୍ଷାରେ ଶେରଗଡ଼ ଅବସ୍ଥା ବେହାଲ ହୋଇ ପଡିଥିଲା। ତିନି ଛକକୁ ଲାଗି ରହିଥିବା ୫ଶହ ଏକର ଜମି ଜଳମଗ୍ନ ହୋଇ ରହିଛି। ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ଶତପଥୀ, ତହସିଲଦାର ଡ. ଦୟାସିନ୍ଧୁ ପରିଡା,…

ସୁଶ୍‌, ତୁମ ସହ ମୋ ହୃଦୟର ଏକ ଅଂଶ ବି ଚାଲିଗଲା: କ୍ରିତି

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସମସ୍ତଙ୍କ ପାଇଁ ଏକ ପ୍ରଶ୍ନ ହୋଇ ରହିଯାଇଛି। କେଉଁ କାରଣ ପାଇଁ ସେ ଏଭଳି ଚରମ ପଦକ୍ଷେପ ଗ୍ରହଣ କଲେ ସେ ନେଇ ତଦନ୍ତ କରୁଛି ପୋଲିସ। ହେଲେ ଅନ୍ୟ କଳାକାରମାନେ…

ରାଉରକେଲା ଏସ୍‌ପିଙ୍କ ନାମରେ ଫେସବୁକ୍‌ରେ ଫେକ୍‌ ଆଇଡି ଖୋଲି ବନ୍ଧା ହେଲେ ନାବାଳକ

ରାଉରକେଲା ଅଫିସ,୧୬।୬: ରାଉରକେଲା ଏସ୍‌ପି କେ.ଶିବା ସୁବ୍ରମଣୀଙ୍କ ନାମରେ ଫେସ୍‌ବୁକରେ ଫେକ୍‌ ଆଇଡି ଖୋଲି ଲୋକଙ୍କୁ ବ୍ଲାକମେଲିଂ କରିବା ଜଣେ ନାବାଳକଙ୍କୁ ମହଙ୍ଗା ପଡ଼ିଛି। ଏହି ଘଟଣାରେ ସମ୍ପୃକ୍ତ ନାବାଳକଙ୍କୁ ମଙ୍ଗଳବାର ଉଦିତନଗର ପୁଲିସ ଗିରଫ କରିଛି। ଗିରଫ ନାବାଳକଙ୍କ ଘର…

ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଧାନ ଉଠିଲା

ଜୁନାଗଡ,୧୬।୬(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବାଲିଛଡା ମଣ୍ଡିରେ ଗତ ୨ଦିନ ହେଲା ମିଲର୍ସଙ୍କ ଅବହେଳା ଯୋଗୁ ଟ୍ରକ ଆସୁ ନ ଥିବାରୁ ମଣ୍ଡିରୁ ଧାନ ଉଠୁ ନ ଥିଲା। ଏହାକୁ ନେଇଁ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଘଟଣା ସମ୍ପର୍କରେ…

ଦିନକରେ ୨ଥର ଭୂକମ୍ପରେ ଥରିଲା ଜମ୍ମୁ-କଶ୍ମୀର

ଶ୍ରୀନଗର,୧୬।୬: ଜମ୍ମୁ-କଶ୍ମୀରରେ ମଙ୍ଗଳବାର ୨ଥର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଦ୍ୱିପ୍ରହର ୨ଟା ୧୦ରେ ମୃଦୁ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାର ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ଜମ୍ମୁ-କଶ୍ମୀରର କଟରାରୁ ୮୫କିଲୋମିଟର ପୂର୍ବରେ ରହିଥିବା ନେଇ…

ରାଜଧାନୀରେ ବଢ଼ୁଛି ବସ୍ତି ସଂକ୍ରମଣ ଆଶଙ୍କା: ସାଲିଆ ସାହିରୁ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୬।୬(ବ୍ୟୁରୋ): ରାଜଧାନୀର ସବୁଠାରୁ ବଡ଼ ବସ୍ତି ସାଲିଆ ସାହିରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସାଲିଆ ସାହି ମଧ୍ୟରେ ଥିବା ନିରାଙ୍କାରୀ ନଗରରେ ଜଣେ ୨୨ ବର୍ଷୀୟ ଯୁବକ କରୋନା ସଂକ୍ରମିତ ହୋଇଛନ୍ତି। ଯୁବକ ଦିଲ୍ଲୀରୁ ଫେରିଥିବା ବେଳେ…

ଅଣ୍ଡରଓ୍ବାଲର୍ଡ ଡନ୍‌ ଛୋଟା ଶକିଲଙ୍କ ବଡ଼ ଭଉଣୀଙ୍କ କରୋନାରେ ମୃତ୍ୟୁ

ମୁମ୍ବାଇ,୧୬।୬: ଅଣ୍ଡରଓ୍ବାଲର୍ଡ ଡନ୍‌ ଛୋଟା ଶକିଲଙ୍କ ବଡ଼ ଭଉଣୀ ହମିଦାଙ୍କ ମଙ୍ଗଳାବାର କରୋନାଜନିତ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ବର୍ଷ ହୋଇଥିଲା। ସୂଚନାଯୋଗ୍ୟ, ହମିଦା ମହାରାଷ୍ଟ୍ରର ଠାଣେରେ ରହୁଥିବା ବେଳେ ଗତ କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ…

ଭାରତ-ଚାଇନା ସୀମା ବିବାଦ: ସେନା ମୁଖ୍ୟଙ୍କ ସହ ପ୍ରତିରକ୍ଷାମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ,୧୬।୬: ଚାଇନା ସୈନ୍ୟଙ୍କ ସହ ଲଦାଖ ସୀମାରେ ହୋଇଥିବା ସଂଘର୍ଷକୁ ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ସିଡିଏସ୍‌ ମୁଖ୍ୟ ବିପିନ ରାଓ୍ବତଙ୍କ ସହ ଏକ ବୈଠକ କରିଛନ୍ତି। ଏହି ବୈଠକରେ ୩ସେନାର ଅଧ୍ୟକ୍ଷ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌.…

ରଥଯାତ୍ରା ହେଲେ କରୋନା ଭୟ ଦୂର ହୋଇଯିବ

ପୁରୀ ଅଫିସ, ୧୬।୬: ଚଳିତ ବର୍ଷ କରୋନା ପାଇଁ ରଥଯାତ୍ରା ହେବ କି ନାହିଁ ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ। ସମସ୍ତେ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି। ରଥଯାତ୍ରାକୁ ନେଇ ଏଭଳି ଆଶା ଆଶଙ୍କା ଲାଗି ରହିଥିବା…

ଲକ୍‌ଡାଉନ ହୋଇ ନ ଥିଲେ ଏବେ ଫିଲ୍ମ ଶୁଟିଂରେ ବ୍ୟସ୍ତ ରହିଥାନ୍ତେ ସୁଶାନ୍ତ: ବଲିଉଡ୍‌ ନିର୍ଦ୍ଦେଶକ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁପରେ ଏବେ ତାଙ୍କ ସମ୍ପର୍କିତ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସମସ୍ତେ ତାଙ୍କ ମୃତ୍ୟୁ ପଛରେ କାରଣକୁ ନେଇ ନିଜର ମତ ଓ ଅନୁମାନ ପ୍ରକାଶ କରୁଛନ୍ତି। ଇତିମଧ୍ୟରେ ଯଦି ଦେଶରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri