Posted inଜାତୀୟ

ମାମଲା ଲଢ଼ିବେ ନିର୍ଭୟା ଓକିଲ

ଲକ୍ଷ୍ନୌ,୩।୧୦: ହାଥ୍‌ରସ ଗଣ ବଳାତ୍କାର ଓ ହତ୍ୟା ଘଟଣାରେ ପୀଡ଼ିତାଙ୍କ ପରିବାର ସପକ୍ଷରେ ମାମଲା ଲଢ଼ିବେ ସୀମା କୁଶଓ୍ବାହ। ୨୦୧୨ ଦିଲ୍ଲୀ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲା ଲଢ଼ିଥିବା ଓକିଲ ସୀମା ଏନେଇ ସ୍ପଷ୍ଟ କରିଛନ୍ତି। ପ୍ରକାଶଥାଉ କି ନିର୍ଭୟା ମାମଲାରେ ୪ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଇଥିଲା। ହାଥ୍‌ରସରେ ପୀଡ଼ିତାଙ୍କ ପରିବାରକୁ ଭେଟିବା ଲାଗି ଗୁରୁବାର ସେ ଯାଇଥିବାବେଳେ ପୋଲିସ ତାଙ୍କୁ ଅନୁମତି ଦେଇ ନ ଥିଲା। ପୀଡ଼ିତାଙ୍କ ପରିବାରର ଅନୁରୋଧକୁ ଏଡ଼ାଇ ଯାଇପାରିବନାହିଁ ବୋଲି ସୀମା କହିଛନ୍ତି। ପୀଡ଼ିତାଙ୍କ ଭାଇଙ୍କ ସହ ଯୋଗାଯୋଗରେ ଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ସୁରକ୍ଷାରେ କାମ କରୁଛନ୍ତି କରୋନା ଯୋଦ୍ଧା

ଭୋପାଳ,୨୩।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏପରିସ୍ଥଳେ କରୋନା ଯୋଦ୍ଧା ପାଲଟି ଥିବା ସଫେଇ କର୍ମଚାରୀଙ୍କ ସ୍ବାସ୍ଥ୍ୟ...

୧୦ କିଲୋମିଟର ପାଇଁ ଆମ୍ବୁଲାନ୍ସ ନେଉଛି ୧୦ ହଜାର ଟଙ୍କା ଭଡା

ନୂଆଦିଲ୍ଲୀ,୨୦।୭: କରୋନା ସଙ୍କଟ ସମୟରେ ଆମ୍ବୁଲାନ୍ସର ଭଡାକୁ ନେଇ ଏବେ ଏମିତି ଖବର ଆସୁଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି। ଏମିତିକି ଏବେ ରୋଗୀ ୧୦-୧୫...

ଅର୍ଥ ବ୍ୟବସ୍ଥାକୁ ନେଇ ମୋଦିଙ୍କ ଉପରେ ବର୍ଷିଲେ ମନମୋହନ

ମୁମ୍ବାଇ,୧୭।୧୦: ଦେଶର ଆର୍ଥିିକ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। ମହାରାଷ୍ଟ୍ରରେ ସେ ଯୋଗ ଦେଇଥିବା ଏକ...

୫୭୦୦ ଲକ୍ଷ ବର୍ଷ ପୁରାତନ ପ୍ରାଣୀ ଜୀବାଶ୍ମର ମିଳିଲା ସନ୍ଧାନ

ଭୋପାଳ,୧୦।୨: ମଧ୍ୟପ୍ରଦେଶର ଭୋପାଳ ଠାରୁ ୪୦ କିଲୋମିଟରର ଦୂରରେ ଥିବା ୟୁନେସ୍କୋ ଦ୍ୱାରା ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇ ଥିବା ଭୀମ୍‌ବେଟ୍‌କାରେ ୫୭୦୦ ଲକ୍ଷ...

ସ୍କୁଲରେ ସିଗାରେଟ ଟାଣୁଥିଲେ ପ୍ରିନ୍ସପାଲ: ଜଣାପଡ଼ିବା ପରେ…

ପାଟଣା, ୨୪।୯: ବିହାର ଭାଗଲପୁରର ଏକ ସରକାରୀ ବିଦ୍ୟାଳୟରେ ପ୍ରିନ୍ସପାଲଙ୍କୁ ସିଗାରେଟ ଟାଣିବା ମହଙ୍ଗା ପଡ଼ିଛି। କରୋନା ମହାମାରୀ ଯୋଗୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି।...

ଲକ୍‌ଡାଉନ୍‌ ସମୟସୀମା ୩୧ ମେ ପର୍ଯ୍ୟନ୍ତ ବଢ଼ିଲା

ନୂଆଦିଲ୍ଲୀ,୧୭।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସମୟ...

ଅଭିଯୋଗକାରିଣୀ ହେଲେ ଜିଲାପାଳ

ଭୋପାଳ, ୧୬ା୧୨: ମଧ୍ୟପ୍ରଦେଶ ରାଜ୍ୟ ଶିବପୁରୀ ଜିଲାପାଳଙ୍କ ନିକଟକୁ ଅଭିଯୋଗ ନେଇ ଆସିଥିବା ଜଣେ ଛାତ୍ରୀ ଗୋଟିଏ ଦିନ ପାଇଁ ଜିଲାପାଳ ହେବା ଘଟଣା ଜିଲାରେ...

କରୋନା ଭ୍ୟାକ୍ସିନକୁ ନେଇ ସମୀକ୍ଷା କଲେ ମୋଦି

ଅହମଦାବାଦ,୨୮ ।୧୧: କରୋନା ଭାଇରସ ପାଇଁ ଦେଶରେ ପ୍ରସ୍ତୁତ ହେଉଥିବା ଭ୍ୟାକ୍ସିନ ବା ଟିକା ସମ୍ପର୍କରେ ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର...

Advertisement


Archives

Model This Week