କେନ୍ଦୁଝର ଜିଲାରେ ଆଉ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ
କେନ୍ଦୁଝର,୧୬।୬(ସ୍ବ.ପ୍ର.): କେନ୍ଦୁଝରରେ ମଙ୍ଗଳବାର ଆଉ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୫ରେ ପହଞ୍ଚିଛି। ଚିହ୍ନଟ ୫ ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ସେମାନଙ୍କ ମଧ୍ୟରୁ ସଦର ବ୍ଲକ ଗୋପାଳପୁର ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ…
ଜୁନ୍ ୨୧ ସୂର୍ଯ୍ୟପରାଗ ପରେ ନଷ୍ଟ ହେବ କରୋନା ଭୂତାଣୁ : ଭାରତୀୟ ବୈଜ୍ଞାନିକ
ଚେନ୍ନାଇ, ୧୬।୬: କରୋନା ମହାମାରୀ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ତେବେ ଚଳିତ ଜୁନ ୨୧ରେ ହେବାକୁ ଥିବା ସୂର୍ଯ୍ୟପରାଗ ପରେ କରୋନା ଭୂତାଣୁ ନଷ୍ଟ ହୋଇଯିବ ବୋଲି ଜଣେ ଭାରତୀୟ ବୈଜ୍ଞାନିକ ଦାବି କରିଛନ୍ତି। ଚେନ୍ନାଇର ନ୍ୟୁକ୍ଲିୟର ଆଣ୍ଡ ଆର୍ଥ…
ବଲାଙ୍ଗୀରରେ ଟଣା ହେବନି ରଥ
ବଲାଙ୍ଗୀର ଅଫିସ,୧୬।୬: ମହାମାରୀ କରୋନା ଯୋଗୁ ଚଳିତ ବର୍ଷ ରଥଯାତ୍ରା ହେବକି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲା ପ୍ରଶାସନ ପକ୍ଷରୁ ମନ୍ଦିରରେ ରଥ ନିର୍ମାଣ ହେବ ନାହିଁ କି ରଥ ଟଣା ହେବ…
ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ଘରେ ପହଞ୍ଚିଲେ ଅଙ୍କିତା !
ମୁମ୍ବାଇ: ବଲିଉଡ୍ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏପର୍ଯ୍ୟନ୍ତ ଅନେକେ ବିଶ୍ୱାସ କରିପାରୁ ନାହାନ୍ତି। ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇବା ପରଠାରୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି ତାଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ। ଦିନ ରାତି କାନ୍ଦୁଥିବା ଅଙ୍କିତା…
ଗଞ୍ଜାମରେ ପୁଣି ୮ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୯୮କୁ ବୃଦ୍ଧି
ଛତ୍ରପୁର, ୧୬।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ମଙ୍ଗଳବାର ପୁଣି ୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୯୮କୁ ବୃଦ୍ଧି ପାଇଛି। ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବେଲଗୁଣ୍ଠା ବ୍ଲକର ୫୧, ୫୪, ୨୩ ଓ…
ରାଜ୍ୟରେ ବଢ଼ିଲା ବସ୍ ଭଡ଼ା: ସାଧାରଣ-ଏକ୍ପ୍ରେସ୍ ୩ ପଇସା, ଡିଲକ୍ସ- ଏସି ଡିଲକ୍ସ ୬ ପଇସାକୁ ବୃଦ୍ଧି
ଭୁବନେଶ୍ୱର, ୧୬।୬(ବ୍ୟୁରୋ): ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି। ଗତ ୧୦ ଦିନ ମଧ୍ୟରେ ପ୍ରାୟ ୫ ଟଙ୍କା ଅଧିକ ଟଙ୍କା ବଢ଼ି ସାରତିଲାଣି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ବସ୍ଭଡ଼ାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।…
ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରିପୋର୍ଟ ଆସିଲା ନେଗେଟିଭ
ନୂଆଦିଲ୍ଲୀ,୧୬।୬: ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ଏବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ବେଳେ ସାମାନ୍ୟ ଜ୍ୱର ରହିଛି। ସୂଚନାଯୋଗ୍ୟ, ଜନ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଓ ଜ୍ୱର ଯୋଗୁ…
ଘରକୁ ଦିଅନ୍ତୁ ନୂଆ ଲୁକ୍
ଘରକୁ ସୁନ୍ଦର ଏବଂ ଆକର୍ଷଣୀୟ କରିବା ଲାଗି ଦୀର୍ଘଦିନ ପର୍ଯ୍ୟନ୍ତ ଏକାପ୍ରକାର ସାଜସଜ୍ଜା ନ ରଖି ମଝିରେ ମଝିରେ ପରିବର୍ତ୍ତନ ଆବଶ୍ୟକ। ତେବେ ଏଥିପାଇଁ ଯେ, କେବଳ ଦାମୀ ଆସବାବପତ୍ର କିମ୍ବା ଗୃହସଜ୍ଜା ଉପକରଣ ଦରକାର ତାହା ଭାବିବା ଠିକ୍ ନୁହେଁ।…
କରୋନାକୁ ପୂରିଲା ୧୩୫ ଦିନ: ସାମାନ୍ୟ ଅସାବଧାନତା ନେଇପାରେ ଅନେକଙ୍କ ଜୀବନ !
ନୂଆଦିଲ୍ଲୀ,୧୬।୬: କରୋନା ଭାଇରସକୁ ଏକ ଅଜଣା ବିଶ୍ୱାସଘାତୀ ଶତ୍ରୁ ବୋଲି କହି ଭାରତୀୟ ବିଶେଷଜ୍ଞମାନେ କହିଛନ୍ତି ସାମାନ୍ୟ ଅବହେଳା ପରିସ୍ଥିତିକୁ ଆହୁଳି ଜଟିଳ କରିଦେଇପାରେ। ଦେଶରେ କରୋନା ତା’ର ସ୍ଥିତି ଜାରିର କରିବାର ୧୩୫ ଦିନ ପୂରଣ ହୋଇସାରିଲାଣି। ହେଲେ ଏବେ…
ସରପଞ୍ଚ ଅଜୟ ପଣ୍ଡିତାଙ୍କ ହତ୍ୟାର ପ୍ରତିଶୋଧ ନେଲେ ସୁରକ୍ଷାକର୍ମୀ
ଶ୍ରୀନଗର,୧୬।୬: ଜମ୍ମୁ-କଶ୍ମୀର ଅନନ୍ତନାଗରେ ଜୁନ ୮ରେ କଶ୍ମୀରି ପଣ୍ଡିତ ସରପଞ୍ଚ ଅଜୟ ପଣ୍ଡିତାଙ୍କ ହୋଇଥିବା ହତ୍ୟାର ପ୍ରତିଶୋଧ ନେଇଛନ୍ତି ସୁରକ୍ଷାକର୍ମୀ। ଗତ ସପ୍ତାହ ଏନ୍କାଉଣ୍ଟରରେ ନିପାତ ହୋଇଥିବା ହିଜବୁଲ ମୁଜାହିଦିନର ଆତଙ୍କବାଦୀ ଓମାର ହିଁ ସରପଞ୍ଚଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଏନେଇ…
ବଢ଼ିଲା ରଥଯାତ୍ରା ସମ୍ଭାବନା: ରଥ ପ୍ରତିଷ୍ଠା ପାଇଁ ଦେଉଳ ପୁରୋହିତଙ୍କୁ ଅନୁମତି
ପୁରୀ ଅଫିସ, ୧୬।୬: ମହାମାରୀ କରୋନା ଯୋଗୁ ମହାପ୍ରଭୁଙ୍କ ରଥ ବଡ଼ଦାଣ୍ଡରେ ଗଡ଼ିବ ନା ନାହିଁ ଏହାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି। ଆସନ୍ତା ୨୩ ତାରିଖରେ ରଥଯାତ୍ରା। ମଝିିରେ ଆଉ ମାତ୍ର ୬ ଦିନ ରହିଥିବା ବେଳେ ଏ ପର୍ଯ୍ୟନ୍ତ ରାଜ୍ୟ…
ଲକ୍ଡାଉନ ନିୟମ ଉଲ୍ଲଂଘନ, ଗଞ୍ଜାମ, ହୁମା ଅଞ୍ଚଳର ୭ ଦୋକାନ ସିଲ୍
ଗଞ୍ଜାମ,୧୬।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏଥିପାଇଁ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ସା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଶଟ୍ଡାଉନ ଘୋଷଣା କରିଛନ୍ତି। ଏଥିସହ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ଯାଏ…
Archives


