Home Left

ଗଞ୍ଜାମର ହିଞ୍ଜିଳି ବ୍ଲକ, ୨ ପଞ୍ଚାୟତକୁ ମିଳିଛି ଜାତୀୟ ପୁରସ୍କାର: ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୧୯।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ବ୍ଲକ ଏବଂ ଶେରଗଡ଼ ବ୍ଲକର ଅଲାରିଗଡ଼ ଓ ହିଞ୍ଜିଳିବ୍ଲକର ଶାସନଆମ୍ବଗାଁ ଗଞ୍ଚାୟତଜାତୀୟସ୍ତରରେ ପୁରସ୍କୃତ ହୋଇଛି। କେନ୍ଦ୍ର ସରକାରଙ୍କଠାରୁ ଉକ୍ତ ବ୍ଲକ ଓ ପଞ୍ଚାୟତକୁ ଦିନଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ମିଳିଛି। ଏନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ…

ଗଞ୍ଜାମରେ ୧୨ କରୋନା ଯୋଦ୍ଧାଙ୍କ ସମେତ ୪୨ ପଜିଟିଭ୍‌ : ଆକ୍ରାନ୍ତଙ୍କ ସଂଖ୍ୟା ୭୯୭କୁ ବୃଦ୍ଧି

ଛତ୍ରପୁର,୧୯।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଶୁକ୍ରବାର ୪୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୯୭କୁ ବୃଦ୍ଧି ପାଇଛି। ୪୨ ଆକ୍ରାନ୍ତଙ୍କ ମଧ୍ୟରେ ୧୨ ଜଣ କରୋନା ଯୋଦ୍ଧା ଅଛନ୍ତି। ୩ ଆକ୍ରାନ୍ତ କର୍ଣ୍ଣାଟକ, ସୁରଟ…

ପୁଅକୁ ପୁତ୍ତଳିକା ସହ ବିବାହ କରାଇଲେ ପିତା, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ପ୍ରୟାଗରାଜ ସହରଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ଘୁରୁପୁର ଅଞ୍ଚଳର ଭୈଦପୁର ଗ୍ରାମରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି। ଏହି ବିବାହ ମଧ୍ୟ ଏକ ସାଧାରଣ ଢଙ୍ଗରେ ହୋଇଥିଲା। ବେଦୀ ବନ୍ଧାଯାଇଥିଲା। ବର ପ୍ରସ୍ତୁତ ହୋଇଥିଲେ। ପଣ୍ଡିତ ମନ୍ତ୍ର…

୧୧ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ସଦର ବ୍ଲକ ଜେଇ

କେନ୍ଦୁଝର,୧୯ା୬(ସ୍ବ.ପ୍ର.): ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଭିଜିଲାନ୍ସ ୟୁନିଟ୍‌ ଶୁକ୍ରବାର ସଦର ବ୍ଲକ ଜେଇ ପ୍ରମୋଦ କୁମାର ପଣ୍ଡାଙ୍କୁ ଟଙ୍କା ସହ ଧରିଛନ୍ତି। କାଉଁରିକଳା ପଞ୍ଚାୟତ ଜଣେ ଓ୍ବାର୍ଡମେମ୍ବରଙ୍କଠାରୁ ଏକ କାମର ବିଲ୍‌ କରାଇ ଦେବା ପାଇଁ ୧୧ହଜାର ଟଙ୍କା ଲାଞ୍ଚ…

ସୁପ୍ରିମକୋର୍ଟଙ୍କ ରାୟର ପୁନର୍ବିଚାର ହେଉ: ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ, ୧୯।୬: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜଗନ୍ନାଥପ୍ରେମୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପଇଛି। ଭକ୍ତ, ସେବାୟତ କେହି ଏହି ରାୟକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ତେବେ ଏ…

ଫୋନ୍‌ରୁ ୫୨ଚାଇନା ଆପ୍‌ ହଟାଇବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲା ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌

ଲକ୍ଷ୍ନୌ, ୧୯।୬: ଉତ୍ତରପ୍ରଦେଶର ସ୍ପେଶିଆଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଶୁକ୍ରବାର ଏକ ଗୋପନୀୟ ଲେଟର ଜାରି କରିଛି। ଏଥିରେ ଏସ୍‌ଟିଏଫ୍‌ର ସମସ୍ତ କର୍ମଚାରୀଙ୍କୁ ଚାଇନା ଆପ୍‌ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ନିଜ ଫୋନ୍‌ରେ ଥିବା ସମସ୍ତ ୫୨ଟି ଚାଇନା ଆପ୍‌କୁ ତୁରନ୍ତ ଅନ୍‌ଇନ୍‌ଷ୍ଟୋଲ…

ରାଗ ଶୁଝାଇବା ପାଇଁ ବାଲକୋନିରୁ ଫିଙ୍ଗିଲେ ଚାଇନା ତିଆରି ଏଲ୍‌ସିଡି ଟିଭି

ଲଦାଖ ଗାଲଓ୍ବାନ ଭ୍ୟାଲିରେ ଭାରତ-ଚାଇନା ସେନା ମୁହାଁମୁହିଁ ଘଟଣାରେ ୨୦ ଯବାନ ଶହୀଦ ହୋଇଛନ୍ତି। ଏହା ପରେ ସମଗ୍ର ଦେଶରେ ଚାଇନା ସାମଗ୍ରୀ ବ୍ୟାନ୍‌ ପାଇଁ ସ୍ବର ଉତ୍ତୋଳନ ହେଉଛି। ଏହି କ୍ରମରେ ସୁରଟ ସହରର ଭରଛା ଅଞ୍ଚଳରେ ଥିବା ପଞ୍ଚରତ୍ନ…

ପିତାଙ୍କ ଶିକ୍ଷାକୁ ମନେ ପକାଇଲେ ଅମିତାଭ: କହିଲେ ମନ ଚାହେଁ ତ ଭଲ, ମନ ଚାହୁଁନି ତ ସବୁଠୁ ଭଲ

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ଏବଂ ତାଙ୍କ ପିତାଙ୍କ ସମ୍ପର୍କ କେତେ ଭଲ ତାହା ପ୍ରଶଂସକମାନେ ବେଶ୍‌ ଭଲ ଭାବେ ଜାଣିଛନ୍ତି। ଦୁହେଁ ଦୁହିଁଙ୍କ ଖୁବ୍‌ ନିକଟତର ଥିଲେ। ଅମିତାଭ ଆଜି ବି ଏ ବୟସରେ ପ୍ରତି ମୁହୂର୍ତ୍ତରେ ପିତାଙ୍କୁ…

କରୋନା କଟକଣାକୁ ଫୁ: ତଣ୍ଡ ଆଦାୟରେ ବ୍ୟସ୍ତ ପୋଲିସ

ଚୌଦ୍ୱାର,୧୯।୬(ଡି.ଏନ.ଏ):କରୋନା ସଂକ୍ରମଣକୁ ରୋକିବା ଲାଗି ଜୁନ୍‌ ୩୦ ଯାଏ ରାଜ୍ୟର ୧୧ଟି ଜିଲାରେ ଶନିବାର ଓ ରବିବାର ଶଟ୍‌ଡାଉନ ଘୋଷଣା କରାଯାଇଛି। ଏ ନେଇ ସାଧାରଣ ଲୋକେ ଶୁକ୍ରବାର ନିଜନିଜର ଆବଶ୍ୟକ ସାମଗ୍ରୀ ଯୋଗଡ଼ରେ ଲାଗିପଡିଛନ୍ତି । ମାତ୍ର ବାଟରେ ଚୌଦ୍ୱାର…

ଉତ୍ତେଜନା ମଧ୍ୟରେ ମସ୍କୋ ଗସ୍ତ କରିବେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୧୯।୬: ଲଦାଖ ଏଲ୍‌ଏସିରେ ଚାଇନା ସହ ଦେଖାଦେଖଇଥିବା ଉତ୍ତେଜନା ମଧ୍ୟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ରୁଷ ଯାତ୍ରା କରିବେ। କିନ୍ତୁ ଏହି ଗସ୍ତ ସମୟରେ ରାଜନାଥ ଚାଇନାର ବରିଷ୍ଠ ଅଧିକାରୀଙ୍କୁ ଭେଟିବେ ନାହିଁ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ…

ରଥଯାତ୍ରା ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ

ପୁରୀ ଅଫିସ, ୧୯।୬: ରଥଯାତ୍ରା ବନ୍ଦ ରାୟ ପରେ ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ କିପରି ରଥଯାତ୍ରା ପରମ୍ପରାକୁ ବଜାୟ ରଖିହେବ ସେ ନେଇ ଶୁକ୍ରବାର ଶ୍ରୀମନ୍ଦିର ପରିଚାଳନା କମିଟିର…

ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ,୧୯।୬:ଶୁକ୍ରବାର ପେଟ୍ରୋଲ ଓ ଡିଜେଲ ଦର ପୁଣି ବଢିଛି। ପେଟ୍ରୋଲ ଲିଟର ପିଛା ୫୬ ପଇସା ଏବଂ ଡିଜେଲ ଲିଟର ପିଛା ୬୩ ପଇସା ବଢିଛି। ଗତ ୧୩ ଦିନ ହେବ ଲଗାତର ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ପାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri