ପିତାଙ୍କୁ ବିଦାୟ ଦେଲେ ଦୁଇ କୁନି ପୁଅ
ନୂଆଦିଲ୍ଲୀ,୧୯।୬: ପୂର୍ବ ଲଦାଖରେ ଭାରତୀୟ ସୀମାରେ ପଶି ଚାଇନା ସେନା ଆକ୍ରମଣ କରିବାରୁ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଯବାନ ଶହୀଦ ହୋଇଛନ୍ତି। ଶହୀଦ ଯବାନମାନଙ୍କୁ ନିଜ ନିଜ ଗ୍ରାମରେ ଅନ୍ତିମ ସଂସ୍କାର କରାଯାଇଛି। ଶହୀଦଙ୍କ ମଧ୍ୟରେ କର୍ନେଲ ସନ୍ତୋଷ…
ସୁଶାନ୍ତଙ୍କ ପାଇଁ ଡାଏରୀ ଲେଖୁଥିଲେ ଛାତ୍ରୀ, ମୃତ୍ୟୁ ଖବର ପାଇ ହାରିଲେ ଜୀବନ
ମୁମ୍ବାଇ: ବଲିଉଡ୍ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କ ପ୍ରଶଂସକମାନେ ଜଣକ ପରେ ଜଣେ ଆତ୍ମହତ୍ୟା କରିଚାଲିଛନ୍ତି। ଏବେ ଆଉ ଜଣେ ପ୍ରଶଂସକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଭାରତର କେନ୍ଦ୍ରଶାସିତ ଅଞ୍ଚଳ ଆଣ୍ଡାମାନ- ନିକୋବର ଦ୍ୱୀପରେ ଜଣେ ଛାତ୍ରୀ…
ପିପିଇ କିଟ୍ ପିନ୍ଧି ମତଦାନ ପାଇଁ ପହଞ୍ଚିଲେ କରୋନା ପଜିଟିଭ୍ ବିଧାୟକ
ଭୋପାଳ,୧୯।୬: ଦେଶର ୮ଟି ରାଜ୍ୟର ୧୯ଟି ଆସନ ଲାଗି ଶୁକ୍ରବାର ମତଦାନ ଜାରି ରହିଛି। ମଧ୍ୟପ୍ରଦେଶରେ ମଧ୍ୟ ୩ଟି ଆସନ ପାଇଁ ମତଦାନ ହେଉଛି। ଇତିମଧ୍ୟରେ ମଧ୍ୟପ୍ରଦେଶରୁ ଏକ ନିଆରା ଦୃଶ୍ୟ ନଜରକୁ ଆସିଛି। କଂଗ୍ରେସର ଜଣେ ବିଧାୟକ କରୋନା ଭାଇରସ୍…
ଖ୍ରୀଷ୍ଟପୁର ଗ୍ରାମରେ ଓଲଟିଲା ବସ୍
ଆର୍ .ଉଦୟଗିରି,୧୯।୬: ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁର ଗ୍ରାମରେ ଘରୋଇ ବସ୍ ଗାନ୍ଧୀ (ଓଡି-୧୫-ଏଚ୍- ୬୬୮୮) ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ରାୟଗଡ଼ାରୁ କଟକ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡିଥିଲା। ବସ୍ରେ ୩୦…
ଭାବବିହ୍ବଳ ହୋଇ କାନ୍ଦି ପକାଇଲେ ସୁର: କହିଲେ ରାତିରେ ଶୋଇପାରିଲି ନାହିଁ
ଭୁବନେଶ୍ୱର,୧୯।୬(ବ୍ୟୁରୋ): ଚଳିତ ବର୍ଷ ରଥଯାତ୍ରା ଉପରେ ସୁପ୍ରିମକୋର୍ଟଙ୍କ ରୋକ ଲଗାଇଛନ୍ତି। ଏହି ପ୍ରସଙ୍ଗରେ ଭାବବିହ୍ବଳ ହେଲେ ଜଟଣୀ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ। ସେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ କ୍ୟାମେରା ସମ୍ମୁଖରେ କାନ୍ଦି ପକାଇଛନ୍ତି। ତେବେ…
ସରକାରଙ୍କ ଆନ୍ତରିକତା ନ ଥିଲା; ଗୁରୁବାର ଓଡ଼ିଶା ଇତିହାସରେ ସ୍ମରଣୀୟ ଦିନ ହୋଇ ରହିବ: ବିଜୟ
ଭୁବନେଶ୍ୱର,୧୯।୬(ବ୍ୟୁରୋ): ରଥଯାତ୍ରା ବନ୍ଦ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭାଜପା ନେତା ବିଜୟ ମହାପାତ୍ର। ସେ କହିଛନ୍ତି, ଓଡ଼ିଶା ଇତିହାସରେ ଗୁରୁବାର ସ୍ମରଣୀୟ ଦିନ ହୋଇ ରହିବ। ଏଥିନେଇ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର ଚାଲିଛି ବୋଲି ଆଶଙ୍କା କରାଯାଉଥିଲା। ଶେଷରେ…
‘ସାପ ଦୁର୍ଗ’, ଜାଣନ୍ତୁ ଏପରି ନାମକରଣ ପଛରେ ଥିବା କାରଣ ସମ୍ପର୍କରେ…
ନୂଆଦିଲ୍ଲୀ: ଭାରତରେ ଏମିତି କିଛି ଦୁର୍ଗ ରହିଛି, ଯାହା ବହୁ ପୁରାତନ। ଏପରିକି ଏହି ଦୁର୍ଗ କେବେ ତିଆରି ହୋଇଛି, କିଏ ତିଆରି କରିଛନ୍ତି ତାହା କାହାକୁ ସଠିକ୍ ଭାବେ ଜଣା ନ ଥାଏ। କେବଳ ଯାହା ଅନୁମାନ କରାଯାଏ। ଏପରି…
ବେସରକାରୀ ଡାକ୍ତରଖାନାରେ କରୋନା ଚିକିତ୍ସା ହେଲା ଶସ୍ତା
ନୂଆଦିଲ୍ଲୀ,୧୯।୬: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଠାରେ ବେସରକାରୀ ଡାକ୍ତରଖାନାରେ କରୋନା ଚିକିତ୍ସା ମହଙ୍ଗା ଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଗୃହ ମନ୍ତ୍ରଣାଳୟ ରାଜ୍ୟରେ ଡା. ଭି.କେ ପଲ୍…
ଅଭୟ-୨ ଓ୍ବେବସିରିଜ୍ରେ ରାମ କପୁରଙ୍କ ଭୟଙ୍କର ରୂପ
ମୁମ୍ବାଇ: ଜି-୫ ସାଇକ୍ଲୋଜିକାଲ ଥ୍ରିଲର ଅଭୟର ଦ୍ୱିତୀୟ ଭାଗ ଖୁବ୍ଶୀଘ୍ର ରିଲିଜ୍ ହେବାକୁ ଯାଉଛି। ଏହି ଓ୍ବେବସିରିଜ୍ର ପ୍ରୋମୋ ମଧ୍ୟ ରିଲିଜ୍ ହୋଇସାରିଛି। ଚଳିତ ଥର ସବୁଠାରୁ ଲେକପ୍ରିୟ ଟେଲି କଳାକାର ରାମ କପୁର ଏହି ସିରିଜ୍ରେ ମୁଖ୍ୟ ଚରିତ୍ରରେ ନଜର…
ଦୀପିକାଙ୍କୁ ପିଠିରେ ବସାଇ ପୁଶ୍ଅପ୍ ମାରିଲେ ଏହି ଅଭିନେତା
ଟିଭି ସିରିଏଲ ସସୁରାଲ୍ ସିମର୍ ଫେମ୍ ଅଭିନେତା ସୋଏବ ଇବ୍ରାହିମ ନିଜ ଫିଟ୍ନେସ୍କୁ ନେଇ ବେଶୀ ସତର୍କ ଥାନ୍ତି। ଏଥିପାଇଁ ନିଜ ଖାଦ୍ୟପେୟ ଏବଂ ଜିମ୍ ଯିବା ଉପରେ ଧ୍ୟାନ ଦେଇଥାନ୍ତି। କରୋନା ଯୋଗୁ ଏବେ ଜିମ୍ ବନ୍ଦ ଥିବାରୁ ଇବ୍ରାହିମ୍…
ସୁଶାନ୍ତଙ୍କ ପ୍ରତ୍ୟେକ ଟି-ଶର୍ଟରେ ଲେଖାଥିଲା ଏପରି କିଛି ବାର୍ତ୍ତା
ସୁଶାନ୍ତ ସିଂ ରାଜପୁତ୍ ବଲିଉଡ୍ର କେବଳ ଜଣେ ଭଲ ଅଭିନେତା ନ ଥିଲେ, ବରଂ ସେ ଜଣେ ଭଲ ମଣିଷ ମଧ୍ୟ ଥିଲେ। ଯାହା ସେ ପିନ୍ଧୁଥିବା ପୋଷାକରୁ ଜଣାପଡୁଛି। ସୁଶାନ୍ତଙ୍କୁ ଅନେକ ସମୟରେ ସ୍ଲୋଗାନ ଲେଖାଥିବା ଟି-ଶର୍ଟ ପିନ୍ଧୁଥିଲେ। ଯେଉଁଥିରେ…
ସୀମା ବିବାଦକୁ ନେଇ ସର୍ବଦଳୀୟ ବୈଠକ, ବିଜେଡି ପକ୍ଷରୁ ପ୍ରତିନିଧିତ୍ୱ କରିବେ ପିନାକୀ ମିଶ୍ର
ଭୁବନେଶ୍ୱର, ୧୮।୬(ବ୍ୟୁରୋ): ଲଦାଖ ଗାଲଓ୍ବାନ ଭ୍ୟାଲିରେ ଗତ ୧୬ ତାରିଖରେ ଭାରତ-ଚାଇନା ସେନା ମୁହାଁମୁହିଁ ଘଟଣାରେ ୨୦ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଏ ନେଇ ଶୁକ୍ରବାର ସନ୍ଧ୍ୟା ୫ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକିଥିବା ସର୍ବଦଳୀୟ ବୈଠକରେ ବିଜେଡି ପକ୍ଷରୁ…
Archives


