ମୁକେଶ ଅମ୍ବାନୀଙ୍କ ଝିଅ ଈଶାଙ୍କୁ ଏହି ନାମରେ ଚିଡାନ୍ତି ସ୍ବାମୀ ଆନନ୍ଦ

ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ। ଈଶା ମା’ ନୀତା ଅମ୍ବାନୀଙ୍କର ଖୁବ୍‌ ନିକଟତର। ନିଜର ଛୋଟ ବଡ଼ ସବୁ କଥା ସେ ମା’ଙ୍କ ସହ ଶେୟାର କରିଥାନ୍ତି। ମା’ଙ୍କୁ ନ ପଚାରିଲେ ଈଶା କିଛି ବି କାମ କରି ନ ଥାନ୍ତି। ଏ ବିଷୟରେ ନୀତା ନିଜେ ଏକ ସାକ୍ଷାତକାରରେ କହିଥିଲେ।
ସେ କହିଥିଲେ ଯେ, ଯେତେବେଳେ ଆନନ୍ଦ ବିବାହ କରିବାକୁ ଈଶାଙ୍କୁ ପ୍ରସ୍ତାବ ଦେଇଥିଲେ, ସେତେବେଳେ ଈଶା ମା’ଙ୍କ ନ ପଚାରିଲେ କେବେ କିଛି ନିଷ୍ପତ୍ତି ନେଇ ନ ଥାଏ ବୋଲ କହିଥିଲେ। ଈଶାଙ୍କ ମୁହଁରୁ ଏହି କଥା ଶୁଣିବା ପରେ ଆନନ୍ଦ ନୀତାଙ୍କୁ ଫୋନ କରି ତାଙ୍କ ସହ ସାକ୍ଷାତ କରିବାକୁ ଅନୁରୋଧ କଲେ। ଏହା ପରେ ଈଶା ଓ ଆନନ୍ଦଙ୍କ ବିବାହ ପ୍ରସ୍ତାବ ଆଗକୁ ବଢ଼ିଲା। ଏହା ପରଠାରୁ ଯେତେବେଳେ କି କୌଣସି ନିଷ୍ପତ୍ତି ନେବାର ସମୟ ଆସେ ଆନନ୍ଦ ଈଶାଙ୍କୁ ଶାଶୁ ନୀତାଙ୍କ ନାମରେ ଚିଡାଇଥାନ୍ତି। ଏ ବିଷୟରେ ନୀତା ଏକ ସାକ୍ଷାତକାରରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧିମେଇଲା ଭାରତର ‘ଆନିମଲ ସ୍ପିରିଟ୍‌’

  ନୂଆଦିଲ୍ଲୀ,୨୫।୪: କୌଣସି ଅର୍ଥ ବ୍ୟବସ୍ଥାରେ କାର୍ଯ୍ୟ ଆରମ୍ଭ ଲାଗି ନିବେଶକଙ୍କ ମଧ୍ୟରେ ରହିଥିବା ଆତ୍ମବିଶ୍ୱାସ ଅନେକ ଗୁରୁତ୍ୱ ବହନକରେ। କିଛି ମାସର ବଜାର ସ୍ଥିତିକୁ...

ଦୋହଲିଯିବ ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ

ମୁମ୍ବାଇ, ୧୫। ୪ : କରୋନା ଭାଇରସ ପ୍ରଭାବକୁ କମାଇବା ଲାଗି ସରକାର ଗତ ୨୧ ଦିନ ଧରି ସାରା ଦେଶକୁ ଲକ୍‌ଡାଉନ କରି ରଖିଥିଲେ।...

୫ କୋଟି ଲୋକ ବେରୋଜଗାର

ନୂଆଦିଲ୍ଲୀ,୮।୪: କରୋନାକୁ ନିୟନ୍ତ୍ରଣ କରିବା ଲାଗି ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହା ଯୋଗୁ ସମଗ୍ର ଦେଶରେ କମ୍ପାନୀଗୁଡିକର କାର୍ଯ୍ୟକଳାପ ଠପ୍‌ ହୋଇଯାଇଛି। ପ୍ରାରମ୍ଭିକ...

ଗ୍ରାହକଙ୍କୁ ସତର୍କ କଲା ଏସ୍‌ବିଆଇ, ଏହି ଦିନ ଉପୁଜିପାରେ ବଡ଼ ସମସ୍ୟା

ନଭେମ୍ବର ୨୨ ଅର୍ଥାତ୍‌ ଆସନ୍ତା ରବିବାର ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସେବା ବ୍ୟାହତ ହେବା ନେଇ ବ୍ୟାଙ୍କ୍‌ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।...

‘କରୋନା ସେ ଡରୋନା ଡିଜିଟାଲ କରୋନା’

ମୁମ୍ବାଇ,୨୩-୩: ମାରାତ୍ମକ କରୋନା ବିରୋଧରେ ଲଢେଇ ଜାରି ରଖିବା ସହ ନୋଟ୍‌ ଗଣିବା କିମ୍ବା ଛଇଁବା ପରେ ହାତ ଧୋଇବାକୁ ଇଣ୍ଡିଆନ୍‌ ବ୍ୟାଙ୍କିଙ୍ଗ ଆସୋସିଏଶନ (ଆଇବିଏ)...

ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ସୂଚୀ;୧୦ ସ୍ଥାନ ତଳକୁ ଖସିଲା ଭାରତ

ନୂଆଦିଲ୍ଲୀ,୧୦-୧୦: ଗ୍ଲୋବାଲ କମ୍ପିଟିଟିଭ୍‌ ଇଣ୍ଡେକ୍ସ ବା ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ସୂଚୀରେ ଭାରତ ୧୦ଟି ସ୍ଥାନ ତଳକୁ ଖସି ୬୮ତମ ସ୍ଥାନରେ ରହିଛି। ବିଶ୍ୱର ଅନ୍ୟ ଦେଶଗୁଡିକରେ...

କରୋନା ପାଇଁ ଚାକିରି ହରାଇବେ ୨୫ ନିୟୁତ

ନୂଆଦିଲ୍ଲୀ,୧୯-୩: କରୋନା ଯୋଗୁ ସାରା ବିଶ୍ୱରେ ୨୫ ନିୟୁତ ଲୋକ ଚାକିରି ହରାଇବାର ଆଶଙ୍କା ଉପୁଜିଥିବା ଜାତିସଂଘ ପକ୍ଷରୁ ବୁଧବାର କୁହାଯାଇଛି। ଏହା ଯୋଗୁ ଅନେକଙ୍କ...

ଭାରତରେ ଶାଖା ଖୋଲିବ ବ୍ୟାଙ୍କ ଅଫ୍‌ ଚାଇନା

ମୁମ୍ବାଇ,୩-୮: ବିଶ୍ୱରେ ୫ମ ସ୍ଥାନ ହାସଲ କରିଥିତ୍ବା ବ୍ୟାଙ୍କ ଅଫ୍‌ ଚାଇନା ଭାରତରେ ଏକ ଶାଖା ଖୋଲିବାକୁ ଯାଉଛି। ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏହାକୁ...

Advertisement


Archives

Model This Week