ପରଟା ପରେ ଏବେ ପପ୍କର୍ଣ୍ଣ ଉପରେ ଲାଗିଲା ୧୮% ଜିଏସ୍ଟି
ନୂଆଦିଲ୍ଲୀ,୨୬।୬: କର୍ଣ୍ଣାଟକରେ ମାଲାବାର ପରଟା ଉପରେ ୧୮% ଜିଏସ୍ଟି ଲଗାଯାଇଥିଲା। ଏବେ ଗୁଜରାଟରେ ପପ୍କର୍ଣ୍ଣ ଉପରେ ୧୮% ଜିଏସ୍ଟି ନେଇ ବିଜ୍ଞପ୍ତି ଦିଆଯାଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ପ୍ୟାକେଟ୍ ହୋଇ ବିକ୍ରି ହେଉଥିବା ପପ୍କର୍ଣ୍ଣ ଉପରେ…
ଆସନ୍ତା ୨୮ରୁ ୩୦ ପର୍ଯ୍ୟନ୍ତ ପାରଳାଖେମୁଣ୍ଡି, ୩ ବ୍ଲକ ଶଟ୍ଡାଉନ
ଗଜପତି, ୨୬।୩(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ସହର ସମେତ ଜିଲାର ଗୁମ୍ମା, ଗୋଷାଣୀ ଏବଂ କାଶୀନଗର ବ୍ଲକ୍କୁ ଆସନ୍ତା ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ୩ଦିନ ଶଟ୍ଡାଉନ ଘୋଷଣା କରାଯାଇଛି। ଜରୁରୀ ସ୍ବାସ୍ଥ୍ୟ ସେବା ଓ ଖିର ଯୋଗାଣକୁ ବାଦ୍ ଦେଲେ…
ଲଦାଖ ଏଲ୍ଏସିରେ ଗର୍ଜିଲା ଭାରତର ଯୁଦ୍ଧ ବିମାନ
ଲେହ,୨୬।୬: ଚାଇନା ସହ ଉତ୍ତେଜନା ମଧ୍ୟରେ ଶୁକ୍ରବାର ଲଦାଖର ଲେହରେ ଭାରତୀୟ ସେନା ଓ ବାୟୁସେନା ମିଳିତ ଭାବେ ଯୁଦ୍ଧାଭ୍ୟାସ କରିଛନ୍ତି। ଏହି ଯୁଦ୍ଧାଭ୍ୟାସରେ ଯୁଦ୍ଧ ଓ ଟ୍ରାନ୍ସପୋର୍ଟ ବିମାନ ସାମିଲ ହୋଇଥିବା ଜଣାପଡ଼ିଛି। ଏଥିରେ ଭାରତୀୟ ସେନାର ସୁଖୋଇ-୩୦ ଏମ୍କେଆଇ…
ତ୍ୱରାନ୍ବିତ ହେବ ଏସ୍ସିବି ମେଡିକାଲ ସମ୍ପ୍ରସାରଣ
କଟକ ଅଫିସ,୨୬।୬: କଟକ ଏସ୍ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ସମ୍ପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମେଡିକାଲ କ୍ୟାମ୍ପସ ପରିସରରେ ରହିଥିବା ଆଉକିଛି ସରକାରୀ କ୍ବାର୍ଟର୍ସ ଖୁବଶୀଘ୍ର ଖାଲି କରାଯିବ। ଏଥିସହିତ ସମ୍ପ୍ରସାରଣ ପାଇଁ…
ଟିକ୍ଟକ୍କୁ ଟକ୍କର ଦେବ ୟୁଟ୍ୟୁବ୍
ନୂଆଦିଲ୍ଲୀ,୨୬।୬: ଟିକ୍ଟକ୍ର ଲୋକପ୍ରିୟତାକୁ ଦେଖି ଅନ୍ୟ ବଡ କମ୍ପାନୀଗୁଡିକ ସମାନ ଧରଣର ଆପ୍ ଆଣିବାକୁ ଚେଷ୍ଟା କରୁଛନ୍ତି। ଉଭୟ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ କ୍ରମାଗତ ଭାବରେ ଛୋଟ ଭିଡିଓ ପ୍ଲାଟଫର୍ମ ମାଧ୍ୟମରେ ଟିକଟକ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚେଷ୍ଟା କରୁଛନ୍ତି। ଏବେ…
ଖୋର୍ଦ୍ଧାରେ ଯାଞ୍ଚ ହେଲା ନର୍ସିଂ ହୋମ
ଖୋର୍ଦ୍ଧା ଅଫିସ, ୨୬।୬: ରାଜଧାନୀ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ରାଜ୍ୟର ସମସ୍ତ ଜିଲାରେ ଥିବା ନର୍ସିଂହୋମ, ହସ୍ପିଟାଲରେ କୋଭିଡ୍-୧୯ ଯାଞ୍ଚ ଲାଗି ସରକାର ନିର୍ଦ୍ଦେଶ…
ଏହି ଦେଶରେ ଅପରାଧୀଙ୍କୁ ମିଳେ ଅଜବ ଦଣ୍ଡ, ଯାହା ଆଗରୁ କେବେ ଶୁଣି ନ ଥିବେ
ଓ୍ବାଶିଂଟନ୍: ସାଧାରଣତଃ ଯେ କୌଣସି ଅପରାଧୀଙ୍କୁ ନ୍ୟାୟାଳୟ ଦଣ୍ଡ ତ ନିଶ୍ଚିତ ପ୍ରଦାନ କରିଥାନ୍ତି। ସେ ଛୋଟ ଅପରାଧ ହେଉ କି ବଡ଼। କିନ୍ତୁ କିଛି ଦେଶରେ ଅଜବ ଦଣ୍ଡ ରହିଛି, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଆମେରିକାରେ ଅପରାଧୀଙ୍କୁ ଏମିତି…
ଏହି କାରଣ ପାଇଁ ସ୍ବାମୀଙ୍କୁ ଛାଡିଲେ ନବବିବାହିତା
ବିହାରର ବେଗୁସରାଇରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିବାହର ମାତ୍ର ୧୦ ଦିନ ପରେ ନବବିବାହିତା ସ୍ବାମୀଙ୍କୁ ଭଲ ପାଉ ନ ଥିବା କହିଛନ୍ତି। ଜୁନ୍ ୧୪ରେ ରାଞ୍ଚି ନିବାସୀ ପୂଜା ପରିବାରର କଥା ମାନି ବେଗୁସରାଇ ନିବାସୀ ଅଙ୍କିତ କୁମାରଙ୍କୁ…
ଓସାମା ବିନ୍ ଲାଡେନ୍ଙ୍କୁ ଶହୀଦ କହି ଫସିଲେ ଇମ୍ରାନ୍
ଲାହୋର,୨୬।୬: ଆତଙ୍କବାଦୀ ଓସାମା ବିନ୍ ଲାଡେନଙ୍କୁ ଶହୀଦ କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍। ସଂସଦରେ ସେ ଏଭଳି କହୁଥିବାର ଭିଡିଓ ଭାଇରାଲ ହେଉଛି। ଆମେରିକା ଆମ ଦେଶକୁ ପଶି ଆସି ଓସାମାଙ୍କୁ ହତ୍ୟା କରି ଶହୀଦ କରିଛି। ହେଲେ ଏହାକୁ…
କୋଭିଡ୍ ଟିକା ନ ବାହାରିବା ପର୍ଯ୍ୟନ୍ତ ମାସ୍କ ପିନ୍ଧନ୍ତୁ: ମୋଦି
ନୂଆଦିଲ୍ଲୀ,୨୬ା୬: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଟପିଥିବା ବେଳେ ଶୁକ୍ରବାର ୧୭,୨୯୬ଟି ନୂଆ କେସ୍ ରହିଛି। ଅନ୍ୟପକ୍ଷରେ ୧୫ ହଜାରରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିସାରିଛି। ଦେଶରେ କରୋନା ସ୍ଥିତିକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
ଭାରତ ଉପରେ ଚାଇନାର ବିପଦକୁ ଦେଖି ଏହି ଦେଶରୁ ନିଜର ସୈନ୍ୟଙ୍କୁ ହଟାଇଲା ଆମେରିକା
ଓ୍ବାଶିଂଟନ୍,୨୬।୬: ପୂର୍ବ ଲଦାଖର ଏଲ୍ଏସିରେ ଭାରତ ଓ ଚାଇନା ମଧ୍ୟରେ ଉତ୍ତେଜନା ଜାରି ରହିଛି। ଉଭୟ ଦେଶ ମଧ୍ୟରେ ଆଲୋଚନା ଜାରି ରହିବା ପରେ ବି ସମସ୍ୟାର କୌଣସି ସମାଧାନ ବାଟ ବାହାରି ପାରିନାହିଁ। ଇତିମଧ୍ୟରେ ଆମେରିକା ଭାରତକୁ ସମର୍ଥନ କରିବାକୁ…
ଚାକିରି ଜୀବନ ଆରମ୍ଭ ନ ହେଉଣୁ ଜେଲ୍ ଗଲେ ଲାଞ୍ଚୁଆ ପୋଲିସ
ବ୍ରହ୍ମପୁର ଅଫିସ,୨୬।୬: ଚାକିରି ଜୀବନ ଆରମ୍ଭ ନ ହେଉଣୁ ଲାଞ୍ଚ ନେଇ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିଲେ ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନାରେ ତାଲିମ ନେଉଥିବା ଏସ୍ଆଇ ସିଦ୍ଧାର୍ଥ କୁମାର ଗୌଡ଼। ତେବେ ଶୁକ୍ରବାର ଜାମିନ ଆବେଦନ ଖାରଜ…
Archives


