Home Left

ବିହାର ବିଧାନସଭା ନିର୍ବାଚନ: ଘୋଷଣା ପତ୍ର ଜାରି କଲା କଂଗ୍ରେସ, ଚାଷୀଙ୍କୁ ଋଣଛାଡ ପ୍ରତିଶ୍ରୁତି

ପାଟନା, ୨୧।୧୦: ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ଘୋଷଣା ପତ୍ର ଜାରି କରାଯାଇଛି। ଚାଷୀଙ୍କ ଋଣ ଛାଡ, ବିଦ୍ୟୁତ୍‌ ବିଲ୍‌କୁ ଅଧା କରିବା ସହିତ ବାଳିକାଙ୍କୁ ନ୍ୟାୟ ଦେବାର ପ୍ରତିଶ୍ରୁତି ଘୋଷଣା ପତ୍ରରେ ରହିଛି। ସେହିପରି ବେକାରଙ୍କୁ…

ନିଆରା ଢଙ୍ଗରେ ବିବାହ ଫଟୋଶୁଟ୍‌ କଲେ ମହିଳା କ୍ରିକେଟର୍‌

ଢାକା,୨୧।୧୦: ନିକଟରେ ବାଂଲାଦେଶର ଅନ୍ତର୍ଜାତୀୟ କ୍ରିକେଟର ସଞ୍ଜିଦା ଇସଲାମ ବିବାହ କରିଛନ୍ତି। ସଞ୍ଜୀଡା ରଙ୍ଗପୁରର ପ୍ରଥମ ଶ୍ରେଣୀ କ୍ରିକେଟର ମିମ ମୋସାଦକଙ୍କୁ ବିବାହ କରିଛନ୍ତି। ସଞ୍ଜିଦା ତାଙ୍କର ଅନନ୍ୟ ବିବାହ ଫଟୋସୁଟ ଯୋଗୁ ଏବେ ଚର୍ଚ୍ଚାରେ ଅଛନ୍ତି। ସଞ୍ଜିଦା ଏବଂ ମିମ…

କିଏ କଙ୍କଡା ତ, କିଏ ଆଚାର..ଜାଣନ୍ତୁ କ’ଣ ଖାଇବାକୁ ଭଲ ପସନ୍ଦ କରନ୍ତି ଭାରତୀୟ କ୍ରିକେଟର୍‌

ଭାରତରେ କ୍ରିକେଟ ଖେଳାଳିଙ୍କ ଚାହିଦା ଆକାଶଛୁଆଁ। ଖେଳାଳିଙ୍କ ପ୍ରେମ ସମ୍ପର୍କ ହେଉ କି ଫ୍ୟାଶନ୍‌ ଷ୍ଟାଇଲ୍‌ ସବୁବେଳେ ଚର୍ଚ୍ଚାରେ ଥାଏ। ପଡିଆରେ କଠିନ ପରିଶ୍ରମ କରି ଭାରତକୁ ବିଜୟୀ କରୁଥିବା ଖେଳାଳିମାନେ କ’ଣ ଖାଇବାକୁ ଭଲ ପାଆନ୍ତି ଆସନ୍ତୁ ଜାଣିବା.. ମହେନ୍ଦ୍ର…

ଦୁର୍ଗାପୂଜାରେ ଏସବୁ ରାଶିର ଚମକିବ ଭାଗ୍ୟ !

ନୂଆଦିଲ୍ଲୀ, ୨୧।୧୦: ଦୁର୍ଗାପୂଜା ଅବସରରେ ଶୁକ୍ର ମହାଗ୍ରହ କନ୍ୟା ରାଶିରେ ପ୍ରବେଶ କରୁଛନ୍ତି। ଅକ୍ଟୋବର ୨୩ରେ ଶୁକ୍ର ସିଂହ ରାଶି ତ୍ୟାଗ କରି କନ୍ୟା ରାଶିରେ ପ୍ରବେଶ କରିବେ। ଶୁକ୍ର ମହାଗ୍ରହ କନ୍ୟା ରାଶିରେ ୨୫ ଦିନ ପର୍ଯ୍ୟନ୍ତ ରହିବେ। ଶୁକ୍ର…

ଏମିତି ବିବାହ ଡ୍ରେସ୍‌ ତିଆରି କରି ଚର୍ଚ୍ଚାରେ ଯୁବତୀ, ଦେଖିଲେ କରିବେ ପ୍ରଶଂସା

ବିବାହ ସମୟରେ ପ୍ରତ୍ୟେକ ଯୋଡ଼ି ଚାହିଁଥାନ୍ତି ତାଙ୍କ ଡ୍ରେସ୍‌ ସବୁଠୁ ସୁନ୍ଦର ହେଉ। ସମସ୍ତଙ୍କ ନଜର ତାଙ୍କ ଉପରେ ରହୁ। ଏଥିପାଇଁ ବହୁ ଦାମୀ ଡ୍ରେସ୍‌ ଏହି ଖାସ୍‌ ଦିନରେ ହିଁ ପିନ୍ଧିଥାନ୍ତି। ମାତ୍ର ଜାପାନର ଜଣେ ଯୁବତୀ ନିଜ ବିବାହ…

ସୋରିଷ କ୍ଷେତରେ ଶାହରୁଖ ଖାନ୍‌ଙ୍କ ଭଳି ନଜର ଆସିଲେ ଏହି ବିଦେଶୀ ଖେଳାଳି

ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କର କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଅନେକ ପ୍ରଶଂସକ ଅଛନ୍ତି। ଦୀର୍ଘ ଫିଲ୍ମ କ୍ୟାରିଅରରେ ସେ ଅନେକ ହିଟ ଫିଲ୍ମ ଦେଇଥିଲେ। ସେଥିମଧ୍ୟରୁ ଶାହରୁଖ ଖାନ୍‌ ଏବଂ କାଜଲଙ୍କ ନିର୍ମିତ ଦିଲ୍‌ଓ୍ବାଲେ ଦୁଲହନିଆ ଲେ ଜାୟେଙ୍ଗେ…

ମାଓବାଦୀଙ୍କ ବର୍ବର କାଣ୍ଡ: ଇନ୍‌ଫର୍ମର ସନ୍ଦେହରେ ଗଳା କାଟି ହତ୍ୟା

ଚିତ୍ରକୋଣ୍ଡା, ୨୧।୧୦(ବ୍ୟୁରୋ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇଛନ୍ତି। ଯୋଡ଼ାମ୍ଭ ଥାନା ଅନ୍ତର୍ଗତ ଖଜୁରୀଗୁଡା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ୩୦ରୁ ଊର୍ଦ୍ଧ୍ୱ ମାଓବାଦୀ ଆସି ଗ୍ରାମର ୩ ବ୍ୟକ୍ତି ଦାସ ଖେମୁଡୁ, ସନା ହାନ୍ତାଳ ଓ…

ବର୍ଷର ଶେଷ ଚନ୍ଦ୍ର ଗ୍ରହଣ: ଧନପ୍ରାପ୍ତି ପାଇଁ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ, ୨୧।୧୦: ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୩୦ ସୋମବାର ଦିନ ହେବାକୁ ଯାଉଛି। ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ। ଭାରତର କେତେକ ଅଞ୍ଚଳରେ ଏହା ଦେଖାଯିବ। ତେବେ ଉପଛାୟା ଗ୍ରହଣ ଯୋଗୁ କୌଣସି ସୂତକ ପାଳନ କରାଯିବ ନାହିଁ।…

ସୁପର୍‌ ଓଭର୍‌ ମ୍ୟାଚ୍‌ ପରେ ଶୋଇ ନ ଥିଲେ କେ.ଏଲ. ରାହୁଲ, ଜାଣନ୍ତୁ କାହିଁକି

ଦୁବାଇ,୨୧।୧୦: ଆଇପିଏଲ୍‌ ୨୦୨୦ରେ ଏବେ ଶୀର୍ଷ ସ୍ଥାନରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଉଇକେଟରେ ପରାସ୍ତ କରିଛି କିଙ୍ଗ୍ସ ଏକାଦଶ ପଞ୍ଜାବ। ଏହି ବିଜୟ ସହ ଦଳ ଟୁର୍ନାମେଣ୍ଟରେ ପ୍ଲେ-ଅଫ୍‌ ଖେଲିବା ଆଶା ଉଜ୍ଜିବୀତ ରଖିଛି। ବିଜୟ ପରେ ଅଧିନାୟକ କେ.ଏଲ…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର, ୨୧।୧୦(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଆର୍‌ ଆଣ୍ଡ୍‌ ବି ଡିଭିଜନ-୫ ସହକାରୀ ଯନ୍ତ୍ରୀ ସାରଦା ପ୍ରସାଦ ଗୌଡ଼। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ୫ଟି ସ୍ଥାନରେ ଏକକାଳିନ ଚଢ଼ାଉ ଜାରି ରହିଛି। ଚଢ଼ାଉ ହେଉଥିବା ସ୍ଥାନଗୁଡିକ ହେଉଛି,…

ପ୍ରଶଂସକଙ୍କୁ ଖୁସିଖବର ଦେଲେ ଏହି କ୍ରିକେଟର୍‌

କୋଲକାତା ନାଇଟ ରାଇଡର୍ସର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୁନୀଲ ନାରିନ୍‌ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଏକ ଖୁସି ଖବର ଶେୟାର କରିଛନ୍ତି। ସୁନୀଲଙ୍କ ସ୍ତ୍ରୀ ନନ୍ଦିତା କୁମାର ଗର୍ଭବତୀ ଅଛନ୍ତି। ଖୁବଶୀଘ୍ର ସେ ପିତା ହେବେ ବୋଲି ଘୋଷଣା କରିଛନ୍ତି। ସୁନୀଲ…

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ, ୧୫ ଆହତ

କରାଚି, ୨୧।୧୦: ପାକିସ୍ତାନରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଟେଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଗୁଲଶନ୍‌-ଇ-ଇକବାଲ୍‌ ଅଞ୍ଚଳରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?