ଆଫଗାନିସ୍ତାନରେ ଆତଙ୍କବାଦୀ ଆକ୍ରମଣ: ୨୫ ସୁରକ୍ଷାକର୍ମୀ ମୃତ
କାବୁଲ,୨୧।୧୦: ଆଫଗାନସ୍ତାନରେ ବଡ ଧରଣର ତାଲିବାନ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୨୫ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି। ଆଫଗାନସ୍ତାନ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
ପିତାଙ୍କ ମୃତ୍ୟୁ ଖବର ସହିପାରିଲେନି ଝିଅ, ନେଲେ ଏମିତି ପଦକ୍ଷେପ
ଭୋପାଳ,୨୧ା୧୦: ପିତା ଏବଂ କନ୍ୟାଙ୍କ ସମ୍ପର୍କ ଦୁନିଆରେ ସବୁଠାରୁ ଅନନ୍ୟ ବୋଲି ବିବେଚନା କରାଯାଏ। ଗୋଟିଏ ଝିଅ ଜୀବନଠାରୁ ଅଧିକ ଭଲ ପାଏ ତା’ ପିତାଙ୍କୁ। ବୋଧହୁଏ ଏହି କାରଣରୁ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଜଣେ ଝିଅ ପିତାଙ୍କ ଦେହାନ୍ତ ଖବର…
ଏହିପରି ଝିଅଙ୍କ ବାପା ହେବା ଜୀବନରେ ସବୁଠୁ ବଡ଼ କଷ୍ଟ: ମୁଣ୍ଡରେ ଛିଣ୍ଡି ପଡ଼ିବା ଭଳି ଲାଗେ ପାହାଡ଼
ମନୁଷ୍ୟ ଜୀବନରେ ସମସ୍ତ ପ୍ରକାରର ସମସ୍ୟା, ଅସୁବିଧା ସତ୍ତ୍ୱେ ସୁଖ ଏବଂ ଶାନ୍ତି ଖୋଜନ୍ତି। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଏପରି କିଛି ପରିସ୍ଥିତି ବିଷୟରେ ଉଲ୍ଲେଖ କରିଛନ୍ତି ଯେଉଁଥିପାଇଁ ମଣିଷ ସର୍ବଦା ଅସନ୍ତୁଷ୍ଟ ଥାଏ। ସେ କହିଛନ୍ତି ଯେ, ସୁଖ…
ଯୁବକଙ୍କୁ ଅଜ୍ଞାତରେ ନୁହେଁ, ଥାନାରେ କରାଯାଉଛି ଜେରା: ପୋଲିସ କମିଶନର
ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ନ୍ୟାଶନାଲ ଇନ୍ଭେଷ୍ଟିଗେସନ ଏଜେନ୍ସି ଟିମ୍ (NIA) ଭୁବନେଶ୍ୱରରୁ ଜଣଙ୍କୁ ଉଠାଇ ନେଇ ଖଣ୍ଡଗିରି ଥାନାରେ ପଚରାଉଚରା କରୁଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସେ କହିଛନ୍ତି, ଉକ୍ତ ଯୁବକଙ୍କୁ ଅଜ୍ଞାତରେ ନୁହେଁ; ଖଣ୍ଡଗିରି ଥାନାରେ…
କୋଲକାତାରେ ହେବ ରାବଣ ପୋଡ଼ି
କୋଲକାତା,୨୧ା୧୦: ଚଳିତବର୍ଷ କରୋନା ମହାମାରୀ ଯୋଗୁ ଦଶହରା ମହୋତ୍ସବ ଫିକା ପଡ଼ିବ। ମାତ୍ର ସମସ୍ତ ରୀତି ନୀତି ଅନୁଯାୟୀ ପୂଜା ପାଇବେ ମା’। ଏହି ପରିପ୍ରେକ୍ଷୀରେ ରାବଣ ପୋଡ଼ି କୋଲକାତାରେ ସିଧା ପ୍ରସାରଣ ହେବ ବୋଲି ଆୟୋଜକ କମିଟିର ସଦସ୍ୟ ସୂଚନା…
ମହାରାଷ୍ଟ୍ରରେ ଭାଜପାକୁ ଝଟ୍କା: ଅସନ୍ତୁଷ୍ଟ ଏକନାଥ ଖଡ଼ସେ ଦେଲେ ଇସ୍ତଫା
ମୁମ୍ବାଇ, ୨୧।୧୦: ମହାରାଷ୍ଟ୍ରରେ ଭାଜପାକୁ ବଡ଼ ଝଟ୍କା ଲାଗିଛି। ରାଜ୍ୟର ଦଳୀୟ ନେତୃତ୍ୱଉପରେ ଦୀର୍ଘଦିନ ଧରି ଅସନ୍ତୁଷ୍ଟ ଥିବା ବରିଷ୍ଠ ନେତା ଏକନାଥ ଖଡ଼ସେ ବୁଧବାର ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ସେ ସନ୍ଧ୍ୟାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେବେ। ଦୁଇ…
ନବରାତ୍ରିରେ ମା’ଙ୍କୁ ଅର୍ପଣ କରନ୍ତୁ ଏହି ଜିନିଷ: ମନସ୍କାମନା ହେବ ପୂର୍ଣ୍ଣ
ଲବଙ୍ଗକୁ ଏକ ଚମତ୍କାର ମସଲା ସହ ପ୍ରଭାବଶାଳୀ ଶକ୍ତି ଭାବରେ ବିବେଚନା କରାଯାଏ। ନବରାତ୍ରିରେ ଦେବୀଙ୍କ ପୂଜାରେ ଲବଙ୍ଗ ବହୁଳ ବ୍ୟବହୃତ ହୁଏ। କୁହାଯାଏ ମନସ୍କାମନା ପୂରଣ ପାଇଁ ନବରାତ୍ରିରେ ଦୁର୍ଗାଙ୍କୁ ଲବଙ୍ଗ ଅର୍ପଣ କରାଯାଏ। ତେବେ ଜାଣନ୍ତୁ କିପରି ମନସ୍କାମନା…
୨୦ ଥର କରୋନା ଟେଷ୍ଟ କରିସାରିଲେଣି ଆଇପିଏଲ୍ର ଏହି ମାଲିକାଣୀ
ବର୍ତ୍ତମାନ ଆଇପିଏଲ୍ ମ୍ୟାଚ୍ ଚାଲିଛି। ମହାମାରୀ କରୋନା ସମୟରେ ଆଇପିଏଲ୍ ଖେଳାଯାଉଥିବାରୁ ଆୟୋଜକମାନେ ଏଥିପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି। ଏ ନେଇ କିଙ୍ଗ୍ସ ଇଲେଭେନ୍ ପଞ୍ଜାବର ମାଲିକାଣୀ ତଥା ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏନେଇ ଗ୍ରହଣ କରାଯାଇଥିବା ସମସ୍ତ ବ୍ୟବସ୍ଥା…
୧୨୧ ଫୁଟର ବିଲେଇ, ଜାଣନ୍ତୁ କେଉଁଠି ଦେଖିବାକୁ ମିଳେ
ପିଲାଦିନେ ଆମେ ସମସ୍ତେ ରାତିରେ ତାରାମାନଙ୍କୁ ଦେଖୁଥିଲେ। ବେଳେବେଳେ ଏମାନଙ୍କୁ ଗଣୁ ମଧ୍ୟ ଥିଲେ। କେତେବେଳେ ଚଢ଼େଇ, ତ କେତେବେଳେ ମାଙ୍କଡ଼ । ଆଉ କେତେବେଳେ ଭିନ୍ନ ଭିନ୍ନ ଆକୃତିର ପଶୁପକ୍ଷୀ ଆକାଶରେ ଥିବା ପରି ଆମକୁ ଜଣାପଡ଼େ। କିନ୍ତୁ ଆମକୁ…
ଘରେ ସୁଖ, ଶାନ୍ତି ପାଇଁ ରଖିଛନ୍ତି କି କ୍ରିଷ୍ଟାଲ, ଜାଣନ୍ତୁ କେଉଁ ଦିଗ ପ୍ରତି ଦେବେ ଧ୍ୟାନ
ବାସ୍ତୁରେ କ୍ରିଷ୍ଟାଲ ବହୁତ ଗୁରୁତ୍ୱପୂର୍ଣ୍ଣ। ବାସ୍ତବ ଜୀବନରେ ଏହା ଅନେକ ଉନ୍ନତି କରିଥାଏ। ଏହି ସ୍ଫଟିକ ଉଜ୍ଜ୍ୱଳ ଏବଂ ବହୁତ ଆକର୍ଷଣୀୟ ଦେଖାଯାଏ। ଯଦି ତୁମେ ନିଜ ଅନୁଯାୟୀ ଘରେ ସ୍ଫଟିକ ରଖିଥାଅ ତେବେ ତୁମେ ଚାହୁଁଥିବା ଲାଭ ମିଳି ନ…
ବିବାହର ୪ ମାସ ପରେ ସ୍ବାମୀଙ୍କୁ ମାଡ ମାରି ଘରୁ ବାହାର କରିଦେଲେ ଏହି ଲୋକପ୍ରିୟ ଅଭିନେତ୍ରୀ
ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଭନିତା ବିଜୟକୁମାର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଏବେ ତାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛିି। ବିବାହର ୪ ମାସ ପରେ ସେ ସ୍ବାମୀଙ୍କୁ ମାଡ଼ ମାରି ଘରୁ ବାହାର କରିଦେଇଥିବା ଜଣାପଡ଼ିଛି।…
ମାଛ ଧରିବାକୁ ନଦୀରେ ବନ୍ଶୀ କଣ୍ଟା ପକାଇଲେ ମତ୍ସ୍ୟଜୀବୀ, ଏଥିରେ ଲାଗିଲା ଏକ ବିରାଟକାୟ…
ଅଷ୍ଟ୍ରେଲିଆର ଜଣେ ମତ୍ସ୍ୟଜୀବୀ ମାଛ ଧରିବାକୁ ନଦୀରେ ବନ୍ଶୀକଣ୍ଟା ପକାଇଥିଲେ। ମାତ୍ର ମାଛ ବଦଳରେ ଏଥିରେ ଏକ ବଡ଼ କୁମ୍ଭୀର ଲାଗିଗଲା। ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କ୍ୟାଥରିନ୍ ସହର ନିକଟସ୍ଥ ଟ୍ରେଣ୍ଟ୍ ଡେ ଏକ ଲୋକପ୍ରିୟ…

