୩୧ ପର୍ଯ୍ୟନ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର ବନ୍ଦ
ଭୁବନେଶ୍ୱର,୨।୭ (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ଓ ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖାଯାଇଛି। ଏ ସମ୍ପର୍କରେ ବୁଧବାର ସୂଚନା ଦିଆଇଛି। ଏଥିସହ ମହିଳା ଓ ଶିଶୁ…
ଦାବି ପୂରଣ ନ ହେଲେ ନୀତକାନ୍ତି କରିବେନି ସେବାୟତ
ଆନନ୍ଦପୁର,୨।୭(ସ୍ବ.ପ୍ର.)- ବିଭିନ୍ନ ସମସ୍ୟାକୁ ନେଇ ଆନନ୍ଦପୁର ଦଧିବାମନଜୀଉ ମନ୍ଦିର ସେବାୟତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ସେମାନେ ମନ୍ଦିର ପରିଚାଳନା କମିଟି ଦ୍ୱାରା ଆନନ୍ଦପୁର ଉପଜିଲାପାଳ ତଥା ଦେବୋତ୍ତର ବିଭାଗର ଅଧିକାରୀଙ୍କ ନିକଟରେ ମଙ୍ଗଳବାର ଦାବି ଉପସ୍ଥାପନ କରିଛନ୍ତି। ଦାବିପୂରଣ…
ଭିସୁଟ୍ର ୭୦ ଜଣଙ୍କ ସ୍ବାବ୍ ପରୀକ୍ଷା ପାଇଁ ଗଲା
ସମ୍ବଲପୁର,୨।୭(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍)ର ଜଣେ ଅଧ୍ୟାପିକା କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ମଙ୍ଗଳବାର ତାଙ୍କୁ ତାଳଚେର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ତାଙ୍କୁ କଟକର ଏକ ଘରୋଇ ନର୍ସିଂହୋମକୁ ସ୍ଥାନାନ୍ତରିତ…
ବେଢା ଭିତରେ ହେଲା ବାହୁଡା ଯାତ୍ରା
ଧରାକୋଟ,୨ା୭(ଡି.ଏନ୍.ଏ.)- ଓଡ଼ିଶାର ଯେତେ ଗଡ଼ଜାତ ରାଜ୍ୟ ରହିଛି ସେଥିମଧ୍ୟରୁ ଧରାକୋଟ ଗଡ଼ର ବାହୁଡ଼ା ଯାତ୍ରା ନିଆରା। କିନ୍ତୁ ଚଳିତବର୍ଷ ମହାମାରୀ କରୋନା ପାଇଁ ଶହ ଶହ ବର୍ଷର ପରମ୍ପରା ଭାଙ୍ଗିଛି। ମନ୍ଦିର ବେଢ଼ା ଭିତରେ ସମ୍ପନ୍ନ ହୋଇଛି ଶ୍ରୀଜୀଉଙ୍କ ବାହୁଡା ଯାତ୍ରା।…
ଶିଳ୍ପାଞ୍ଚଳରେ ୬୪% କମ୍ ବର୍ଷା
ଯାଜପୁର ଅଫିସ୍, ୨।୭: ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଚଳିତ ବର୍ଷ ଜୁନରେ ସ୍ବାଭାବିକ ବର୍ଷାଠାରୁ ୬୪ ପ୍ରତିଶତ କମ ବର୍ଷା ହୋଇଛି। ଏହାସହ ସାରା ଜିଲାରେ ମଧ୍ୟ ୨୮ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି। ଓଡ଼ିଶା ରେନଫଲ ମନିଟରିଂ…
ଗୋକର୍ଣ୍ଣପୁର ପଞ୍ଚାୟତ ଓ୍ବାର୍ଡ ନଂ.୧୩ ସିଲ୍
ଦିଗପହଣ୍ଡି,୨ା୭(ଡି.ଏନ୍.ଏ.)- ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ପରେ ବୁଧବାର ସ୍ଥାନୀୟ ସରପଞ୍ଚ ମିନତୀ କୁମାରୀ ଦେବୀ ଓ୍ବାର୍ଡ ନଂ.୧୩କୁ ୭ ଦିନ ପାଇଁ ଶଟ୍ଡାଉନ ଘୋଷଣା କରିଛନ୍ତି। ଏନେଇ ବିଡ଼ିଓ ହଳଧର ଶବରଙ୍କୁ ସନ୍ଧ୍ୟାରେ ଜଣାଇଥିଲେ।…
ଉତ୍ତପ୍ତ ହେଉଛି ସମୁଦ୍ର
ଭୁବନେଶ୍ୱର,୨।୭(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ଚିନ୍ତାର କାରଣ ପାଲଟିଲାଣି। ଗ୍ରୀନ୍ ହାଉସ୍ ଗ୍ୟାସ ବୃଦ୍ଧି ଯୋଗୁ କେବଳ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ହେଉ ନାହିଁ ଏହା ଦୁଇ ତୃତୀୟାଂଶ ଜଳ ଭାଗକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରୁଛି। ପରିବେଶକୁ ଉତ୍ତପ୍ତ କଲାଭଳି…
ଏଟିଏମ୍ ଉଠାଣରେ କୋହଳ ବ୍ୟବସ୍ଥା ଉଠିଲା
ନୂଆଦିଲ୍ଲୀ,୨।୭: କରୋନା କଟକଣା ପାଇଁ ଏଟିଏମ୍ରେ ନିର୍ଦ୍ଧାରିତ ଥରରୁ ଅଧିକ ଥର ଉଠାଣ ଉପରେ କୌଣସି ନେଣଦେଣ ଚାର୍ଜ ଲାଗୁ ହେଉ ନ ଥିଲା। ସରକାର ଏଟିଏମ୍ ଉଠାଣ ଉପରେ କେତେକ କୋହଳ ବ୍ୟବସ୍ଥା କରିଥିଲେ। ସେହିଭଳି ବ୍ୟାଙ୍କ ଖାତାରେ ନୂ୍ୟନତମ…
ସିଲିଣ୍ଡର ପିଛା ୧ ଟଙ୍କା ବଢ଼ିଲା ଏଲ୍ପିଜି
ଭୁବନେଶ୍ୱର,୨।୭(ବ୍ୟୁରୋ): କରୋନା ସଂକ୍ରମଣ ଯୋଗୁ ବର୍ତ୍ତମାନ ଲୋକମାନେ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି। ଏହି ସମୟରେ ଲଗାତର ଦରଦାମ ବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି। ଗତ ୩ ସପ୍ତାହ ଧରି ପେଟ୍ରୋଲ, ଡିଜେଲ ଦର ବଢିବା ପରେ ୨ ଦିନ ହେବ…
ତାଳଚେରକୁ ଲାଭ ମିଳିଛି: କେନ୍ଦ୍ରମନ୍ତ୍ରୀ
ଅନୁଗୋଳ ଅଫିସ୍, ୨।୭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଯୋଗୁ ଖଣି ଖାଦାନ ଅଞ୍ଚଳ ଅନୁଗୋଳ ଓ ତାଳଚେରକୁ ଲାଭ ମିଳୁଛି। କୋଇଲା କ୍ଷେତ୍ରରେ ସଂସ୍କାର ଅଣାଯାଇଛି। ସ୍ଥାନୀୟ ଅଞ୍ଚଳ ଓ ଅର୍ଥନୀତିର ବିକାଶ ପାଇଁ ମୋଦି ସରକାର ଜିଲା…
ମୁଣ୍ଡବିନ୍ଧାର କାରଣ, ନିରାକରଣ ସମ୍ପର୍କରେ ଜାଣନ୍ତୁ…
ଆଜିକାଲି ମୁଣ୍ଡବିନ୍ଧା ମୁଖ୍ୟ ସମସ୍ୟା ପାଲଟିଛି। ଏପରିକି ଅଧିକାଂଶ ଲୋକଙ୍କର ସପ୍ତାହକୁ ୨-୩ ଥର ମୁଣ୍ଡବିନ୍ଧା ହୋଇଥାଏ। ଏହାର ଅନେକ କାରଣ ମଧ୍ୟ ରହିଛି। ମାନସିକ ଚିନ୍ତା, ଅନିଦ୍ରା, ଅଧିକ ସମୟ ଫୋନ୍ରେ କଥା ହେବା, ଆବଶ୍ୟକତାଠାରୁ ଅଧିକ ଭାବିବା, ଥକ୍କାପଣ…
ସୁବାସ ନଗର ବସ୍ତିରୁ ହଟିଲା ଆବଦ୍ଧାଞ୍ଚଳ କଟକଣା
ଭୁବନେଶ୍ୱର,୧।୭(ବ୍ୟୁରୋ)-୧୨ ଦିନ ପରେ ଡୁମୁଡୁମା ସୁବାସ ନଗର ବସ୍ତିରୁୁ କଣ୍ଟେନମେଣ୍ଟ (ଆବଦ୍ଧାଞ୍ଚଳ) କଟକଣା ହଟିଛି। ଉକ୍ତ ବସ୍ତିରୁ ଏକାଧିକ ସ୍ଥାନୀୟ କରୋନା ସଂକ୍ରମିତ ଚିହ୍ନଟ ହେବାରୁ ଗତ ୨୦ରେ ବସ୍ତିର ୩୧୭ଘର ସିଲ୍ କରି ଦିଆଯାଇଥିଲା। ବିଏମ୍ସି ଏହାର ପ୍ରମୁଖ ପ୍ରବେଶ…
Archives


