ଗଞ୍ଜାମ ଜିଲା ପ୍ରଶାସନର ଚେତାବନୀ: କୋଭିଡ-୧୯ ନିୟମ ନ ମାନିଲେ ସିଲ୍ ହେବ ଦୋକାନ
ଗଞ୍ଜାମ,୨।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁ ଚିନ୍ତାରେ ଜିଲା ପ୍ରଶାସନ। ଏହିପାଇଁ ରେଶମ ସହର ବ୍ରହ୍ମପୁର ଓ ଜିଲା ସଦର ମହକୁମା ଛତ୍ରପୁରକୁ ଶଟ୍ଡାଉନ ଘୋଷଣା କରିଥିଲେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ…
ଖୋର୍ଦ୍ଧା ପୌର କାର୍ଯ୍ୟାଳୟ ବନ୍ଦ: କର୍ମଚାରୀଙ୍କୁ ଅଫିସ ମନା
ଖୋର୍ଦ୍ଧା ଅଫିସ,୨।୭: ଖୋର୍ଦ୍ଧା ପୌର ପରିଷଦ କାର୍ଯ୍ୟଳୟର ଜଣେ କର୍ମଚାରୀ ଏବଂ ତାଙ୍କ ପୁଅ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗୁରୁବାର ପ୍ରଶାସନ ପକ୍ଷରୁ ପୌର କାର୍ଯ୍ୟାଳୟକୁ ବନ୍ଦ କରାଯିବା ସହ ସାନିଟାଇଜ଼୍ କରାଯାଇଛି। ସମସ୍ତ କର୍ମଚାରୀଙ୍କୁ ଅଫିସ ଆସିବାକୁ ବାରଣ…
ଆଠଗଡ଼ ଡିଏସ୍ପିଙ୍କ ପରିବାରର ୪ଜଣଙ୍କୁ କରୋନା
ଆଠଗଡ଼,୨।୭(ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧ୍ୟକ୍ଷ(ଡିଏସ୍ପି)ଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ଏବେ ଆଠଗଡ଼ ଉପକଣ୍ଠ ଅଞ୍ଚଳରୁ ଆଉ ୧୭ ପଜିଟିଭ୍ ଚିହ୍ନଟ ସୂଚନା ରହିଛି। ସେଥିରେ ଡିଏସ୍ପିଙ୍କ ପରିବାରର ୪ ସଦସ୍ୟ, ଜଣେ ପୂର୍ବତନ ବ୍ଲକ ଅଧ୍ୟକ୍ଷ…
ଜୁଲାଇର ଭାଗ୍ୟଫଳ: ଏସବୁ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କୁ ମିଳିବ ମାନସମ୍ମାନ-ପଦୋନ୍ନତି
ନୂଆଦିଲ୍ଲୀ, ୨।୭: ବର୍ଷର ସପ୍ତମ ମାସ ହେଉଛି ଜୁଲାଇ। ଚଳିତ ମାସ କେତେକଙ୍କ ପାଇଁ ଶୁଭଫଳ ନେଇ ଆସିଥିବାବେଳେ ଅନ୍ୟ କେତେକଙ୍କ ଲାଗି ଅଶୁଭଫଳ ନେଇ ଆସିଛି। ଯେଉଁମାନେ ୧, ୧୦. ୧୯ ଏବଂ ୨୮ ତାରିଖରେ ଜନ୍ମ ହୋଇଥିବେ ସେମାନଙ୍କୁ…
ପୁଣି ଟିଭିରେ ନଜର ଆସିବେ ସୁଶାନ୍ତ-ଅଙ୍କିତା ଯୋଡି
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ତାଙ୍କ ହଠାତ୍ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ପରିବାର ଏବଂ ତାଙ୍କ ପ୍ରଶଂସକ। ସେ କାହିଁକି ଏତେ ବଡ ଚରମ ନିଷ୍ପତ୍ତି ନେଇଥିଲେ ତାହା ଏବେ…
୨୦୩୬ ପର୍ଯ୍ୟନ୍ତ ରାଷ୍ଟ୍ରପତି ପଦରେ ବସିବେ ପୁଟିନ !
ମସ୍କୋ,୨।୭: ସମ୍ବିଧାନ ସଂଶୋଧନକୁ ନେଇ ହୋଇଥିବା ଭୋଟିଂରେ ପ୍ରମାଣିତ ହୋଇଛି ଯେ ରୁଷିଆର ରାଷ୍ଟ୍ରପତି ପଦ ପାଇଁ ଭ୍ଲାଡିମିର ପୁଟିନ ହେଉଛନ୍ତି ଦାବିଦାର। ଆଜିବି ତାଙ୍କ ଆଧିପତ୍ୟ ଅତୁଟ ରହିଛି। ବୁଧବାର ରୁଷିଆର ସମ୍ବିଧାନ ସଂଶୋଧନ ପାଇଁ ହୋଇଥିବା ଜନମତ ସଂଗ୍ରହ…
ଜିଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ: ୭ ଦିନ ଖମାରି ଗାଁ ଶଟ୍ଡାଉନ୍
ଦିଗପହଣ୍ଡି,୨ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁରେ ୪ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ଭୟରେ ଗୁରୁବାର ସ୍ଥାନୀୟ ସରପଞ୍ଚ ସନ୍ତୋଷ କୁମାର ପାତ୍ର ଜିଲାପାଳ କ୍ଷମତା ପ୍ରୟୋଗ କରିଛନ୍ତି। ସମ୍ପୂର୍ଣ୍ଣ ଗାଁକୁ ସେ ୭…
ମା’ଙ୍କ ସହ ଶଙ୍ଖନଦୀରେ ଗାଧୋଉଥିଲେ ୫ ବର୍ଷର ଝିଅ: ଏ ଯାଏ ମିଳୁନି ପତ୍ତା
କୁଆଁରମୁଣ୍ଡା,୨।୭(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଦଲକି ପଞ୍ଚାୟତ କାଦୋଡ଼ହି ଗ୍ରାମର ଜଣେ ନାବାଳିକା ବୁଧବାର ସନ୍ଧ୍ୟାରେ ଶଙ୍ଖନଦୀରେ ଭାସିଯାଇଛନ୍ତି ମା’ଙ୍କ ସହ ଶଙ୍ଖନଦୀରେ ଗାଧୋଉଥିଲେ ୫ ବର୍ଷର ଝିଅ: ଏ ଯାଏ ମିଳୁନି ପତ୍ତା ସେ ହେଲେ ଖ୍ରୀଷ୍ଟଫର…
ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ଘଟଣାରେ ଫିଲ୍ମ ନିର୍ଦ୍ଦେଶକଙ୍କୁ ସମନ ଜାରି କଲା ବାନ୍ଦ୍ରା ପୋଲିସ
ମୁମ୍ବାଇ,୨।୭: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୧୯ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କ ପରିବାର ଲୋକେ, ସମ୍ପର୍କୀୟ ଓ ପ୍ରଶଂସକ ଏହାକୁ ଗ୍ରହଣ କରିପାରୁ ନାହାନ୍ତି। ତାଙ୍କ ଆତ୍ମହତ୍ୟା ପଛରେ କ’ଣ ରହସ୍ୟ ରହିଛି ସେନେଇ ଜାଣିବାକୁ ସମସ୍ତେ…
ମାଗଣା ଚାଉଳ-ଗହମ ରାଜନୀତି: ବିହାରରେ ୫ ମାସରେ ସାଢ଼େ ୮କୋଟି ଗରିବ ହେବେ ଉପକୃତ
ପାଟନା, ୨।୭: ଅକ୍ଟୋବର-ନଭେମ୍ବରରେ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏବେ ରାଜ୍ୟରେ ଏନଡିଏ ମେଣ୍ଟ କ୍ଷମତାରରେ ରହିଛି। କେନ୍ଦ୍ର ସରକାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ରାଜ୍ୟରେ ନିର୍ବାଚନ ଲଢ଼ିବାରେ ଯୋଜନା କରିଛି। ତେବେ ଆସନ ଭାଗବଣ୍ଟା ନେଇ ଭାଜପା…
ବରମୁଣ୍ଡା ରୁଚିକା ନର୍ସିଂହୋମ୍ ସିଲ୍ କଲା ବିଏମ୍ସି
ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜଧାନୀରେ ଥିବା ଏକ ନର୍ସିଂହୋମ୍କୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଗୁରୁବାର ସିଲ୍ କରିଛି। ବରମୁଣ୍ଡା ଅଞ୍ଚଳରେ ଥିବା ରୁଚିକା ନର୍ସିଂହୋମ୍କୁ ସିଲ୍ କରାଯାଇଛି। ହସ୍ପିଟାଲରେ କରୋନା କଟକଣା ଠିକ୍ ଭାବେ ପାଳନ ନ ହେବା ନେଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ଗଞ୍ଜାମରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ବନ୍ଦ କରିବାକୁ ନିର୍ଦ୍ଦେଶ
ଛତ୍ରପୁର,୨।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏ ନେଇ ଗତ ୩୦ ଜୁନ ମଧ୍ୟରେ ବିଭିନ୍ନ ପଞ୍ଚାୟତରେ ଚାଲୁ ରହିଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ବନ୍ଦ କରାଯାଇ, ନୂତନ ଭାବେ ଗଠନ ହୋଇଥିବା କ୍ଲଷ୍ଟର ଅସ୍ଥାୟୀ…
Archives


