Posted inଜାତୀୟ

ଏଫ୍‌ଏଟିଏଫ୍‌ ଗ୍ରେ ଲିଷ୍ଟରେ ପାକିସ୍ତାନ

ନୂଆଦିଲ୍ଲୀ, ୨୪ା୧୦: ପାକିସ୍ତାନ ପୁଣି ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌)ର ଗ୍ରେ ତାଲିକାରେ ରହିଛି। ଆତଙ୍କବାଦ ରୋକିବା ଲାଗି ୨୭ଟିରୁ ୬ଟି ନିର୍ଦ୍ଦେଶ ପାଳନ କରି ନ ଥିବାରୁ ପୁଣି ତାକୁ ଗ୍ରେ ତାଲିକାରେ ରଖାଯାଇଛି। ଏଫ୍‌ଏଟିଏଫ୍‌ର ୨୧ଟି ନିର୍ଦ୍ଦେଶ ପାଳନ କରି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା କୁହାଯାଇଛି। ତେବେ ଅଧିକ କିଛି କରିବାକୁ ପଡ଼ିବ। ୨୦୨୧ ଫେବୃୟାରୀ ସୁଦ୍ଧା ସମସ୍ତ ନିର୍ଦ୍ଦେଶ ଅନୁପାଳନ ନ କଲେ ପାକିସ୍ତାନ ଅସୁବିଧାରେ ପଡ଼ିବାର ଆଶଙ୍କା ରହିଛି ବୋଲି ବୈଠକ ପରେ କୁହାଯାଇଛି। ଆତଙ୍କବାଦୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣକରିବା, ଆତଙ୍କବାଦୀଙ୍କୁ ଅର୍ଥଯୋଗାଣ ବନ୍ଦକରିବା, ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ଆଦି କାର୍ଯ୍ୟ ପାକିସ୍ତାନ କରିବା ଉଚିତ ବୋଲି ଏଫ୍‌ଏଟିଏଫ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରର ଅଧିକାଂଶ ବିଧାୟକ ଅପରାଧୀ

ମୁମ୍ବାଇ,୨୭।୧୦: ମହାରାଷ୍ଟ୍ର ବିଧାନସଭା ଲାଗି ନିର୍ବାଚିତ ହୋଇଥିବା ବିଧାୟକମାନଙ୍କ ମଧ୍ୟରୁ ଅଧିକାଂଶ ଅପରାଧୀ ବୋଲି ଜଣାପଡିଛି। ୨୮୮ ବିଧାୟକଙ୍କ ମଧ୍ୟରୁ ୧୭୬ ଜଣଙ୍କ ନାଁରେ ଆପରାଧୀକ...

ବିତାରପତି ନିଯୁକ୍ତିରେ କଲେଜିୟମ୍‌ ମଡେଲ ଉପଯୁକ୍ତ, ଏହାଠାରୁ ଅନ୍ୟ କିଛି ଶ୍ରେଷ୍ଠ ନୁହେଁ: ପୂର୍ବତନ ସିଜେଆଇ…

ନୂଆଦିଲ୍ଲୀ,୧୮।୨ : ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ୟୁ ୟୁ ଲଲିତ ଶନିବାର କହିଛନ୍ତି ଯେ ବିଚାରପତିଙ୍କ ନିଯୁକ୍ତିର କଲେଜିୟମ ବ୍ୟବସ୍ଥା ଏକ ଉପଯୁକ୍ତ...

ଦିଲ୍ଲୀରେ ଟିକା ନେବାର କିଛି ଘଣ୍ଟା ପରେ ୫୧ ଅସୁସ୍ଥ ଜଣେ ଗୁରୁତର

ନୂଆଦିଲ୍ଲୀ,୧୭।୧: ଭାରତରେ ଶନିବାରଠାରୁ ସାର୍ବଜନୀକ କରୋନା ପ୍ରତିଷେଧକ ଟିକାକରଣ ଆରମ୍ଭ ହୋଇଛି। ଟିକା ନେବାର କିଛି ଘଣ୍ଟା ପରେ ଦିଲ୍ଲୀରେ ୫୧ ଜଣଙ୍କଠାରେ ଆଲର୍ଜି ଦେଖା...

୧୨ବର୍ଷ ବୟସ ବାଳକଙ୍କୁ ମିଳିଥିଲା ପ୍ରଥମ ‘ପରିଚୟ’, ଆସାମ ହିଂସା ଛଡାଇ ନେଲା ଜୀବନ

ଗୁଆହାଟି,୨୫ ।୯: ଆସାମରେ ହୋଇଥିବା ହିଂସାରେ ଜଣେ ୧୨ ବର୍ଷ ବୟସ ପିଲାର ଜୀବନ ଯିବା ଘଟଣା ଏବେ ଆଲୋଚନାର ପରିସରକୁ ଚାଲି ଅସିଛି ।...

ଏମସିଡି ନିର୍ବାଚନ: ଭୋଟର ଲିଷ୍ଟରୁ ଅନେକ ନାମ ଡିଲିଟ ହୋଇଥିବା ଦାବି କଲା ଭାଜପା

ନୂଆଦିଲ୍ଲୀ,୪ ।୧୨: ଦିଲ୍ଲୀ ନଗର ନିଗମ(ଏମସିଡି)ର ସମସ୍ତ ୨୫୦ ୱାର୍ଡ ପାଇଁ ରବିବାର ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଦିନ ୨ଟା...

ତୃତୀୟ ଲହର ପୂର୍ବରୁ ଔଷଧ ମହଜୁଦ୍‌ ରଖୁଛନ୍ତି ସରକାର

ନୂଆଦିଲ୍ଲୀ,୧୯।୭: ଦେଶରେ କରୋନାର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ଅଗଷ୍ଟ ଶେଷ ସୁଦ୍ଧା ତୃତୀୟ ଲହର ଆସିବାର ସମ୍ଭାବନା ଥିବାବେଳେ କରୋନା ଚିକିତ୍ସା ପାଇଁ...

ଟି-ସାର୍ଟରେ ‘ନୋ ସିଏଏ’ଲେଖି ବିଧାନସଭା ଆସିଲେ ବିଧାୟକ

ଚେନ୍ନାଇ,୬।୧: ତାମିଲନାଡୁ ନାଗାପଟ୍ଟିନମ ମନିଥାନେୟା ଜନନାୟଗ କାଟଚିର ବିଧାୟକ ଥାମିମୁନ ଅନସାରୀ ସୋମବାର ଅଭିନବ ଢଙ୍ଗରେ ବିଧାନସଭା ଆସିଥିବା ଦେଖିବାକୁ ମିଳିଛି। ସେ ପିନ୍ଧିଥିବା ଟି-ସାର୍ଟରେ...

ଉପା ଅଧ୍ୟକ୍ଷତା ଚର୍ଚ୍ଚାକୁ ପାଓ୍ବାରଙ୍କ ଖଣ୍ଡନ

ପୁଣେ,୪।୪: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା)ର ଅଧ୍ୟକ୍ଷ ହୋଇପାରନ୍ତି ବୋଲି କିଛିଦିନ ହେଲା ଚର୍ଚ୍ଚା ହେଉଥିଲା।...

Advertisement
Archives

Model This Week