କରୋନା ଯୁଦ୍ଧରେ ହାରିଯାଇଥିବା ଯୋଦ୍ଧାଙ୍କ ପୋଟ୍ରେଟ ତିଆରି କଲା ଏହି ଦେଶ
ମେକ୍ସିକୋ,୨।୭: କରୋନା ଭାଇରସ୍ ମହାମାରୀ ସାରା ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି। ପ୍ରତିଦିନ ନୂଆ ନୂଆ ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ମେକ୍ସିକୋରେ ମଧ୍ୟ କରୋନା ପ୍ରକୋପ ଜାରି ରହିଛି।…
ବଜ୍ରପାତ ପୂର୍ବରୁ ସତର୍କ ସୂଚନା ଦେଉଛି ‘ଦାମିନୀ ଆପ୍’
ଲକ୍ଷ୍ନୌ, ୨।୭: ବଜ୍ରପାତ ଯୋଗୁ ପ୍ରତିବର୍ଷ ବହୁ ଧନଜୀବନ ହାନି ହୋଇଥାଏ। ତେବେ ଏଣିକି ବଜ୍ରପାତ ପୂର୍ବରୁ ସତର୍କ ସୂଚନା ସହଜରେ ମିଳିପାରୁଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ‘ଦାମିନୀ ଆପ୍’ ବିକଶିତ କରାଯାଇଛି। ଏହାକୁ ଡାଉନ୍ଲୋଡ୍…
ଯୁଦ୍ଧ ପରିସ୍ଥିତି ଉପୁଜିଲେ ଏକାଠି ହୋଇପାରନ୍ତି ଚାଇନା-ପାକିସ୍ତାନ
ନୂଆଦିଲ୍ଲୀ,୨।୭: ବାସ୍ତବିକ ନିୟନ୍ତ୍ରଣ ରେଖା ବା ଏଲ୍ଏସିରେ ଭାରତ-ଚାଇନା ମଧ୍ୟରେ ଉପୁଜିଥିବା ବିବାଦ ବଢିବାରେ ଲାଗିଛି। ଅନ୍ୟପଟେ ପାକିସ୍ତାନ ସୀମାରେ ଯେମିତି କିଛି ଅସୁବିଧା ଦେଖା ନ ଯାଉ ସେଥିପ୍ରତି ମଧ୍ୟ କଡା ନଜର ରଖିଛି ଭାରତୀୟ ସେନା। ଏହି ସୀମାଦେଇ…
ବାହାଘର ଭୋଜି ଚାଲିଥିବା ବେଳେ ନୟାଗଡ଼ ଜିଲାପାଳଙ୍କ ଚଢ଼ାଉ: ଆଦାୟ କଲେ ୨୦ ହଜାର ଜରିମାନା
ନୟାଗଡ଼ ଅଫିସ,୨ା୭: ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ଗୋଡ଼ିପଲ୍ଲୀ ଗାଁରେ ବୁଧବାର ଏକ ବାହାଘର ଭୋଜି ଚାଲିଥିବା ବେଳେ ଜିଲାପାଳ ପୋମା ଟୁଡୁ ଚଢ଼ାଉ କରିଛନ୍ତି। ବିବାହ ଭୋଜିରେ ୫୦ରୁ ଊର୍ଦ୍ଧ୍ୱ ଲୋକ ଉପସ୍ଥିତ ଥିବା ବେଳେ ସାମାଜିକ ଦୂରତ୍ୱ ନ…
ଲକ୍ଡାଉନ୍ରେ ଏତେ ବଦଳିଗଲେ ହନି ସିଂହ
ବମ୍ବେ: ମହାମାରୀ କରୋନାକୁ ନେଇ ଦେଶରେ ଲକ୍ଡାଉନ୍ ସ୍ଥିତି ଜାରି ରହିଥିଲା। ଏବେ ସ୍ଥିତି ଧିରେ ଧିରେ ସ୍ବାଭାବିକ ହେଲାଣି। ଅଭିନେତ୍ରୀ/ଅଭିନେତାମାନେ ପୁଣି ଥରେ ଶୁଟିଂ ସେଟ୍ରେ ନଜର ଆସିଲେଣି। ହେଲେ ବିଗତ କିଛି ମାସ ଧରି ସେମାନେ ଘରେ ରହିଥିଲେ।…
ଗୋବିନ୍ଦପୁର ବଡ଼ପୋଖରୀରେ ଗାଧୋଇବାକୁ ବାରଣ କଲେ ତହସିଲଦାର: ପୂରା ଗ୍ରାମ ବୁଲି କଲେ ଅନୁରୋଧ
ଶେରଗଡ଼,୨।୭(ଡି.ଏନ୍.ଏ.):ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏ ନେଇ ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଉଛି। ପ୍ରତିଦିନ ତହସିଲ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଶେରଗଡ଼ ପରିବା ବଜାରକୁ ନିର୍ଜନ ସ୍ଥାନକୁ ଘୁଞ୍ଚାଇ…
ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ କରୋନା ଆକ୍ରାନ୍ତ
ବୁଗୁଡ଼ା,୨ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନାର ୬ ପୋଲିସ କର୍ମଚାରୀ ଏବଂ ଅଗ୍ନିଶମ ବିଭାଗର ୫ କର୍ମଚାରୀ କିଛିଦିନ ତଳେ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏବେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟର ଜଣେ କନିଷ୍ଠ ଯନ୍ତ୍ରୀ କରୋନା ଆକ୍ରାନ୍ତ ହୋଇ କୋଭିଡ୍…
ଏହି କ୍ରିକେଟରଙ୍କ ସ୍ତ୍ରୀମାନେ ପାଲଟିଛନ୍ତି କରୋନା ଯୋଦ୍ଧା, ବଞ୍ଚାଉଛନ୍ତି ଜୀବନ
ସାରା ବିଶ୍ୱ ଏବେ କରୋନା ସହ ଲଢୁଛି। ଲକ୍ଷ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ତ୍ରାଣକର୍ତ୍ତା ସାଜିଛନ୍ତି ଡାକ୍ତର। ନିଜ ଜୀବନକୁ ବାଜି ଲଗାଇ ସେମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଛନ୍ତି। ଭାରତରେ…
ମଧ୍ୟପ୍ରଦେଶ କ୍ୟାବିନେଟର ହେଲା ସମ୍ପ୍ରସାରଣ
ଭୋପାଳ,୨।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ମନ୍ତ୍ରୀମଣ୍ଡଳର ଗୁରୁବାର ସମ୍ପ୍ରସାରଣ ହୋଇଛି। ଏଥିରେ ୨୮ ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨୦ କ୍ୟାବିନେଟ ଓ ୮ ରାଜ୍ୟମନ୍ତ୍ରୀ ରହିଥିବା ସୂଚନା ମିଳିଛି। ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ରାଜଭବନ…
ପୁରୁଷ ଗେଟ୍ଅପ ନେବାକୁ ପଡ଼ିଥିଲା
ଷ୍ଟାର କିଡ୍ ଜାହ୍ନବୀ କପୁରଙ୍କ ବଲିଉଡ୍ କ୍ୟାରିୟର ଆରମ୍ଭ ହୋଇଥିଲା ‘ଧଡକ’ ଫିଲ୍ମରୁ। ଏବେ ତାଙ୍କ ହାତରେ ବେଶ୍ କେତୋଟି ଅଫର ରହିଛି। ହେଲେ ନିକଟରେ ନିଜ ପିଲାଦିନର ମଧୁର ସ୍ମୃତିକୁ ରୋମନ୍ଥନ କରି ସେ ଏକ ମଜାଦାର ଘଟଣାର ଅବତାରଣା…
ଟିକ୍ଟକ୍ରେ ଏହି ଅଭିନେତ୍ରୀଙ୍କ ଥିଲେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋଅର୍ସ, ବନ୍ଦ ହେବା ପରେ କହିଲେ ଏମିତି
ମୁମ୍ବାଇ: ସୀମାରେ ଭାରତ-ଚାଇନା ସଂଘର୍ଷ ପରେ କ୍ରମାଗତ ଭାବେ ତିକ୍ତତା ବଢ଼ିଚାଲିଛି। ଏହି ସଂଘର୍ଷରେ ଭାରତର ୨୦ ସୈନିକ ଶହୀଦ ହେବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବର୍ତ୍ତମାନ ଚାଇନାକୁ ଉଚିତ୍ ଶିକ୍ଷା ଦେବା ପାଇଁ ଭାରତ…
କରୋନାରେ ମୃତ ବରିଷ୍ଠ ନାଗରିକଙ୍କୁ ୪୮ ଘଣ୍ଟା ଫ୍ରିଜରରେ ରଖିଲେ ପରିବାର!
କୋଲକାତା,୨।୭: କରୋନା ସଂକ୍ରମଣ ଓ ଏଥିରେ ମୃତ ବ୍ୟକ୍ତିଙ୍କ ସମ୍ପର୍କରେ ବେଳେ ବେଳେ ଏମିତି ଖବର ସାମ୍ନାକୁ ଆସୁଛି ଯାହା ମନକୁ ବିଚଳିତ କରି ଦେଉଛି। ନିକଟରେ ପଶ୍ଚିମବଙ୍ଗରେ ଜଣେ ବୃଦ୍ଧଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହେବା ପରେ ତାଙ୍କ ମୃତଦେହକୁ…
Archives


