Home Left

୨୫ ବର୍ଷରେ ପଦାର୍ପଣ କଲେ ସିନ୍ଧୁ

ହାଇଦ୍ରାବାଦ୍‌,୫।୭: ରିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ତଥା ଭାରତୀୟ ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ରବିବାର ୨୫ ବର୍ଷରେ ପଦାର୍ପଣ କରିଛନ୍ତି। ସିନ୍ଧୁଙ୍କ ଏହି ୨୫ତମ ଜନ୍ମଦିବସ ଅବସରରେ ସବୁ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି। ଟୁଇଟ୍‌ କରି…

ଶ୍ରମିକ ପାଲଟିଲେ ମାଇକେଲ୍‌ ଜ୍ୟାକ୍‌ସନ

ଟୁଇଟରରେ ବିଲ୍‌ ବାର୍ଟେଲ ନାମକ ଜଣେ ବ୍ୟକ୍ତି ଶେୟାର କରିଥିବା ଏକ ଭିଡିଓ ହେଉଛି ଭାଇରାଲ। କାରଣଟି ହେଲା ଭିଡିଓରେ ନାଚୁଥିବା ଶ୍ରମିକଙ୍କ ନୃତ୍ୟଶୈଳୀ। ତେବେ ହୁବେଇର ଏକ ଗୃହ ନିର୍ମାଣସ୍ଥଳରେ ମାଇକେଲ ଜ୍ୟାକ୍‌ସନଙ୍କ ଜନ୍ମ ହୋଇଛି ବୋଲି ସେ ଲେଖିଛନ୍ତି।…

ରାଜୀବଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିଲେ ଗୀତା

ମୁମ୍ବାଇ: ବଲିଉଡ୍‌ର ଆଗଧାଡିର କୋରିଓଗ୍ରାଫର ଗୀତା କପୁର ୪୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ସେ ବିବାହ କରିନାହାନ୍ତି। ବଲିଉଡ୍‌ର ପପୁଲାର ଗୀତ ତୁଝେ ୟାଦ ନା ମେରି ଆଇ(କୁଛ କୁଛ ହୋତା ହୈ), ହେ ବେବି(ହେ…

ଚାକିରି ଦେବ ପତଞ୍ଜଳି !

ନୂଆଦିଲ୍ଲୀ,୫।୭: ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ(ସିଆର୍‌ପିଏଫ୍‌)ର ଶହୀଦ ଯବାନଙ୍କ ପରିବାର ସଦସ୍ୟଙ୍କୁ ଚାକିରି ଦେବ ବୋଲି ଜଣାପଡିଛି। ଏମାନଙ୍କୁ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି। ତେବେ ପତଞ୍ଜଳିର ଟେକ୍ନିକାଲ, ସିକ୍ୟୁରିଟି, ଇଲେକ୍ଟ୍ରିକାଲ ୟୁନିଟ,…

କୁକୁର ମୁହଁ ଭଳି ଦେଖାଯାଉଥିବା ବାଦୁଡ଼ି ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ, ୫।୭: ଏବେ ସୋସିଆଲ୍‌ ମିଡ଼ିଆରେ କୁକୁର ମୁହଁ ଥିବା ବାଦୁଡ଼ିର ଫଟୋ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ କ୍ରିଷ୍ଟେନ ହୋଓ୍ବାର୍ଡଙ୍କ ଟୁଇଟର ଆକାଉଣ୍ଟରୁ ଶେୟାର କରାଯାଇଛି। ୟୁଜର ଏହାକୁ ଫ୍ରୁଟ୍‌ ବ୍ୟାଟ୍‌ କହି ନାନା ପ୍ରକାର ରୋଚକ…

କୋର୍ଟରେ କରୋନା ସଂକ୍ରମଣ

ପାନିପଥ, ୫।୭: ହରିୟାଣାର ଗୁଡ଼ଗାଓଁ କୋର୍ଟରେ କରୋନା ସଂକ୍ରମଣ ଆରମ୍ଭ ହୋଇଛି। କୋର୍ଟର ଜଣେ ମହିଳା ବିଚାରପତିଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସମ୍ପୃକ୍ତ ବିଚାରପତିଙ୍କୁ ୧୪ ଦିନ ଛୁଟି ମଞ୍ଜୁର କରାଯାଇ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି।…

ମାଲିକଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଚାରି ମହଲାରୁ ଡେଇଁ ଜୀବନ ହାରିଲା କୁକୁର

କଥାରେ ଅଛି କୁକୁର ମଣିଷର ସବୁଠାରୁ ବିଶ୍ୱସ୍ତ ସାଥୀ। ହେଲେ ପାଳିଥିବା ମଣିଷର ମୃତ୍ୟୁରେ ମ୍ରିୟମାଣ ହୋଇ କୁକୁର ନିଜେ ଜୀବନ ହାରିବା ଭଳି ଘଟଣା ହୁଏତ ଶୁଣି ନ ଥିବେ। ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁରରେ। ୧୨…

ବିବାହ ଭୋଜିରେ ଯୋଗ ଦେଇ ୧୧ ହେଲେ କରୋନା ଆକ୍ରାନ୍ତ: ଭୁବନେଶ୍ବରରୁ ଅଛନ୍ତି ଜଣେ

କଟକ ଅଫିସ,୫।୭: କଟକ ସହର ମାଣିକଘୋଷରୁ ଶନିବାର ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭ ଜଣ ପୁରୁଷ ଏବଂ ୪ଜଣ ମହିଳା ଅଛନ୍ତି। ଏମାନେ ସମସ୍ତେ ସମ୍ପର୍କୀୟ। ଗତ କିଛି ଦିନ ପୂର୍ବରୁ ମାଣିକଘୋଷରେ ଏହି…

ଏହି କାରଣରୁ ଗାଙ୍ଗୁଲିଙ୍କୁ ଘୃଣା କରୁଥିଲେ ଇଂଲଣ୍ଡର ପୂର୍ବ ଅଧିନାୟକ

ନୂଆଦିଲ୍ଲୀ,୫।୭: ଇଂଲଣ୍ଡ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ନାସିର ହୁସେନ ଭାରତୀୟ ଟିମ୍‌ର ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବିଷୟରେ ଏକ ମଜାଦାର କଥା କହିଛନ୍ତ। ଏହା ଏବେ ଚର୍ଚ୍ଚାକୁ ଆସିଛି। ଷ୍ଟାର ସ୍ପୋଟ୍ସର ଏକ ଶୋ’ରେ ହୁସେନ କହିଛନ୍ତି, ଉଭୟ…

ଦିଗପହଣ୍ଡିରେ ଜନତା ହୋଟେଲ ସହ ବିଭିନ୍ନ ଦୋକାନ ସିଲ୍‌ : ୭ ଦିନ ରହିବ ବଳବତ୍ତର

ଦିଗପହଣ୍ଡି,୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବସଷ୍ଟାଣ୍ଡସ୍ଥିତ ଜନତା ହୋଟେଲକୁ ରବିବାର ପ୍ରଶାସନ ପକ୍ଷରୁ ସିଲ କରାଯାଇଛି। ସେହିପରି ଅନ୍ୟ ୩ଟି ଗ୍ରୋସରି ଦୋକାନକୁ ମଧ୍ୟ ସିଲ କରାଯିବା ସହ ଲୁଚା ଚୋରାରେ ବିକ୍ରି ହେଉଥିବା ମାଛ,ମାଂସ ଓ ଚିକେନ ଦୋକାନ ଉପରେ…

ଅର୍ଥମନ୍ତ୍ରୀଙ୍କୁ ବିଷଧର ସର୍ପ ସହ ତୁଳନା କଲେ ଟିଏମ୍‌ସି ନେତା

ବାଙ୍କୁରା,୫।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣଙ୍କୁ ଏକ ବିଷଧର ସର୍ପ ସହ ତୁଳନା କରିଛନ୍ତି ଜଣେ ଟିଏମ୍‌ସି ନେତା। ସେ କହିଛନ୍ତି କଳା ନାଗ କାମୁଡିଲେ ତା’ର ବିଷରେ ଯେମିତି ଲୋକଙ୍କର ମୃତ୍ୟୁ ହୁଏ ଠିକ୍‌ ସେହିପରି ଅର୍ଥମନ୍ତ୍ରୀ ଏବେ ଦେଶର ଅର୍ଥନୀତିକୁ…

ସିଏସ୍‌ଏ ଭର୍ଚୁଆଲ ଆଓ୍ବାର୍ଡ: ଡିକକ୍‌ କ୍ରିକେଟର ଅଫ୍‌ ଦି ଇୟର

ଜୋହାନ୍ସବର୍ଗ,୫।୭(ପି.ଟି.): ସୀମିତ ଓଭର ଅଧିନାୟକ କ୍ୱିଣ୍ଟନ ଡିକକ୍‌ ଦକ୍ଷିଣ ଆଫ୍ରିକାର ପୁରୁଷ କ୍ରିକେଟର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। କୋଭିଡ୍‌-୧୯ ମହାମାରୀ କାରଣରୁ ଶନିବାର ଅନୁଷ୍ଠିତ କ୍ରିକେଟ ସାଉଥ୍‌ ଆଫ୍ରିକା (ସିଏସ୍‌ଏ)ର ଭର୍ଚୁଆଲ ପୁରସ୍କାର ବିତରଣୀ ଉତ୍ସବରେ ତାଙ୍କୁ କ୍ରିକେଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri