ଚାଇନାକୁ ଚେତାବନୀ ଦେଲେ ରାଜନାଥ
ନୂଆଦିଲ୍ଲୀ,୫।୭: ପୂର୍ବ ଲଦ୍ଦାଖର ଗଲଓ୍ବାନ ଘାଟିରେ ଭାତର-ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ବେଳକୁ ବେଳ ବଢିବାରେ ଲାଗିଛି। ଏହାକୁ ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସିଧାସଳଖ ଚାଇନାକୁ ଚେତାବନୀ ଦେଇଛନ୍ତି। ରବିବାର ଦିଲ୍ଲୀରେ ଏକ କୋଭିଡ ସେଣ୍ଟର ପରିଦର୍ଶନରେ…
ଗଞ୍ଜାମର ପ୍ରତି ସରକାରୀ ଅଫିସରେ ମନିଟରଙ୍କୁ ନିଯୁକ୍ତି: ଜଣାଇବେ କର୍ମଚାରୀଙ୍କ କରୋନା ଲକ୍ଷଣ
ଛତ୍ରପୁର,୫।୭(ଡି.ଏନ୍.ଏ.):ଗଞ୍ଜାମ ଜିଲାରେ କରୋନା ପରିସ୍ଥିତି ଅସମ୍ଭାଳ ହେଉଥିବା ବେଳେ ସରକାରୀ ଅଧିକାରୀ ଓ କର୍ମଚାରୀ ମଧ୍ୟ ସଂକ୍ରମିତ ହେବାରେ ଲାଗିଛନ୍ତି। ଏମାନଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଯିବା ସହ ପ୍ରତି ଅଫିସରେ ମନିଟରଙ୍କୁ ନିଯୁକ୍ତି ଦିଆଯାଇଥିବା ଗଞ୍ଜାମ ଜିଲାପାଳ ବିଜୟ ଅମୃତା…
କର୍ମଚାରୀଙ୍କୁ କରୋନା: ହାଇକୋର୍ଟ ହେଲା ବିଶୋଧନ
କଟକ ଅଫିସ,୫।୭: ଓଡ଼ିଶା ହାଇକୋର୍ଟର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ୱରସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହାକୁ ନେଇ ହାଇକୋର୍ଟ କର୍ମଚାରୀଙ୍କ ମଧ୍ୟରେ ଭୟ ଦେଖା ଦେଇଛି। ରବିବାର ଅଗ୍ନିଶମ ବିଭାଗ ପକ୍ଷରୁ ହାଇକୋର୍ଟ ପରିସରକୁ ବିଶୋଧନ…
ଗୁରୁପୂର୍ଣ୍ଣିମାରେ ଏହି ୩ ବ୍ୟକ୍ତିଙ୍କୁ ମନେ ପକାଇଲେ ସଚିନ
କ୍ରିକେଟରେ ଅନେକ ରେକର୍ଡ ଭାଙ୍ଗିଥିବା ସଚିନ ତେନ୍ଦୁଲକର ରବିବାର ଗୁରୁପୂର୍ଣ୍ଣିମା ଅବସରରେ ଏକ ଭିଡିଓ ଶେୟାର ନିଜ ଗୁରୁଙ୍କୁ ସଲାମ କରି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସଚିନ ଗୁରୁ, ଶିକ୍ଷକ ଏବଂ ବରିଷ୍ଠ କ୍ରିକେଟରଙ୍କୁ ମନେ ପକାଇ କହିଛନ୍ତି, ମଁୁ ସେହି…
ହଲିଉଡ୍ର ଏହି ଅଭିନେତାଙ୍କ ୩ ଫିଲ୍ମ ପ୍ରତ୍ୟାଖାନ କରିଥିଲେ ଐଶ୍ୱର୍ଯ୍ୟା
ମୁମ୍ବାଇ: ବିଶ୍ୱସୁନ୍ଦରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ହଲିଉଡ୍ ଆକ୍ଟର ଓ୍ବିଲ୍ ସ୍ମିଥ୍ ଏକାଠି କାମ କରିବାକୁ ଚାହଁଥିଲେ। ମାତ୍ର ଏହା କେବେ ସମ୍ଭବ ନୁହେଁ ବୋଲି ଏଶ୍ୱର୍ଯ୍ୟା ଏକ ସାକ୍ଷାତକାରରେ କହିଥିଲେ। ସେ କହିଥିଲେ, ପରିବାର ସଦସ୍ୟଙ୍କ…
କ୍ୟାରିୟର ଆରମ୍ଭରୁ ନେପୋଟିଜମର ଶିକାର ହୋଇଥିଲେ ଅକ୍ଷୟ
ମୁମ୍ବାଇ: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍ରେ ନେପୋଟିଜମକୁ ନେଇ ଆଲୋଚନା ଜାରି ରହିଛି। ଏମିତିକି ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଖୁବ୍ ଚର୍ଚ୍ଚା ହେଉଛି। ଏହାକୁ ନେଇ ବଲିଉଡ୍ର କେତେଜଣ ଫିଲ୍ମ ନିର୍ମାତା, କଳାକାର…
ବ୍ୟବସାୟରେ ସଫଳତା ପାଇବାକୁ ଚାହାନ୍ତି,କରନ୍ତୁ ଏହି କାମ…
ଅର୍ଥଶାସ୍ତ୍ରର ବଡ଼ ବିଦ୍ୱାନ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ବାଣିଜ୍ୟ ଉପରେ ଗଭୀର ଅଧ୍ୟୟନ କରିଥିଲେ। ସେ ଅର୍ଥନୀତିକୁ ନେଇ ଅନେକ ପରାମର୍ଶ ଦେଇଛନ୍ତି। ଚାଣକ୍ୟଙ୍କ ମତରେ ଜଣେ ସଫଳ ବ୍ୟବସାୟୀ ସର୍ବଦା ବିପଦ ପାଇଁ ପ୍ରସ୍ତୁତଥାନ୍ତି। ଜଣେ ବେପାରୀ ଦୁନିଆର…
ନିଜ ଠାରୁ ୭ ବର୍ଷ ବଡ ଧୋନୀଙ୍କ ପ୍ରେମରେ କେମିତି ପଡିଥିଲେ ସାକ୍ଷୀ
ଭାରତୀୟ କ୍ରିକେଟ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବିବାହର ୧୦ ବର୍ଷ ପୂରଣ କରିଛନ୍ତି। ଜୁଲାଇ ୪, ୨୦୧୦ରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ନିଜଠାରୁ ୭ ବର୍ଷ ସାନ ସାକ୍ଷୀ ସିଂଙ୍କୁ ବିବାହ କରିଥିଲେ। ଏହା ପୂର୍ବରୁ ମିଡିଆରେ ତାଙ୍କ…
ଗୁରୁପୂର୍ଣ୍ଣିମାରେ ବାପାଙ୍କୁ ମନେ ପକାଇଲେ ଏହି ଅଭିନେତା
ଆଜି ପବିତ୍ର ଗୁରୁପୂର୍ଣ୍ଣିମା । ଏହି ଦିନରେ ଜୀବନରେ ଶିକ୍ଷା ଦେଇଥିବା ଗୁରୁଙ୍କୁ ସ୍ମରଣ କରାଯାଇଥାଏ। ଗୁରୁଙ୍କୁ ପୂଜା କରାଯାଇଥାଏ। ଏହି ଦିନ ଛାତ୍ରୀଛାତ୍ରମାନେ ଗୁରୁଙ୍କୁ ମନେପକାଇ ଶୁଭେଚ୍ଛା ଜଣାନ୍ତି। ତେବେ ଏହି ଦିନରେ ବିଗ୍ ବି ଅମିତାଭ ବଚ୍ଚନ ତାଙ୍କ…
ଏହି ୧୪ ଜିଲାରୁ ଫେରିଲେ ରହିବେ କ୍ୱାରାଣ୍ଟାଇନ୍ରେ
ରାଉରକେଲା ଅଫିସ/ସୁନ୍ଦରଗଡ଼,୫।୭(ଡି.ଏନ୍.ଏ.): କରୋନା ସଂକ୍ରମଣକୁ ରୋକିବା ଲାଗି ରାଉରକେଲା ପ୍ରଶାସନ ତରଫରୁ ନିର୍ଦ୍ଦିଷ୍ଟ ୧୪ଟି ଜିଲାରୁ ଆସୁଥିବା ଲୋକଙ୍କୁ କ୍ୱାରାଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଛି। ଏହି ଜିଲାଗୁଡ଼ିକ ହେଉଛି ଖୋର୍ଦ୍ଧା, ଭଦ୍ରକ, ବଲାଙ୍ଗୀର, ପୁରୀ, ଝାରସୁଗୁଡ଼ା, ଯାଜପୁର, ମୟୂରଭଞ୍ଜ, ଗଞ୍ଜାମ, ବାଲେଶ୍ୱର,…
ଆମେରିକୀୟ ଟେନିସ ଖେଳାଳି ଫ୍ରାନ୍ସେସ୍ କରୋନା ପଜିଟିଭ୍
ନ୍ୟୁୟର୍କ,୫।୭: ଆମେରିକୀୟ ଟେନିସ ଖେଳାଳି ଫ୍ରାନସେସ୍ ଟିଆଫୋଏ କରୋନା ଭାଇରସ ସଂକ୍ରମଣର ଶିକାର ହୋଇଛନ୍ତି। ଟେଷ୍ଟରେ ତାଙ୍କର ନମୁନା ପଜିଟିଭ ବୋଲି ସେ କହିଛନ୍ତି। ଟୁଇଟ୍ କରି ସେ ଏ ନେଇ ସୂଚନା ଦେଇଛନ୍ତି। ଏହି କାରଣରୁ ସେ ଆଟଲାଣ୍ଟାରେ ଖେଳାଯିବାକୁ…
ଅଭ୍ୟାସ ଆରମ୍ଭ କଲେ ପୂଜାରା
ରାଜକୋଟ,୫।୭: ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଅଭ୍ୟାସ ଆରମ୍ଭ କରିଛନ୍ତି। କରୋନା ଭାଇରସ କାରଣରୁ ଜାରି କରାଯାଇଥିବା ଲକ୍ଡାଉନ୍ କାରଣରୁ ସେ ଘରେ ଥିଲେ। ତେବେ ସ୍ଥିତି ସାମାନ୍ୟ ହେବା ପରେ ସେ ଏକା ଏକା ନେଟ୍ ପ୍ରାକ୍ଟିସ୍ ଆରମ୍ଭ…
Archives


