ବର୍ଷାରେ ଭିଜିବ ଦଶହରା: ୪ ଦିନ ଯାଏ ପ୍ରବଳ ବର୍ଷିବ
ଭୁବନେଶ୍ୱର,୧।୧୦ (ବନ୍ଦନା ସେଠୀ):ବର୍ଷାରେ ଭିଜିବ ଦଶହରା। ଲଘୁଚାପ ପ୍ରଭାବରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା…
ଆଜିଠୁ ପେନସନ ସିଷ୍ଟମରେ ପରିବର୍ତ୍ତନ, ଜାଣନ୍ତୁ ନିବେଶକମାନଙ୍କ ପାଇଁ କ’ଣ ହେବ ନୂଆ…
ନୂଆଦିଲ୍ଲୀ,୧।୧୦: ଅବସର ପାଇଁ ପ୍ରସ୍ତୁତି ଏବେ କେବଳ ସଞ୍ଚୟ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ନିବେଶର ମଧ୍ୟ ଆବଶ୍ୟକତା ରହିଛି। ଏହି ଦୃଷ୍ଟିରୁ, ଗତ ୧୬ ବର୍ଷ ମଧ୍ୟରେ ଜାତୀୟ ପେନସନ ବ୍ୟବସ୍ଥା (NPS) ଏକ ନିର୍ଭରଯୋଗ୍ୟ ବିକଳ୍ପ ପାଲଟିଛି। ଏହି…
ନଦୀକୁ ଟାଣି ନେଉଥିଲା କୁମ୍ଭୀର, ଆଖିରେ ଆଙ୍ଗୁଠି ଗେଞ୍ଜି ଖସି ଆସିଲେ ଯୁବକ: ପୂରା ଘଟଣା ଜାଣିଲେ…
ମହାକାଳପଡ଼ା,୧ା୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ) : କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍ ବଉଳକଣି ପଞ୍ଚାୟତ ବାଘୁଆମେଦୀ ଆଦିବାସୀ ଗ୍ରାମର ଟୁନା ସିଂ (୫୫) ଚାଷଜମି ଦେଖିବାକୁ ଯାଇଥିଲେ। ମଙ୍ଗଳବାର ସାରେ ନିକଟ ରାମଚଣ୍ଡୀ ଗଳିଆ ନଦୀ ଶାଖା ବାଲିଯୋରିରେ ଶୌଚହେବାକୁ ଯାଇଥିଲେ।…
ଭକ୍ତଙ୍କ ମାନସିକ ଆଗରେ ହାର୍ ମାନିଲା ପ୍ରଶାସନ: ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ସମ୍ପନ୍ନ
ଭବାନୀପାଟଣା,୧।୧୦(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ମଙ୍ଗଳବାର ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଏହି ଯାତ୍ରା ସମ୍ପନ୍ନ ହୋଇଛି। ଅନେକ ରାଜ୍ୟରେ ବଳିପ୍ରଥା ଏକପ୍ରକାର ବନ୍ଦ…
ସରପଞ୍ଚରୁ ଆଇଟିଆଇର ସହକାରୀ ଟ୍ରେନିଂ ଅଫିସର: ରାଜନୀତି ଛାଡ଼ି ଶିକ୍ଷାନୀତିରେ ସାମିଲ ହେଲେ ପ୍ରିୟଙ୍କା
ଭବାନୀପାଟଣା,୧।୧୦(ଉତ୍ତମ କୁମାର ଦାଶ):ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଗୁଡି଼ଆଳିପଦର ପଞ୍ଚାୟତର ସରପଞ୍ଚ ପ୍ରିୟଙ୍କା ମହାଖୁଡ଼ ନିଜ ପଦବୀରୁ ଇସ୍ତଫା ଦେଇ ସରକାରୀ ଚାକିରୀରେ ଯୋଗ ଦେଇଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ଜନସାଧାରଣଙ୍କ ସହଯୋଗରେ ସେ ସରପଞ୍ଚ ହୋଇ ପଞ୍ଚାୟତର ବିଭିନ୍ନ ଉନ୍ନତିମୂଳକ…
ମାଣିକେଶ୍ୱରୀଙ୍କ ଛତରଯାତ୍ରା: ଭକ୍ତଙ୍କ ପ୍ରବଳ ଭିଡ଼
ଥୁଆମୂଳ ରାମପୁର,୧।୧୦ (ଦୁର୍ଗା କୀର୍ତ୍ତି)- ମା’ ମଣିକେଶ୍ବରୀଙ୍କ ତନ୍ତ୍ରମନ୍ତ୍ରର ମୂଳପୀଠ ଥୁଆମୂଳ ରାମପୁରଠାରେ ପବିତ୍ର ଦଶହରା ପର୍ବ ଓ ଛତର ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମହାଷ୍ଟମୀ ମଧ୍ୟ ରାତ୍ରିରେ ମା’ ଦକ୍ଷିଣକାଳୀଙ୍କ ପାଖରେ ମହାପଶୁ ବଳି ହେବା ପରେ ମା’ଙ୍କ…
ମା’ଦୁର୍ଗାଙ୍କ ଆଜି ମହାନବମୀ ପୂଜା: ଦଶହରା ପାଇଁ ଦାରିଙ୍ଗବାଡି ସହର ଉତ୍ସବ ମୁଖର
ଦାରିଙ୍ଗବାଡି, ୧ ।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ସହରରେ ଦଶହରା ପାଇଁ ଉତ୍ସବମୁଖର ହୋଇପଡିଛି । ସପ୍ତମୀ ତିଥି ଠାରୁ ଏହି ପର୍ବରେ ମା’ ଦୁର୍ଗା ମୃଣ୍ମୟ ମୂର୍ତ୍ତି ଙ୍କୁ ପୂଜାର୍ଚନା କରାଯାଉଥିବା ବେଳେ ବୁଧବାର ମହାନବମୀ…
ଶ୍ରୀମନ୍ଦିରର ୧ କି.ମି. ପରିଧି ଭିତରେ ମଦ ବିକ୍ରି ବନ୍ଦ! ବଡ଼ ନିଷ୍ପତ୍ତି…
ଭୁବନେଶ୍ୱର, ୩୦।୯(ସୁନିତ୍ ମିଶ୍ର): ଶ୍ରୀମନ୍ଦିରର ପାଖରେ ଆଉ ତାମସିକ ଜିନିଷ ରହିବ ନାହିଁ। ଏଭଳି ଏକ ବଡ଼ ନିଷ୍ପତ୍ତି ସରକାର ନେବାକୁ ଯାଉଛନ୍ତି। ଏନେଇ ଆଲୋଚନା କରାଯାଇଛି। ନୂଆ ଅବକାରୀ ନୀତି ଆସିବା ପରେ ସେଥିରେ ଏଭଳି ନିୟମ ରଖାଯିବାକୁ ଯୋଜନା…
ଜନଧନ ବ୍ୟାଙ୍କ ଆକାଉଣ୍ଟ ଅଛି କି? ଆଜିସୁଦ୍ଧା ଏହି କାମ କରି ନ ଥିଲେ ବନ୍ଦ ହୋଇଯିବ…
ନୂଆଦିଲ୍ଲୀ,୩୦।୯: ଆପଣଙ୍କ ନିକଟରେ ଜନଧନ ବ୍ୟାଙ୍କ ଆକାଉଣ୍ଟ ଅଛି କି? ଯଦି ହଁ, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆରମ୍ଭ ହେବାର ୧୦ବର୍ଷ ପୂରଣ ହୋଇଛି। ଏହି ଯୋଜନା ସେହି ଲୋକମାନଙ୍କୁ ବ୍ୟାଙ୍କିଂ…
୩୫ ବର୍ଷୀୟା ମହିଳାଙ୍କୁ ବିବାହ କଲେ ୭୫ ବର୍ଷୀୟ ବୃଦ୍ଧ, ହନିମୁନ୍ ଆରମ୍ଭ ହେବା ପୂର୍ବରୁ ଚାଲିଗଲା ଜୀବନ
ନୂଆଦିଲ୍ଲୀ,୩୦।୯: ଉତ୍ତର ପ୍ରଦେଶର ଜୌନପୁର ଜିଲାର କୁଛମୁଛ୍ ଗ୍ରାମରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି, ଯାହା ଗ୍ରାମବାସୀଙ୍କୁ ଆଶ୍ଚର୍ଯ୍ୟ ଓ ସନ୍ଦେହରେ ପକାଇଛି। ୭୫ ବର୍ଷୀୟ ବୃଦ୍ଧ ସଂଗ୍ରୁରାମ ସିଂହ, ଯିଏ ଏକ ବର୍ଷ ପୂର୍ବେ ନିଜର ପ୍ରଥମ ପତ୍ନୀଙ୍କୁ ହରାଇ…
ଟିମ ଇଣ୍ଡିଆକୁ କେବେ ମିଳିବ ଏସିଆ କପ ଟ୍ରଫି? ACC ବୈଠକ ପରେ ଆସିଲା ବଡ଼ ଅପଡେଟ୍
ନୂଆଦିଲ୍ଲୀ,୩୦।୯: ଏସିଆ କପ 2025 ଫାଇନାଲରେ ଭାରତର ପ୍ରଭାବଶାଳୀ ବିଜୟ ପରେ, ଟ୍ରଫି ଏବଂ ପଦକକୁ ନେଇ ବିବାଦ ଜାରି ରହିଛି। ଏସୀୟ କ୍ରିକେଟ ପରିଷଦ (ACC) ମଙ୍ଗଳବାର ଦିନ ଦୁବାଇରେ ଅନୁଷ୍ଠିତ ବୈଠକରେ ଏହି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ।…
ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷ ନା ଆରବିଆଇ ଗଭର୍ନର…କାହାର ଦରମା ଅଧିକ?
ନୂଆଦିଲ୍ଲୀ,୩୦।୯: ଆପଣ କ’ଣ ଜାଣନ୍ତି କି କିଏ ଅଧିକ ଦରମା ପାଆନ୍ତି, ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧ୍ୟକ୍ଷ ନା ଆରବିଆଇ ଗଭର୍ନର? ଯଦି ନୁହେଁ, ତେବେ ଆମେ ଆଜି ଆପଣଙ୍କୁ କହିବୁ। ଆରବିଆଇ ଦେଶର ବ୍ୟାଙ୍କଗୁଡ଼ିକର ନିୟାମକ ଏବଂ ମୁଦ୍ରା ନୀତି…
Archives


