Posted inଜାତୀୟ

ଆର୍‌ଆର୍‌ ନଗରରେ ୪୨ ହଜାର ନକଲି ଭୋଟର: ଭାଜପାକୁ ଦୋଷ ଦେଲା କଂଗ୍ରେସ

ବେଙ୍ଗାଲୁରୁ,୩।୧୧: କର୍ନାଟକରେ ମଙ୍ଗଳବାର ଆର୍‌ଆର୍‌ ନଗର(ରାଜରାଜେଶ୍ୱରୀ ନଗର) ଏବଂ ତୁମକୁରର ସିରା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି। ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଡି.କେ. ଶିବ କୁମାର ଶାସକ ଭାଜପା ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଆର୍‌ଆର୍‌ ନଗରରେ ଜାଣିଶୁଣି ୪୨ ହଜାର ନକଲି ଭୋଟରଙ୍କୁ ସାମିଲ କରାଯାଇଥିବା ନେଇ ସେ ଗୁରୁତର ଅଭିଯୋଗ ଆଣିଛନ୍ତି। ଆର୍‌ଆର୍‌ ନଗରର ଭାଜପା ପ୍ରାର୍ଥୀ ଏନ୍‌. ମୁନିରତ୍ନ ଏଭଳି କରିଥିବା ଶିବ କୁମାର କହିଛନ୍ତି। ଏଠାରେ ଗୋଟିଏ ଗୋଟିଏ ପରିବାରରେ ୫୬ ଭୋଟରଙ୍କୁ ଯୋଡ଼ା ଯାଇଛି। ସ୍ଥାନୀୟ ପ୍ରଶାସନ ଏଥିରେ ସହାୟତା କରିଥିବା ସେ ପ୍ରକାଶ କରିଛନ୍ତି। ଏବେ ଶିବ କୁମାରଙ୍କ ଏଭଳି ଅଭିଯୋଗ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥରିଲା ହିମାଚଳ ପ୍ରଦେଶ

ଶିମ୍‌ଲା,୬।୧: ହିମାଚଳ ପ୍ରଦେଶର ଶିମ୍‌ଲାରେ ସୋମବାର ସକାଳେ ଏକ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୩.୬। ଏହା ମୃଦୁ...

ଶାହରୁଖଙ୍କୁ ଫସାଇ ଦେଇଛି ଭାଜପା: ମମତା

ମୁମ୍ବାଇ,୧।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ପୁଣି ଭାଜପାକୁ ଟାର୍ଗେଟ କରିଚନ୍ତି। ଏଥର ସେ ବଲିଉଡର କିଙ୍ଗ ଖାନ ଶାହାରୁଖ ଖାନଙ୍କୁ ସମର୍ଥନରେ କରି...

ମହିଳାଙ୍କ ଗହଣା ଲୁଟନ୍ତି ନାହିଁ ଏହି ଲୁଟେରା ଗ୍ୟାଙ୍ଗ୍‌: ଜାଣନ୍ତୁ କାହିଁକି

ଗ୍ରେଟର ନୋଏଡା, ୨୦।୫: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ପୋଲିସ ଏକ ଲୁଟେରା ଗ୍ୟାଙ୍ଗ୍‌କୁ ଗିରଫ କରିଛି। କାର୍‌ ଏବଂ ଗହଣା ଚୋରି କରୁଥିବା ଏହି...

ଗୋଟିଏ ସପ୍ତାହ ପୂର୍ବରୁ ଲାଗୁ କରିବାର ଥିଲା ‘ଜନତା କର୍ଫ୍ୟୁ’: ସଞ୍ଜୟ ରାଉତ

ମୁମ୍ବାଇ,୨୨।୩: କରୋନା ଭାଇରସର ସଂକ୍ରମଣକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଆହ୍ବାନ ଦେଇଥିଲେ ‘ଜନତା କର୍ଫ୍ୟୁ’ ତାହା ରବିବାର ସାରା ଦେଶରେ ପାଳନ କରାଯାଉଛି।...

ବିହାର ନିର୍ବାଚନ: ଜନତାଙ୍କୁ ଚିରାଗଙ୍କ ଖୋଲା ପତ୍ର

ପାଟନା,୬ ।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୀତି ମଧ୍ୟ ବେଳକୁ ବେଳ ହେଉଛି ସରଗରମ । ଏନ୍‌ଡିଏରୁ ବାହାରିବା ପରେ ଲୋକ...

ଟାର୍ଗେଟ କିଲିଂ ଘଟଣା: ବୈଠକରେ ଶାହା ନେଇପାରନ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୩।୬: ଜମ୍ମୁ-କଶ୍ମୀରରେ ଗତ କିଛି ଦିନରୁ ଲଗାତର ଭାବେ ଟାର୍ଗେଟ କିଲିଂ ଘଟଣା ଜାରି ରହିଛି। ଇତିମଧ୍ୟରେ ଦିଲ୍ଲୀରେ ଶୁକ୍ରବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ...

ଆସ୍ଥାଭୋଟ ପୂର୍ବରୁ ୨ ବିଧାୟକଙ୍କ ଇସ୍ତଫା

ପୁଡୁଚେରୀ, ୨୨।୨: ଆସ୍ଥା ଭୋଟ୍‌ର ଦିନକ ପୂର୍ବରୁ ପୁଡ଼ୁଚେରୀର ଆଉ ଦୁଇଜଣ ବିଧାୟକ ଇସ୍ତଫା ଦେଇଛନ୍ତି। ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା କଂଗ୍ରେସ ବିଧାୟକ...

ଚନ୍ଦନଓ୍ବାଡି ଶ୍ମଶାନ ଘାଟରେ ରିଷିଙ୍କ ଶେଷକୃତ୍ୟ ହେବ ସମ୍ପନ୍ନ: ସାମିଲ ହେବେ ୧୫ ଜଣ

ମୁମ୍ବାଇ,୩୦।୪: ବଲିଉଡ୍‌ର ଭେଟେରାନ୍‌ ଆକ୍ଟର ରିଷି କପୁରଙ୍କର ଗୁରୁବାର ପରଲୋକ ହୋଇଛି। ତାଙ୍କ ବିୟୋଗରେ ବଲିଉଡ୍‌ ଦୁନିଆରେ ଏକ ଅପୂରଣୀୟ କ୍ଷତି ଘଟିଛି। ଦିନକ ପୂର୍ବରୁ...

Advertisement
Archives

Model This Week