Home Left

ଚାଇନାକୁ ଦାୟିତ୍ୱ ଦେଲା ଡବ୍ଲ୍ୟୁଏଚ୍‌ଓ

ଜେନେଭା, ୪।୧୧:କରୋନା ମହାମାରୀ ସାରା ବିଶ୍ୱକୁ କାୟା ମେଲାଇ ଏବେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ କରିଥିବାବେଳେ ଏହି ଭୂତାଣୁର ଉତ୍ସ ସନ୍ଧାନ କରିବାରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଚାଇନା ନିକଟରେ ଏକପ୍ରକାର ଆତ୍ମସମର୍ପଣ କରିଥିବା ଦେଖାଯାଇଛି। ସଂକ୍ରମଣ ଆରମ୍ଭ…

ନୀତୀଶଙ୍କ ଉପରକୁ ପିଆଜ ମାଡ଼

ପାଟନା,୪।୧୧: ବିହାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ଶେଷ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରକୁ ପିଆଜ ମାଡ଼ କରାଯାଇଛି। ମଧୁବଣିର ହରଲାଖିରେ ଏକ ନିର୍ବାଚନୀ ସଭାରେ ନୀତୀଶ ରାଜ୍ୟର ଯୁବକଙ୍କ ପାଇଁ ନିଯୁକ୍ତି ସୃଷ୍ଟି…

ନିଷ୍ପତ୍ତି ନେଲା ଆମେରିକା

ଓ୍ବାଶିଂଟନ/ନ୍ୟୁୟର୍କ,୪ା୧୧: ଆମେରିକାରେ ବହୁ ପ୍ରତୀକ୍ଷିତ ଚତୁଃ ବାର୍ଷିକ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ରିପବ୍ଲିକାନ୍‌ ପାର୍ଟିରୁ ପ୍ରେସିଡେନ୍ସିଆଲ ନୋମିନି ଭାବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣି ଥରେ ଭାଗ୍ୟ ପରୀକ୍ଷା କରୁଥିବାବେଳେ ତାଙ୍କ ବିପକ୍ଷରେ ଚ୍ୟାଲେଞ୍ଜର ରୂପେ ଉଭା ହୋଇଛନ୍ତି…

ଆକ୍ରାନ୍ତଙ୍କଠାରୁ ସୁସ୍ଥ ଅଧିକ

ଭୁବନେଶ୍ୱର, ୪।୧୧(ବ୍ୟୁରୋ): ରାଜଧାନୀରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥ ସଂଖ୍ୟା ଅଧିକ ରହିଛି। ଭୁବନେଶ୍ୱରରୁ ଗତ ୨୪ଘଣ୍ଟାରେ ୬୯ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୮୦ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୪ଜଣ କ୍ୱାରାଣ୍ଟାଇନ ସେଣ୍ଟରର…

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଜୋ ବାଇଡେନ ଆଗରେ

ଓ୍ବାଶିଂଟନ୍‌,୪।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଏବେ ଭୋଟ ଗଣନା ଜାରି ରହିଛି। ପ୍ରାରମ୍ଭିକ ଗଣତି ଅନୁଯାୟୀ, ଡେମୋକ୍ରାଟ୍ସ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ ଅଗ୍ରଣୀ ଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପଛରେ ପଡିଯାଇଛନ୍ତି। ବାଇଡେନ…

ବସ୍‌ ଭଡ଼ା ବଢ଼ିି ନ ଥିବା କହିଲା ଏସ୍‌ଟିଏ

ଭୁବନେଶ୍ୱର, ୪।୧୧(ବ୍ୟୁରୋ): ରାଜ୍ୟରେ କେତେଗୁଡିଏ ବସ୍‌ ଅଧିକ ଭଡା ନେଉଥିଲେ। ଏନେଇ ବିଭିନ୍ନ ମହଲରୁ ଅଭିଯୋଗ ଆସିବାପରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) ଏହା ଉପରେ ସ୍ପଷ୍ଟୀକରଣ ରଖିଛି। ଏବେ ବସ୍‌ ଭଡା ବଢି ନ ଥିବା ଏବଂ ପୂର୍ବ ଆଦେଶ ଅପରିବର୍ତ୍ତିତ…

ଆମେରିକାରେ ହିଂସା ଆଶଙ୍କା, ହ୍ବାଇଟ୍‌ ହାଉସ୍‌ ସୁରକ୍ଷା ବଢିଲା

ଓ୍ବାଶିଂଟନ୍‌,୪।୧୦: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସିବା ଆରମ୍ଭ କରିଛି। ଟ୍ରେଣ୍ଡ ଅନୁଯାୟୀ ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ ଆଗୁଆ ଅଛନ୍ତି। ବିଡେନ ନ୍ୟୁ ଜର୍ସିରେ ଜିତିଛନ୍ତି। ତେବେ ନିର୍ବାଚନ ଫଳଫଳ ଆସିବା ପରେ…

୨ କାର୍‌ ସହ ୧୪ କେଜି ଗଞ୍ଜେଇ ଜବତ

ଭୁବନେଶ୍ୱର, ୪ା୧୧(ବ୍ୟୁରୋ): କନ୍ଧମାଳରୁ ରାଜଧାନୀକୁ କାର୍‌ରେ ଗଞ୍ଜେଇ ଚୋରା ଚାଲାଣ ର଼୍ୟାକେଟରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ମଙ୍ଗଳବାର ଶହୀଦନଗର ଥାନା ପୋଲିସ ଗିରଫ କରିଛି। ସେମାନେ ହେଲେ କନ୍ଧମାଳ ଜିଲା ଖଜୁରିପଦା ଥାନା ଅଞ୍ଚଳର ସତୀଶ କୁମାର ପ୍ରଧାନ ଓରଫ ଲିଟୁ…

ଶାହାରୁଖ୍‌ଙ୍କ ପରି ଜନ୍ମଦିନ ପାଳିବାକୁ ଚାହୁଥିବା କହିଲେ ଏହି ବ୍ୟକ୍ତି: ସୋନୁ ସୁଦଙ୍କ ଏପରି ଉତ୍ତର ଲୋକଙ୍କ ହୃଦୟ ଜିତିଲା

ଲୋକଙ୍କ ପାଇଁ ଏବେ ପ୍ରକୃତ ହିରୋ ପାଲଟିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ। ମହାମାରୀ କରୋନା ସମୟରୁ ଆଜି ପର୍ଯ୍ୟନ୍ତ ସେ ଯେପରି ଭାବେ ଅସହାୟ ଲୋକଙ୍କ ସହାୟତା କରିଚାଲିଛନ୍ତି ତାହା ନିଶ୍ଚିନ୍ତଭାବେ ପ୍ରଶଂସନୀୟ। ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ନିଜ…

ଜେଲ ଗଲେ କଲେଜ ଅଧ୍ୟକ୍ଷ

ସୁନାବେଡା,୪ା୧୧(ସ୍ବ.ପ୍ର.): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଜୁନିୟର ମହିଳା ମହାବିଦ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ କଲେଜ ଅଧ୍ୟକ୍ଷ ପବିତ୍ର କୁମାର ବେଦାନ୍ତ ମଙ୍ଗଳବାର ଗିରଫ ହୋଇଛନ୍ତି। ୨୦୧୮ରୁ ଅଧ୍ୟକ୍ଷ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ…

୧୦ରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୪ା୧୧(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖରେ ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୧୨ ତାରିଖ ଯାଏ ସ୍ବଳ୍ପରୁ ମଧ୍ୟମ ଧରଣର…

ପରିବହନରେ ଜିପିଏସ୍‌ ବ୍ୟବସ୍ଥା ବାଟବଣା

ଯାଜପୁର ଅଫିସ,୪ା୧୧: ଯାଜପୁର ଓ କେନ୍ଦୁଝର ଜିଲାରେ ମୂଲ୍ୟବାନ ଖଣିଜ ପଦାର୍ଥ ପରିବହନକୁ ସୁନିୟନ୍ତ୍ରିତ କରିବାକୁ ଜିପିଏସ୍‌ (ଗ୍ଲୋବାଲ ପୋଜିଶନିଂ ସିଷ୍ଟମ) ଉପରେ ଗୁରୁତ୍ୱାରୋପ କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ୨୦୧୪-୧୫ ଆର୍ଥିକ ବର୍ଷରେ ସ୍ବତନ୍ତ୍ର କମ୍ପାନୀ ଜରିଆରେ ଖଣି ପରିବହନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?