ଲାଞ୍ଚନେଇ ଫରେଷ୍ଟ ଗାର୍ଡ ଗିରଫ
ସମ୍ବଲପୁର,୪ା୧୧(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ୍ ଯୁଯୁମୁରା ବନ ବିଭାଗ ଫରେଷ୍ଟଗାର୍ଡ ମଧୁସ୍ମିିତା ମହାପାତ୍ରଙ୍କୁ ମଙ୍ଗଳବାର ଭିଜିଲାନ୍ସ ବିଭାଗ ଗିରଫ କରିଛି। ଚାରାରୋପଣ ଓ ବନ ସୁରକ୍ଷା ସମିତି ଗୃହ ନିର୍ମାଣ କାମର ବିଲ୍ କରିବା ପାଇଁ ସେ ୩୬ହଜାର ଟଙ୍କା…
ରେଟ୍ କଣ୍ଟ୍ରାକ୍ଟକୁ ଅଣଦେଖା: ସଙ୍କଟରେ ଏମ୍ଏସ୍ଏମ୍ଇ
ଭୁବନେଶ୍ୱର,୪।୧୧(ବ୍ୟୁରୋ): ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ବିକାଶ ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଥିବା ରାଜ୍ୟ ସରକାର କହୁଛନ୍ତି। ସ୍ଥାନୀୟ ଶିଳ୍ପଗୁଡ଼ିକର ସ୍ବାର୍ଥ ରକ୍ଷା ଲାଗି ସରକାର ଇପିଏମ୍ (ରପ୍ତାନି ପ୍ରୋତ୍ସାହନ ଓ ବିପଣନ) ରେଟ୍ କଣ୍ଟ୍ରାକ୍ଟ ବ୍ୟବସ୍ଥାକୁ ଆଜି…
ବେଦାନ୍ତ ନେଲା ରାଧିକାପୁର
ଭୁବନେଶ୍ୱର,୪ା୧୧(ବ୍ୟୁରୋ): ଦେଶର ୧୯ କୋଇଲା ବ୍ଲକ ପାଇଁ ସୋମବାରଠାରୁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ନିଲାମର ପ୍ରଥମ ଦିନରେ ବେଦାନ୍ତ ଅନୁଗୋଳ ଜିଲାର ରାଧିକାପୁର ଓ୍ବେଷ୍ଟ କୋଲ୍ ବ୍ଲକକୁ ସର୍ବାଧିକ ୨୧ ପ୍ରତିଶତ ପ୍ରିମିୟମରେ ନିଲାମ ନେଇଛି। ଏହି କୋଇଲାଖଣିରେ ପ୍ରାୟ…
ଉନ୍ନତୀକରଣ ପାଇଁ ଉଚ୍ଛେଦ
ଅନୁଗୋଳ ଅଫିସ, ୪।୧୧ – ଅନୁଗୋଳ ସହରର ହେବ ଉନ୍ନତୀକରଣ। ଏଥିପାଇଁ ପୂର୍ବରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଥିବା ବେଳେ ମଙ୍ଗଳବାରଠାରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଥାନା ଛକ ଠାରୁ ମା’ ବୁଢ଼ୀ ଠାକୁରାଣୀ ମନ୍ଦିର…
ବାଣ ପେଟି ଧରି ଗାଁମୁହାଁ
ଅନୁଗୋଳ ଅଫିସ, ୪।୧୧ – ଦୀପାବଳିରେ ବାଣ ବିକ୍ରି ଓ ଫୁଟାଯିବା ଉପରେ ସରକାର ମଙ୍ଗଳବାର ସମ୍ପୂର୍ଣ୍ଣ କଟକଣା ଲଗାଇବା ପରେ ଅନୁଗୋଳ ଜିଲାର ବାଣ ବ୍ୟବସାୟୀଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି। କୋଭିଡ୍ ପାଇଁ ସବୁ ପର୍ବ ମାଡ଼ ଖାଇଯାଉଥିବା ବେଳେ…
ବ୍ୟାଟ୍ସମ୍ୟାନଙ୍କ ଲାଗି ହେଲମେଟ୍ ବାଧ୍ୟତାମୂଳକ ହେଉ
ନୂଆଦିଲ୍ଲୀ, ୪ା୧୧(ପି.ଟି.)-ପ୍ରଫେସନାଲ ସ୍ତରରେ ଖେଳିବାବେଳେ ବ୍ୟାଟ୍ସମ୍ୟାନଙ୍କ ଲାଗି ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଉ ବୋଲି ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ କହିଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ଅଲ୍ରାଉଣ୍ଡର ବିଜୟ ଶଙ୍କରଙ୍କ ମୁଣ୍ଡରେ ବଲ୍ ବାଜିବା ଦୃଶ୍ୟର…
ଅମିତାଭ ବଚ୍ଚନଙ୍କ ନାଁରେ ଥାନାରେ ମାମଲା
ମୁମ୍ବାଇ,୩।୧୧- ବିବାଦରେ ଫସିଛି ଲୋକପ୍ରିୟ ଟେଲିଭିଜନ ଶୋ’ କୌନ ବନେଗା କରୋଡ ପତି ସିଜନ ୧୨। ଅକ୍ଟୋବର ୩୦ରେ ଶୋ’ର କରମବୀର ଏପିସୋଡରେ ଅଭିନେତା ଅମିତାଭ ବଚ୍ଚନ ମନୁସ୍ମୃତି ସମ୍ପର୍କିତ ଏକ ପ୍ରଶ ଜଣେ ସମାଜସେବୀଙ୍କୁ ପଚାରିଥିଲେ। ତେବେ ଏହି ପ୍ରଶ୍ନ…
ଚାଇନାର କରୋନା ଟିକା ନେବା ପରେ ଏମିତି କହିଲେ ୟୁଏଇର ପ୍ରଧାନମନ୍ତ୍ରୀ
ଦୁବାଇ,୩।୧୧-ୟୁଏଇର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୌମଙ୍କ ଉପରେ ଚାଇନା ପ୍ରସ୍ତୁତ କରିଥିବା କରୋନା ଟିକାକୁ ପ୍ରୟୋଗ କରାଯାଇଛି। ଏ ନେଇ ଶେଖ ମହମ୍ମଦ ନିଜେ ମଙ୍ଗଳବାର ଟୁଇଟ କରି ସୂଚନା ଦେଇଛନ୍ତି। ଏଥିସହ ସେ କରୋନା ଟିକାର…
ମହିଳା କଳାକାରଙ୍କୁ ଅସଦାଚରଣ କରି ଗିରଫ ହେଲେ ବଲିଉଡର ଏହି ଅଭିନେତା
ମୁମ୍ବାଇ, ୩।୧୧-ମହିଳା କଳାକାରଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବଲିଉଡ ଅଭିନେତା ବିଜୟ ରାଜଙ୍କୁ ମଙ୍ଗଳବାର ରାମନଗର ପୋଲିସ ଗିରଫ କରିଛି। ମହାରାଷ୍ଟ୍ରର ଗୋଣ୍ଡିଆ ଜିଲାରୁ ତାଙ୍କୁ ଗିରଫ କରାଯାଇଛି। ବିଜୟ ଫିଲ୍ମ ସେଟରେ ମହିଳା କଳାକାରଙ୍କୁ ଅସଦାଚରଣ କରିଥିବା ନେଇ ଗତ…
୧୪ ବର୍ଷ ବୟସରେ ଯୌନ ନିର୍ଯାତନାର ଶିକାର ହୋଇଥିଲେ ଇରା
ମୁମ୍ବାଇ: ବଲିଉଡ୍ର ମିଷ୍ଟର ଫରଫେକ୍ଟନିଷ୍ଟ ନିଜ ଅଭିନୟ ହେଉ ବା କାର୍ଯ୍ୟକଳାପକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏବେ ତାଙ୍କ ଝିଅ ଇରା ଖାଁ ଚକିତ କରିଦେବା ଭଳି ଏକ ଖୁଲାସା କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ନିକଟରେ ଇରା…
କେଦାରନାଥରେ ପ୍ରଥମ ତୁଷାରପାତ
ଡେରାଡୁନ,୩।୧୧: ଜଗତ ଜନନୀ ମା’ଙ୍କ ବିଦାୟ ପରେ ପରେ ଦେଶରେ ଶୀତର ପ୍ରକୋପ ଆରମ୍ଭ ହୋଇଗଲାଣି। ଗତ କିଛି ଦିନ ତଳେ ଦେଶର ରାଜଧାନୀ ଦିଲ୍ଲୀରେ ଥଣ୍ଡାର ପ୍ରକୋପ ଅନୁଭୂତ ହୋଇଥିଲା। ସେହିପରି ଏହାର ପ୍ରଭାବ ଉତ୍ତରାଖଣ୍ଡରେ ମଧ୍ୟ ଦେଖିବାକୁ ମିଳିଛି।…
ଝିଅ ଜନ୍ମଦିନ ଉପଲକ୍ଷେ ଅନ୍ଲାଇନ୍ରେ ସ୍ବତନ୍ତ୍ର ପୂଜା କରାଇଲେ ହେମା
ମୁମ୍ବାଇ: ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର ଓ ଡ୍ରିମ୍ଗର୍ଲ ହେମା ମାଳିନୀଙ୍କ ଝିଅ ଇଶା ଦେଓଲ ସୋମବାର ନିଜର ୩୯ତମ ଜନ୍ମଦିନ ପାଳନ କରିଛନ୍ତି। ଇଶାଙ୍କ ଜନ୍ମଦିନ ଉପଲକ୍ଷେ ତାଙ୍କର ଖୁସି ଓ ମଙ୍ଗଳ କାମନା କରି ମା’ ହେମା ମାଳିନୀ ଅନ୍ଲାଇନ୍ରେ…

