କରୋନା ଯୋଗୁ ଚାକିିରି ହରାଇଥିଲେ,ଏମିତି ହେଲେ ମାଲାମାଲ
କରୋନା ସମୟରେ ଅଧିକାଂଶ ଲୋକ ଚାକିରି ହରାଇ ଘରେ ବସିଛନ୍ତି। ଜଣେ ଦମ୍ପତି ଚାକିରି ହରାଇ ମଧ୍ୟ ମାଲାମାଲ୍ ହୋଇଛନ୍ତି। ବ୍ରିଟେନରେ ରହୁଥିବା ଶିବୁ ପଲ ଏବଂ ତାଙ୍କ ସ୍ତ୍ରୀ ଲିନନେଟ୍ ଜୋଶେଫ୍ ‘ବେଷ୍ଟ୍ ଅଫ୍ ଦ ବେଷ୍ଟ’ ଦ୍ୱାରା ଆୟୋଜିତ…
ଚାଣକ୍ୟ କହିଥିବା ଏହି ୧୦ଟି କଥାର ପାଳନ କରନ୍ତୁ, ଜୀବନରେ ହାରିବେ ନାହିଁ…
ଜୀବନର କଠିନ ପରିସ୍ଥିତିରୁ ମୁକୁଳିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଅନେକ ଉପାୟ କହିଛନ୍ତି। ଏହାକୁ ଆପଣାଇ ପ୍ରତ୍ୟେକ ମନୁଷ୍ୟ ସବୁ ପରିସ୍ଥିତିରେ ନ ହାରି ସୁଖୀ ଜୀବନ କାଟିପାରିବ। ଆଜି ଆପଣଙ୍କ ପାଇଁ ଚାଣକ୍ୟ କହିଥିବା ୧୦ଟି ଉପାୟ…
ଉତ୍ତରପ୍ରଦେଶରେ ଡବଲ ଏନକାଉଣ୍ଟର୍: ବିକାଶ ପରେ ଆଉ ଜଣେ ଅପରାଧୀ ନିହତ
ଲକ୍ଷ୍ନୌ,୧୦।୭: ଉତ୍ତର ପ୍ରଦେଶ ପୋଲିସର ଡବଲ ଏନକାଉଣ୍ଟର। ଶୁକ୍ରବାର ସକାଳେ ମୁଣ୍ଡ ପିଛା ୫ ଲକ୍ଷ ଟଙ୍କା ପୁରସ୍କାର ଥିବା ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେଙ୍କୁ ଉତ୍ତରପ୍ରଦେଶ ଏସ୍ଟିଏଫ୍ ପୋଲିସ ଏନ୍କାଉଣ୍ଟର କରିଛି। ବିକାଶ ପରେ ବାହାରିଚ୍ରେ ପୋଲିସ ଆଉ ଜଣେ…
ଏହି ମନ୍ଦିର ଉପରେ ପ୍ରତି ୧୨ ବର୍ଷରେ ଥରେ ହୋଇଥାଏ ବଜ୍ରପାତ
ହିମାଚଳ ପ୍ରଦେଶରେ ଅନେକ ଦେବଦେବୀଙ୍କ ମନ୍ଦିର ରହିଛି। ଯେଉଁ କାରଣରୁ ଏହି ରାଜ୍ୟକୁ ଦେବଭୂମି ମଧ୍ୟ କୁହାଯାଏ। ଏଠାରେ ଏମିତି ଏକ ମନ୍ଦିର ରହିଛି, ଯାହାର ସ୍ବତନ୍ତ୍ର ବିଶେଷତ୍ତ୍ୱ ରହିଛି। ହିମାଚଳପ୍ରଦେଶର କୁଲୁ ସହରରେ ବ୍ୟାସ ଏବଂ ପାର୍ବତୀ ନଦୀ ସଙ୍ଗମସ୍ଥଳ…
ଚଟାଣରେ ଶୋଇଥିଲେ ଏହି ପ୍ରସିଦ୍ଧ ଅଭିନେତା, ମା’ କହିଲେ..
ବଲିଉଡ୍ର ଆକ୍ସନ ହିରୋ ଟାଇଗର୍ ଶ୍ରଫଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ଟାଇଗର ତଳେ ଶୋଇଥିବା ଦେଖାଯାଇଛି। ଫଟୋଟିକୁ ତାଙ୍କ ମା’ ଆୟେଶା ଶ୍ରଫ୍ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ପୁଅକୁ ଏମିତି ତଳେ ଶୋଇଥିବା ଦେଖି…
ଗତ ୧୦ ବର୍ଷ ଧରି ଏହି ମହିଳା ବିନା ମାଟିରେ କରୁଛନ୍ତି ଫଳ, ପନିପରିବା ଚାଷ; କେମିତି ଜାଣିଲେ ହେବେ ଆଶ୍ଚର୍ଯ୍ୟ
ବିନା ମାଟିରେ ଫଳ ଏବଂ ପରିବା ଚାଷ ବିଷୟରେ ଆପଣ କେବେ ଶୁଣିଛନ୍ତି। ଆପଣ ଭାବୁଥିବେ ଏହା କିପରି ସମ୍ଭବ? ପୁଣେର ନିଲା ରେନାଭିକର ଗତ ୧୦ ବର୍ଷ ଧରି ଘରର ଛାତ ଉପରେ ବିନା ମାଟିରେ ଫଳ ଓ ପନିପରିବା…
କରୋନାକୁ ହରାଇ ପୁଣିଥରେ କାର୍ଯ୍ୟରେ ଯୋଗଦେଲେ ଏହି ଯୋଦ୍ଧା: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଖୋର୍ଦ୍ଧା ଅଫିସ,୯।୭ : କର୍ତ୍ତବ୍ୟ ଆଗରେ ସବୁ କିଛି ହାର ମାନିଛି। ଏହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ବାଣପୁରର ଜଣେ ଯୋଦ୍ଧାଙ୍କ କ୍ଷେତ୍ରରେ। କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ପୁଣି ଥରେ କାର୍ଯ୍ୟରେ…
ଶହୀଦଙ୍କ ଭଉଣୀ କହିଲେ, ‘ଆଜି ମୋ ଭାଇର ଆତ୍ମାକୁ ଶାନ୍ତି ମିଳିବ’
ଲକ୍ଷ୍ନୌ,୧୦।୭: ଉତ୍ତର ପ୍ରଦେଶର ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଗିରଫ ହେବାର ଗୋଟିଏ ଦିନ ପରେ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଉତ୍ତର ପ୍ରଦେଶ ପୋଲିସର ଏହା ବଡ ସଫଳତା ବୋଲି କୁହାଯାଉଛି। ବିକାଶଙ୍କ ମୃତ୍ୟୁ ପରେ ଶହୀଦ ପୋଲିସକର୍ମୀ ରାହୁଲଙ୍କ…
ଅନ୍ଲାଇନ୍ରେ ଅର୍ଡର କରିଥିଲେ ସୁନା ଇଟା, ଖୋଲିବା ବେଳକୁ….
ଆଜିର ବ୍ୟସ୍ତବହୁଳ ଜୀବନରେ ଶପିଂ ପାଇଁ ସମୟ ଅଭାବ। ଏଣୁ ଅଧିକାଂଶ ଲୋକ ଅନ୍ଲାଇନ୍ ଶପିଂ କରିବାକୁ ପସନ୍ଦ କରିଥାନ୍ତି। ଏସବୁ ମଧ୍ୟରେ ଯଦି ଅନ୍ଲାଇନ୍ରେ କିଣିଥିବା ଜିନିଷଠାରୁ କିଛି ଅଲଗା ବାହାରେ ତେବେ ନିରାଶ ହେବାକୁ ପଡ଼ିଥାଏ। ଏଭଳି କିଛି…
ଗଞ୍ଜାମ ବ୍ଲକରେ ଡୋର୍ ଟୁ ଡୋର୍ ହେଲ୍ଥ ସ୍କାନିଂ ପ୍ରକ୍ରିୟା ଆରମ୍ଭ
ଗଞ୍ଜାମ, ୧୦।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ମହାମାରୀ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲାରେ ଅତିରିକ୍ତ ଆଇଏଏସ୍ ଓ ଓଏଏସ୍ଙ୍କୁ ନିଯୁକ୍ତି ଦିଆଯାଇଛି। କରୋନା…
ଭାରତୀୟ ନ୍ୟୁଜ ଚ୍ୟାନେଲ ଉପରେ ରୋକ ଲଗାଇଲା ନେପାଳ
କାଠମାଣ୍ଡୁ,୧୦।୭: ନେପାଳର କେପି ଓଲି ସରକାର ଭାରତର ଏକ ସ୍ଥାନକୁ ନିଜ ନୂଆ ନକ୍ସାରେ ସାମିଲ କରିବା ପରେ ଉଭୟ ଦେଶ ମଧ୍ୟ ବିବାଦ ଆରମ୍ଭ ହୋଇଯାଇଛି। ଭାରତୀୟ ମିଡ଼ିଆରେ ନେପାଳର ରାଜନୀତି ଏବଂ କୂଟନୀତିକୁ ନେଇ ଭୁଲ ବାର୍ତ୍ତା ଭାରତୀୟ…
ବରଗଡ଼ରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୬୮ରେ ପହଞ୍ଚିଲା
ବରଗଡ଼ ଅଫିସ,୧୦।୭: ବରଗଡ଼ ଜିଲାରେ ଶୁକ୍ରବାର ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ ବରଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ. ୫ର ଜଣେ ୫୩ ବର୍ଷୀୟ ମହିଳା। ସେ ହୃଦ୍ରୋଗରେ ଅସୁସ୍ଥ ହୋଇ ଭୁବନେଶ୍ୱର ଏମ୍ସ…
Archives


