Home Left

କରୋନା ରୋଗୀଙ୍କୁ ସୁସ୍ଥ କରିବ କଙ୍କଡ଼ା ରକ୍ତ: ୧ ଲିଟରର ଦାମ ୧୧ ଲକ୍ଷ!

ଓ୍ବାଶିଂଟନ,୧୦।୭: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ଏଥିରୁ ମୁକ୍ତି ପାଇବାକୁ ସମସ୍ତ ବିକାଶଶୀଳ ଦେଶ ପ୍ରୟାସ ଜାରି ରଖିଛନ୍ତି। ପ୍ରଥମେ ଏହାର ଭ୍ୟାକ୍ସିନ ମୂଷା ଓ ମାଙ୍କଡଙ୍କଠାରେ ପରୀକ୍ଷା କରାଯାଉଥିବା ବେଳେ ଏବେ ଏହା ମାନବ…

ଅଟୋଗ୍ରାଫ୍‌ ମାଗିଥିବା ଯୁବତୀଙ୍କ ପ୍ରେମରେ ପଡ଼ିଯାଇଥିଲେ ଗାଭାସ୍କର; ଏମିତି କରିଥିଲେ ନିଜର

ନୂଆଦିଲ୍ଲୀ, ୧୦।୭: ୧୯୪୯ ମସିହା ଆଜିର ଦିନରେ ବମ୍ବେରେ ଜନ୍ମଗ୍ରହଣ କରିଥିଲେ ଲିଟିିଲ୍‌ ମାଷ୍ଟର ସୁନିଲ ଗାଭାସ୍କର। ଆଜି ବି ସେ କ୍ରିକେଟ ଜଗତରେ ସକ୍ରିୟ ଅଛନ୍ତି। ଏକାଧିକ ରେକର୍ଡ ନିଜର ନାମରେ କରିଥିବା ଗାଭାସ୍କରଙ୍କ ଲଭଷ୍ଟୋରୀ ବେଶ୍‌ ନିଆରା। କୌଣସି…

ବିଏମ୍‌ଡବ୍ଲୁ ବିକିବାକୁ ଚାହୁଁଛନ୍ତି ଦୂତି

ଭୁବନେଶ୍ୱର,୧୦।୭(ବ୍ୟୁରୋ): ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ଧାବିକା ଦୂତି ଚାନ୍ଦ ନିଜର ବିଏମ୍‌ଡବ୍ଲୁ ବିକିବାକୁ ଚାହୁଁଛନ୍ତି। ଏନେଇ ସେ ନିଜର ସୋସିଆଲ ପୃଷ୍ଠା(ଫେସବୁକ୍‌)ରେ ଏକ ପୋଷ୍ଟ କରିଛନ୍ତି। ମୋ ବିଏମ୍‌ଡବ୍ଲୁ କାର୍‌ ବିକିବାକୁ ଚାହୁଁଛି। ଯଦି କିଏ କିଣିବାକୁ ଚାହୁଁଛନ୍ତି ମୋତେ…

ଥକିଗଲେଣି କରୋନା ଯୋଦ୍ଧା: ଫଟୋ ଭାଇରାଲ

ପିପିଇ କିଟ୍‌ ପିନ୍ଧି କାମ କରିବା ବଳିଦାନଠାରୁ କିଛି କମ୍‌ ନୁହେଁ। ମାତ୍ର କରୋନା ସମୟରେ ଆଗଧାଡିର ଯୋଦ୍ଧାମାନେ ଏହାକୁ ପିନ୍ଧି ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ କାମ କରୁଛନ୍ତି। ସେମାନଙ୍କର ବଳିଦାନର ଅନେକ ଚିତ୍ର ଆମ ସମ୍ମୁଖକୁ ଆସିସାରିଛି। ଏବେ ଜଣେ…

ମାସ୍କ ନ ପିନ୍ଧି ତଣ୍ଡ ଗଣିଲେ ୨୨ ହଜାରରୁ ଅଧିକ ଟଙ୍କା

ବ୍ରହ୍ମପୁର ଅଫିସ,୧୦।୭: ଗଞ୍ଜାମ ଜିଲାରେ କରୋନା ସଂକ୍ରମିତ ସଂଖ୍ୟା ସହିତ ମୃତ୍ୟୁହାର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଫଳରେ ଏବେ ଜିଲାରେ ବିସ୍ଫୋରକ ସ୍ଥିତି ଦେଖାଦେଇଛି। ଏହାକୁ ରୋକିବା ପାଇଁ ସରକାର ଲକ୍‌ଡାଉନ ଓ ଶଟ୍‌ଡାଉନ କଟକଣାକୁ ଜୋରଦାର କରିଛନ୍ତି।…

ବିକାଶ ଦୁବେଙ୍କ ମୃତ୍ୟୁ ଖବର ଜାଣିବା ପରେ ମିଠା ବାଣ୍ଟିଲେ ଗ୍ରାମବାସୀ

କାନପୁର,୧୦।୭: କୁଖ୍ୟାତ ଅପରାଧୀ ବିକାଶ ଦୁବେଙ୍କ ଏନ୍‌କାଉଣ୍ଟରରେ ମୃତ୍ୟୁ ହେବା ପରେ ବିଭିନ୍ନ ଆଡୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମିଳୁଛି। ତେବେ କାନପୁରର ବିକାରୁ ଗ୍ରାମବାସୀ ଏହି ଖବର ପାଇବା ପରେ ଗାଁରେ ମିଠାବାଣ୍ଟିଥିବା ଦେଖାଯାଇଛି। ହିଷ୍ଟ୍ରି-ସିଟରଙ୍କ ମୃତ୍ୟୁରେ ଗ୍ରାମବାସୀ ଖୁବ୍‌…

୨୦୧୯ ବିଶ୍ୱକପ୍‌ ବିପର୍ଯ୍ୟୟ ଦୁଃଖଦ ଥିଲା: ଜାଡେଜା

ନୂଆଦିଲ୍ଳୀ,୧୦।୭: ଇଂଲଣ୍ଡରେ ଅନୁଷ୍ଠିତ ୨୦୧୯ ବିଶ୍ୱକପ୍‌ରେ ଭାରତ ସେମି ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇ ବିଦାୟ ନେଇଥିଲା। ଏହି ବିପର୍ଯ୍ୟୟ ସବୁଠୁ ଦୁଃଖଦ ଥିଲା ବୋଲି ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା କହିଛନ୍ତି। ଗତବର୍ଷ ଆଜିର ଦିନରେ ଭାରତ ଏହି ମହା…

ସବୁଜ, ମେରୁନ୍‌ ଜର୍ସି ବଜାୟ ରଖିବ ଏଟିକେ ମୋହନ ବାଗାନ

କୋଲକାତା,୧୦।୭(ପି.ଟି.): ଏଟିକେ ମୋହନ ବାଗାନ ପୂର୍ବପରି ତା’ର ପ୍ରସିଦ୍ଧ ସବୁଜ ଓ ମେରୁନ୍‌ ଜର୍ସିକୁ ବଜାୟ ରଖିବାକୁ ନିଷ୍ପତ୍ତି ନେଇଛି। ଏହି ଜର୍ସି ମୋହନ ବାଗାନ ସହ ୧୩୧ ବର୍ଷଧରି ଜଡିତ ରହିଆସିଥିଲା। ବିଲୟ ହେବା ପରେ କ୍ଲବର ନାମ ପରିବର୍ତ୍ତନ…

ହାତ ଥରୁଥିବା ଏହି ବୃଦ୍ଧ କରିଛନ୍ତି ୩ଶହ ପିଲାଙ୍କୁ ବଳାତ୍କାର: ଜଣାପଡ଼ିବା ପରେ ଦିଆଗଲା ଏପରି ଦଣ୍ଡ…

ଛୋଟ ପିଲାଙ୍କ ସହ ବଳାତ୍କାର ଘଟଣା ସବୁ ସମୟରେ ଶୁଣିବାକୁ ମିଳିଥାଏ। ତେବେ ଲକ୍‌ଡାଉନ୍‌ରେ ଏହି ଘଟଣା କିଛି ମିତ୍ରାରେ ବଢ଼ିଯାଇଛି। ଯାହାକି ପ୍ରତିଦିନ ଖବରକାଗଜ, ଟିଭିରେ ଶୁଣିବାକୁ ମିଳୁଛି। ଇଣ୍ଡୋନେସିଆରେ ରହୁଥିବା ଫ୍ରାନ୍ସର ଜଣେ ବୃଦ୍ଧ ଏତେ ନିଷ୍ଠୁର ତାଙ୍କୁ…

ବୁଗୁଡା ଏନ୍‌ଏସିରେ ଥର୍ମାଲ ସ୍କ୍ରିନିଂ ଜୋରଦାର

ବୁଗୁଡା,୧୦।୭(ଡି.ଏନ୍‌. ଏ.): ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ବୁଗୁଡ଼ା ଏନ୍‌ଏସିର ବିଭିନ୍ନ ସାହିରେ ଥର୍ମାଲ ସ୍କ୍ରିନିଂ ଜୋରଦାର ଚାଲିଛି। ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି। ସହରରେ ଲାଗୁହୋଇଥିବା ଶଟଡାଉନ ସମୟରେ ଡାକ୍ତରଙ୍କ ସମେତ ମହିଳା ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନଓ୍ବାଡିକର୍ମୀ,…

ଏପରି ବଦଳାନ୍ତୁ ଆଧାରରେ ଥିବା ନିଜ ଭୁଲ୍‌ ଜନ୍ମତାରିଖ

ଆଜିକାଲି ଆଧାରକାର୍ଡ ଆମ ଜୀବନର ଏକ ପ୍ରମୁଖ କାଗଜପତ୍ର ପାଲଟିଲାଣି। ଆଧାର ବିନା ସରକାରୀ ଯୋଜନାର ଲାଭ ଉଠାଇବା ମୁସ୍କିଲ। କାରଣ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ଲାଗି ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ସ୍କୁଲରେ ପିଲାଙ୍କ ଦାଖଲଠାରୁ ଆରମ୍ଭ କରି ସମସ୍ତ…

ଇମୋଶନାଲ କଲା ‘ଦିଲ୍‌ ବେଚାରା’ର ଟାଇଟେଲ ଟ୍ରାକ୍‌

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ର ଟାଇଟେଲ ଟ୍ରାକ୍‌ ରିଲିଜ୍‌ ହୋଇସାରିଛି। ଆଉ ଏହା ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଗୋଟିଏ ଦିନ ପୂର୍ବରୁ ଏହାର ଟିଜର ରିଲିଜ୍‌ ହୋଇଥିବା ବେଳେ ଏବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri