୫୫ ହଜାରର ଲେହେଙ୍ଗା ପରେ ୩୭କୋଟି ଟଙ୍କାର ସୁନାର ପୋଷାକକୁ ନେଇ ଚର୍ଚ୍ଚାରେ ଉର୍ବଶୀ

ମୁମ୍ବାଇ: ବଲିଉଡ୍ ବିୟୁଟି ଉର୍ବଶୀ ରୌତେଲା ବେଳେ ବେଳେ ଏମିତି ଅନ୍ଦାଜରେ ଉଭା ହୋଇ ଥାଆନ୍ତି ଯେ ପ୍ରଶଂସକଙ୍କ ହୋସ୍ ଉଡାଇ ଦେଇଥାଆନ୍ତି । ନିକଟରେ ବଲିଉଡ୍ ଗାୟିକା ନେହା କକ୍କରଙ୍କ ବିବାହ ଉତ୍ସବରେ ୫୫ ହଜାର ଟଙ୍କିଆ ଲେହେଙ୍ଗା ପିନ୍ଧି ଚର୍ଚ୍ଚାକୁ ଆସିଥିଲେ ଉର୍ବଶୀ । ଏହି ଲେଜର କଟ୍ ଲେହେଙ୍ଗାରେ ଅବଶ୍ୟ ଖୁବ୍ ସୁନ୍ଦର ଲାଗୁଥିଲେ ଅଭିନେତ୍ରୀ । କିନ୍ତୁ ଏହାର ଦାମ ସମସ୍ତଙ୍କୁ ଚକିତ କରିଥିଲା । ଏହାସହ ଅବଶ୍ୟ ତାଙ୍କ ଜୁଏଲାରୀର ଦାମକୁ ମିଶାଯାଇଥିଲା । ରେନୁ ଟଣ୍ଡନଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ଡ୍ରେସ ପିନ୍ଧିବା ସହ ତାଙ୍କ ଜୁଏଲାରୀ ବି ଦେଖିବା ଭଳି ହାଇଥିଲା । ଚଳିତ ବର୍ଷ ଉର୍ବଶୀ ଫିଟନେଓ ଓମେନ୍ ଅଫ୍ ଦ ଇୟର ଭାବେ ବଛାଯାଇଥିଲେ । ଏହାସହ ଏବେ ତାଙ୍କୁ ବିଶ୍ୱର ସବୁଠାରୁ ସୁନ୍ଦର ମହିଳା କ୍ଲିଓପାର୍ଟ ହେବା ଲାଗି ମନୋନୀତ କରାଯାଇଥିବା ବେଳେ ଏଥିପାଇଁ ସେ ୩୭ କୋଟି ଟଙ୍କାର ଡ୍ରେସ୍ ପିନ୍ଧିଥିବା କୁହାଯାଏ । ଯାହା ସୁନାରେ ତିଆରି । ଏବେ ଏହାର କିଛି ଫଟୋ ଓ ଭିଡିଓ ସେ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ମଧ୍ୟ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ସୁପରହିଟ୍‌ ଫିଲ୍ମର ୩ ମିନିଟର ଦୃଶ୍ୟର ଶୁଟିଂ ପାଇଁ ଲାଗିଥିଲା ୩ ବର୍ଷ: ଜାଣନ୍ତୁ…

ମହାନାୟକ ଅମିତାଭ ବଚ୍ଚନ ଏବଂ ଧର୍ମେନ୍ଦ୍ରଙ୍କ ଅଭିନୀତ ଫିଲ୍ମ ‘ଶୋଲେ’ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ସଫଳ ସିନେମା ମଧ୍ୟରେ ଅନ୍ୟତମ। ଅମିତାଭ, ଧର୍ମେନ୍ଦ୍ରଙ୍କ ସମେତ...

‘ବାହୁବଳୀ ୨’କୁ ପଛରେ ପକାଇଲା ‘ପଠାନ’

ବଲିଉଡର ମେଗା ସୁପରଷ୍ଟାର ଶାହରୁଖ ଖାନ ଫିଲ୍ମ ‘ପଠାନ’ ଜରିଆରେ ବଡ ପରଦାରେ ଦୃଢ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ପଠାନ’...

ପିଲାବେଳର ଭିଡିଓ ଶେୟାର କଲେ ଅନନ୍ୟା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ରବିବାର ବିଶ୍ୱ ମାତୃ ଦିବସ ଅବସରରେ ନିଜର ପିଲାବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି...

ହାଇକୋର୍ଟ ଗଲେ ବାବୁସାନ୍‌

କଟକ ଅଫିସ,୨୭ା୭: ଓଲିଉଡ୍‌ ଅଭିନେତା ବାବୁସାନ୍‌ ମହାନ୍ତି ବୁଧବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଜଧାନୀ ରାଜରାସ୍ତାରେ ଅଭିନେତା ବାବୁସାନ୍‌, ସ୍ତ୍ରୀ ତୃପ୍ତି ଏବଂ ଅଭିନେତ୍ରୀ ପ୍ରକୃତି...

ଆଜି ବିଗ୍‌ବସ୍‌ ଫିନାଲେ: ଟଙ୍କା ବ୍ୟାଗ୍‌ ନେଇ ବାହାରିବେ ପାରସ୍‌, ଆରତୀ ୫ମ ସ୍ଥାନରେ; ବିଜେତାଙ୍କ ପାଇଁ ହେବ ଲାଇଭ୍‌ ଭୋଟିଂ

ବମ୍ବେ: ବିଗ୍‌ବସ୍‌’ର ସବୁଠାରୁ ଲୋକପ୍ରିୟ ସିଜନ ଶେଷ ହେବ। ଶନିବାର ଶୋ’କୁ ତାର ବିଜେତା ମିଳିବ। ହେଲେ କିଏ ଜିତିବ ତାକୁ ନେଇ ଚର୍ଚ୍ଚା। ସବୁଥରଠାରୁ...

ଅରବାଜ କିଣିଲେ ନୂଆ ଘର, ଲୁଲିଆଙ୍କ ସହ ପହଞ୍ଚିଲେ ସଲମାନ

ବଲିଉଡ ଅଭିନେତା ତଥା ସଲମାନଙ୍କ ଭାଇ ଅରବାଜ ଖାନ ମୁମ୍ବାଇରେ ଏକ ନୂଆ ଘର କିଣିଛନ୍ତି। ନିକଟରେ ନୂଆ ଘରେ ସେ ଏକ ପାର୍ଟିର ଆୟୋଜନ...

ମୁନ୍ନି ପରେ ‘ମୁନ୍ନା ବଦ୍‌ନାମ୍‌ ହୁଆ’..ଗୀତ ରିଲିଜ୍‌

ଦବଙ୍ଗ-୩ର ଜବରଦସ୍ତ ଟ୍ରେଲର ରିଲିଜ୍‌ ହେବା ପରେ ଏବେ ବ୍ୟାକ୍‌ ଟୁ ବ୍ୟାକ୍‌ ଗୀତ୍‌ଗୁଡିକ ମଧ୍ୟ ରିଲିଜ୍‌ ହୋଇଛି। ଦବଙ୍ଗ ଫିଲ୍ମର ମୁନ୍ନି ବଦ୍‌ନାମ ହୁୟି..ଗୀତଟି...

ସୋନମଙ୍କ ପୁଅର ନିକନେମ ରିଭିଲ କଲେ ମାଉସୀ ରିଆ

ମୁମ୍ବାଇ: ବଲିଉଡ ନାୟିକା ସୋନମ କପୁର ହସ୍ପିଟାଲରୁ ଡିସଚାର୍ଜ ହୋଇ ସାରିଛନ୍ତି । ପତି ଆନନ୍ଦ ଆହୁଜା ଓ ପୁଅ ସହ ପିତା ଅନିଲ କୁପରଙ୍କ...

Advertisement
Archives

Model This Week