Home Left

ନର୍ସିିଂହୋମ୍‌ ସିଲ୍‌ କଲା ପ୍ରଶାସନ

ଯୋଡ଼ା,୧୦ା୭(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଓ ବଡବିଲ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସାଧାରଣରେ ଆତଙ୍କ ଖେଳିଯାଇଛି। ଯୋଡ଼ା ସହରରେ ଥିବା ଏକ ନର୍ସିିଂହୋମ୍‌କୁ ଆସିଥିବା ବଡବିଲ ଭଦ୍ରାସାହି ଅଞ୍ଚଳର ଜଣେ ରୋଗୀଙ୍କଠାରେ କରୋନା ପଜିଟିଭ ଜଣାପଡ଼ିବାରୁ…

ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କୁ ଅପହରଣ

ସମ୍ବଲପୁର,୧୦ା୭(ବ୍ୟୁରୋ)-ସମ୍ବଲପୁର ଜିଲା ଶାସନ ଥାନା ଅଧୀନ ବାଇପାସ୍‌ ରାସ୍ତାରେ ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ବନ୍ଧୁକ ଦେଖାଇ ଜଣେ ବ୍ୟବସାୟୀଙ୍କୁ କେତେକ ଅଚିହ୍ନା ଯୁବକ ଉଠାଇ ନେଇଛନ୍ତି। ଏହି ବ୍ୟବସାୟୀ ଜଣକ ହେଲେ ଅଇଁଠାପାଲି ଥାନା ନୂଆପଡାର ନରେଶ ଅଗ୍ରୱାଲ (୬୩)। ତେବେ…

ଘୋଷଣା ହେଲା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର: ଜାଣନ୍ତୁ ଏଥର କେଉଁମାନେ ପୁରସ୍କୃତ ହେବେ….

ଭୁବନେଶ୍ୱର, ୧୦।୭(ବ୍ୟୁରୋ)- ଶେଷରେ ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ୨୦୧୫ ଓ ୨୦୧୬ ବର୍ଷ ପାଇଁ ଶୁକ୍ରବାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ଏଥିପାଇଁ ବିଭିନ୍ନ ବିଭାଗରେ ବହୁ ପ୍ରତିଷ୍ଠିତ ଲେଖକ ତଥା ନାଟ୍ୟକାର, ଔପନ୍ୟାସିକଙ୍କୁ ଏକାଡେମୀ ପକ୍ଷରୁ…

ପ୍ଲାଜମା ଥେରାପିର ହବ୍‌ ହେବ ଏସ୍‌ସିବି

ଭୁବନେଶ୍ୱର, ୧୦।୭(ବ୍ୟୁରୋ)- କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟରେ ଖୁବ୍‌ଶୀଘ୍ର ପ୍ଲାଜମା ଥେରାପି ଆରମ୍ଭ ହେବ। ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ, କିମ୍ସ, ଏସଏମ ହସ୍ପିଟାଲ ଏବଂ ଅଶ୍ୱିନୀ ହସ୍ପିଟାଲ ଆଦି ୪ଟି ହସ୍ପିଟାଲରେ ପ୍ଲାଜମା ଥେରାପିର ବ୍ୟବସ୍ଥା କରାଯିବ।…

ସୁଶାନ୍ତଙ୍କ ହତ୍ୟା ପଛରେ ଦାଉଦ ଇବ୍ରାହିମ ଗ୍ୟାଙ୍ଗ

ମୁମ୍ବାଇ, ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପ୍ରଶଂସକ। ଇତି ମଧ୍ୟରେ ତାଙ୍କ ମୃତ୍ୟୁକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ଏପରିସ୍ଥିତିରେ ପୂର୍ବତନ ର ଅଫିସର ଏନ.କେ ସୁଦ ସୁଶାନ୍ତଙ୍କ…

ଅପରାଧୀ ପୁଅର ମୃତଦେହ ନେବାକୁ ମନାକଲେ ମା’

କାନପୁର,୧୦।୭: ପୋଲିସ ଏନ୍‌କାଉଣ୍ଟରରେ ଶୁକ୍ରବାର କୁଖ୍ୟାତ ଅପରାଧୀ ବିକାଶ ଦୁବେଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଥିଲା। ଏହା ପୂର୍ବରୁ ତାଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା ଯାହାର ରିପୋର୍ଟ ନେଗେଟିଭ ଆସିଥିଲା। ମୃତଦେହ ବ୍ୟବଚ୍ଛେଦ ସରିଥିଲେ ମଧ୍ୟ ସନ୍ଧ୍ୟା…

ପ୍ରେମରେ ସଫଳ ନୁହନ୍ତି କ୍ୟାଟ୍ରିନା !

ମୁମ୍ବାଇ: ବଲିଉଡ୍‌ ବିୟୁଟି କୁଇନ୍‌ କ୍ୟାଟ୍ରିନା କୈଫ ଲକ୍ଷେ ଦିଲ୍‌ କି ଧଡକନ୍‌। କୁହାଯାଏ ତାଙ୍କ ପାଇଁ ପାଗଳ ଅନେକ ଯୁବକ। ତାଙ୍କର ଅଭିନୟ ସାଙ୍ଗକୁ ଶାନ୍ତ ସରଳ ଚେହେରା ଅନେକ ଲୋକଙ୍କ ମନ କିଣିଥାଏ। କିନ୍ତୁ ଏହି ନାୟିକା କୁଆଡେ…

ଦେଶରେ ମହିଳାଙ୍କ ତୁଳନାରେ ୨ଗୁଣା କରୋନା ସଂକ୍ରମିତ ହେଉଛନ୍ତି ପୁରୁଷ

ନୂଆଦିଲ୍ଲୀ,୧୦।୭: କରୋନା ମହାମାରୀ ଏବେ ସାରା ବିଶ୍ୱର ଚିନ୍ତାକୁ ବଢାଇ ଦେଇଥିବା ବେଳେ ଦେଶରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ଛୁଇଁବାକୁ ଯାଉଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ୨୬,୫୦୬ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ସୁଦ୍ଧା…

ରାହୁଲଙ୍କ ପରାମର୍ଶଦାତାଙ୍କ ନାଁ କହିଲେ ଶିବରାଜ ଦେବେ ୧ଲକ୍ଷ ଟଙ୍କା ପୁରସ୍କାର !

ନୂଆଦିଲ୍ଲୀ,୧୦।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କଂଗ୍ରେସ ଉପରେ ଖୁବ୍‌ ବର୍ଷିଛନ୍ତି। ସେ ଶୁକ୍ରବାର କହିଛନ୍ତି କଂଗ୍ରେସ ଶାସନ ସମୟରେ ମଧ୍ୟପ୍ରଦେଶକୁ ବହୁ ବର୍ଷ ପଛକୁ ନେଇଯାଇଛି। ଏମିତିକି ସେ ସିଧାସଳଖ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଜଣାପଡୁନି…

ବିକାଶ ଦୁବେ ଏନ୍‌କାଉଣ୍ଟର: ବ୍ୟବଚ୍ଛେଦ ଘର ବାହାରେ ପୋଲିସକୁ କରାଗଲା ସମ୍ମାନୀତ

କାନପୁର,୧୦।୭: ଉତ୍ତର ପ୍ରଦେଶ କାନପୁରର ବେକରୁ ଗାଁରେ ସିଓଙ୍କ ସମେତ ୮ ପୋଲିସଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗୁରୁବାର ଗିରଫ ହୋଇଥିବା ଅପରାଧୀ ବିକାଶ ଦୁବେ ପୋଲିସ ଏନ୍‌କାଉଣ୍ଟରରେ ଶୁକ୍ରବାର ପ୍ରାଣ ହରାଇଛନ୍ତି। ଏହି ଘଟଣା ପରେ ବେକରୁ ଗାଁରେ ଖୁସିର…

ଏହି ୪ କାରଣରୁ ଭାଙ୍ଗିଯାଏ ସମ୍ପର୍କ… ଜାଣନ୍ତୁ…

ସମ୍ପର୍କରେ ବୁଝାମଣାକୁ ଅଧିକ ଗୁରୁତ୍ୱ ଦିଆଯାଏ। ଯଦି ବୁଝାମଣା ଠିକ୍‌ ରହେ ତେବେ ସାଥୀଙ୍କ ମଧ୍ୟରେ ମନମାଳିନ୍ୟ କମ୍‌ ହୁଏ। ବେଳେ ବେଳେ ଛୋଟ ଛୋଟ କଥାକୁ ନେଇ ମନମାଳିନ୍ୟ ସୃଷ୍ଟି ହୋଇଥାଏ। ଯାହା ପରେ ବିରାଟ ରୂପ ନେଇଥାଏ। ତେବେ…

ଶିଶୁଙ୍କୁ ବୋତଲ କ୍ଷୀର ପିଆଉଛନ୍ତି କି.. ଦେଖାଦେଇପାରେ ଏସବୁ ସମସ୍ୟା

ଶିଶୁକୁ ୬ ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇବା ଉଚିତ। ଅନେକ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ୬ ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇବା ପିଲାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସ୍ତନ୍ୟପାନ ଶିଶୁକୁ ଆବଶ୍ୟକ ପୁଷ୍ଟି ଯୋଗାଇଥାଏ। କୁହାଯାଏ ଯେ ଶିଶୁ ୬…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri