Home Left

ଏହି ଫିଲ୍ମକୁ ୧୦୦ରୁ ଅଧିକ ଥର ଦେଖିଥିଲେ ବିକାଶ ଦୁବେ, ଘଟାଇ ଚାଲିଥିଲେ ଅପରାଧ

ମୁମ୍ବାଇ: କୁଖ୍ୟାତ ଅପରାଧୀ ବିକାଶ ଦୁବେଙ୍କ ଅସଲ ଜୀବନରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଦିଗ ଫିଲ୍ମ ଷ୍ଟାଇଲ୍‌ରେ ହିଁ ହୋଇଛି। ୧୯୯୯ ମସିହାରେ ରିଲିଜ ହୋଇଥିବା ଏକ ଫିଲ୍ମକୁ ସେ ଥରେ ନୁହେଁ, ୧୦୦ରୁ ଅଧିକ ଥର ଦେଖିଥିଲେ। ଏଥିରେ ଅଭିନୟ…

ଏହି ୧୧ ଆପ୍‌ ଉପରେ ବ୍ୟାନ୍‌ ଲଗାଇଲା ଗୁଗୁଲ, ଫୋନରେ ଥିଲେ ତୁରନ୍ତ କାଟନ୍ତୁ..!

ଅନେକ ସମୟରେ ସୋସିଆଲ ମିଡିଆ ଠକେଇ ଘଟଣା ସାମ୍ନାକୁ ଆସିଥାଏ। ସ୍ମାର୍ଟଫୋନ୍‌ରୁ ଡାଟା ଚୋରି କରି ଏଭଳି କାର୍ଯ୍ୟ କରାଯାଇଥାଏ। ଏହା ଜଣାପଡ଼ିବା ପରେ ଗୁଗୁଲ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ସ୍ବରୂପ କିଛି ଆପ୍‌କୁ କାଢ଼ି ଦିଆଯାଏ। ସେଭଳି କିଛି ଘଟଣାକ୍ରମରେ ଗୁଗୁଲ…

ଅଲଗା ହେବେ ସୁସ୍ମିତାଙ୍କ ଭାଇ-ଭାଉଜ !

ବମ୍ବେ: ଭାଙ୍ଗିବ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବ ସେନ୍‌ ଏବଂ ଭାଉଜ ଚାରୁ ଅସୋପାଙ୍କ ବିବାହ। ଏଭଳି କିଛି ଚର୍ଚ୍ଚା ଏବେ ହେବାରେ ଲାଗିଛି। ଏହା ପଛରେ କାରଣ ମଧ୍ୟ ରହିଛି। ଆଜିକାଲି ନିଜ ଇନ୍‌ଷ୍ଟାଗ୍ରାମରେ ଚାରୁ ଭାବବିହ୍ବଳ କଥା…

କରୋନା ରୋଗୀଙ୍କୁ ଆମ୍ବୁଲାନ୍ସରେ ୭ କିମି ନେବା ପାଇଁ ଚାର୍ଜ କରାଗଲା ୮ ହଜାର

ମୁମ୍ବାଇ: କରୋନା ମହାମାରୀ ସମୟରେ ଅନେକ ଖବରମାନ ଶୁଣିବାକୁ ମିଳୁଛି। କେତେବେ ରୋଗୀଙ୍କୁ ହସ୍ପିଟାଲରେ ବେଡ୍‌ ମିଳୁ ନାହିଁ ତ ଆଉ କେତେବେଳେ ଆମ୍ବୁଲାନ୍ସ। ଏବେ ଆଉ ଏକ ଆଶ୍ଚର୍ଯ୍ୟ ଜନକ ଖବରସମ୍ମୁଖକୁ ଆସିଛି । ମୁମ୍ବାଇର ଜଣେ ଆମ୍ବୁଲାନ୍ସ ଡ୍ରାଇଭର…

ମ୍ୟାଚ୍‌ ମଝିରେ ଅମ୍ପାୟରଙ୍କ ଦ୍ୱାରା ଚୁଟି କାଟିଥିଲେ ଗାଭାସ୍କର

ନୂଆଦିଲ୍ଲୀ, ୧୧।୭- ଭାରତୀୟ କ୍ରିକେଟ୍‌ରେ ଲିଟିଲ୍‌ ମାଷ୍ଟର ଭାବେ ପରିଚିତ ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ନିକଟରେ ତାଙ୍କ ୭୧ତମ ଜନ୍ମଦିବସ ପାଳନ କରିଛନ୍ତି। ମାତ୍ର ୨୨ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ଗାଭାସ୍କର ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ…

ମୀରା ରାଜପୁତଙ୍କ ମେସେଜ୍‌ ଚାଟ୍‌ର ସ୍କ୍ରିନ୍‌ଶଟ୍‌ ଭାଇରାଲ, ଏଥିରେ ସ୍ବାମୀଙ୍କ ନାଁ କ’ଣ ରହିଛି ଜାଣନ୍ତୁ

ମୁମ୍ବାଇ : ଶାହିଦ କପୁର ଏବଂ ମୀରା ରାଜପୁତଙ୍କୁ ବଲିଉଡ୍‌ର ପର୍‌ଫେକ୍ଟ ଯୋଡ଼ି କୁହାଯାଏ। ଲକ୍‌ଡାଉନ୍‌ ସମୟରେ ଏହି ଯୋଡ଼ି ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ପ୍ରତିଦିନ କିଛି ନା କିଛି…

କିରନ ମୋରେଙ୍କୁ ବ୍ୟାଟ୍‌ରେ ପିଟିବାକୁ ଉଦ୍ୟମ କରିଥିଲେ ଏହି ପାକିସ୍ତାନ କ୍ରିକେଟର୍‌

ନୂଆଦିଲ୍ଲୀ, ୧୧।୭- ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ କିରନ ମୋରେଙ୍କୁ ଏକଦା ଗୋଟିଏ ଟେଷ୍ଟ ମ୍ୟାଚ୍‌ ସମୟରେ ପାକିସ୍ତାନର ସଲିମ୍‌ ମଲିକ ବ୍ୟାଟ୍‌ରେ ବାଡ଼େଇବା ପାଇଁ ଉଦ୍ୟମ କରିଥିଲେ। ୧୯୮୯ରେ କରାଚୀର ନ୍ୟାଶନାଲ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ…

୩ ବର୍ଷର ଶିଶୁକୁ ଛାଡି ପ୍ରେମିକ ସହ ବୁଲିବାକୁ ଗଲେ ମା’, ଆଉ ତା’ପରେ…

ମା’ ନିଜର ୩ ବର୍ଷର ଶିଶୁକୁ ଏକାକୀ ଘରେ ଛାଡି ପ୍ରେମିକ ସହ ବୁଲିବାକୁ ଚାଲିଗଲେ। ଏକ ସପ୍ତାହରୁ ଊର୍ଦ୍ଧ୍ୱ ଅର୍ଥାତ୍‌ ୮ ଦିନ ପରେ ଘରକୁ ଫେରିବା ପରେ ଭୋକ ଉପାସରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା। ଏଭଳି ଏକ ଅଭାବନୀୟ…

୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷିବ, ୧୭ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୧ା୭(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତରଓଡ଼ିଶାର କିଛି ଜିଲାରେ ବର୍ଷା ହେବା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏଥିସହିତ ଦକ୍ଷିଣ ଓଡ଼ିଶାରେ ମଧ୍ୟ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ମିଳିଥିବା…

ମହାନଦୀ ଜଳ ବିବାଦ: ଅଗଷ୍ଟ ୮ରେ ପରବର୍ତ୍ତି ଶୁଣାଣି

ନୂଆଦିଲ୍ଲୀ,୧୧।୭: ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଆରମ୍ଭ ହୋଇଛି। ଭିଡିଓ କନଫରେନ୍ସିଂ ଜରିଆରେ ଏହି ଶୁଣାଣି ହୋଇଥିବା ବେଳେ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ସରକାର ନିଜ ପକ୍ଷ ରଖିଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ କିଛି ଅତିରିକ୍ତ…

ଟେଲି ପରଦାରେ ଈଶାନ୍‌-ତବ୍ବୁଙ୍କ ରୋମାନ୍ସ

ବମ୍ବେ: ରିଲିଜ ହୋଇଛି ଟେଲିଭିଜନ ସିରିଜ ‘ଏ ସୁଇଟେବୁଲ୍‌ ବୟ’ର ଟ୍ରେଲର। ଏଥିରେ ଅଭିନେତା ଈଶାନ ଖଟ୍ଟର ଏବଂ ଅଭିନେତ୍ରୀ ତବ୍ବୁଙ୍କ ରୋମାନ୍ସ ଚର୍ଚ୍ଚାର ବିଷୟ ପାଲଟିଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ମୀରା ନାୟର। ୧୯୫୧ ମସିହାର କାହାଣୀ ଏଥିରେ ଦେଖିବାକୁ…

ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହେଁ: ରାହାନେ

ନୂଆଦିଲ୍ଲୀ,୧୧।୭(ପି.ଟି.): ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଆଜିଙ୍କ ରାହାନେ ଦିନିକିଆ ଫର୍ମାଟକୁ ଫେରିବାକୁ ଇଚ୍ଛା ଜାହିର କରିଛନ୍ତି। ଶେଷଥର ପାଇଁ ୨୦୧୮ ଫେବୃୟାରୀରେ ଦିନିକିଆ ଖେଳିଥିଲେ। ପ୍ରତ୍ୟାବର୍ତ୍ତନ ପାଇଁ ତାଙ୍କ ପାଖରେ ଦକ୍ଷତା ଅଛି ବୋଲି ସେ ଭାବୁଛନ୍ତି। ୩ ଯାକ ଫର୍ମାଟ୍‌ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri