ଏସ୍‌ସି, ଏସ୍‌ଟି ଛାତ୍ରୀଛାତ୍ରଙ୍କ ସ୍କଲାରଶିପ୍‌ରେ ହେବନାହିଁ କୌଣସି ପରିବର୍ତ୍ତନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮।୧୧(ବ୍ୟୁରୋ): ଏସ୍‌ସି, ଏସ୍‌ଟି ଛାତ୍ରୀଛାତ୍ରଙ୍କ ପୋଷ୍ଟ ମାଟ୍ରିକ୍‌ ସ୍କଲାରଶିପ୍‌ରେ କୌଣସି ପରିବର୍ତ୍ତନ ହେବ ନାହିଁ। ଛାତ୍ରୀଛାତ୍ର ପ୍ରଚଳିତ ହାରରେ ସ୍କଲାରଶିପ୍‌ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏସ୍‌ସି, ଏସ୍‌ଟି ଉନ୍ନୟନ ବିଭାଗ ଦ୍ୱାରା ଏ ସମ୍ପର୍କରେ ପ୍ରକାଶିତ ରେଜୁଲେଶନକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଆଦେଶ ଦେବା ସହ ଏ ସମ୍ପର୍କିତ ଫାଇଲ୍‌ଟିକୁ ଅନୁଧ୍ୟାନ ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ ଆଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତୀକ୍ଷାର ଘଟିଲା ଅନ୍ତ: ଭକ୍ତଙ୍କୁ ଦର୍ଶନ ଦେଲେ ବାବା ଆଖଣ୍ଡଳମଣି

ଆରଡ଼ି,୨୩ା୮(ଡି.ଏନ୍‌.ଏ.): ଦୀର୍ଘ ୪ ମାସ ପରେ ସୋମବାର ଖୋଲିଛି ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣି ମନ୍ଦିର। ସକାଳ ୬ଟାରୁ କୋଭିଡ୍‌ କଟକଣା ମଧ୍ୟରେ...

ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା

ପୁରୁଷୋତ୍ତମପୁର,୧।୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା କଇଠଡା ଗ୍ରାମରେ ଶନିବାର ରାତିରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ସେ ହେଲେ କଇଠଡାର ଡାକ୍ତର...

ଥାନାରେ ନିର୍ଦ୍ଦୋଷ ଅଟୋ ଚାଳକଙ୍କୁ ମାଡ଼

କଟକ ଅଫିସ,୩୧ା୧୦: ରାଜଧାନୀର ନନ୍ଦନକାନନ ଥାନାରେ ଜଣେ ନିର୍ଦ୍ଦୋଷ ଅଟୋ ଚାଳକଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି। ୧୪ ଘଣ୍ଟାର ଅଟକ ପରେ କୌଣସି...

୧୯ରେ ଯୁକ୍ତ ୨ ବାଣିଜ୍ୟ ଓ ୩୧ ପୂର୍ବରୁ ପ୍ରକାଶ ପାଇବ କଳା ପରୀକ୍ଷା ଫଳ

ଭୁବନେଶ୍ୱର,୧୭।୮(ବ୍ୟୁରୋ)-ଆସନ୍ତା ୧୯ରେ ପ୍ରକାଶ ପାଇବ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ। ୧୯ ତାରିଖ ଦିନ ୧୧ଟା ୩୦ରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ।...

ଗଁ।କୁ ନାହିଁ ସବୁଦିନିଆ ପକ୍କାରାସ୍ତା: ବିଧାୟକଙ୍କୁ ଭେଟିଲେ ଗ୍ରାମବାସୀ

ଭଦ୍ରକ ଅଫିସ, ୨୧।୮: ଭଦ୍ରକ ବ୍ଲକ ଦଇସିଂ ପଞ୍ଚାୟତ କୁଶୁନନଗର ମୌଜାର ବଢେଇଗଡିଆ ଗଁ।କୁ ନାହିଁ ସବୁଦିନିଆ ପକ୍କାରାସ୍ତା। ଫଳରେ ଲୋକେ ଯାତାୟାତ କରିବାରେ ଅସୁବିଧାର...

ଭଙ୍ଗାହେଲା ମଟନ ହୋଟେଲ

ଭୁବନେଶ୍ୱର, ୧୭।୯ (ବ୍ୟୁରୋ): ନିୟମ ଉଲ୍ଲଂଘନ କରି ବ୍ୟବସାୟ କରିବା ଓ ପରେ ବିଏମ୍‌ସି ନିର୍ଦ୍ଦେଶକୁ ଅବମାନନା କରିବା ଶେଷରେ ମହଙ୍ଗା ପଡିଛି। ଦୂରଦର୍ଶନ କେନ୍ଦ୍ର...

ବାତିଲ ହେଲା ଗସ୍ତ, ୧୨ରେ ଓଡ଼ିଶା ଆସିବେନି ଶାହା

ଭୁବନେଶ୍ୱର,୪।୨(ବ୍ୟୁରୋ):  ଆସନ୍ତା ୧୨ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଥିବାବେଳେ ଏହା ବାତିଲ ହୋଇଯାଇଛି। କେଉଁ କାରଣରୁ ଶାହାଙ୍କ ଗସ୍ତକୁ ବାତିଲ...

‘୫-ଟି’କୁ କଟାକ୍ଷ କଲେ ସୁର: କହିଲେ ‘ଟି ନା ଚା’

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ରାଜ୍ୟବାସୀଙ୍କୁ ସୁଶାସନ ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘୫-ଟି’ କାର୍ଯ୍ୟକ୍ରମକୁ ବିଭିନ୍ନ ସମୟରେ ବିରୋଧୀ ଦଳ ପକ୍ଷରୁ ସମାଲୋଚନା...

Advertisement
Archives

Model This Week