ଚୋରାରେ ଚାଲିଥିଲା ବାଣ ବ୍ୟବସାୟ: ୨ ଦୋକାନ ସିଲ୍
ଖୋର୍ଦ୍ଧା ଅଫିସ,୧୧।୧୧: କରୋନା ଲାଗି ସରକାର ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବାଣ ବିକ୍ରି ଏବଂ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି। ଅନ୍ୟପଟେ ଖୋର୍ଦ୍ଧା ଜିଲା ଜଟଣୀ ନିକଟ ନଥିପୁର ଓ ଜଗନ୍ନାଥପାଟଣାରେ ଚୋରାରେ ବାଣ ବ୍ୟବସାୟ ଚାଲିଥିବା ନେଇ…
ମଣିଷ ପ୍ରାଣୀଙ୍କ ମଧ୍ୟରେ ରହିଛି ଏହି ୪ ସମାନ ଗୁଣ
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନିତୀଶାସ୍ତ୍ରରେ ମନୁଷ୍ୟ ଏବଂ ପ୍ରାଣୀଙ୍କ ମଧ୍ୟରେ ପାର୍ଥକ୍ୟ ବିଷୟରେ କହିଛନ୍ତି। ଯଦିଓ ମଣିଷ ଏବଂ ପ୍ରାଣୀଙ୍କ ଅନେକ କାର୍ଯ୍ୟ ସମାନ, ଗୋଟିଏ ମଣିଷଙ୍କୁ ଉନ୍ନତ କରିଥାଏ। ଯାହା ପ୍ରାଣୀଙ୍କ ପାଖରେ ନାହିଁ। ଚାଣକ୍ୟ ଏକ ଶ୍ଳୋକ ମାଧ୍ୟମରେ…
ଏହି ଦେଶରେ ବାପା ହେଲେ ପୁରୁଷଙ୍କୁ ମିଳିଥାଏ ସର୍ବାଧିକ ଛୁଟି ସହ ପୂରା ଦରମା
ସାଧାରଣତଃ ପିଲା ଜନ୍ମ ହେଲେ କାର୍ଯ୍ୟସ୍ଥଳରେ ମା’ଙ୍କୁ ଛୁଟି ମିଳିଥାଏ। ମାତ୍ର କେଉଁଠି ବାପାଙ୍କୁ ଛୁଟି ମିଳୁଥିବାର ଶୁଣିଛନ୍ତି। ଆଜ୍ଞା ହଁ, ଏମିତି ଏକ ଦେଶ ହେଉଛି ଜାପାନ। ଯେଉଁଠି ସନ୍ତାନ ଜନ୍ମ ହେଲେ ବାପାଙ୍କୁ କାର୍ଯ୍ୟସ୍ଥଳରେ ସର୍ବାଧିକ ଛୁଟି ମିଳିଥାଏ।…
ଅଧିକ ସୁନ୍ଦରୀ ହୋଇଥିବାରୁ ଏହି ମଡେଲକୁ ବ୍ୟାନ୍ କରିଦେଲା ଡେଟିଂ ଆପ୍ ଟିଣ୍ଡର: ପୋଷ୍ଟ ଲେଖି କହିଲେ ଏପରି…
ଖରାପ ବିଷୟବସ୍ତୁ ଅଥବା ନିୟମ ଉଲ୍ଲଂଘନ କରିବାର କାରଣରୁ ସୋସିଆଲ ମିଡିଆରେ କାହାକୁ ବାରଣ କରାଯିବା କଥା ଆପଣ ଶୁଣିଥାଇପାରନ୍ତି। ହେଲେ ବେଶି ସୁନ୍ଦର ହେବା ଯୋଗୁ ଜଣେ ମଡେଲଙ୍କୁ ଡେଟିଂ ଆପ୍ ଟିଣ୍ଡର ବାରମ୍ବାର ତାଙ୍କ ଅଫିସିଆଲ ଆକାଉଣ୍ଟକୁ ବାରଣ…
ଦୀପାବଳି ରାତିରେ ଏସବୁ ଜୀବକୁ ଦେଖିବା ଶୁଭ: ବର୍ଷ ସାରା ଘରେ ହେବ ଧନ ବର୍ଷା
ପ୍ରାୟ ସମସ୍ତେ ଦୀପାବଳିକୁ ଅପେକ୍ଷା କରି ରହିଥାନ୍ତି। କାରଣ ଏହି ଦିନରେ ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କଲେ ଘରେ ସୁଖ, ସମୃଦ୍ଧି, ଏବଂ ଶାନ୍ତି ଆସିଥାଏ। ତେବେ ପୂଜା ପରେ ଦୀପାବଳି ରାତିରେ କିଛି ଏପରି ଜୀବକୁ ଦେଖିବା ବର୍ଷସାରା ଶୁଭ…
କ୍ୟାନସର ହେବା ନାଁରେ ଅର୍ଥ ସଂଗ୍ରହ କରି ଏପରି ଉଡ଼ାଉଥିଲେ ମହିଳା, ଜଣାପଡ଼ିବା ପରେ…
ଲଣ୍ଡନ,୧୧ା୧୧: ବ୍ରିଟେନର ଜଣେ ମହିଳା ଅର୍ଥ ହଡ଼ପ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଏହି ମହିଳା ନିଜକୁ ଜଣେ କର୍କଟ ରୋଗୀ କହି ଅନ୍ଲାଇନ ଯୋଗେ ପାଣ୍ଠି ମାଗୁଥିଲେ। ଆଉ ଏହି ପାଣ୍ଠି ପାଇବା ପରେ ସେ ଅନ୍ଲାଇନ ଜୁଆ ସମେତ…
ଗ୍ଲାମର ଦୁନିଆ ଛାଡ଼ି ଏବେ ଯୋଗିନୀ ଏସବୁ ଅଭିନେତ୍ରୀ: ପ୍ରଶଂସକଙ୍କୁ କରିଛନ୍ତି ଚକିତ
ବମ୍ବେ: କଳାକାରଟିଏ ହେବାର ସ୍ବପ୍ନ ନେଇ ଅନେକ ମୁମ୍ବାଇ ମୁହାଁ ହୋଇଥାନ୍ତି। ଏଥିପାଇଁ ସହରକୁ ସ୍ବପ୍ନର ସହର ବୋଲି କୁହାଯାଏ। ଅନେକ ଆଶାୟୀଙ୍କ ସ୍ବପ୍ନ ଏଠାରେ ପୂରଣ ହୋଇଛି, କେତେକ ନିରାଶ ହୋଇଛନ୍ତି। ହେଲେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯିଏ…
୬୨ ଦିନ ଧରି କୋମାରେ ଥିଲେ ଯୁବକ, ଏହି ଖାଦ୍ୟ ନାଁ ଶୁଣି ଆସିଗଲା ହୋସ୍
କୁହାଯାଏ, ମନପସନ୍ଦର ଖାଦ୍ୟ ନାଁ ଶୁଣିଲେ ପାଟିରେ ଲାଳ ଆସିଯାଏ। ମାତ୍ର ଖାଦ୍ୟର ନାଁ ଶୁଣି କୋମାରେ ଥିବା ଜଣେ ଯୁବକଙ୍କ ଯେ ହୋସ୍ ଆସିଯିବ ଏହା ସହଜରେ ବିଶ୍ୱାସ କରି ହେଉନାହିଁ। ମାତ୍ର ଏହା ସତ। ଉତ୍ତର-ପଶ୍ଚିମ ତାଇଓ୍ବାନରେ ଏମିତି…
ଖୋଲିଲା ପ୍ରେମ ମନ୍ଦିର
ମଥୁରା,୧୧।୧୧: ଉତ୍ତର ପ୍ରଦେଶର ବୃନ୍ଦାବନସ୍ଥିତ ପ୍ରେମ ମନ୍ଦିର ଦୀର୍ଘ ୮ ମାସ ପରେ ଭକ୍ତଙ୍କ ଦର୍ଶନ ପାଇଁ ଖୋଲାଯାଇଛି। କୋଭିଡ-୧୯ର ଗାଇଡଲାଇନ୍ ଅନୁଯାୟୀ ଏହି ମନ୍ଦିର ଖୋଲାଯାଇଥିବା ଜନସମ୍ପର୍କ ଅଧିକାରୀ ଅଜୟ ତ୍ରିପାଠୀ କହିଛନ୍ତି। ପ୍ରଥମ ଦିନ ଦର୍ଶନ ପାଇଁ ଅନେକ…
ବିନା ମେକ୍ଅପ୍ରେ ଫଟୋ ଶେୟାର କଲେ ବେବୋ, ମୁହଁରେ ସ୍ପଷ୍ଟ ବାରି ହେଉଛି ପ୍ରେଗ୍ନାସି ଗ୍ଲୋ
ଅଭିନେତ୍ରୀ କରୀନା କପୁର ଏବଂ ସୈଫ୍ ଅଲି ଖାଁଙ୍କ ଘରକୁ ଖୁବଶୀଘ୍ର ନୂଆ ଅତିଥି ଆସୁଛନ୍ତି। କରୀନା ତାଙ୍କ ଗର୍ଭାବସ୍ଥା ସମୟକୁ ଖୁବ୍ ଉପଭୋଗ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ନିରନ୍ତର କାର୍ଯ୍ୟ କରୁଛନ୍ତି। ତେବେ କରୀନା ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ…
‘ଶୂନ’ରେ ଆଉଟ୍ ହେବାରୁ ଅଳ୍ପକେ ବର୍ତ୍ତିଲା ଚିରାଗଙ୍କ ଦଳ
ପାଟନା,୧୧।୧୧: ବିହାର ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ସବୁଠୁ ଆଶ୍ଚର୍ଯ୍ୟ କରିଦେବା ଭଳି ନିଷ୍ପତ୍ତି ଲୋକ ଜନଶକ୍ତି ପାର୍ଟି(ଏଲ୍ଜେପି) ପକ୍ଷରୁ ନିଆଯାଇଥିଲା। ଦଳର ଅଧ୍ୟକ୍ଷ ଚିରାଗ ପାଶଓ୍ବାନ ଏକାକୀ ନିର୍ବାଚନ ଲଢିବାକୁ ଘୋଷଣା କରିଥିଲେ। କେନ୍ଦ୍ରରେ ଏନଡିଏ ସହ…
ପ୍ରେମିକାଙ୍କ ଜନ୍ମଦିନ ଉପହାର ପ୍ରେମିକଙ୍କୁ ରାତାରାତି କରିଦେଲା କୋଟିପତି
ସାଧାରଣତଃ ଜନ୍ମଦିନରେ ଲୋକଙ୍କୁ ଉପହାର ସ୍ବରୂପ ଅନେକ ଜିନିଷ ମିଳିଥାଏ। ସେ ଛୋଟ ହେଉ କି ବଡ଼। ଖୁସିରେ ସମସ୍ତେ ପ୍ରଦାନ କରିଥାନ୍ତି। ମାତ୍ର କେବେ ଶୁଣିଛନ୍ତି ଛୋଟମୋଟ ଉପହାର ବି ବେଳେବେଳେ ଭାଗ୍ୟ ଖୋଲିଦେଇଥାଏ। ଆଜ୍ଞା ହଁ, ଏଭଳି ଏକ…

