ଦୀପାବଳି ରାତିରେ ଏସବୁ ଜୀବକୁ ଦେଖିବା ଶୁଭ: ବର୍ଷ ସାରା ଘରେ ହେବ ଧନ ବର୍ଷା

ପ୍ରାୟ ସମସ୍ତେ ଦୀପାବଳିକୁ ଅପେକ୍ଷା କରି ରହିଥାନ୍ତି। କାରଣ ଏହି ଦିନରେ ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କଲେ ଘରେ ସୁଖ, ସମୃଦ୍ଧି, ଏବଂ ଶାନ୍ତି ଆସିଥାଏ। ତେବେ ପୂଜା ପରେ ଦୀପାବଳି ରାତିରେ କିଛି ଏପରି ଜୀବକୁ ଦେଖିବା ବର୍ଷସାରା ଶୁଭ ସହ ଧନ ବର୍ଷା ହୋଇଥାଏ ବୋଲି ବିବେଚନା କରାଯାଏ। ଜାଣନ୍ତୁ କ’ଣ ସେସବୁ।

ଝିଟିପିଟି

ଯଦିଓ ଅନେକ ଲୋକେ ଝିଟିପିଟିକୁ ଭୟ କରନ୍ତି, ମାତ୍ର ଦୀପାବଳି ଦିନ ପୂଜା କରିବା ପରେ ଘରର କୌଣସି କାନ୍ଥ, କୋଣ ଇତ୍ୟାଦିରେ ତାହାକୁ ଶୁଭ କୁହାଯାଏ। ବିଶ୍ୱାସ କରାଯାଏ ଯେ, ଲକ୍ଷ୍ମୀ ଆପଣଙ୍କ ଉପରେ ଖୁସି ଅଛନ୍ତି ।

ଗୋରୁ

ଗୋରୁକୁ ହିନ୍ଦୁ ଧର୍ମରେ ପୂଜା କରାଯାଏ । ମାତ୍ର ଦୀପାବଳି ଦିନ ଗାଈ ଦର୍ଶନ ଶୁଭ ହୋଇଥାଏ। କାରଣ ଏହିଦିନ ଗୋରୁ ଦେଖିଲେ ଆପଣ ବଡ଼ ସଙ୍କଟରୁ ମୁକ୍ତି ପାଇବେ । ଆହୁରି ମଧ୍ୟ, ବର୍ଷସାରା ଘରେ ଶାନ୍ତି ରହିଥାଏ।

ପେଚା

ପେଚାକୁ ଲକ୍ଷ୍ମୀଙ୍କ ବାହନ କୁହାଯାଏ। ରାତିରେ ପେଚା ଜାଗ୍ରତ ଥାନ୍ତି। ତେଣୁ ଦୀପାବଳି ରାତିରେ ପେଚା ଦେଖିବା ଶୁଭ ବୋଲି ବିବେଚନା କରାଯାଏ। ଏହା ସହ ସୁଖ ଓ ଧନ ବର୍ଷାର ସଙ୍କେତ ।

ବିଲେଇ
ଦୀପାବଳିରେ ଘରକୁ ବିଲେଇ ଆସିବା କିମ୍ବା ଦେଖିବା ମଧ୍ୟ ଏକ ଭଲ ଲକ୍ଷଣ । ଯଦି ପୂଜା ସମୟରେ ବିଲେଇ ଆସେ ତେବେ ଏହା ଘରକୁ ସୁଖ ଆଣିଥାଏ। ତେବେ ତାକୁ ଘଉଡାଇବାକୁ ଚିନ୍ତା କର ନାହିଁ। ଏପରି କଲେ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇପାରନ୍ତି ।

ଚୁଚୁନ୍ଦ୍ରା
ଦୀପାବଳିରେ ଘରକୁ ଚୁଚୁନ୍ଦ୍ରା ଆସିଲେ ଏହା ବହୁତ ଭଲ ବୋଲି ବିବେଚନା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଡାଇବେଟିସ୍‌ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳୁ ପିଅନ୍ତୁ ଏଥିରୁ ଅଧାକପ୍‌…

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ସକାଳେ ଖାଲିପେଟରେ ଅଧାକପ୍‌ ଜିରା ପାଣି ପିଇବା ଦ୍ୱାରା ଓଜନ ହ୍ରାସ ପାଇଥାଏ। ପେଟରେ ଅଧିକ ଚର୍ବି ଜମି ଯାଇଥିଲେ ଜିରାପାଣି...

ଏହି ୪ ରାଶିର ଯୁବତୀ ବହୁତ ସଚ୍ଚୋଟ, ପ୍ରେମିକଙ୍କୁ ଦିଅନ୍ତି ନାହିଁ ଧୋକା…

ଜୀବନସାଥୀ ନଚେତ ପ୍ରେମିକା ସଚ୍ଚୋଟ ହୁଅନ୍ତୁ, ତାଙ୍କୁ କୌଣସି କଥା ଲୁଚାନ୍ତୁ ନାହିଁ ବୋଲି ସମସ୍ତେ ଚାହାନ୍ତି। କାରଣ ସମ୍ପର୍କ ମଜଭୂତ କରିବା ଲାଗି ପ୍ରେମ...

ଫିଟ୍‌ନେସ୍‌ ମନ୍ତ୍ର

କାର୍ଯ୍ୟବ୍ୟସ୍ତତା ଭିତରେ ନିଜକୁ ଅଣଦେଖା କରିବା କାରଣରୁ ଅଧିକାଂଶ ମହିଳା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତେଣୁ ଫିଟ୍‌ନେସ୍‌ ଲାଗି ଅଳ୍ପ ବୟସରୁ ହିଁ...

ପୂଜାରେ କେବେବି ବ୍ୟବହାର କରନ୍ତୁ ନାହିଁ ଏହି ଫୁଲ; ରାଗିଯାଇପାରନ୍ତି ଦେବଦେବୀ

ଫୁଲ ହେଉଛି ପ୍ରକୃତିର ସବୁଠାରୁ ସୁନ୍ଦର ଉପହାର, ଯାହା ଦେବତାମାନଙ୍କର ପୂଜା ପାଇଁ ବ୍ୟବହାର କରିବା ସର୍ବୋତ୍ତମ ବୋଲି କୁହାଯାଏ। ସନାତନ ଧର୍ମ ଅନୁଯାୟୀ, କୌଣସି...

ଦ୍ୱିତୀୟ ଡୋଜ୍‌ ନେବେ କେବେ, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ସାର୍ବଜନୀକ ଟିକାଦାନ ଜାରି ରହିଛି। ଏପରିସ୍ଥଳେ ଟିକାର ପ୍ରଥମ ଡୋଜ୍‌ ନେଇଥିବା ଲୋକଙ୍କ ମଧ୍ୟରେ ଦ୍ୱିତୀୟ...

ଯୋଗ କରୋନା ଲଢ଼େଇରେ  ଗୁରୁତ୍ୱପୂର୍ଣ୍ଣ…

ସମ୍ପ୍ରତି କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ପ୍ରାକୃତିକ ଉପାୟରେ ଶୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ନେଇ...

ଫ୍ୟାଶନ୍‌: ମ୍ୟାକ୍ସି ଡ୍ରେସ୍‌

ଆଜିକାଲି ମା୍ୟାକ୍ସି ଡ୍ରେସ୍‌କୁ ଯୁବତୀମାନେ ବହୁତ ପସନ୍ଦ କରୁଛନ୍ତି। ଏହା କମ୍ଫଟେବୁଲ ହେବା ସହ ଷ୍ଟାଇଲିଶ୍‌ ଲୁକ୍‌ ବି ଦେଇଥାଏ। ତେବେ କମ୍‌ ଉଚ୍ଚତା ଥିବା...

ବାସ୍ତୁରେ ହଳଦିଆ ରଙ୍ଗ

ଆମେ ଦୈନନ୍ଦିନ ଜୀବନରେ ବିଭିନ୍ନ ରଙ୍ଗର ବ୍ୟବହାର କରିଥାଉ । ରଙ୍ଗମାନଙ୍କର ବିଭିନ୍ନ ପ୍ରକାର ପ୍ରଭାବ ବି ଥାଏ । ତେବେ ବାସ୍ତୁ ଅନୁଯାୟୀ ହଳଦିଆ...

Advertisement
Archives

Model This Week