ପୁରୁଣା ସ୍ମୃତି ବାଣ୍ଟିଲେ ଛାତ୍ର, କିଛି କ୍ଷଣ ପାଇଁ ପିଲାଦିନକୁ ଫେରିଯାଇ ହେଲେ ଭାବବିହ୍ବଳ
ପୁରୁଷୋତ୍ତମପୁର,୫ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ପ୍ରତାପୁର ଆରଟି ବିଦ୍ୟାପୀଠ ୧୯୯୨ ମାଟ୍ରିକ୍ ବ୍ୟାଚ୍ ଛାତ୍ରଙ୍କ ପକ୍ଷରୁ ଏକ ବନ୍ଧୁମିଳନ ବୈଠକ ରବିବାର ତାରାତାରିଣୀଠାରେ ପ୍ରାକ୍ତନଛାତ୍ର ଜୟନାରାୟଣ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ ପରସ୍ପର ମଧ୍ୟରେ ପୁରୁଣା…
ସର୍ପଦଂଶନରେ ଚାଲିଯାଇଥିଲା ନାବାଳିକାଙ୍କ ଜୀବନ, ସହାୟତାର ହାତ ବଢ଼ାଇ…
ଭଞ୍ଜନଗର,୫ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ବାଲିସାହିର ବର୍ଷା ପରିଜା (୧୩) ଶନିବାର ସର୍ପ ଦଂଶନରେ ମୃତ୍ୟୁବରଣ କରିଥିଲେ। ପୋଲିସ ଏନେଇ ୧୮/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର…
ଯୌତୁକ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କରିଦେଲେ ଇଞ୍ଜିନିୟରଙ୍କ ସ୍ତ୍ରୀ, ଅଭିଯୋଗ ଆଣି ପରିବାର ଲୋକେ କହିଲେ…
ଦିଗପହଣ୍ଡି,୫ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ବନ୍ଧ ସାହିର ଏ.ବାବା ରାଓଙ୍କ ଝିଅ ଏ.ସୋନାଲି ପାତ୍ର(୩୦) ରବିବାର ଭୋର୍ରେ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଗତ ୨୦୧୯ରେ ସୋନାଲି ଜର୍ମାନୀରେ ଏରୋନେଟିକ୍ ଇଞ୍ଜିନିୟର ଚାକିରି କରୁଥିବା ବ୍ରହ୍ମପୁର ବଡ଼…
ପୋଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ: ଗିରଫ ସଂଖ୍ୟା ୧୧୯କୁ ବୃଦ୍ଧି
ଭୁବନେଶ୍ୱର,୫ା୧୦: ଓଡ଼ିଶା ପୋଲିସ ସବ୍-ଇନ୍ସ୍ପେକ୍ଟର (ଏସ୍ଆଇ) ନିଯୁକ୍ତି କେଳେଙ୍କାରୀ ମାମଲାରେ ରାଜ୍ୟ କ୍ରାଇମ୍ବ୍ରାଞ୍ଚକୁ ଆଉ ଏକ ସଫଳତା ମିଳିଛି। ବାଲେଶ୍ୱରର ଅରବିନ୍ଦ ଦାସଙ୍କୁ ଗିରଫ କରାଯାଇ ତାଙ୍କ ଠାରୁ ସନ୍ଦେହଜନକ ସାମଗ୍ରୀ ଜବତ କରାଯାଇଛି। ଏହାସହ ଗିରଫ ସଂଖ୍ୟା ୧୧୯କୁ ବୃଦ୍ଧି…
ବଲାଙ୍ଗୀରରେ ମା’ଙ୍କୁ ମେଲାଣି
ବଲାଙ୍ଗୀର,୫ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରିଜର୍ଭ ପୋଲିସ ମନୋହରପୁରରେ ଦୁର୍ଗାପୂଜା ପାଳିତ ହୋଇଯାଇଛି। ପୂଜାର ଅନ୍ତିମ ଦିବସରେ ମା’ଙ୍କ ଘଟ ବିସର୍ଜନ କରାଯାଇଥିଲା। ପୋଲିସ ପକ୍ଷରୁ ରବିବାର ଧୂମ୍ଧାମରେ ମା’ଙ୍କ ଭସାଣି ଶୋଭାଯାତ୍ରା ସହର ପରିକ୍ରମା କରାଯାଇଥିଲା। ଦୁର୍ଗାପୂଜା କମିଟିର ସଭାପତି…
ଚାଲିଚାଲି ଯାଉଥିଲେ ନାବାଳିକା, ଉପରୁ ଖସିଲା ନିର୍ମାଣାଧୀନ ବ୍ରିଜ୍ ସ୍ଲାବ୍, ଆଉ ତା’ ପରେ…
ଭଦ୍ରକ,୫ା୧୦(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଜିଲା ଧାମନଗର ଥାନା ବିଷ୍ଣୁପୁର ଛକ ନିକଟରେ ପ୍ରୋଟେକ୍ସନ ସ୍ଲାବ୍ ଖସି ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି l ଉତ୍ତ୍ୟକ୍ତ ଲୋକେ ସେଠାରେ କାର୍ଯ୍ୟରେ ନିୟୋଜିତ ଏକ ଜେସିବି ମେଶିନ ଜାଳିଦେବା…
ଲଘୁଚାପ ବର୍ଷାରେ ଭାଙ୍ଗିଲା ଘରଦ୍ୱାର, ରାସ୍ତାରେ ପଡ଼ିଲା ଗଛ, ଯୋଗାଯୋଗ ବିଚ୍ଛିନ୍ନ
କେସିଙ୍ଗା,୫ା୧୦(ତୁମେଶ୍ୱର ସାହୁ): ସମଗ୍ର କଳାହାଣ୍ଡି ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜିଲାର କେସିଙ୍ଗା ବ୍ଲକରେ ବର୍ଷାର ପରିମାଣ ବୃଦ୍ଧି ପାଇଛି। କେସିଙ୍ଗାସ୍ଥିତ ସିଡବ୍ଲ୍ୟୁସି ପକ୍ଷରୁ ପାଣିପାଗ ବିଭାଗର ରେକର୍ଡ ଅନୁଯାୟୀ ଗତ ସେପ୍ଟେମ୍ବର ୨୩ ତାରିଖରୁ…
ପ୍ରବଳ ବର୍ଷାରେ ଫସଲ ନଷ୍ଟ: ଚାଷୀଙ୍କୁ କ୍ଷତିପୂରଣ ନିର୍ଦ୍ଦେଶ
ଗଞ୍ଜାମ,୫ା୧୦(ଅଖିଳ ତରାଇ): ଗଞ୍ଜାମ ବ୍ଲକର ସାନରାମଚନ୍ଦ୍ରପୁର, ଝାରିଡି, ରାମଗଡ଼ ଆଦି ପଞ୍ଚାୟତରେ ପ୍ରବଳ ବର୍ଷା ଯୋଗୁ କୃଷକମାନେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଫୁଲକୋବି, କାଙ୍କଡ଼ ଏବଂ ଅନ୍ୟାନ୍ୟ ପନିପରିବା ଫସଲ ବର୍ଷା ଯୋଗୁ ବୁଡ଼ି ନଷ୍ଟ ହୋଇଯାଇଛି। ଏହି ଅଞ୍ଚଳର…
କୋଲାବ ଜଳଭଣ୍ଡାରରୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ
କୋରାପୁଟ,୫ା୧୦(ଅମିତାଭ ବେହେରା): ଦୁଇଦିନ ତଳେ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ ରବିବାର ସକାଳେ କୋଲାବ ଜଳଭଣ୍ଡାରରୁ ଉଦ୍ଧାର ହୋଇଛି। ମୃତକ ଜଣକ ସୁନାବେଡ଼ା ଥାନା ପୁରୁଣା ଡୁମୁରିପୁଟ ଗ୍ରାମର ୩୬ ବର୍ଷୀୟ ଡମୁ ଆମାପାଡିଆ ବୋଲି ଜଣାପଡ଼ିଛି। ମୃତ ଡମୁ ଗତ…
ସହଯୋଗ କଲାନି ବନ ବିଭାଗ, ଅସନ୍ତୁଷ୍ଟ ଭିଏସ୍ଏସ୍ କର୍ମକର୍ତ୍ତା ପାଳିଲେ ବନ୍ୟପ୍ରାଣୀ ସପ୍ତାହ
ଭଞ୍ଜନଗର,୫ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଆଜକୁ କିଛି ମାସ ହେବ ୧୫ରୁ ଊର୍ଦ୍ଧ୍ୱ ବନ ସୁରକ୍ଷା ସମିତି (ଭିଏସ୍ଏସ୍) କର୍ମକର୍ତ୍ତା ଓ ବନ ବିଭାଗ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ରହୁନାହିଁ। ଧିରେ ଧିରେ ସମ୍ପର୍କର ଦୂରତା…
ଜେଲ୍ରୁ ୨ କଏଦୀ ଚମ୍ପଟ ମାରିବା ଘଟଣାରେ ସାମ୍ନାକୁ ଆସିଲା ବଡ଼ ଷଡ଼ଯନ୍ତ୍ର
ଚୌଦ୍ୱାର,୫ା୧୦: ଚୌଦ୍ବାର ଜେଲ୍ରୁ ୨ କଏଦୀ ଚମ୍ପଟ ମାରିବା ଘଟଣାରେ ସାମ୍ନାକୁ ଆସିଛି ଏକ ବଡ଼ ଷଡ଼ଯନ୍ତ୍ରର ଗନ୍ଧ। ଚମ୍ପଟ ମାରିଥିବା ସେଲ ସର୍ଚ୍ଚ କରିବା ପରେ ଶୌଚାଳୟ ଭିତରୁ ମୋବାଇଲ, ଚାର୍ଜର ସହ ପାଓ୍ବାର ବ୍ୟାଙ୍କ ବି ମିଳିଥିବା ସୂଚନା…
କାନପୁରରେ ଅଷ୍ଟ୍ରେଲିଆ ଦଳର ଖେଳାଳି ଗୁରୁତର: ହୋଟେଲରେ ଖାଦ୍ୟରେ…
କାନପୁର,୫ା୧୦: ଭାରତ ଏ ବିପକ୍ଷରେ କାନପୁରରେ ଚାଲିଥିବା ଏକଦିବସୀୟ ସିରିଜ୍ ମଧ୍ୟରେ ଅଷ୍ଟ୍ରେଲିଆ ଏ ଦଳର ଚାରିଜଣ ଖେଳାଳି, ଦଳର ଅଧିନାୟକଙ୍କୁ ମିଶାଇ, ପାକସ୍ଥଳୀ ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି। ଏହି ଘଟଣା ଦଳ ମଧ୍ୟରେ ସ୍ୱାସ୍ଥ୍ୟ ଆତଙ୍କ ସୃଷ୍ଟି କରିଛି। ଖେଳାଳି…
Archives


