Home Left

୨ ଜୁଆଆଡ୍ଡା ଉପରେ ଚଢ଼ାଉ: ଘରମାଲିକଙ୍କୁ ପୋଲିସର ଜେରା, ୩୧ ଗିରଫ

ଦାରିଙ୍ଗବାଡ଼ି,୫ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ୨ଟି ଜୁଆଆଡ୍ଡା ଉପରେ ଚଢ଼ାଉ କରି ୩୧ ଜଣଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କଠାରୁ ପୋଲିସ ୮ଟି ବାଇକ୍‌, ୨୪ଟି ମୋବାଇଲ ଜବତ କରାଯାଇଥିବା ବାଲିଗୁଡ଼ା ଏସ୍‌ଡିପିଓ…

ଆପଣଙ୍କ ଡିଗ୍ରୀ ଗଲା ଚୁଲିକୁ, ଭାରତର ଏହି ସହରରେ ଅଟୋ ଡ୍ରାଇଭରଙ୍କ ମାସିକ ରୋଜଗାର ୩ ଲକ୍ଷ ଟଙ୍କା

ବାଙ୍ଗାଲୋରୁ,୫ା୧୦: ଏକ ସାଧାରଣ ଅଟୋରିକ୍ସା ଯାତ୍ରା ଜଣେ ଇଞ୍ଜିନିୟରଙ୍କ ପାଇଁ ଆଶ୍ଚର୍ଯ୍ୟକର ଅନୁଭୂତିରେ ପରିଣତ ହୋଇଛି। ଅକ୍ଟୋବର ୪ ତାରିଖ ଦିନ ଆକାଶ ଆନନ୍ଦନୀ ନାମକ ଜଣେ ଟେକ୍‌ ଇଞ୍ଜିନିୟର ବାଙ୍ଗାଲୋରୁରେ ଅଟୋରେ ଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ ଅଟୋ ଡ୍ରାଇଭରଙ୍କ…

କଟକରେ ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ହିଂସାକାଣ୍ଡ, ବିଶ୍ୱ ହିନ୍ଦୁ ପରିଷଦର ୧୨ ଘଣ୍ଟିଆ ବନ୍ଦ ଡାକରା

କଟକ,୫ା୧୦: ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ଶୁକ୍ରବାର ରାତିରେ କଟକର ଦରଘା ବଜାର ଅଞ୍ଚଳରେ ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ପୋଲିସ ଓ ଜିଲା ପ୍ରଶାସନର ବିଫଳତା ବିରୋଧରେ ଅକ୍ଟୋବର ୬ (ସୋମବାର) ୧୨ ଘଣ୍ଟିଆ…

ବାଣ ଭିଡ଼ୁଭିଡୁ ବିସ୍ଫୋରଣ: ଉଡିଲା ଆଜବେଷ୍ଟ ଜଣେ ଗୁରୁତର

ବୈଶିଙ୍ଗା,୫।୧୦(ରତନ ଦାଶ) ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ବାଛୁରୀପଡା ଗ୍ରାମରେ ରବିବାର ସକାଳେ ଭୟଙ୍କର ବାଣ ବିସ୍ଫୋରଣରେ ସନ୍ତୋଷ ଦାସଙ୍କ ୩୦ ବର୍ଷିୟ ପୁଅ ସୁନିଲ ଗୁରତର ହୋଇଛନ୍ତି। ସେ ବାଣ ଭିଡୁଥିବା ବେଳେ ଗୁରୁତର ହେବା ସହିତ ତାଙ୍କ…

ବର୍ଷାପରେ ରିଷିଡାରେ ହେଲା ରାବଣ ପୋଡି

ରିଷିଡା:୫।୧୦(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ାଠାରେ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ବିଜୟାଦଶମୀ ଉପଲକ୍ଷେ ରିଷିଡ଼ାରେ ହେବାକୁ ଥିବା ରାବଣ ପୋଡ଼ିରେ ପ୍ରବଳ ବର୍ଷା ଯୋଗୁ ରାବଣ ପୋଡି ହୋଇପାରି…

ପୋଷ୍ଟ ଅଫିସର ଏହି ଯୋଜନା ଦେଉଛି ସର୍ବାଧିକ ସୁଧ, ସଞ୍ଚୟ ପାଇଁ ସବୁଠୁ ବେଷ୍ଟ

ନୂଆଦିଲ୍ଲୀ,୫।୧୦: ଯଦି ଆପଣ ଏକ ଚିନ୍ତାମୁକ୍ତ ଓ ଗ୍ୟାରେଣ୍ଟି ରିଟର୍ଣ୍ଣ ଦେଉଥିବା ସଞ୍ଚୟ ଯୋଜନା ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ। ଭାରତ ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନା (SSY) ଆପଣଙ୍କ ପାଇଁ ସବୁଠାରୁ ଉତ୍ତମ ବିକଳ୍ପ…

ମାଲାମାଲ କରିବ SBIର ବର୍ଷିକିଆ FD: ନିବେଶ କରନ୍ତୁ ମାତ୍ର ଏତିକି ଟଙ୍କା; ମାଚ୍ୟୁରିଟିରେ ହୋଇଯିବ…

ନୂଆଦିଲ୍ଲୀ,୫।୧୦:ଭାରତର ସବୁଠାରୁ ବଡ଼ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (SBI)ରେ କୋଟି କୋଟି ଲୋକ ନିବେଶ କରୁଛନ୍ତି। ବ୍ୟାଙ୍କର ଫିକ୍ସଡ ଡିପୋଜିଟ (FD) ଯୋଜନା ନିବେଶକଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ। ଯଦି ଆପଣ ମଧ୍ୟ FDରେ ନିବେଶ କରିବାକୁ ଚିନ୍ତା…

ଫସଲ କ୍ଷତି ସହି ନ ପାରି କୀଟନାଶକ ପିଇଦେଲେ ଚାଷୀ

ମୋହନା,୫।୧୦: ( ମନ୍ମଥ ମିଶ୍ର ) ଲଘୁଚାପ ଜନିତ ପ୍ରବଳ ବର୍ଷା ଉଜାଡି ଦେଲା ପରିବା ଚାଷ। ଏହାକୁ ସହ୍ୟ କରି ନ ପାରି କୀଟନାଶକ ପିଇଦେଲେ ଚାଷୀ । ଏଭଳି ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ…

ମନ୍ତ୍ରୀ ରବୀ ନାରାୟଣଙ୍କୁ ଖଡିଆଳ ଭାଜପା ପକ୍ଷର ସ୍ମାରକ ପତ୍ର

ଖଡ଼ିଆଳ,୫।୧୦(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଗସ୍ତରେ ଓଡ଼ିଶା ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବୀ ନାରାୟଣ ନାଏକଙ୍କୁ ଖଡିଆଳ ଭାଜପା ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ବିଶେଷ କରି ବରଗାଁ…

ସୁନାଦେଈଙ୍କ ମନ୍ଦିରକୁ ଯାଉଥିବା ବେଳେ ଓଲଟିଲା ପିକ୍‌ଅପ ଭ୍ୟାନ

ଖଡ଼ିଆଳ,୫।୧୦.(ସୁଜିତ କୁମାର ପ୍ରଧାନ ): ନୂଆପଡ଼ା ଜିଲା କୋମନା ବ୍ଲକ ସୁନାବେଡ଼ା ଘାଟିରେ ଭାରସାମ୍ୟ ହରାଇ ଓଳଟିପଡ଼ିଲା ପିକଅପ୍‌ ଭ୍ୟାନ। ଭ୍ୟାନରେ ଥିବା ୨୦ ଜଣଙ୍କ ମଧ୍ୟରୁ ୩ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…

ପୂର୍ବତନ ପାକିସ୍ତାନୀ କ୍ରିକେଟର ମାଗୁଛନ୍ତି ଭାରତର ନାଗରିକତା? କହିଲେ ଭାରତ ମୋର ମାତୃଭୂମି

ନୂଆଦିଲ୍ଲୀ,୫।୧୦: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତର ଅପରେଶନ ସିନ୍ଦୂର ପାକିସ୍ତାନରେ ହଇଚଇ ସୃଷ୍ଟି କରିଥିଲା। ଭାରତୀୟ ସୈନିକମାନେ ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିଦେଇଥିଲେ। ଏହି ସମୟରେ, ୨୦୨୫ଏସିଆ କପ ସମୟରେ, ଭାରତୀୟ ଖେଳାଳିମାନେ ହାତ ମିଳାଇବାକୁ ମନା କରି…

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌

ଖଡ଼ିଆଳ,୫।୧୦.(ସୁଜିତ କୁମାର ପ୍ରଧାନ ): ନୂଆପଡ଼ା ଜିଲା ଖଡିଆଳ ବ୍ଲକ ବଡପୋଲ ନିକଟରେ ଠିଆହୋଇଥିବା ଏକ ଟ୍ରକକୁ ଆସି ଆଉ ଏକ ଟ୍ରକ୍‌ ଧକ୍କା ଦେଇଛି। ୩୫୩ ନମ୍ବର ଜାତୀୟ ରାଜପଥ କଡରେ ଦୁର୍ଘଟଣା ଘଟିଥିବା ବେଳେ ଧନ ଜୀବନ କ୍ଷୟକ୍ଷତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri