Home Left

ଡରାଇଲାଣି ଭଦ୍ରକ: ବଢ଼ୁଛି ସ୍ଥାନୀୟ ସଂକ୍ରମଣ ସଂଖ୍ୟା

ଭଦ୍ରକ ଅଫିସ,୭।୮: ଭଦ୍ରକ ଜିଲାରେ ଶୁକ୍ରବାର ପୁଣି ୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ୮୫୫କୁ ବୃଦ୍ଧି ପାଇଛି। ଶୁକ୍ରବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୩୦…

ଏବେ ଏମିତି ଜୀବନ ବିତାଉଛନ୍ତି ରାନୁ ମଣ୍ଡଳ

କୋଲକାତା: ବର୍ତ୍ତମାନ କରୋନା ଭାଇରସ ଯୋଗୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବାରୁ ଏଥିରେ ଅନେକ କଳାକାର ପ୍ରଭାବିତ ହୋଇଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ରାନୁ ମଣ୍ଡଳ। ଏକଦା ଷ୍ଟେଶନରେ ଲତା ମଙ୍ଗେସକରଙ୍କ କଣ୍ଠରେ ଗୀତ ଗାଇ ରାତାରାତି ଷ୍ଟାର ପାଲଟିଥିବା…

ରାଜଧାନୀର ମଦପ୍ରେମୀଙ୍କ ପାଇଁ ଖୁସି ଖବର: ଜାଣନ୍ତୁ…

ନୂଆଦିଲ୍ଲୀ,୭।୮: ମଦ ପ୍ରେମୀଙ୍କ ପାଇଁ ଖୁସିଖବର। ଦିଲ୍ଲୀ ସରକାର ରାଜଧାନୀରେ ୧ ଘଣ୍ଟା ଅଧିକ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପଦକ୍ଷେପ ସରକାରଙ୍କ ରାଜସ୍ବ ମଧ୍ୟ ବୃଦ୍ଧି କରିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଗୁରୁବାର ଅବକାରୀ ବିଭାଗ…

ତାରାତାରିଣୀ କଲେଜରେ ୩ କର୍ମଚାରୀଙ୍କୁ କରୋନା: ବନ୍ଦ ହେଲା କ୍ୟାମ୍ପସ

ପୁରୁଷୋତ୍ତମପୁର,୭।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ୩ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ କଲେଜ ଅଧ୍ୟକ୍ଷ ସୀମାଞ୍ଚଳ ପଟ୍ଟନାୟକ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶ (ବ୍ରହ୍ମପୁର)ଙ୍କୁ ଜଣାଇ ଥିଲେ। ତାଙ୍କ ପରାମର୍ଶ କ୍ରମେ କଲେଜ କ୍ୟାମ୍ପସକୁ ସମ୍ପୂର୍ଣ୍ଣ ରୂପେ…

ଇଡି କାର୍ଯ୍ୟାଳୟରେ ପହଞ୍ଚିଲେ ରିୟା: ସୁଶାନ୍ତଙ୍କ ଭଉଣୀ ଲେଖିଲେ ‘ହର ହର ମହାଦେବ’

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଇତିମଧ୍ୟରେ ଏହି ମାମଲା ଇଡି ଓ ସିବିଆଇ ହାତକୁ ଯାଇଛି। ତଦନ୍ତ ବେଳେ ଟଙ୍କା ହେରଫେର କଥା ଉଠୁଥିବାରୁ ସନ୍ଦେହ ଘେରକୁ ଆସିଛନ୍ତି ପ୍ରେମିକା…

ରତ୍ନସିଂହାସନରୁ ପଦ୍ମଖୋଦିତ ପଥର ଗାଏବ ପ୍ରସଙ୍ଗ : ବୟାନ ରଖିଲେ ଅଭିଯୋଗକାରୀ ସେବାୟତ

ପୁରୀ ଅଫିସ, ୭।୮: ଶ୍ରୀମନ୍ଦିର ରତ୍ନସିଂହାସନରୁ ପଦ୍ମଖୋଦିତ ପଥର ଗାଏବ ଘଟଣାରେ ଗୁରୁବାର ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଅଭିଯୋଗକାରୀ ସେବାୟତ ଈପ୍‌ସିତ ପ୍ରତିହାରୀ ବୟାନ ରଖିଛନ୍ତି। ଏହି ପ୍ରସଙ୍ଗରେ ବୟାନ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଈପ୍‌ସିତଙ୍କୁ ନୋଟିସ୍‌ ଦିଆଯାଇଥିଲା।…

ଏହି ୧୦ ଗୁଣ ଥିଲେ କର୍ମକ୍ଷେତ୍ରରେ ହୋଇପାରିବେ ସଫଳ: ନିଜକୁ ପରଖି ନିଅନ୍ତୁ…

ଚାକିରି, କେତେଜଣ ଏହାକୁ ଖୁସିରେ କରିଥାନ୍ତି ତ ଆଉ କେତେକ ବାଧ୍ୟରେ। ହେଲେ ଯେଉଁ ବି କାମ ଆମେ କରୁଛେ ତାକୁ ମନଲଗାଇ କଲେ ସେଥିରେ ସଫଳତା ମିଳିଥାଏ। ଚାକିରି ମଧ୍ୟ ସେମିତି। ମନଲଗାଇ କଲେ ସେଥିରେ ସଫଳତା ନିଶ୍ଚୟ ମିଳିଥାଏ।…

ବରଗଡ଼ରେ ପୁଣି ୮ କରୋନା ପଜିଟିଭ୍‌: ୫୭୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ବରଗଡ଼ ଅଫିସ,୭।୮: ବରଗଡ଼ ଜିଲାରେ ଶୁକ୍ରବାର ପୁଣି ୮ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବରଗଡ଼ ପୌରପରିଷଦ ଅଧୀନ ୱାର୍ଡ ନଂ-୨ ବାଲିଟିକ୍ରା ରାସ୍ତା ପାର୍ଶ୍ବର ଜଣେ, ୱାର୍ଡ ନଂ-୮ ଭଟଲି ଛକସ୍ଥିତ ବ୍ୟାଙ୍କ ଅଫ…

ଏହି ବ୍ୟକ୍ତିଙ୍କୁ ପସନ୍ଦ ନ ଥିଲା ନୀଳ ଆଖି: ବିବାହ ପରେ ଘଟିଲା ଏମିତି କିଛି…

କୁହାଯାଏ ଜଣେ ବ୍ୟକ୍ତି ସଚ୍ଚୋଟ କି ନୁହେଁ ତାହା ତା’ର ଆଖିରୁ ଜଣାପଡିଥାଏ। ହେଲେ ଦେଖିବା ଲୋକର ନଜର ଠିକ୍‌ ଥିବା ଦରକାର। ସମସ୍ତେ ଚାହାନ୍ତି ତାଙ୍କ ଆଖି ସୁନ୍ଦର ହେଉ। କାରଣ ହୃଦୟର କଥା ଆଖି ମାଧ୍ୟମରେ କୁହାଯାଏ। ଏହି…

ଏମ୍‌ସରେ ପଦବୀ ଖାଲି, ବହୁ ମେଶିନ ଅଚଳ

ଭୁବନେଶ୍ୱର,୭।୮ (ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (ଏମ୍‌ସ)କୁ ପ୍ରତିଦିନ ଓଡ଼ିଶା ତଥା ପଡୋଶୀ ରାଜ୍ୟରୁ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ଅଧିକାଂଶ ଜରୁରିକାଳୀନ ଚିକିତ୍ସା ଆଶାରେ ଏହି କେନ୍ଦ୍ରୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ ଆସିଥାନ୍ତି।…

ଜାଣନ୍ତୁ ‘ଟାଇଟାନିକ’ ଜାହାଜ କେଉଁଠି ନିର୍ମାଣ ହୋଇଥିଲା

ବିଶ୍ୱରେ ଅନେକ କିଛି ଜଣାଅଜଣା କଥା ରହିଛି ଯାହା ଅନେକ ସମୟରେ ଆଶ୍ଚର୍ଯ୍ୟ କରିଦେଇଥାଏ। ତେବେ ଆୟର୍ଲାଣ୍ଡ ଏପରି ଏକ ଦେଶ ଯେଉଁ ଦେଶରେ ଅନେକ କଥା ଆମକୁ ଜଣା ନାହିଁ। ଜାଣନ୍ତୁ ଆୟର୍ଲାଣ୍ଡର ସେଭଳି କିଛି ରୋଚକ କଥା। ଆପଣ…

ରେକର୍ଡ ନିଶାରେ ବାନ୍ଧ କାରିଗର ଘନଶ୍ୟାମ

ସୋନପୁର,୭ା୮: ଘନଶ୍ୟାମ ମେହେର। ବୟସ ୪୦। ଘର ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଟିକିରାପଡା। ବୟନଶିଳ୍ପରେ ସୂକ୍ଷ୍ମ କାରିଗରି ଓ ଉତ୍କୃଷ୍ଟ କଳା ନିପୁଣତା ପାଇଁ ଘନଶ୍ୟାମଙ୍କ ପଶ୍ଚିମ ଓଡ଼ିଶାରେ ବେଶ୍‌ ସୁନାମ ରହିଛି। ମା’ ମାଳତୀ ଓ ବାପା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri