ପୁଣି ପଡିଆକୁ ଓହ୍ଲାଇବେ ଧୋନୀ, ଏହି ତାରିଖରେ ଖେଳିବେ ପ୍ରଥମ ମ୍ୟାଚ୍
ଭାରତକୁ ଦୁଇଥର ବିଶ୍ୱ ବିଜେତା କରିଥିବା ଏମଏସ ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ନେଇଛନ୍ତି। ଆଇପିଏଲ ପାଇଁ ପ୍ରସ୍ତୁତି ପାଇଁ ଚେନ୍ନାଇରେ ପହଞ୍ଚିବାର ପରଦିନ ଶନିବାର ସାରେ ଏକ ସୁନ୍ଦର ଭିଡିଓ ଶେୟାର କରି ସେ ଅବସର ଘୋଷଣା କରିଥିଲେ। ତେବେ…
ମାସ୍କ ପିନ୍ଧିଲେ ଅକ୍ସିଜେନ ଲେବଲ କମ୍ ହେବ ନାହିଁ !
ଲଣ୍ଡନ,୧୬।୮: ବିଶ୍ୱରେ କରୋନା ମହାମାରୀ ଲୋକଙ୍କ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଥିବା ବେଳେ ଏଥିରୁ ଦୂରେଇ ରହିବା ପାଇଁ ମାସ୍କ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି। ହେଲେ ଏବେ ଲୋକଙ୍କ ମଧ୍ୟରେ ଭୟ ଆସୁଛି କି ଦୀର୍ଘ ସମୟ ପର୍ଯ୍ୟନ୍ତ…
ହାତ ଧରାଧରି ହୋଇ ଉଡ଼ିଲେ ଦୁଇ ଛଞ୍ଚାଣ, ଆଉ ତା ପରେ
ସୋସିଆଲ ମିଡିଆରେ ଦୁଇ ଛଞ୍ଚାଣକୁ ନେଇ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ହାତ ଧରାଧରି ହୋଇ ଏହି ଦୁଇ ପକ୍ଷୀ ଉଡ଼ୁଥିବା ଦେଖିବାକୁ ମିଳୁଛି। ଭିଡିଓଟିକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନରେ…
ଧୋନୀଙ୍କ ଘରକୁ ଆସିଲେ ନୂଆ ଅତିଥି, ସାକ୍ଷୀ କହିଲେ ମିସ୍ ୟୁ ମାହି
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟକୁ ଅଲବିଦା କହିଛନ୍ତି। ସ୍ବାଧୀନତା ଦିବସରେ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ଅବସର ଘୋଷଣା କରିବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି। ଫଳରେ ତାଙ୍କ ଭବିଷ୍ୟତକୁ ନେଇ ସମସ୍ତ…
ଲଗାଣ ବର୍ଷାରେ ଓଲା, ଉବର ସେବା ଯୋଗାଉଛି କୁମ୍ଭୀର
କୁମ୍ଭୀର ଓ ବେଙ୍ଗକୁ ନେଇ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି। ଏହି ଫଟୋକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ରାସ୍ତାରେ କୁମ୍ଭୀର ପିଠିରେ ବେଙ୍ଗ ବସିଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ…
ସତର୍କତାର ସହ କାଠ ପୋଲ ପାରି ହେଉଛି ହାତୀ: ଦେଖିଲେ ହେବେ ଆଶ୍ଚର୍ଯ୍ୟ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…
ଫେସବୁକ୍, ହ୍ବାଟସଆପରେ ଭାଜପାର କବଜା: ରାହୁଲ
ନୂଆଦିଲ୍ଲୀ,୧୬।୮: କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭାରତୀୟ ଜନତା ପାର୍ଟି(ଭାଜପା) ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍ଏସ୍ଏସ୍) କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଭାଜପା ଓ ଆର୍ଏସ୍ଏସ୍ ଭାରତରେ ଫେସବୁକ୍ ଓ ହ୍ବାଟସଆପ ଉପରେ ନିୟନ୍ତ୍ରଣ ରଖିଛନ୍ତି।…
ନିର୍ବାଚନ ପୂର୍ବରୁ ନୀତୀଶଙ୍କୁ ଝଟକା!
ପାଟନା,୧୬।୮: ବିହାରରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ହେଲାଣି ସରଗରମ। ହେଲେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଝଟକା ଲାଗିପାରେ ବୋଲି ଆଲୋଚନା ହେଉଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି କି ବିହାରର ଉଦ୍ଦ୍ୟୋଗ ମନ୍ତ୍ରୀ ଶ୍ୟାମ…
କ୍ୟାନସରକୁ ଜିତି ପୁଣି ଫେରିଛନ୍ତି ଅଭିନୟ ଦୁନିଆକୁ
ମୁମ୍ବାଇ: ବଲିଉଡ ନାୟିକା ମନିଷା କୋଇରାଲା ୫୦ ବର୍ଷରେ ପାଦ ରଖିଛନ୍ତି। ୧୬ ଅଗଷ୍ଟ ୧୯୭୦ରେ ଜନ୍ମ ନେଇଥିବା ଏହି ନାୟିକା ଏକ ରାଜନୈତିକ ପରିବାରରୁ ଆସିଥିଲେ ବି ଅଭିନୟକୁ ନିଜର ପେଶା ଭାବେ ବାଛି ନେଇଥିଲେ। ନେପାଳରେ ଜନ୍ମ ନେଇଥିବା…
ପ୍ରେମ ମାନିଲାନି କରୋନା, ଡାକ୍ତରଖାନାରେ ଘଟିଲା କିଛି ଏମିତି…
କୁହାଯାଏ, ପ୍ରେମ ମାନେ ନାହିଁ କୌଣସି ବାଧା କି ବନ୍ଧନ। ଏହି ଉକ୍ତିକୁ ସାକାର କରି ଦେଖାଇଛନ୍ତି ଜଣେ କରୋନା ଆକ୍ରାନ୍ତ। କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ଗୁରୁତର ରୋଗୀ ତାଙ୍କ ପ୍ରେମିକାଙ୍କୁ ଡାକ୍ତରଖାନାରେ ହିଁ ବିବାହ…
ଆମେରିକା ଯିବା ପୂର୍ବରୁ କୋକିଳାବେନ୍ ହସ୍ପିଟାଲ ଗଲେ ସଞ୍ଜୟ
ମୁମ୍ବାଇ: ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ଚିନ୍ତାରେ ପକାଇ ଦେଇଛି। ନିକଟରେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇର ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠି ଜଣାପଡିଥିଲା କି…
ରାଷ୍ଟ୍ରପତିଙ୍କ ଘରେ କୁଣିଆ ହେଲେ ୩ ପୋଲିସ
ନୂଆଦିଲ୍ଲୀ, ୧୬।୮: ରାଷ୍ଟ୍ରପତି ଭବନରେ ଏକ ଐତିହାସିକ ଘଟଣା ଘଟିଛି। ରାଷ୍ଟ୍ରପତି ଭବନରେ ପ୍ରଥମ ଥର ପାଇଁ ୩ ଜଣ ପୋଲିସ କୁଣିଆ ହୋଇଛନ୍ତି। ଉଲ୍ଲେଖନୀୟ କାର୍ଯ୍ୟ ଲାଗି ସେମାନଙ୍କୁ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପକ୍ଷରୁ ଶନିବାର ଆୟୋଜିତ…
Archives


