Home Left

ଚିନ୍ତା ବଢାଇଲା ଯୁଦ୍ଧ: ଗ୍ୟାସ ପାଇଁ ଭୁବନେଶ୍ୱରରେ ହାହାକାର! ରାତିରୁ ଲମ୍ବା ଲାଇନ୍‌

ଭୁବନେଶ୍ୱର,୧୦।୩: ଚିନ୍ତା ବଢାଇଲା ମଧ୍ୟପ୍ରାଚ୍ୟ ଯୁଦ୍ଧ । ରାଜଧାନୀ ଭୁବନେଶ୍ୱରରେ ବଢିଲା ଗ୍ୟାସ ଟେନସନ। LPG ସିଲିଣ୍ଡର ପାଇଁ ରାତିରୁ ଲମ୍ବା ଲାଇନ୍‌ ଲାଗିଛି । ଗ୍ୟାସ ଖାତା ଜମା ରଖି ଗ୍ରାହକ ବସିଛନ୍ତି। ହିତାଧିକାରୀଙ୍କ ଅଭିଯୋଗ ଅନୁସାରେ, ୨୦-୨୫ ଦିନ…

ଇରାନ ଆକ୍ରମଣର ଉତ୍ସବ ପାଳିବା ପଡ଼ିଲା ମହଙ୍ଗା, ୫ ପାକିସ୍ତାନୀ ଜଣେ ବାଂଲାଦେଶୀ ଗିରଫ

ମାନାମା,୧୦।୩: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ, ବାହାରିନ ସୁରକ୍ଷା ଏଜେନ୍ସିଗୁଡ଼ିକ ସୋସିଆଲ ମିଡିଆରେ ଇରାନ ସମର୍ଥକ ପୋଷ୍ଟ ଏବଂ ଭିଡିଓ ଶେୟାର କରିବା ପାଇଁ ଛଅ ଜଣ ବିଦେଶୀ ନାଗରିକଙ୍କୁ ଗିରଫ କରିଛନ୍ତି। ଗିରଫଙ୍କ ମଧ୍ୟରେ ଜଣେ ବାଂଲାଦେଶୀ ନାଗରିକ,…

ତୈଳ-ଗ୍ୟାସ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଲାଗୁ ହେଲା…

ନୂଆଦିଲ୍ଲୀ,୧୦।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଦେଶରେ ତୈଳ ଏବଂ ଗ୍ୟାସ ସଙ୍କଟ ବଢ଼ିବାରେ ଲାଗିଥିବା ବେଳେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର ଦେଶରେ ଅତ୍ୟାବଶ୍ୟକ ସେବା ରକ୍ଷଣାବେକ୍ଷଣ ଆଇନ (ESMA) ଲାଗୁ କରିଛନ୍ତି। ଆପଣଙ୍କୁ ଜଣାଇ…

ଟି୨୦ ବିଶ୍ୱକପ ବିଜୟ ପରେ ଏବେ ହାତକୁ ଦି’ ହାତ ହେବେ ଏହି କ୍ରିକେଟର୍‌: ବଣ୍ଟାହେଲାଣି କାର୍ଡ

ନୂଆଦିଲ୍ଲୀ,୧୦।୩: ଭାରତୀୟ କ୍ରିକେଟ ଦଳ ଐତିହାସିକ ଟି୨୦ ବିଶ୍ୱକପ ବିଜୟର ସେଲିବ୍ରେଶନ୍‌ରେ ବ୍ୟସ୍ତ। ଏସବୁ ଭିତରେ ଟିମ ଇଣ୍ଡିଆର ଜଣେ ଷ୍ଟାର ଖେଳାଳି ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସେ ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ଷ୍ଟାର ଚାଇନାମ୍ୟାନ ସ୍ପିନର…

ସବୁ ସୀମା ଟପିଲେ ଏହି ଅଭିନେତ୍ରୀ! ୨୧ ବର୍ଷ ସାନ ଯୁବକଙ୍କ କୋଳରେ ଦେଖି ୟୁଜର୍ସ କହିଲେ…

ମୁମ୍ବାଇ,୧୦।୩: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ତାଙ୍କ କ୍ୟାରିଅର ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ଅଛନ୍ତି। ଅଭିନେତା ଅର୍ଜୁନ କପୁରଙ୍କ ସହ ବ୍ରେକଅପ ହେବା ପରଠାରୁ, ମଲାଇକା ଅନେକ ଥର ଜଣେ ରହସ୍ୟମୟ ପୁରୁଷଙ୍କ ସହ ନଜର ଆସିଛନ୍ତି,…

ଦୋଳଯାତ୍ରା ଦେଖି ଫେରିବା ବେଳେ ଭୟଙ୍କର ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ୩ ମୃତ

ବିଷମକଟକ,୧୦।୩(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମକଟକ ଥାନା ଅନ୍ତର୍ଗତ ଦୁର୍ଗୀ ଜଗନ୍ନାଥ ମନ୍ଦିର ପାଖ ଢାବା ନିକଟରେ ଭୟଙ୍କର ଦୁର୍ଘଟଣା । ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସା…

ଯୁଦ୍ଧ ମଧ୍ୟରେ ଘଣ୍ଟାଏ ଧରି ଫୋନରେ କଥା ହେଲେ ଟ୍ରମ୍ପ-ପୁଟିନ, ଯୁଦ୍ଧ ବନ୍ଦ ହେବାର ରାସ୍ତା ଦେଖାଇଲେ ରୁଷିଆ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୦।୩: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ ବଡ଼ ଘଟଣା ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ମଧ୍ୟରେ ଟେଲିଫୋନରେ ଏକ ଲମ୍ବା ଆଲୋଚନା ହୋଇଛି। ରୁଷିଆର ଶାସକ ଦଳର…

ସଚିନ ରେନ୍ଦୁଲକରଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବୁମ୍‌ରା: ଏହି ମାମଲାରେ…

ନୂଆଦିଲ୍ଲୀ,୧୦।୩: ଟିମ ଇଣ୍ଡିଆର ଟି୨୦ ବିଶ୍ୱକପ ଟାଇଟଲ ବିଜୟରେ ଅନେକ ଖେଳାଳିଙ୍କ ହାତ ଥିଲା। କିନ୍ତୁ ଫାଇନାଲରେ ଏମିତି ଏକ ରେକର୍ଡ ମଧ୍ୟ ସୃଷ୍ଟି ହୋଇଥିଲା, ଯାହା ଏତେଟା ଆଲୋଚନା ହୋଇ ନ ଥିଲା। ଜସପ୍ରୀତ ବୁମରା ତାଙ୍କ ଚମତ୍କାର ବୋଲିଂ…

ଯୁଦ୍ଧ ମଧ୍ୟରେ ଗ୍ୟାସ ଅଭାବ ହେଲେ କାହାକୁ ଆଗେ ମିଳିବ ସିଲିଣ୍ଡର? ଭାରତ ସରକାରଙ୍କ ତାଲିକାରେ ଆପଣଙ୍କ ନା ଅଛି କି ନାହିଁ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୩: ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ହର୍ମୁଜ୍‌ ପ୍ରଣାଳୀ ବନ୍ଦ ହୋଇଯାଇଛି, ଯାହା ଏଲପିଜି ଏବଂ ପ୍ରାକୃତିକ ଗ୍ୟାସ ଯୋଗାଣକୁ ଯଥେଷ୍ଟ ପ୍ରଭାବିତ କରିଛି। ଏହାର ଜବାବରେ, ଭାରତର ପେଟ୍ରୋଲିୟମ ମନ୍ତ୍ରଣାଳୟ ପ୍ରାକୃତିକ ଗ୍ୟାସ ଆବଣ୍ଟନ ପାଇଁ ଏକ ସ୍ପଷ୍ଟ ପ୍ରାଥମିକତା ତାଲିକା…

ଶତଭିଷା ନକ୍ଷତ୍ରକୁ ଗୋଚର କଲେ ବୁଧ, ଏହି ୩ ରାଶିର ବଦଳିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ଏବଂ ବୁଦ୍ଧିର କାରକ ଭାବରେ ବିବେଚିତ ବୁଧ ଗ୍ରହ ଆଜି ନିଜର ପକ୍ଷ ପରିବର୍ତ୍ତନ କରିଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୦ ମାର୍ଚ୍ଚ ସକାଳ ୭ଟା୪୭ ସମୟରେ ବୁଧ ରାହୁଙ୍କ ମାଲିକାନାରେ ଥିବା ଶତଭିଷା…

୧୨ ବର୍ଷ ପରେ ଓଡ଼ିଶାରେ ରାଜ୍ୟ ସଭା ପାଇଁ ହେଉଛି ନିର୍ବାଚନ, ୪ ଆସନରେ ୫ ପ୍ରାର୍ଥୀ, କେହି କଲେନି ନାମାଙ୍କନ ପ୍ରତ୍ୟାହାର

ଭୁବନେଶ୍ୱର,୧୦।୩: ସୋମବାର ଓଡ଼ିଶାରେ ରାଜ୍ୟ ସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଶାନ୍ତିପୂର୍ଣ୍ଣ ଥିଲା, କାରଣ କୌଣସି ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରି ନଥିଲେ। ଫଳସ୍ବରୂପ, ଚାରିଟି ଆସନ ପାଇଁ ପାଞ୍ଚ ଜଣ ପ୍ରାର୍ଥୀ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା…

ଯୁଦ୍ଧ ମଧ୍ୟରେ ଭାରତକୁ ଏମିତି କହିଦେଲା ଇରାନ, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୦।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଇରାନ ଭାରତକୁ ଧନ୍ୟବାଦ ଦେଇଛି। ପୂର୍ବରୁ ଆମେରିକା ସମୁଦ୍ରରେ ଏକ ଇରାନୀ ଯୁଦ୍ଧଜାହାଜକୁ ଗୁଳି କରି ଖସାଇ ଦେବା ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ପ୍ରଶ୍ନ ଉଠିଥିଲା। IRIS Dena ନାମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?