ପ୍ରିୟଙ୍କା ଲଞ୍ଚ କଲେ ନିଜର ହେୟାର ବ୍ରାଣ୍ଡ
ମୁମ୍ବାଇ: ଅଭିନୟ ଓ ଗୀତ ଗାଇବା ପରେ ଏବେ ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଆଉ ଏକ କାମ କରିଛନ୍ତି । ନିକଟରେ ପିସି ତାଙ୍କ ହେୟାର ବ୍ରାଣ୍ଡ ଲଞ୍ଚ କରିଛନ୍ତି । ସୋସିଆଲ ମିଡିଆ ଜରିଆରେ ସେ ନିଜେ…
ଉହାନ ଡାକ୍ତରଖାନା ପରିଦର୍ଶନ କଲେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ବିଶେଷଜ୍ଞ ଦଳ
ଉହାନ,୩୦।୧: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଏକ ବିଶେଷଜ୍ଞ ଦଳ ଚାଇନାର ଉହାନ ସହରରେ ପହଞ୍ଚି ପ୍ରଥମ କରୋନା ଭୁତାଣୁ ରୋଗୀ ଚିହ୍ନଟ ହୋଇଥିବା ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ର ପରିଦର୍ଶନରେ ଯିବା ଆଗରୁ ବିଶେଷଜ୍ଞ ଦଳର ସଦସ୍ୟମାନେ…
ବଲିଉଡ୍ରେ ୩୦ ବର୍ଷ: ଏଣ୍ଟ୍ରି କରିବା ସହଜ, ତିଷ୍ଠିବା କଷ୍ଟ
ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଇଣ୍ଡଷ୍ଟ୍ରିରେ ୩୦ ବର୍ଷ ପୂରଣ କରିଛନ୍ତି । ଆଉ ଆଜି ସେ ଜଣେ ସଫଳ ଅଭିନେତା ଭାବେ ବଲିଉଡ୍ରେ ତିଆରି କରିଛନ୍ତି ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ । ନିକଟରେ ସେ…
ଗାନ୍ଧିଜୀଙ୍କ ସ୍ବପ୍ନକୁ ସାକାର କରିଛନ୍ତି ଏହି ଗ୍ରାମର ଲୋକେ, ରୋଜଗାର ପାଇଛନ୍ତି ଶହ ଶହ ଯୁବକ
ସାବରମତୀର ସନ୍ଥ ତଥା ଜାତିରପିତା ମହାତ୍ମା ଗାନ୍ଧୀ ସମଗ୍ର ଦେଶକୁ ଚରଖାରୁ ଆତ୍ମନିର୍ଭରଶୀଳତାର ରାସ୍ତା ଦେଖାଇଥିଲେ। ସେହିଭଳି ଚରଖା ଦ୍ୱାରା ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ଦେଶର ଯୁବକମାନଙ୍କୁ ଆତ୍ମନିଯୁକ୍ତି, ଆତ୍ମ ସମ୍ମାନ ଏବଂ ସ୍ବଦେଶୀ ସ୍ବପ୍ନ ଦେଖାଇଥିଲେ। ପାଞ୍ଚ ବର୍ଷ ପୂର୍ବେ…
ଆଜି ରାଜଧାନୀରେ ୪ କରୋନା ଆକ୍ରାନ୍ତ ଚିହ୍ନଟ, ୫ ସୁସ୍ଥ
ଭୁବନେଶ୍ୱର,୩୦ା୧(ବ୍ୟୁରୋ): ଶନିବାର ରାଜଧାନୀରେ କରୋନା ପଜିଟିଭ୍ଙ୍କ ସଂଖ୍ୟା ଏକ ଅଙ୍କକୁ ଖସିଛି। ତେବେ ଆଜି ରାଜଧାନୀରୁ ମାତ୍ର ୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍ସି ଟୁଇଟ୍ କରି ସୂଚନା ଦେଇଛି। ସମସ୍ତ…
ଆକ୍ସନ ମୁଡ୍ରେ ଡବ୍ଲୁଏଚ୍ଓ!
ବେଜିଂ,୩୦ ।୧: କରୋନା ମହାମାରୀ ସାରା ବିଶ୍ୱର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଏବେ ଏହାକୁ ନେଇ ଖୋଳତାଡ ଆରମ୍ଭ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍ଓ) । ଏହି ମହାମାରୀ ପ୍ରଥମେ ଚାଇନାରେ ୨୦୧୯ରେ ଦେଖାଦେଇଥିବା ବେଳେ ୨୦୨୦ ସୁଦ୍ଧା ଏହା…
ଇସ୍ରାଏଲ ଦୂତାବାସ ବିସ୍ଫୋରଣ: ଘଟଣାସ୍ଥଳରୁ ମିଳିଲା ଅଧାଜଳା କପଡ଼ା, ପଲିଥିନ
ନୂଆଦିଲ୍ଲୀ,୩୦ ।୧: ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ପରେ ଯାଞ୍ଚ ଏଜେନ୍ସି ସକ୍ରିୟ ହୋଇଉଠିଛି । ଶନିବାର ଘଟଣାସ୍ଥଳରୁ ଏନ୍ଏସ୍ଜି ଟିମ୍କୁ ଅଧାଜଳା କପଡା ଓ ପଲିଥିନ୍ ମିଳିଛି ଯାହାର ଯାଞ୍ଚ କରାଯାଉଛି । ଗୋଟିଏ ପଟେ ଦିଲ୍ଲୀ ପୋଲିସର…
ଗର୍ଭାବସ୍ଥାର ଶେଷ ମାସରେ ଏମିତି ନାଚୁଛନ୍ତି ବେବୋ, ଭିଡିଓ ଭାଇରାଲ
ବଲିଉଡ୍ ଅଭିନେତ୍ରୀ କରିନା କପୁର ଖୁବଶୀଘ୍ର ଦ୍ୱିତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି। ସେ ବର୍ତ୍ତମାନ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି। ଏହା ସହିତ ସେ ନିଜ କାମ ପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି। ବର୍ତ୍ତମାନ ସେ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ…
ତାମିଲନାଡୁରେ ଗାଁ ଲୋକଙ୍କ ସହ ଛତୁ ବିରିୟାନିର ମଜା ନେଲେ ରାହୁଲ: ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୩୦ ।୧: ତାମିଲନାଡୁର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯେମିତି ଏବେଠାରୁ ବଳ ଖଟାଇବା ଆରମ୍ଭ କଲେଣି । ଅର୍ଥାତ୍ ଭୋଟରଙ୍କୁ ଆପଣେଇବାକୁ ଚେଷ୍ଟା କଲେଣି ରାହୁଲ । ସୂଚନାଯୋଗ୍ୟ, ରାହୁଲ ଗତ ସପ୍ତାହରେ ତାମିଲନାଡୁ…
୭୫ ଟଙ୍କା ଥିଲା ପ୍ରଥମ ରୋଜଗାର, ଏବେ ୧୦୦ କୋଟି କ୍ଲବ୍ରେ…
ବମ୍ବେ: ଯେତେ ବଡ଼ ସୁପରଷ୍ଟାର ସେତେ ଅଧିକ ପାଉଣା। ହେଲେ ସବୁବେଳେ ସ୍ଥିତି ସମାନ ନ ଥାଏ। ଏଣୁ କଳାକାରମାନେ ନିଜର ପ୍ରଥମ ଦରମାକୁ ଭୁଲିପାରିନଥାନ୍ତି। ସେଭଳି ଜଣେ ହେଲେ ଦବଙ୍ଗ ଖାନ୍ ସଲମାନ। ସଲ୍ଲୁଙ୍କ ଫିଲ୍ମ ବକ୍ସ ଅଫିସରେ ୧୦୦…
ପୁଣି ମାଲବାହୀ ଟ୍ରେନ ଲାଇନଚ୍ୟୁତ
କେନ୍ଦୁଝର, ୩୦।୧(ସ୍ବ.ପ୍ର.): କେନ୍ଦୁଝରଗଡ଼ ରେଳ ଷ୍ଟେସନ ନିକଟରେ ଶନିବାର ପୂର୍ବାହ୍ନରେ ଏକ ଲୁହାପଥର ବୋଝେଇ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଛି। ଳରେ ଉକ୍ତ ଲାଇନରେ ଟ୍ରେନ ଚଳାଚଳ ବ୍ୟାହତ ହୋଇଛି l ଖବର ପାଇ ଜିଆର୍ପି, ଆରପିଏଫ୍ ଓ ରେଳ…
ଲେଭଲ କ୍ରସିଂ ପାରି ହେଉଥିବା ବେଳେ ବାଇକ୍ରୁ ଖସିପଡ଼ିଲେ ଯୁବକ, ହଠାତ୍ ଆସିଗଲା ଟ୍ରେନ୍; ଆଉ ତା’ ପରେ…
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖି ଲୋକେ ଭୟରେ ଥରି ଉଠୁଛନ୍ତି। ଭିଡିଓଟି ଉତ୍ତରପ୍ରଦେଶର। ଏଥିରେ ଦେଖିବାକୁ ମିଳିଛି, ଜଣେ ଯୁବକ ଲେଭଲ କ୍ରସିଂ ପାରି ହେଉଥିବା ବେଳେ ତାଙ୍କ ବାଇକ୍ଟି ଖସି ପଡ଼ିଛି। ଠିକ୍ ଏହି…

