Posted inଜାତୀୟ

ଇସ୍ରାଏଲ ଦୂତାବାସ ବିସ୍ଫୋରଣ: ଘଟଣାସ୍ଥଳରୁ ମିଳିଲା ଅଧାଜଳା କପଡ଼ା, ପଲିଥିନ

ନୂଆଦିଲ୍ଲୀ,୩୦ ।୧: ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ପରେ ଯାଞ୍ଚ ଏଜେନ୍ସି ସକ୍ରିୟ ହୋଇଉଠିଛି । ଶନିବାର ଘଟଣାସ୍ଥଳରୁ ଏନ୍‌ଏସ୍‌ଜି ଟିମ୍‌କୁ ଅଧାଜଳା କପଡା ଓ ପଲିଥିନ୍ ମିଳିଛି ଯାହାର ଯାଞ୍ଚ କରାଯାଉଛି । ଗୋଟିଏ ପଟେ ଦିଲ୍ଲୀ ପୋଲିସର ହାତ ଖାଲିଥିବା ବେଳେ ଅନ୍ୟପଟେ ଏନ୍‌ଏସ୍‌ଜି ଟିମ୍ ଯାଞ୍ଚ କଡାକଡି କରିଛି । ସେପଟେ ପୋଲିସ ରାଜଧାନୀ ଦିଲ୍ଲୀରେ ରହୁଥିବା ଇରାନ ନାଗରିକଙ୍କୁ ପଚରା ଉଚରା କରୁଛି । ତେବେ ଯେଉଁମାନଙ୍କର ଭିଜା ଅବଧି ଶେଷ ହୋଇ ଗଲାଣି ସେମାନଙ୍କ ମଧ୍ୟରୁ ମଧ୍ୟ କେତେ ଜଣଙ୍କୁ ପଚରା ଉଚରା କରାଯାଉଛି । ସୂଚନାଯୋଗ୍ୟ, ଏହି ବିସ୍ଫୋରଣ ପଛର ରହସ୍ୟ ଏପର୍ଯ୍ୟନ୍ତ ଜଣାପଡି ନ ଥିବା ବେଳେ ଏକ ଆତଙ୍କବାଦୀ ସଙ୍ଗଠନ ଏଥିପାଇଁ ନିଜକୁ ଦାୟୀ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶିବରାଜଙ୍କ ୧୪ ମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲା କଂଗ୍ରେସ

ଭୋପାଳ, ୧୩।୧୦: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ପାଇଁ କଂଗ୍ରେସ ସଙ୍କଟ ସୃଷ୍ଟି କରିଛି। ଶିବରାଜଙ୍କ ୧୪ ଜଣ ମନ୍ତ୍ରୀଙ୍କ ବିରୋଧରେ ରାଜ୍ୟ କଂଗ୍ରେସ...

ଏବେ ଲାଇଭ ପଢ଼ିହେବ ସୁପ୍ରିମ୍‌କୋର୍ଟଙ୍କ ପ୍ରକ୍ରିୟା, ସିଜେଆଇ କଲେ ଶୁଭାରମ୍ଭ…

ନୂଆଦିଲ୍ଲୀ,୨୧।୨ : ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟଙ୍କର ପ୍ରକ୍ରିୟାର ଲାଇଭ ଟ୍ରାନ୍ସକ୍ରିପ ମଙ୍ଗଳବାର କରାଯାଇଛି। କୃତ୍ରିମ ବୁଦ୍ଧି ଏବଂ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ...

ଟ୍ରକ-ବସ୍‌ ମୁହାଁମୁହିଁ, ୫ ଜୀବନ୍ତ ଦଗ୍ଧ …

ଜୟପୁର,୧୦।୧୧: ରାଜସ୍ଥାନର ବାଡ଼ମେର୍‌-ଯୋଧପୁର ହାଇଓ୍ବେରେ ଭାଣ୍ଡିଆଓ୍ବାସ୍‌ ଗାଁ ନିକଟରେଏକ ଟ୍ରକ ଏବଂ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଘଟଣାସ୍ଥଳରେ ୫ ଜଣ ଲୋକ...

ମଦର ଟେରେସା ସିଷ୍ଟର କନ୍‌ସିଲିଆଙ୍କୁ ଜାମିନ

ରାଞ୍ଚତ୍,୧ା୧୦-ଶିଶୁ ଚୋରାଚାଲାଣ ଅଭିଯୋଗରେ ଗିରଫ ମିଶନାରିଜ୍‌ ଅଫ ଚାରିଟି ସଦସ୍ୟା ତଥା ଅନ୍ୟତମ ମଦର ଟେରେସା ସିଷ୍ଟର କନ୍‌ସିଲିଆ ବାକ୍ସଲାଙ୍କୁ ଜାମିନ ମିଳିଛି। ୮ ମାସ...

କକପିଟ୍‌ ଭିତରକୁ ଯିବାକୁ ଅନୁମତି ଦେଇ ପାଇଲଟ ନିଲମ୍ବିତ, ଏୟାରଲାଇନକୁ ୩୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ,୧୨।୫: ଏୟାର ଇଣ୍ଡିଆର ଏକ ପାଇଲଟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରିପୋର୍ଟ ଅନୁଯାୟୀ, ନିକଟରେ ପାଇଲଟ ତାଙ୍କ ସାଙ୍ଗକୁ କକପିଟ୍‌ ଭିତରକୁ ଯିବାକୁ...

ପ୍ରାର୍ଥିପତ୍ର ଦାଖଲ କଲେ ପୁନମ

ଲକ୍ଷ୍ନୌ,୧୮।୪: ବଲିଉଡ୍‌ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ ସିହ୍ନା ଲକ୍ଷ୍ନୌ ସଂସଦୀୟ ନିର୍ବାଚନମଣ୍ଡଳୀରୁ ଗୁରୁବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କିଛିଦିନ ତଳେ ଶ୍ରତୁଘ୍ନ ଭାଜପା...

ମୋ ପରିବାରର ଜମ୍ମୁ-କଶ୍ମୀର ସହ ପୁରୁଣା ସମ୍ପର୍କ ରହିଛି, ଏଠାକୁ ଆସି ମୋତେ ଲାଗୁଛି ମୁଁ ଘରକୁ ଆସିଛି: ରାହୁଲ

ଜମ୍ମୁ,୧୦ ।୯: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦୁଇ ଦିବସୀୟ ଜମ୍ମୁ-କଶ୍ମୀର ଗସ୍ତରେ ଶୁକ୍ରବାର ଜମ୍ମୁରେ ପହଞ୍ଚିଛନ୍ତି । ସେଠାରେ ସେ ଦଳୀୟ ବୈଠକରେ...

ଦୁଇ ଲଶ୍କର ଆତଙ୍କବାଦୀଙ୍କୁ କାବୁ କଲେ ଗ୍ରାମବାସୀ…

ଶ୍ରୀନଗର, ୩।୭ : ଜମ୍ମୁ-କଶ୍ମୀରର ରେସି ଜିଲାରେ ଗ୍ରାମବାସୀଙ୍କ ଦ୍ୱାରା ଦୁଇ ଜଣ ସଶସ୍ତ୍ର ଲଶ୍କର-ଇ-ତାଇବା ଆତଙ୍କବାଦୀଙ୍କୁ କାବୁ କରାଯାଇଛି। ଏହା ପରେ ତାଙ୍କୁ ପୋଲିସକୁ...

Advertisement
Archives

Model This Week