Home Left

ଗହୀରମଥାରେ ଡଲ୍‌ଫିନଙ୍କ ଜଳକ୍ରୀଡ଼ା: ପର୍ଯ୍ୟଟକ ଆକର୍ଷିତ

ମହାକାଳପଡ଼ା,୧୫ା୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ):ପ୍ରାକୃତିକ ପରିବେଶ ଶୋଭା ମନୋମୁଗ୍ଧକରେ, ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ। ବିଶ୍ୱ ପ୍ରସିଦ୍ଧ ଚିଲିକା ହ୍ରଦର ଡଲଫିନ କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ନୀଳ ଜଳରାଶିରେ କିଛିବର୍ଷ ଧରି ଦେଖିବାକୁ ମିଳୁଛନ୍ତି। ବିଶେଷକରି ବିରଳ ପ୍ରଜାତିର…

ଏହି ଦିନ ପାଳନ କରନ୍ତୁ ଦୀପାବଳି, ତାରିଖ ଦ୍ୱନ୍ଦ୍ୱ ଦୂର କଲା ମୁକ୍ତି ପଣ୍ଡିତ ମହାସଭା

ଭୁବନେଶ୍ୱର,୧୫।୧୦: ଦୀପାବଳି ତାରିଖ ଦ୍ବନ୍ଦ୍ବ ଦୂର କଲା ମୁକ୍ତି ପଣ୍ଡିତ ମହାସଭା। ୨୧ ନୁହେଁ ୨୦ ତାରିଖରେ ପୟାଶ୍ରାଦ୍ଧ ଓ ଦୀପାବଳି ପାଳନ କରାଯାଉ ବୋଲି ପ୍ରେସମିଟ୍‌ରେ ମୁକ୍ତି ପଣ୍ଡିତ ମହାସଭା ସ୍ପଷ୍ଟ କରିଛି। ୨୦ ତାରିଖ ଅପରାହ୍ନ ୩ଟା ୨୩ରୁ…

ଅନ୍‌ଲାଇନ୍‌ରେ ୪୯ ଟଙ୍କାରେ ମିଳୁଛି ଅବଢ଼ା, ଭକ୍ତଙ୍କୁ ଠକିବାରେ …

ପୁରୀ,୧୫।୧୦: ଅନ୍‌ଲାଇନ୍‌ରେ ଅନ୍ନପ୍ରସାଦ ବା ଅବଢ଼ା ମିଳିବା ନେଇ ବିଜ୍ଞାପନ ଜାରି ହୋଇଛି। ଏକ ଫୁଡ ଆପ୍ଲିକେଶନ ପକ୍ଷରୁ ଅବଢ଼ା ବିଜ୍ଞାପନ ଜାରି ହୋଇଥିବା ବେଳେ ଯାହାର ମୂଲ୍ୟ ମାତ୍ର ୪୯ ଟଙ୍କା ରହିଛି। ଭକ୍ତଙ୍କୁ ଠକେଇର ଅଭିନବ ଉପାୟ ବୋଲି…

ପୂର୍ବତନ ବିଧାୟକଙ୍କ ପରଲୋକ, ଲଗାତାର ୩ ଥର ହୋଇଥିଲେ ବିଧାନସଭାକୁ ନିର୍ବାଚିତ

ବଣାଇ,୧୪।୧୦(ପ୍ରଦୀପ ତ୍ରିପାଠୀ): ବଣାଇର ପୂର୍ବତନ ବିଧାୟକ ହେମେନ୍ଦ୍ର ପ୍ରସାଦ ମହାପାତ୍ରଙ୍କର ବୁଧବାର ପରଲୋକ ଘଟିଛି। ଖୁଟୁଗାଁରେ ୯୨ ବର୍ଷ ବୟସରେ ଆଖି ବୁଜିଲେ ହେମେନ୍ଦ୍ର ପ୍ରସାଦ ମହାପାତ୍ର। ଲଗାତାର ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ହେମେନ୍ଦ୍ର। ୧୯୬୧, ୬୭ ଓବ…

ବିଦ୍ୟୁତ ଖୁଣ୍ଟରେ ଧକ୍କା ହେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଦାରିଙ୍ଗବାଡି, ୧୫।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ସିକକେତାର ୩ ଜଣ ଯୁବକ ବିଦ୍ୟୁତ ଖୁଣ୍ଟକୁ ବାଇକ ଧକ୍କା ଦେଇ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ବିଦ୍ୟୁତ କର୍ମଚାରୀ ଗୁରୁତର ଭାବେ ଆହତ…

ବିଜେଡି ନିଜ ପ୍ରାର୍ଥୀଙ୍କୁ ବିକ୍ରୟକରି ଅକର୍ମଣ୍ୟ ହୋଇଯାଇଛି, କାହିଁକି ଏମିତି କହିଲେ…

ନୂଆପଡ଼ା,୧୫।୧୦ (ମକାରୁ ବେମାଲ): ବିଜେଡି ନିଜ ପ୍ରାର୍ଥୀଙ୍କୁ ବିକ୍ରୟ କରି ଅକର୍ମଣ୍ୟ ହୋଇଯାଇଛି। ମଙ୍ଗଳବାର କୋମନା ବ୍ଲକ ଲଖନା ଖେଳ ପଡିଆଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେବିଜେଡି ନିଜ ପ୍ରାର୍ଥୀଙ୍କୁ ବିକ୍ରୟକରି ଅକର୍ମଣ୍ୟ ହୋଇଯାଇଛି, କାହିଁକି ଏମିତି କହିଲେ… ନୂଆପଡ଼ା,୧୫ା୧୦(ମକାରୁ…

ଆମେରିକାକୁ ବଡ଼ ଝଟ୍‌କା: ୨୦ ବର୍ଷରେ ପ୍ରଥମଥର ଘଟିଲା…

ନୂଆଦିଲ୍ଲୀ,୧୫।୧୦: ବିଶ୍ୱର ଶକ୍ତିଶାଳୀ ଦେଶଗୁଡ଼ିକର ପାସପୋର୍ଟକୁ ସ୍ଥାନିତ କରୁଥିବା ସଂସ୍ଥା ହେନଲି ପାସପୋର୍ଟ ଇଣ୍ଡେକ୍ସ ଏହାର ୨୦୨୫ ପାସପୋର୍ଟ ରାଙ୍କିଂ ପ୍ରକାଶ କରିଛି। ଏହି ରିପୋର୍ଟ ଆମେରିକାକୁ ଏକ ବଡ଼ ଝଟକା ଦେଇଛି। ତଥ୍ୟ ଅନୁଯାୟୀ, ୨୦ ବର୍ଷ ମଧ୍ୟରେ ପ୍ରଥମ…

ଗଞ୍ଜାମରେ ବାଇକ ଚୋରି ବୃଦ୍ଧି: ସିସିଟିଭିର ଅଭାବରୁ ପୋଲିସ ତଦନ୍ତରେ ବାଧା

ଗଞ୍ଜାମ,୧୫।୯(ଅଖିଳ ତରାଇ): ଗଞ୍ଜାମ ଥାନା ଅଧୀନରେ ବାଇକ ଚୋରିର ଘଟଣା ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସୋମବାର ବିଳମ୍ବିତ ରାତିରେ ଦୁଇଟି ବାଇକ ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଇଁତଳା ଗ୍ରାମ ନିକଟ ଜାତୀୟ…

୪ ମହଲା କୋଠାରେ ଭୟାବହ ଅଗ୍ନିକାଣ୍ଡ: ୫ ଘଣ୍ଟା ଧରି ଜଳୁଛି ନିଆଁ, କୋଟି କୋଟି ଟଙ୍କାର ସାମଗ୍ରୀ ନଷ୍ଟ

ବାଲେଶ୍ୱର,୧୫।୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଟାଉନ ଥାନା ଅନ୍ତର୍ଗତ ସିନେମା ଛକ ନିକଟରେ ଥିବା ଏକ ଚାରି ମହଲା କୋଠାରେ ବୁଧବାର ଭୋର ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବନଜା ଷ୍ଟେସନାରୀ ଦୋକାନରେ ଘଟିଛି ଏହି ଭୟଙ୍କର ଅଗ୍ନିକାଣ୍ଡ। ବିଦ୍ୟୁତ ସର୍ଟ ସର୍କିଟରୁ…

ଅନୁଗୋଳରେ ଚାଞ୍ଚଲ୍ୟ: ଶିକ୍ଷୟିତ୍ରୀଙ୍କୁ ବଳାତ୍କାର କଲେ ସ୍କୁଲ ମାଲିକ, ପୂରା ଘଟଣା ଜାଣିଲେ…

ଅନୁଗୋଳ,୧୫।୧୦(ମାନସ ବିଶ୍ୱାଳ): ଅନୁଗୋଳ ସଦର ସ୍ଥିତ ଏକ ଘରୋଇ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ଘରୋଇ ସ୍କୁଲ ପ୍ଲେ ସ୍କୁଲ ମାଲିକଙ୍କ ବଳାତ୍କାର ଅଭିଯୋଗ। ଥାନାରେ ଅଭିଯୋଗ ପରେ ମାଲିକ ସଙ୍କେତ କୁମାର ଶର୍ମାଙ୍କୁ ପୋଲିସ ଗିରଫ କରିଛି। ପ୍ରେମ ନିବେଦନ କରିବାରୁ ମନା…

୨୦୨୨ ବ୍ୟାଚ୍‌ ଓଡିଶା ପ୍ରଶାସନିକ ଅଧିକାରୀଙ୍କ ଦାରିଙ୍ଗବାଡି ଗସ୍ତ: ଦୁର୍ଗମ ଅଞ୍ଚଳରେ ବୁଲି ନେଲେ ତାଲିମ

ଦାରିଙ୍ଗବାଡି,୧୫।୧୦(ଅରୁଣ ସାହୁ):୨୦୨୨ ବ୍ୟାଚର ଓଡିଶା ପ୍ରଶାସନିକ ଅଧିକାରୀଙ୍କ ୮ ଜଣିଆ ଦଳ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଏକ୍ସପୋଜର ପରିଦର୍ଶନ ତଥା ତାଲିମ ପାଇଁ ୪ ଦିନିଆ ଗସ୍ତ କରିଛନ୍ତି। ସେମାନେ ରବିବାର ଦାରିଙ୍ଗବାଡି ଜାଗୃତି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ…

ବିହାର ନିର୍ବାଚନ: ଏକ ଦୃଷ୍ଟିପାତ

ଦେଶର ଚତୁର୍ଥ ସର୍ବାଧିକ ବିଧାନସଭା ଆସନବିଶିଷ୍ଟ ବିହାରରେ ଏବେ ଶୁଭୁଛି ନିର୍ବାଚନୀ ଦୁନ୍ଦୁଭି ା ଏହାର ବିଧାନସଭା ଆସନ ସଂଖ୍ୟା ୨୪୩ ା ଏଥର ନିର୍ବାଚନ ପୂର୍ବ ନିର୍ବାଚନଗୁଡ଼ିକଠାରୁ ଭିନ୍ନ ହେବ ବୋଲି ମନେହେଉଛି। କାରଣ ଚଳିତ ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri