Home Left

ଲ୍ୟାଣ୍ଡଫଲ ବେଳେ ଭୀଷଣ ବାତ୍ୟା, ଏହି ଜିଲାରେ ପଡିବ ବଡ଼ ପ୍ରଭାବ, IMD ଡିଜି କହିଲେ…

ଭୁବନେଶ୍ୱର,୨୭।୧୦: ସ୍ପଷ୍ଟ ହୋଇଛି ବାତ୍ୟା ‘ମୋନ୍ଥା’ର ଗତିପଥ। ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହା ଭୟଙ୍କର ରୂପ ଧାରଣ କରି ୨୮ ତାରିଖ ମଙ୍ଗଳବାର ସାରୁ ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳରେ ‘ମୋନ୍ଥା’ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ।…

ଏକ୍ସ-ବୟପ୍ରେଣ୍ଡଙ୍କ ସହ ମିଶି ଲିଭ-ଇନ ପାର୍ଟନରଙ୍କୁ ହତ୍ୟା କଲେ ଗର୍ଲଫ୍ରେଣ୍ଡ: ଗୋଟିଏ ଭୁଲ୍‌ରୁ ସାମ୍ନାକୁ ଆସିଲା ସତ

ନୂଆଦିଲ୍ଲୀ,୨୭।୧୦: ଦିଲ୍ଲୀର ତିମାରପୁର ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ଅକ୍ଟୋବର ୬ରେ ଗାନ୍ଧୀ ବିହାର ଅଞ୍ଚଳର ଏକ ଫ୍ଲାଟରେ ଜଣେ ଯୁବକଙ୍କ ପୋଡ଼ିଯାଇଥିବା ମୃତଦେହ ମିଳିଥିଲା। ପ୍ରାରମ୍ଭରେ ପୋଲିସ ଏହି ମାମଲାକୁ ଏକ ଦୁର୍ଘଟଣା…

୧୪ ବର୍ଷ ପରେ ଅଲଗା ହେବାକୁ ଯାଉଛନ୍ତି ଏହି ଚର୍ଚ୍ଚିତ ଯୋଡି

ମୁମ୍ବାଇ: ଲୋକପ୍ରିୟ ଟେଲିଭିଜନ କପଲ ଜୟ ଭାନୁଶାଳୀ ଏବଂ ମାହି ଭିଜଙ୍କ ସମ୍ପର୍କକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଅନେକ ରିପୋର୍ଟ ଦାବି କରୁଛି ଏବଂ ଗଣମାଧ୍ୟମ ଦ୍ରୁତ ଗତିରେ ପ୍ରସାରିତ ହେଉଛି ଯେ ଜୟ ଏବଂ ମାହିଙ୍କ…

ସପ୍ତ ଶକ୍ତି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହେଲେ ଆଦର୍ଶ ମହିଳା

ପାଟଣା,୨୭।୧୦( ବୀର କିଶୋର ଦାଶ): ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶା ତରଫରୁ ସୋମବାର ଅପରାହ୍ନରେ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ସ୍ବୀମ ପାଟଣାରେ ସପ୍ତ ଶକ୍ତି ସଂଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରୀୟ ସୟଂ ସେବକ…

ଡାଇବେଟିସ୍‌ଜନିତ ପାଦ ଘା’

ଡାଇବେଟିସ୍‌ ରୋଗୀଙ୍କ ପାଇଁ ପ୍ରମୁଖ ସମସ୍ୟା ହେଉଛି ସୁଗାର ଏବଂ ଖାଦ୍ୟକୁ ନିୟନ୍ତ୍ରଣ କରିବା ଓ ନିୟମିତ ଔଷଧ ସେବନ କରିବା। ମାତ୍ର ଡାଇବେଟିସ୍‌ର ଏକ ଜଟିଳ ସମସ୍ୟା ହେଉଛି ଏହା ଜନିତ ପାଦ ଘା’ ଯାହାର ପରିଣାମ ପ୍ରାଣଘାତୀ ହୋଇପାରେ।…

ରାଜରାସ୍ତାରେ ବସିଲେ ଗ୍ରାମବାସୀ: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲେ…

ଧର୍ମଶାଳା, ୨୭।୧୦(ଶିବପ୍ରସାଦ ମହାନ୍ତି): ଚଣ୍ଡିଖୋଲ ଠାରୁ ପାରାଦୀପକୁ ସଂଯୋଗ କରୁଥିବା ୫୩ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ଠାରୁ କିଛି ଦୂରରେ ଗାନ୍ଧୀଛକ ନିକଟ ରାଜପଥ ଉପରେ ସ୍ଥାନୀୟ ୧୩ ପଞ୍ଚାୟତର ଲୋକେ ପ୍ରତିବାଦ ସଭା ଓ ଗଣଧାରଣା ଦେଇଛନ୍ତି।…

ବାତ୍ୟା ମୋନ୍ଥାର ପ୍ରଭାବ: ଦାରିଙ୍ଗବାଡ଼ିରେ ପବନ ସହ ଆରମ୍ଭ ହେଲାଣି ବର୍ଷା, ମୁକାବିଲା ପାଇଁ ପ୍ରଶାସନ ସଜାଗ

ଦାରିଙ୍ଗବାଡ଼ି,୨୭ା୧୦(ଅରୁଣ ସାହୁ): ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି। ସୋମବାର ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି। ସେପଟେ ଏହାକୁ ମୁକାବିଲା କରିବା ପାଇଁ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗ ପ୍ରସ୍ତୁତ ହୋଇଛି ଭୂସ୍ଖଳନ ହେଉ କି ଗଛ ଉପୁଡିବା…

ମେଟାଲ ଅର୍ଗାନିକ୍‌ ଫ୍ରେମ୍‌ଓ୍ବାର୍କ

ଚଳିତବର୍ଷର ରସାୟନ ବିଜ୍ଞାନ ନୋବେଲ ପୁରସ୍କାର ମିଳିତ ଭାବେ ପ୍ରାପ୍ତ ହୋଇଛନ୍ତି ଜାପାନର କିୟୋଟୋ ବିଶ୍ୱବିଦ୍ୟାଳୟର ସୁସୁମୁ କିଟାଗାଓ୍ବା, ମେଲବୋର୍ନ ବିଶ୍ୱବିଦ୍ୟାଳୟ (ଅଷ୍ଟ୍ରେଲିଆ)ର ରିଚାର୍ଡ ରୋବସନ୍‌ ଏବଂ ବର୍କଲେସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟ (ଆମେରିକା)ର ଓମାର ୟାଘି। ସେମାନଙ୍କ ମଧ୍ୟରେ ଏହାର ପୁରସ୍କାର…

ବାତ୍ୟା ‘ମୋନ୍ଥା’ ଚିନ୍ତା: ପାହାଡ଼ ଉପରେ ଥିବା ଆଦିବାସୀଙ୍କୁ ସ୍ଥାନାନ୍ତର ଆରମ୍ଭ

ପାତ୍ରପୁର,୨୭/୧୦(ଉମା ଚରଣ ନେପାକ): ସାମୁଦ୍ରିକ ବାତ୍ୟା ମନ୍ଥାକୁ ଦୃଷ୍ଟିରେ ରଖି ବ୍ଲକ ଓ ତହସିଲ ପ୍ରଶାସନ ପାହାଡ଼ ଉପରେ ଥିବା ବୁରାତାଲ ଓ ଆଙ୍କୁଲି ପଂଚାୟତର ୩୦ରୁ ଉର୍ଦ୍ଧ୍ୱ ଗ୍ରାମରେ ଆଦିବାସୀଙ୍କୁ ସଚେତନ କରିବା ସହ ତଳୁଆ ଅଞ୍ଚଳକୁ ଆସିବା ପାଇଁ…

ଘୋଡାହାଡ ଡ୍ୟାମ୍‌ରୁ ଛଡାଗଲା ପାଣି: ନଦୀ ତଟବର୍ତ୍ତୀ ଗ୍ରାମରେ ସତର୍କ ସୂଚନା ଜାରି

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟା ‘ମୋନ୍ଥା’ରେ ପରିଣତ ହୋଇଛି। ଏହାର ପ୍ରଭାବରେ ମଙ୍ଗଳବାର ସକାଳୁ ଦିଗପହଣ୍ଡି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁ ଜଳସମ୍ପଦ ବିଭାଗ ଅଧିନ ଦିଗପହଣ୍ଡିସ୍ଥିତ ଘୋଡାହାଡ ଡ୍ୟାମରୁ ସ୍ପିଲ…

ବାତ୍ୟା ‘ମୋନ୍ଥା’ର ପ୍ରଭାବରେ କୋରାପୁଟରେ ବର୍ଷା ଆରମ୍ଭ

କୋରାପୁଟ,୨୭ା୧୦(ଅମିତାଭ ବେହେରା): ବାତ୍ୟା ମୋନ୍ଥା ପ୍ରଭାବରେ ବର୍ତ୍ତମାନ କୋରାପୁଟ ସହରରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି। ସେହିପରି ଜିଲାର ସୀମାନ୍ତ ପଟ୍ଟାଙ୍ଗି, ବନ୍ଧୁଗାଁ, ନାରାୟଣପାଟଣା ଅଞ୍ଚଳରେ ମଧ୍ୟ ବର୍ଷା ଜାରି ରହିଥିବା ଜଣାଯାଇଛି। ବାତ୍ୟା ନେଇ ଜନସାଧାରଣକୁ ସତର୍କ କରିବା ପାଇଁ…

ହାଇଓ୍ବାକୁ ପିଟିଲା ୧୮ ଚକିଆ ଟ୍ରକ: ଚାଳକଙ୍କୁ ଚାଲିଗଲା ଜୀବନ

ଭୁବନ, ୨୭।୧୦( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ଡେଙ୍କାାହାଳ ଛକ ଜାତୀୟ ରାଜପଥ ୫୩ରେ ଏକ ହାଇଓା ଟ୍ରକ(ଓଡି ୦୪ଟି ୭୮୦୬) ଠିଆ ହୋଇଥିବାବେଳେ ପଛପଟୁ ଆସି ଏକ ୧୮ ଚକିଆ ଟ୍ରକ(ଓଡି ୩୫ କେ ୧୩୩୫)…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri