ବାତ୍ୟା ପ୍ରଭାବରେ ଛେଚିଲା ବର୍ଷା, ଲ୍ୟାଣ୍ଡଫଲ ବେଳେ ପ୍ରଭାବିତ ଆଶଙ୍କା, ଜାଣନ୍ତୁ କ’ଣ କହିଲେ IMD ଡିଜି
ଗଞ୍ଜାମ, ୨୭।୧୦(ବିଦ୍ୟାଧର ସାହୁ ): ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ସୋମବାର ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି। ପ୍ରବଳ ବର୍ଷା ଯୋଗୁ ପବିତ୍ର କାର୍ତ୍ତିକ ମାସ ତୃତୀୟ ସୋମବାର ମଧ୍ୟ ଫିକା ପଡିଛି । ସହର ମଧ୍ୟରେ ଥିବା ବିଭିନ୍ନ ଶୈବ ପୀଠ…
ବାତ୍ୟା ଆଶ୍ରୟସ୍ଥଳ ବୁଲି ଦେଖିଲେ ବିଧାୟକ
ଛତ୍ରପୁର,୨୭ା୧୦(ଦିଲ୍ଲୀପ ସାମଲ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ସୋମବାର ଆର୍ଯ୍ୟପଲ୍ଲୀ ଓ ଅଗସ୍ତି ନୂଆଗାଁ ପଞ୍ଚାୟତରେ ଥିବା ବାତ୍ୟା ଆଶ୍ରୟସ୍ଥଳଗୁଡିକ ବୁଲି ଦେଖିଛନ୍ତି। ଏଥିସହ ସମୁଦ୍ରକୂଳକୁ ଯାଇ ମତ୍ସ୍ୟଜୀବୀମାନଙ୍କୁ ସଚେତନ କରାଇଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଆବଶ୍ୟକ ସରଞ୍ଜାମ…
ଜଙ୍ଗଲରେ ଚାଲିଥିଲା ବେଆଇନ ମଦ ବେପାର, ଅଚାନକ ମାଡି ବସିଲା ଅବକାରୀ ବିଭାଗ, ଆଉ ତା’ପରେ…
ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚୋରା ମଦ ଧରପକଡକୁ ଜୋରଦାର କରାଯାଇଛି। ଚିକିଟି ଅବକାରୀ ରେଞ୍ଜ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ସଦଳବଳେ ସୋମବାର ସକାଳେ ଦିଗପହଣ୍ଡି ଥାନା ଅନ୍ତର୍ଗତ କେରାଣ୍ଡିମାଳ ପାହାଡ଼ର…
ନୂଆପଡ଼ା ଉପନିର୍ବାଚନ: ତ୍ରୁଟିଶୂନ୍ୟ ଉପରେ ଗୁରୁତ୍ୱାରୋପ
ନୂଆପଡ଼ା,୨୭ା୧୦ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରସ୍ତୁତିର ଏକ ଅଂଶସ୍ବରୂପ ଦ୍ୱିତୀୟ ବ୍ୟାଚ୍ ସେକ୍ଟର ଅଧିକାରୀ, ଜିଲା ଓ ବିଧାନସଭା ସ୍ତରୀୟ ମାଷ୍ଟର ଟ୍ରେନରଙ୍କ ପାଇଁ ରବିବାର ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ତାଲିମପ୍ରାପ୍ତ ଅଧିକାରୀମାନେ ଆଗାମୀ ଦ୍ୱିତୀୟ…
ବାତ୍ୟାକୁ ନେଇ କଳିଙ୍ଗା ଘାଟି ସିଲ୍ କଲା ପ୍ରଶାସନ, ଭୂସ୍ଖଳନ ଆଶଙ୍କା କରି…
ଜି.ଉଦୟଗିରି,୨୭।୧୦(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ) : ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ କୁ ନେଇ କନ୍ଧମାଳ ଜିଲା କଳିଙ୍ଗା ଘାଟି ରାସ୍ତାକୁ ଜିଲାପାଳ ବେଶଭୂଷଣ ୩ ଦିନ ପାଇଁ ସମ୍ପୂର୍ଣ୍ଣ ସିଲ୍ କରିଥିବା ସୂଚନା ମିଳିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ସମଗ୍ର…
‘ମୋନ୍ଥା’ ଲାଗି ୩୨ ଟ୍ରେନ୍ ବାତିଲ
ଭୁବନେଶ୍ୱର,୨୭।୧୦: ବାତ୍ୟା ‘ମୋନ୍ଥା’ ପାଇଁ ୩୨ ଟ୍ରେନ ବାତିଲକରାଯାଇଛି। ୨୭ ଓ ୨୮ ଦୁଇ ଦିନ ପାଇଁ ବାତିଲ ହୋଇଛି। ୩୨ ଟ୍ରେନ୍ ବାତିଲ ଘୋଷଣା କଲା ପୂର୍ବତଟ ରେଳ ବିଭାଗ। କିଛି ଜିଲାରେ ସ୍କୁଲ ମଧ୍ୟ ଛୁଟି କରାଯାଇଛି। ତେବେ…
କରୁଣ ନାୟରଙ୍କ କ୍ଷୋଭ: ବିସିସିଆଇ, ଅଜିତ ଅଗରକରଙ୍କୁ କଡ଼ା ସମାଲୋଚନା
ମୁମ୍ବାଇ,୨୭।୧୦: ଗୋଆ ବିପକ୍ଷ ରଣଜୀ ମ୍ୟାଚ୍ ସମୟରେ କରୁଣ ନାୟର କହିଛନ୍ତି, ଗତ ଦୁଇ ବର୍ଷରେ ଘରୋଇ କ୍ରିକେଟରେ ସ୍ଥିରତା ଦେଖାଇଥିବା ପରେ ମଧ୍ୟ ଭାରତୀୟ ଦଳରୁ କେବଳ ଗୋଟିଏ ସିରିଜ୍ ସୁଯୋଗ ପାଇଁ ହତାଶ ହୋଇଛନ୍ତି। ଇଂଲଣ୍ଡ ଗସ୍ତରେ ୮…
ନୂଆପଡ଼ା ଉପନିର୍ବାଚନ: କଡ଼ାକଡ଼ି ଯାଞ୍ଚ
ନୂଆପଡ଼ା,୨୭ା୧୦ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନକୁ ଦୃଷ୍ଟିରେ ରଖି ଜିଲା ଅବକାରୀ ବିଭାଗ ତରଫରୁ ଯାଞ୍ଚ କଡାକଡି କରାଯାଇଛି। ଜିଲାର ସୀମାବର୍ତ୍ତୀ ଅଞ୍ଚଳରେ ଚେକ୍ପୋଷ୍ଟ କରି ଯାନବାହନ ତଲାସୀ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଅବକାରୀ କର୍ମଚାରୀ ୬୯ ଲିଟର ବିଅର୍, ୩୮ଲି.…
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଇଁ ପଦଯାତ୍ରା: ଆଜିଠୁ ଆରମ୍ଭ ହୋଇ ଏହି ଦିନ ଯାଏ ଚାଲିବ
ବଲାଙ୍ଗୀର, ୨୭।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସୋମବାର ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଆରମ୍ଭ ହୋଇଛି । ଏହି ଦୁର୍ନୀତି ସଚେତନତା ସପ୍ତାହ ପାଳନ ଅକ୍ଟୋବର ୨୭ରୁ ଆରମ୍ଭ ହୋଇ ନଭେମ୍ବର ୨…
ମାସୁଦ ଆଝାରଙ୍କ ସାଂଘାତିକ ଅଡିଓ ଆସିଲା ସାମ୍ନାକୁ, ଭାରତ ବିରୋଧରେ ବୁଣୁଛନ୍ତି ବିଷ
ଇସଲାମାବାଦ,୨୭।୧୦: ଅକ୍ଟୋବର ୯ରୁ, ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ପ୍ରଥମ ଥର ପାଇଁ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମହିଳା ବ୍ରିଗେଡର କାର୍ଯ୍ୟ ପ୍ରଣାଳୀର ପର୍ଦ୍ଦାଫାସ କରିଛି। ଏବେ, ଏହି ସିରିଜରେ, ଗତ ସପ୍ତାହରେ ବାହାବଲପୁରର ମର୍କଜ ଉସମାନ ଓ…
ବିପଦରେ ଦାରିଙ୍ଗବାଡି-ସୋରଡ଼ା ଘାଟି: ଚିନ୍ତା ବଢାଉଛି ମୋନ୍ଥା
ଦାରିଙ୍ଗବାଡି, ୨୭।୧୦ (ଅରୁଣ ସାହୁ )-ସାମୁଦ୍ରିକ ଝଡ଼ ତଥା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ସୋମବାର ଦାରିଙ୍ଗବାଡି ଅଞ୍ଚଳରେ ବର୍ଷା ଓ ପବନ ଆରମ୍ଭ ହୋଇଯାଇଛି। ତେବେ କନ୍ଧମାଳ ଜିଲାରେ ମଙ୍ଗଳବାର ଏହାର ପ୍ରଭାବ ଅଧିକା ରହିବ ବୋଲି…
ଖୋଲିଲା ମାଛକୁଣ୍ଡ ଜଳ ଭଣ୍ଡାରର ଗେଟ୍
କୋରାପୁଟ,୨୭।୧୦: କୋରାପୁଟ ଜିଲା ଲମତାପୁଟ ମାଛକୁଣ୍ଡ ଜଳ ଭଣ୍ଡାରର ୬ଟି ଗେଟ୍ ଖୋଲିଛି। ଜଳ ଭଣ୍ଡାରରେ ୪ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ମାଛକୁଣ୍ଡ ଡି ଡ୍ୟାମରୁ ମଧ୍ୟ ୨ ଟି ଗେଟ ଦେଇ ଜଳ ନିଷ୍କାସନ ହେୁଥିବା ସୂଚନା…
Archives


