Home Left

ପୁରୁଣା ଲଭ୍‌ ଲାଇଫ୍‌ ଏବେ ବି ସିଦ୍ଧାର୍ଥଙ୍କର ମନେ ପଡ଼େ….

ମୁମ୍ବାଇ,୧୬।୧: ବଲିଉଡ୍‌ ଷ୍ଟାର ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଶନିବାର ୩୬ ବର୍ଷ ପୂରଣ ହୋଇଛି। ସେ ୩୭ରେ ପାଦ ଦେଇଛନ୍ତି। ସେ ୧୯୮୫ ଜାନୁୟାରୀ ୧୬ରେ ଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ସେ ୧୮ ବର୍ଷ ବୟସରେ ମଡେଲିଂ ଦୁନିଆରେ ଡେବ୍ୟୁ କରିିଥିଲେ। ଏହାପରେ…

ଶାହିଦ୍‌ କପୁରଙ୍କ ପୁରୁଣା ପ୍ରେମିକା…

ମୁମ୍ବାଇ,୧୬।୧: ନିଜର ପୁରୁଣା ପ୍ରେମିକା କରୀନା କପୁର ଏବଂ ପ୍ରିୟଙ୍କା ଚୋପ୍ରାଙ୍କୁ ଭୁଲିବାକୁ ଚାହାନ୍ତିନି ଶାହିଦ୍‌ କପୁର। ଏକ ଚ୍ୟାନେଲ୍‌ରେ ସାକ୍ଷାତ୍‌କାର ସମୟରେ ଶାହିଦ୍‌ ଏହା ପ୍ରକାଶ କରିଛନ୍ତି। ଜୀବନର ଏସବୁ ସୁନ୍ଦର ସ୍ମୃତିବହୁଳ ଘଟଣାରୁ ସେ ଅନେକ କିଛି ଶିକ୍ଷା…

କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ

ରାଉରକେଲା,୧୫ା୧: ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଶ୍ରୀୟା ମେଟାଲିକ ଏଣ୍ଡ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର ରାତିରେ ନିଆଁ ଲାଗିଯାଇଥିଲା। ଏହା ଦେଖି ସ୍ଥାନୀୟ କର୍ମଚାରୀ ସେଠାରୁ ଦୌଡ଼ି ପଳାଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବିଦ୍ୟୁତ ସଟ୍‌…

ଗାଁରେ ପଶିଲା ୪ ହାତୀ

କୁତ୍ରା/ରାଉରକେଲା ଅଫିସ୍‌, ୧୫।୧: ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ପଞ୍ଚରା, ପାନପଡ଼ା ଗ୍ରାମରେ ଏକ ୪ଟିକିଆ ହାତୀପଲ ପଶି ଉପଦ୍ରବ କରିଛନ୍ତି। ହାତୀପଲ କୁନ୍ତି ନାଏକଙ୍କ ବାଡିରେ ବିଲାତି ଖାଇ ଦଳି ଚକଟି ନଷ୍ଟ କରି ଦେଇଛନ୍ତି। ପରେ ହାତୀପଲ…

ଅଢ଼େଇ ବର୍ଷ ପରେ ଲୋୟର ସୁକ୍‌ତେଲ ଡ୍ୟାମ୍‌ ଆପ୍ରୋଚ୍‌ ରାସ୍ତା କାମ ଆରମ୍ଭ

ବଲାଙ୍ଗୀର ଅଫିସ, ୧୫ା୧: ପ୍ରାୟ ଅଢ଼େଇ ବର୍ଷ ପରେ ଲୋୟର ସୁକ୍‌ତେଲ ଡ୍ୟାମ ସାଇଟ୍‌ ଅଞ୍ଚଳରେ ଶୁକ୍ରବାରଠାରୁ ଡ୍ୟାମ ଆପ୍ରୋଚ୍‌ ରାସ୍ତା କାମ ଆରମ୍ଭ ହୋଇଛି। ପ୍ରଶାସନ ପକ୍ଷରୁ ପୋଲିସ ଫୋର୍ସ ଉପସ୍ଥିତିରେ ଏହି ରାସ୍ତା କାମ ଆରମ୍ଭ କରାଯାଇଛି। ସୁକ୍‌ତେଲ…

ବ୍ରିସବେନରେ ମଧ୍ୟ ସିରାଜଙ୍କୁ ଛାଡ଼ିଲେ ନାହିଁ ଅଷ୍ଟ୍ରେଲିଆ ଦର୍ଶକ

ବ୍ରିସ୍‌ବେନ, ୧୫।୧ : କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଅଷ୍ଟ୍ରେଲିଆ ଦର୍ଶକଙ୍କ ଭାରତୀୟ କ୍ରିକେଟରଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରୁଛନ୍ତି। ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ଷ୍ଟାଡିୟମର କିଛି ଦର୍ଶକ ପେସର ମହମ୍ମଦ ସିରାଜ ଓ ପ୍ରଥମ ମ୍ୟାଚ୍‌ ଖେଳୁଥିବା ସ୍ପିନ ଅଲରାଉଣ୍ଡର ଓ୍ବାଶିଂଟନ…

ମିଳିଲା ମୃତ ଗାଁ ସାଥୀଙ୍କ କଟା ମୁଣ୍ଡ

ସୁନ୍ଦରଗଡ,୧୫।୧: ସୁନ୍ଦରଗଡ଼ ସଦର ବ୍ଲକ କିରେଇ ପଞ୍ଚାୟତର ନିଖୋଜ ଗାଁ ସାଥୀ ରମେଶ ସିଂ(୩୫)ଙ୍କୁ ଖଣ୍ଡ ଖଣ୍ଡ କରି ହତ୍ୟା କରାଯାଇଛି । ହତ୍ୟାର କାରଣ ଜଣାପଡି ନ ଥିବା ବେଳେ ପରକୀୟା ପ୍ରୀତିକୁ ନେଇ ଏହା ଘଟିଥିବା କୁହାଯାଉଛି ।…

ଏୟାର ଲାଇନ୍‌ ମେନ୍ୟୁରୁ ବାଦ୍‌ ପଡ଼ିଲା ଚିକେନ, ଅଣ୍ଡା ଡିଶ୍‌

ନୂଆଦିଲ୍ଲୀ,୧୫।୧: ଦେଶର ବିଭିନ୍ନ ରାଜ୍ୟରେ ବାର୍ଡ ଫ୍ଲୁ ଭୟଙ୍କର ସ୍ଥିତି ମୁହାଁ ହେଉଛି। ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଇଣ୍ଡିଗୋ ଓ ଭିଷ୍ଟାରା ଭଳି ଏୟାର ଲାଇନ୍‌ ସେମାନଙ୍କ କିଛି ଫ୍ଲାଇଟ୍‌ରେ ଚିକେନ ଓ ଅଣ୍ଡା ଡିଶ୍‌ ପରିବେଷଣ କରିବାକୁ ବନ୍ଦ…

ଟ୍ରାକ୍ଟର ଧକ୍କାରେ ସ୍କୁଟି ଚାଳକଙ୍କ ଜୀବନ ଗଲା, ଉତ୍ତେଜନା

ଧର୍ମଗଡ଼,୧୫।୧: କଳାହାଣ୍ଡି ଜିଲା ଧର୍ମଗଡ ସହର ମେରଘରା ଛକ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଏକ ଟ୍ରାକ୍ଟର ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଭବାନୀପାଟଣାର ରୁଦ୍ର ନାରାୟଣ ନାଏକ। ସୂଚନା ଯୋଗ୍ୟ, ରୁଦ୍ର ଓ ରଫିସ ନାଏକ…

କିମ୍ବଦନ୍ତୀ ଫୁଟ୍‌ବଲର ରୁନିଙ୍କ ଅବସର

ଲଣ୍ଡନ,୧୫।୧: ନିଜ ସମୟର ଶ୍ରେଷ୍ଠ ଇଂଲିଶ ଖେଳାଳି ବିବେଚିତ ହେଉଥିବା ଓ୍ବେନ ରୁନି ନିଜ ଜାଜ୍ଜୁଲ୍ୟମୟ କ୍ୟାରିୟରରେ ଟାଣିଛନ୍ତି ପୂର୍ଣ୍ଣଛେଦ। ଦ୍ୱିତୀୟ ସ୍ତରର କ୍ଲବ ଡର୍ବି କାଉଣ୍ଟି ମ୍ୟାନେଜର ପଦରେ ନିଯୁକ୍ତ ହେବା ପରେ ଶନିବାର ଏହି ଘୋଷଣା କରିଛନ୍ତି ପୂର୍ବତନ…

‘କୋଭାକ୍ସିନ କେବଳ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ’

ନୂଆଦିଲ୍ଲୀ,୧୫।୧: କୋଭିଡ୍‌-୧୯ ସହ ଲଢ଼ିବା ପାଇଁ ଭାରତ ବାୟୋଟେକ, ଇଣ୍ଡିଆନ କାଉନ୍ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର) ଓ ନ୍ୟାଶନାଲ ଇନଷ୍ଟିଚ୍ୟୁ ଅଫ୍‌ ଭିରୋଲୋଜି ଦ୍ୱାରା ପ୍ରସ୍ତୁତ ହୋଇଛି କୋଭାସ୍କିନ। ଭାରତ ବାୟୋଟେକର ବାୟୋସଫେଟି ସ୍ତର – ୩ ବାୟୋକଣ୍ଟେନମେଣ୍ଟ ବ୍ୟବସ୍ଥାରେ…

ଗଞ୍ଜାମର ୧୧ଶହ ସ୍ବାସ୍ଥ୍ୟକର୍ମୀ ନେବେ କୋଭିଶିଲ୍ଡ

ବ୍ରହ୍ମପୁର ଅଫିସ,୧୫ା୧: ବିଗତ ଦିନରେ କରୋନାର ହଟସ୍ପଟ ପାଲଟିଥିବା ଗଞ୍ଜାମ ଜିଲାରେ ଶନିବାରଠାରୁ ଟିକାକରଣ ଅଭିଯାନ ଆରମ୍ଭ ହେବ। ବ୍ରହ୍ମପୁର ସହର ସମେତ ଜିଲାର ୧୧ଟି ଡାକ୍ତରଖାନାରେ ପ୍ରଥମ ପର୍ଯ୍ୟାୟରେ ଜିଲାର ୧୧ ଶହ ଡାକ୍ତର, ନର୍ସ, ଏଏନ୍‌ଏମ, ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri