Home Left

ଜେଜେବାପାଙ୍କ ଦଶାହରେ ନାତିଙ୍କ ଜୀବନ ଗଲା

ସଜନାଗଡ଼, ୨୯।୧: ଜେଜେବାପାଙ୍କ ଦଶାହରେ ବନ୍ଧୁ ପରିଜନ ଶୁଦ୍ଧିକ୍ରିୟାରେ ବ୍ୟସ୍ତ ଥିଲେ। ସମସ୍ତେ ପୋଖରୀଘାଟରେ କ୍ଷୌର ହେଉଥିବା ବେଳେ ୨୨ବର୍ଷୀୟ ନାତି ଗାଧୋଇବାକୁ ଯାଇ ଆଉ ଫେରି ନ ଥିଲେ। ପରେ ଖୋଜାଖୋଜି କରି ପୋଖରୀରୁ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା…

ସୁସ୍ଥ ହେଲେ ୧୫୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୯ା୧- ଓଡ଼ିଶାରେ ଶୁକ୍ରବାର ୧୫୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତ ସଂଖ୍ୟା ୩,୩୧,୮୨୪ରେ ପହଞ୍ଚିଛି। ସୁନ୍ଦରଗଡ଼ରୁ ସର୍ବାଧିକ ୩୦, ପୁରୀ ଓ ସମ୍ବଲପୁରରୁ ୨୩, ବାଲେଶ୍ୱର ୧୨, ଅନୁଗୁଳ ଓ ଖୋର୍ଦ୍ଧାରୁ…

ଘୋଷଣା ହେଲା କେଜିଏଫ୍‌: ଚାପ୍ଟର-୨ର ରିଲିଜ ତାରିଖ

ଚେନ୍ନାଇ,୨୯ା୧- ଦେଶର ସବୁଠୁ ପ୍ରତିକ୍ଷୀତ ଫିଲ୍ମ କେଜିଏଫ୍‌: ଚାପ୍ଟର-୨ର ରିଲିଜ ତାରିଖ ଶୁକ୍ରବାର ଘୋଷଣା ହୋଇଯାଇଛି। ପୂରା ଦେଶରେ ଦର୍ଶକଙ୍କ ଭଲପାଇବା ହାସଲ କରିଥିବା କେଜିଏଫ୍‌: ଚାପ୍ଟର-୧ର ଏହା ସିକୁଏଲ। ଆସନ୍ତା ଜୁଲାଇ ୧୬ ତାରିଖରେ ରିଲିଜ ହେବ। ପ୍ରଶାନ୍ଥ ନିଲଙ୍କ…

କଲରାପତରିଆର ମୃତ୍ୟୁକୁ ନେଇ ହେବ ତଦନ୍ତ

ବୁଗୁଡା,୨୯ା୧୧: ବୁଗୁଡା ବନାଞ୍ଚଳରେ ଗୁରୁବାର ଫାଶରେ ପଡି ମୃତ୍ୟୁ ଘଟିଥିବା କଲରାପତରିଆ ବାଘର ମୃତଦେହ ଶୁକ୍ରବାର ସମସ୍ତ ଗାଇଡ୍‌ଲାଇନ୍‌ ଅନୁଯାୟୀ ସ୍ଥାନୀୟ ବନ କାର୍ଯ୍ୟାଳୟ ମଧ୍ୟରେ ପୋଡି ଦିଆଯାଇଛି। ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ୍‌) ପ୍ରଶାନ୍ତ କୁମାର ମିଶ୍ର କହିଛନ୍ତି,…

ଦିଲ୍ଲୀ ଫେରନ୍ତା ବାଜାଶାଲା ଦଳକୁ ସ୍ବାଗତ

କେସିଙ୍ଗା,୨୯।୧: ଦିଲ୍ଲୀରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସରେ କଳାହାଣ୍ଡି ଜିଲା ପ୍ରତିଭା ସାଂସ୍କୃତିକ ଅନୁଷ୍ଠାନର ୮୦ଜଣିଆ କଳାକାର ‘ବଜାଶାଲ’ ନୃତ୍ୟ ପରିବେଷଣ କରି ଘରକୁ ଫେରିଛନ୍ତି। ଦିଲ୍ଲୀରୁ ସମତା ଏକ୍ସପ୍ରେସରେ ଆସି ଶୁକ୍ରବାର କେସିଙ୍ଗା ଷ୍ଟେଶନରେ ପହଞ୍ଚତ୍ଲେ। ପରେ କଳାକାରମାନଙ୍କୁ ଉକିଆ ଅନୁଷ୍ଠାନ…

ଭାଗ୍ୟ ଲେଖନକୁ କେହି ବଦଳାଇ ପାରିବେ ନାହିଁ

କରାଚୀ,୨୯।୧: ଭାଗ୍ୟ ଲେଖନକୁ କେହି ବଦଳାଇ ପାରିବେ ନାହିଁ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଭାବେ ସାମ୍ନାକୁ ଆସିଛନ୍ତି ପାକିସ୍ତାନର ଫଓ୍ବାଦ ଆଲାମ। ୨୦୦୯ରେ ପଦାର୍ପଣ କରିଥିଲେ ଆଲାମ। ବିଦେଶରେ ପ୍ରଥମ ଟେଷ୍ଟରେ ହିଁ ଶତକ ହାସଲ କରି ଆସିଥିଲେ ଚର୍ଚ୍ଚାକୁ।…

ମହିଳାଙ୍କୁ ଯୌତୁକ ନିର୍ଯାତନା: ବନ୍ଧା ହେଲେ ଶାଶୁ-ଶ୍ୱଶୂର, ଦେଢଶୂର

ବଡବିଲ, ୨୯।୧: କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ଅଞ୍ଚଳରେ ଜଣେ ମହିଳାଙ୍କୁ ଯୌତୁକ ଜନିତ ନିର୍ଯାତନା ଓ ତଣ୍ଟି ଚିପି ହତ୍ୟା ଉଦ୍ୟମ ଅଭିଯୋଗରେ ସମ୍ପୃକ୍ତ ଶାଶୁ, ଶ୍ୱଶୂର, ଦେଢଶୂରଙ୍କୁ ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ…

ହାଇ ଆଲର୍ଟରେ ଦିଲ୍ଲୀ

ନୂଆଦିଲ୍ଲୀ,୨୯।୧: ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଆଇଇଡି ବିସ୍ଫୋରଣ ପରେ ଦିଲ୍ଲୀରେ ଜାରି ହୋଇଛି ହାଇ ଆଲର୍ଟ। ଘଟଣା ପରେ ଏପିଜେ ଅବଦୁଲ କାଲାମ ରୋଡ୍‌କୁ ସିଲ୍‌ କରିଦିଆଯାଇଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଘଟଣାସ୍ଥଳରେ ପହଞ୍ଚି…

ରୁମ୍‌ରେ ଓ୍ବାର୍କ ଆଉଟ୍‌ କରୁଛନ୍ତି ଏହି କ୍ରିକେଟର

ଚେନ୍ନାଇ,୨୯ା୧- ଆସନ୍ତା ୫ ତାରିଖରୁ ସ୍ଥାନୀୟ ଚେପକ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହେବାକୁ ଯାଉଛି। କୋଭିଡ୍‌-୧୯ ପାଣ୍ଡେମିକ୍‌ ପରିସ୍ଥିତି ଯୋଗୁ ଉଭୟ ଦଳର ଖେଳାଳିମାନେ ଚେନ୍ନାଇରେ ପହଞ୍ଚି ସାରିଥିଲେ ମଧ୍ୟ…

ଅଷ୍ଟ୍ରେଲିଆ ଦଳରେ ଭାରତୀୟ କ୍ୟାବ ଚାଳକଙ୍କ ପୁଅ

ମେଲବୋର୍ନ,୨୯ା୧- ଅଷ୍ଟ୍ରେଲିଆରେ ବାସ କରୁଥିବା ପଞ୍ଜାବୀ ଡ୍ରାଇଭରଙ୍କ ୧୯ ବର୍ଷୀୟ ପୁଅ ତାନଭୀର ସାଙ୍ଘା ଅଷ୍ଟ୍ରେଲିଆର ଜାତୀୟ ସିନିୟର ଦଳରେ ସ୍ଥାନ ପାଇଛନ୍ତି। ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ୍‌ ଲାଗି ଘୋଷିତ ୧୮ ଜଣିଆ ଅଷ୍ଟ୍ରେଲିଆ ଦଳରେ ତାଙ୍କୁ ମିଳିଛି…

ଦିଲ୍ଲୀରେ ବିସ୍ଫୋରଣ

ନୂଆଦିଲ୍ଲୀ,୨୯।୧: ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତବାସ ନିକଟରେ ଶୁକ୍ରବାର ଏକ ଆଇଇଡି ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ କିଛି କାର କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ବିସ୍ଫୋରଣ ଛୋଟ ଧରଣର ଥିଲା ବୋଲି…

୩୦୦ କୋଟି ଟଙ୍କା ବ୍ୟୟରେ ‘ରାମାୟଣ’କୁ ନେଇ ଫିଲ୍ମ ନିର୍ମାଣ କରିବେ ମଧୁ!

ମୁମ୍ବାଇ: ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ‘ରାମାୟଣ’କୁ ନେଇ କିଛି ଫିଲ୍ମ ନିର୍ମାଣ କରି ସାରିଛି । ଏହି ମହାକାବ୍ୟକୁ ନେଇ ଫିଲ୍ମ ନିର୍ମାତା ନିଜ ନିଜ ପ୍ରକାରେ ଫିଲ୍ମ ନିର୍ମାଣ କରିଛନ୍ତି । ହେଲେ ଏବେ ନିର୍ମାତା ମଧୁ ମେଂଟାନା ‘ରାମାୟଣ’କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri