ଜମି କିଣାବିକାକୁ ନେଇ ମନ୍ତ୍ରୀଙ୍କ ବଡ଼ ଘୋଷଣା
ଭୁବନେଶ୍ୱର,୩୦।୧୦: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଏକ ବଡ଼ ସୂଚନା ଦେଇଛନ୍ତି। ଏଣିକି ତହସିଲ ଅଫିସରେ ଜମି କିଣାବିକା ହୋଇପାରିବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି। ନଭେମ୍ବର ୧ ତାରିଖରୁ ତହସିଲ କାର୍ଯ୍ୟାଳୟରେ ଜମି କିଣାବିକା ହେବ। ପ୍ରଥମ ପର୍ଯ୍ୟାୟରେ…
ପାଣିରେ ଭାସୁଛି ପାଚିଲା ଧାନ, କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ…
ଗଞ୍ଜାମ,୩୦।୧୦(ବିଦ୍ୟାଧର ସାହୁ ): ବାତ୍ୟା ସରିଲା କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ବଢିଲା । ବାତ୍ୟା ପ୍ରଭାବରେ ଏବେ ବି ଗଞ୍ଜାମ ବ୍ଲକ ଅଞ୍ଚଳରେ ବର୍ଷା ଲାଗି ରହିଛି । ବାତ୍ୟା ଯୋଗୁ ହୋଇଥିବା ବର୍ଷା ଓ ପବନ ଯୋଗୁ ବ୍ଲକ ଅଞ୍ଚଳର…
ସାମାଜିକ ବାସନ୍ଦରୁ ମୃତଦେହକୁ ଛୁଇଁଲେନି କେହି! ୮ ଘଣ୍ଟା ପରେ ୩ ଯୁବତୀଙ୍କ କାନ୍ଧରେ ବୁହାହେଲା ଶବ
ଲାଞ୍ଜିଗଡ,୩୦।୧୦(ରମେଶ ଚନ୍ଦ୍ର ନାୟକ): ସାମାଜିକ ବାସନ୍ଦ କାରଣରୁ ମୃତଦେହକୁ ବି ଅନାଇଲେନି। ଏଭଳି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସହରରେ । ମୃତ୍ୟୁର ୮ ଘଣ୍ଟା ପରେ ତିନି ଯୁବତୀଙ୍କ କାନ୍ଧରେ ବୁହାହୋଇ…
ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିଦେବେ ରୋହିତ ଶର୍ମା! MI ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା
ନୂଆଦିଲ୍ଲୀ,୩୦।୧୦: IPL ୨୦୨୬ରେ ଅଭିଷେକ ନାୟାର କୋଲକାତା ନାଇଟ ରାଇଡର୍ସର ମୁଖ୍ୟ କୋଚ ହେବେ। ଅଭିଷେକ ପୂର୍ବରୁ ପାଞ୍ଚ ବର୍ଷ ପାଇଁ କୋଲକାତା ନାଇଟ ରାଇଡର୍ସ ସହିତ ଜଡିତ ଥିଲେ, କିନ୍ତୁ ଏହା ପ୍ରଥମ ଥର ପାଇଁ ସେ IPL ଦଳର…
ଷ୍ଟେଶନରୁ ସ୍କୁଲ ବ୍ୟାଗରେ ଦିଲ୍ଲୀ ଚାଲାଣ ହେଉଥିଲା ଗଞ୍ଜେଇ, ଅଚାନକ ପହଞ୍ଚିଗଲା…
ରାଉରକେଲା,୩୦।୧୦(ସଂଗୀତା ଜେନା): ଷ୍ଟେଶନ ପାର୍ସଲ ଅଫିସରେ ରେଲୱେ ପୋଲିସ (GRP) ଚଢାଉ କରିଛି। ଦୁଇଟି ବଡ଼ ବ୍ୟାଗରେ ୫୦ ଲକ୍ଷରୁ ଅଧିକ ମୂଲ୍ୟର ଗଞ୍ଜେଇ ଚୋରାଚାଲାଣ ସନ୍ଦେହରେ ମାଜିଷ୍ଟ୍ରେଟ ବିକାଶ କୁମାର ଭୋଇଙ୍କ ଉପସ୍ଥିତିରେ ଖୋଲିଲା ୨ ସନ୍ଦିଗ୍ଧ ବ୍ୟାଗ। ପୋଲିସ…
ବିଚାର ବିଭାଗୀୟ କର୍ମଚାରୀଙ୍କୁ ଶପଥ ପାଠ କରାଇଲେ ମାଜିଷ୍ଟ୍ରେଟ, ଜାଣନ୍ତୁ କାହିଁକି…
ଦିଗପହଣ୍ଡି, ୩୦।୧୦(ଅଶେଷ ନାଥ ମିଶ୍ର): ଦୁର୍ନୀତି ନିବାରଣ ସପ୍ତାହ ପାଳନ ପରିପ୍ରେକ୍ଷୀରେ ଗୁରୁବାର ଦିଗପହଣ୍ଡିସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନର ମାଜିଷ୍ଟ୍ରେଟ ମହାଶ୍ୱେତା ପରିଜା ବିଚାର ବିଭାଗୀୟ କର୍ମଚାରୀଙ୍କୁ ସାଧୁତାର ଶପଥ ପାଠ କରାଇଛନ୍ତି। ସିଭିଲ କୋର୍ଟ କମ୍ପ୍ଲେକ୍ସରେ ଆୟୋଜିତ କାର୍ଯ୍ୟକ୍ରମରେ…
ଆକାଶରେ ପଡ଼ିଲା ଇନ୍ଦ୍ରଧନୁ: ଅଟକିଗଲେ ବାଟୋଇ
କୋରାପୁଟ,୩୦।୧୦(ଅମିତାଭ ବେହେରା): ଗୁରୁବାର ଅପରାହ୍ନରେ କୋରାପୁଟ ଆକାଶରେ ଇନ୍ଦ୍ରଧନୁ ଦେଖାଯାଇଛି। ଗୁରୁବାର ଅପରାହ୍ନ ୫ଟା ସମୟରେ କୋରାପୁଟ ଭବାନୀନଗରସ୍ଥିତ ପୂର୍ବ ଆକାଶରେ ଏହା ଦେଖିବାକୁ ମିଳିଛି। ଅପରାହ୍ନରେ ହଠାତ ଝିପିଝିପି ବର୍ଷା ପରେ ଏହା ଦେଖିବାକୁ ମିଳିଛି। ଇନ୍ଦ୍ରଧନୁର ସାତରଙ୍ଗ ଦେଖିବାକୁ…
ଧାନ ବିଲରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣା: ରହସ୍ୟର ପର୍ଦ୍ଦାଫାଶ କଲେ ଏସ୍ପି, ଯୁବତୀଙ୍କ ସହ…
ବଲାଙ୍ଗୀର,୩୦।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଗଏଲପିଟା ଗାଁ କୁମନାଶି ଜଙ୍ଗଲ ନିକଟ ଏକ ଧାନ କିଆରିରୁ ବୁଧବାର ସକାଳେ ଏକ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଆଜି ସମ୍ପୃକ୍ତା ଯୁବତୀଙ୍କ ପରିଚୟ ମିଳିବା ପରେ ପୋଲିସ…
ନୂଆପଡ଼ା ଉପନିର୍ବାଚନ: ଆରମ୍ଭ ହେଲା ହୋମ୍ ଭୋଟିଂ
ନୂଆପଡ଼ା,୩୦ା୧୦(ପୀତାମ୍ବର ସାହୁ): ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଗୁରୁବାରଠାରୁ ହୋମ୍ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ୧୫ଟି ପୋଲିଂ ଦଳ ନିଯୁକ୍ତ ହୋଇଛନ୍ତି। ପ୍ରତି ଦଳରେ ଦୁଇଜଣ ପୋଲିଂ ଅଫିସର, ଜଣେ ମାଇକ୍ରୋ ନିରୀକ୍ଷକ, ଜଣେ ସୁରକ୍ଷା ଅଧିକାରୀ ଓ…
ଋଷିକୂଲ୍ୟା ଜଳସ୍ତର ବୃଦ୍ଧି: ଅନେକ ଗାଁ ଜଳବନ୍ଦୀ, ଚିନ୍ତାରେ ଚାଷୀ
ଗଞ୍ଜାମ, ୩୦।୧୦ (ଅଖିଳ ତରାଇ): ବାତ୍ୟା ମୋନ୍ଥାର ପ୍ରଭାବରେ ଲଗାତାର ବର୍ଷା ଯୋଗୁ ଗଞ୍ଜାମରେ ବନ୍ୟା ଆଶଙ୍କା ଦେଖାଦେଇଛି। ପ୍ରବଳ ବର୍ଷା କାରଣରୁ ଋଷିକୂଲ୍ୟା ନଦୀର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଫଳରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର…
ପାହାଡ଼ରୁ ଖସୁଛି ମାଟି ଅତଡ଼ା: ଯାତାୟାତ ବାଧାପ୍ରାପ୍ତ
ମୋହନା,୩୦/୧୦(ମନ୍ମଥ ମିଶ୍ର): ଘାଟି ରାସ୍ତାରେ ଏବେ ପାହାଡ଼ରୁ ଖସୁଛି ମାଟି ଅତଡ଼ା ଗ୍ରାମବାସୀ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି l ଫଳରେ ୬ ଖଣ୍ଡ ଗାଁକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି l ଗଜପତି ଜିଲା ମୋହନା ବ୍ଲକ ବାଲିବାଡ ଗାଁ ଘାଟି…
Truecallerରୁ ନିଜ ନାମ ହଟାଇବାକୁ ଚାହାନ୍ତି କି? ଜାଣନ୍ତୁ ସବୁଠାରୁ ସହଜ ଉପାୟ…
ନୂଆଦିଲ୍ଲୀ,୩୦।୧୦: Truecaller ଆଜି କଲର୍ ଆଇଡି ପାଇଁ ବ୍ୟବହାର ହେଉଥିବା ସବୁଠାରୁ ବଡ଼ ଆପ୍। ଭାରତରେ ଏହାକୁ ବହୁଳ ବ୍ୟବହାର କରାଯାଏ। ଅତି କମ୍ରେ ୧୦ଜଣଙ୍କ ମଧ୍ୟରୁ ୮ ଲୋକ ଙ୍କ ଫୋନରେ ଟ୍ରୁକଲର ଆପ୍ ଅଛି। କହିବାକୁ…
Archives


