Home Left

ପରଦାରେ ‘ଚୁମ୍ବନ’ରେ କରିବାରେ ଅସୁବିଧା ନାହିଁ, କିନ୍ତୁ…

ବଲିଉଡ ଅଭିନେତା ଇମ୍ରାନ ହାସମିଙ୍କୁ ‘ସିରିଏଲ କିସର’ ଆଖ୍ୟା ଦିଆଯାଇଛି। ୨୦୦୩ରେ ‘ଫୁଟପାଥ’ ଫିଲ୍ମରୁ କ୍ୟାରିଅର୍‌ ଆରମ୍ଭ କରିଥିବା ଇମ୍ରାନ ପରେ ଅନେକ ବଡ ଫିଲ୍ମର ଅଂଶ ହୋଇଥିଲେ। ଫିଲ୍ମରେ ଅଭିନୟ ବ୍ୟତୀତ ତାଙ୍କ ବୋଲ୍ଡ ଏବଂ ଚୁମ୍ବନ ଦୃଶ୍ୟ ଯୋଗୁ…

ଗରମ ଚା’ ପିଉଛନ୍ତି କି, ହୋଇଯାନ୍ତୁ ସାବଧାନ

ଏକ ଗବେଷଣାରୁ ଜଣାପଡ଼ିଛି, ଗରମ ଚା’ ପିଇବା ଦ୍ୱାରା ଗଳା କ୍ୟାନସର୍‌ ଆଶଙ୍କା ଦେଖାଦେଇଥାଏ। ଗବେଷଣା ମୁତାବକ, ଯେଉଁ ଲୋକମାନେ ଦୈନନ୍ଦିନ ୭୫ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାର ଚା’ ପିଇଥାନ୍ତି, ସେମାନଙ୍କ ମଧ୍ୟରେ ଏହି କ୍ୟାନସର୍‌ ଆଶଙ୍କା ଦ୍ୱିଗୁଣା ବୃଦ୍ଧି ପାଇଥାଏ।…

ଅନ୍ୟ ଧର୍ମରେ ବିବାହ କରିଛନ୍ତି ଏହିସବୁ ପ୍ରସିଦ୍ଧ କ୍ରିକେଟର

ଭାରତୀୟ କ୍ରିକେଟରେ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନେ ଅନ୍ୟ ଧର୍ମରେ ବିବାହ କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେମିତି କିଛି କ୍ରିକେଟଙ୍କ ସମ୍ପର୍କରେ ଜାଣନ୍ତୁ ମହମ୍ମଦ କୈଫ୍‌ ଭାରତୀୟ କ୍ରିକେଟରେ ଜଣେ ଜବରଦସ୍ତ ଫିଲ୍ଡର ଭାବେ…

ମଶାଧୂପରୁ ଜଳିଗଲା ୨ ବଖରା

ସୋର,୨୧ା୩: ସୋର ମ୍ୟୁନିସିପାଲିଟି ଅଧୀନ କାଜିମହଲା ବସ୍ତିରେ ମଶାଧୂପରୁ ଅଗ୍ନିକାଣ୍ଡ ଘଟିଛି। ବସ୍ତିର ସେକ୍‌ ଅମାନୁଲ୍ଲା(ମୁନା) ଶନିବାର ରାତିରେ ମଶାଧୂପ ଲଗାଇ ଶୋଇଥିଲେ। ସକାଳ ହୋଇଯିବାରୁ ସେ ଧୂପ ଲିଭାଇବାକୁ ଭୁଲିଯାଇ ବାହରକୁ ଆସିଥିଲେ। ଏହି ଧୂପରୁ ଅଗ୍ନିକାଣ୍ଡ ଘଟି ତାଙ୍କର…

ଇସ୍ତଫା ଦେବେ ନାହିଁ ମହାରାଷ୍ଟ୍ର ରାଜ୍ୟ ଗୃହ ମନ୍ତ୍ରୀ ଦେଶମୁଖ

ନୂଆଦିଲ୍ଲୀ,୨୧।୩ : ମୁମ୍ବାଇର ପୂର୍ବତନ କମିଶନର ପରମ ବୀର ସିଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଜରିଆରେ ରାଜ୍ୟର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖଙ୍କ ନାମରେ ଆଣିଛନ୍ତି ଦୁର୍ନୀତି ଅଭିଯୋଗ। ଏହାପରେ ଏନ୍‌ସିପିର ବରିଷ୍ଠ ନେତା ମନ୍ତ୍ରୀ ପଦରୁ ଇସ୍ତଫା…

ଏନ୍‌କାଉଣ୍ଟରରେ ୨ ମାଓବାଦୀ ନିହତ

ମାଲକାନଗିରି,୨୧।୩: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲାରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଗୁଡ଼ରା ଜଙ୍ଗଲରେ ଗୁଳି ବିନିମୟ ଘଟିଛି। ଏଥିରେ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ଖବରରୁ ପ୍ରକାଶ, ମାଓବାଦୀମାନେ ଗୁଡ଼ରା…

ଯାତ୍ରାରେ ଯୋଗଦେଇ ପାରିବେନି ଜିଲା ବାହାର ଲୋକ

ବ୍ରହ୍ମପୁର ଅଫିସ୍‌,୨୧ା୩: ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରାକୁ ନେଇ ନାନା ଦ୍ୱନ୍ଦ୍ୱ ଦେଖାଦେଇଥିବା ବେଳେ ରବିବାର ସ୍ଥାନୀୟ ଲୋକ ପ୍ରତିନିଧି, ପ୍ରଶାସନ ଓ ଯାତ୍ରା ପରିଚାଳକଙ୍କୁ ନେଇ ମିଳିତ ବୈଠକ ପରେ ସମାଧାନର ବାଟ ଫିଟିଛି। ବିଏମ୍‌ସି ସମ୍ମିଳନୀ…

ଯବାନଙ୍କୁ ଅପହରଣ ପରେ ହତ୍ୟା

ମାଲକାନଗିରି, ୨୧ା୩ : ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀମାନେ ଜଣେ ଯବାନଙ୍କୁ ହତ୍ୟା କରିଛନ୍ତି। ମାଓବାଦୀମାନେ ତାଙ୍କୁ ଅପହରଣ ପରେ ଗୁଳିକରି ହତ୍ୟା କରିଥିବା ଜଣାପଡିଛି। ମୃତ ଯବାନ ଜଣକ ହେଲେ ସୋନୁ ପୁନମ୍‌। ସେ ଡିଆର୍‌ଜିରେ…

ପୂର୍ବତନ ମୁମ୍ବାଇ କମିଶନରଙ୍କ ବୟାନକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଝଡ଼

ମୁମ୍ବାଇ,୨୧।୩ : ନିକଟରେ ମୁମ୍ବାଇ କମିଶନର ପଦରୁ ବିଦା ହୋଇଥିଲା ପରମ ବୀର ସିଂଙ୍କ ବୟାନକୁ ମହାରାଷ୍ଟ୍ର ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ରାଜ୍ୟର ବରିଷ୍ଠ ନେତା ତଥା ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ ଦୁର୍ନୀତିରେ ଲିପ୍ତ ଥିବା ସେ ଗୁରୁତର…

ମୋବାଇଲ ଫୋନକୁ ନେଇ ବଚସାରୁ ହତ୍ୟାକାଣ୍ଡ

ସମ୍ବଲପୁର,୨୧।୩(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ସର୍ଲାକାନୀ ଗାନ୍ଧୀପଡାର ଗଣେଶ ଓରାମ (୨୫)ଙ୍କ ମୃତ୍ୟୁ ଘଟିଥିବା ବେଳେ ଲବ ଓରାମ (୨୦) ଗୁରୁତର ଆହତ ହୋଇ ଚିକିତ୍ସାଧୀନ…

ବିଶ୍ୱ କ୍ରିକେଟରେ ହାତଛଡ଼ା ହୋଇଥିବା ମହଙ୍ଗା କ୍ୟାଚ୍‌

କ୍ରିକେଟରେ କ୍ୟାଚ୍‌ ହିଁ ମ୍ୟାଚ୍‌ ଜିତାଏ। କିନ୍ତୁ ବିଶ୍ୱ କ୍ରିକେଟରେ ବହୁତ ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍‌ ହାତଛଡ଼ା ହୋଇଛି, ଯାହାକି ପୂରା ଦଳକୁ ମହଙ୍ଗା ପଡ଼ିବାର ବହୁ ଦୃଷ୍ଟାନ୍ତ ରହିଛି। ଏଭଳି ଏକ କ୍ୟାଚ୍‌ ସମ୍ପର୍କରେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ। ୨୦୧୪ରେ…

ଏହି ପ୍ରସିଦ୍ଧ ଗାୟିକାଙ୍କୁ ଡାକ୍ତର କହିଥିଲେ, ତୁମେ ମାତ୍ର ୧୦ ମିନିଟ ପର୍ଯ୍ୟନ୍ତ ଜୀବନ୍ତ ରହିପାରିବ

ଆମେରିକାନ ଗାୟିକା ଏବଂ ଗୀତ ଲେଖିକା ଡେମି ଲୋଭାଟୋଙ୍କ ଜୀବନୀ ଉପରେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ଆସୁଛି। ପିପୁଲ୍ସ ମାଗାଜିନ ଅନୁଯାୟୀ ଏହି ଫିଲ୍ମ ମାର୍ଚ୍ଚ ୨୩ରେ ୟୁଟ୍ୟୁବରେ ମୁକ୍ତିଲାଭ କରିବାକୁ ଯାଉଛି। ଡେମି ତାଙ୍କ ନିଶା ସେବନ ବିଷୟରେ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri